Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍ ପଛରେ ପିଟିହେଲା କାର୍, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ
Browsing Category
Today’s Highlight
କ୍ୟାପିଟାଲ ହସ୍ପିଟାଲ ବୁଲି ଦେଖିଲେ ପାଣ୍ଡିଆନ
ଆଜି ସକାଳେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭିକେ ପାଣ୍ଡିଆନ ସ୍ବାସ୍ଥ୍ୟବସ୍ଥା ଭିତ୍ତିଭୂମିର ବିକାଶର ସମୀକ୍ଷା କରିଛନ୍ତି। ଟ୍ରମା କେଆର ଏବଂ ରିସର୍ଚ୍ଚ ଟ୍ରମା କେଆର୍ ,ପିଜି ଗ୍ରାଜୁଏଟ ମେଡିକାଲ କଲେଜ , ସର୍ଜରି ବ୍ଲକ, ଜୁନିଅର ହଷ୍ଟେଲ , ବରିଷ୍ଠ!-->…
Read More...
Read More...
ଦିଲ୍ଲୀରେ ଓଡିଆ RAW ଅଧିକାରୀଙ୍କ ଆତ୍ମହତ୍ୟା
ଆତ୍ମହତ୍ୟା କଲେ ଓଡିଆ RAW ଅଧିକାରୀ । ଦିଲ୍ଲୀ ଲୋଧି କଲୋନୀ ସ୍ଥିତ RAW ଅଫିସ ମୁଖ୍ୟାଳୟର ୧୦ ମହଲାରୁ ଡେଇଁ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି । ତେବେ ଓଡିଆ ଅଫିସରଙ୍କ ନାଁ ଅନିକେତ କୁମାର । ସେ କଟକର ବାସିନ୍ଦା । ସୋମବାର ସକାଳେ ସେ ୧୦ ମହଲା ଉପରେ ଥିବା ତାଙ୍କ ଅଫିସରେ ପହଞ୍ଚିବା ପରେ!-->…
Read More...
Read More...
ଆଜିଠୁ ପାରାଦୀପରେ ଅଭ୍ୟାସ କରିବ ନୌସେନା
ଆଜିଠୁ ପାରାଦୀପ ଉପକୂଳରେ ‘ସି-ଭିଜିଲ୍’ । ଅର୍ଥାତ୍ ସାମୁଦ୍ରିକ ସୀମାରେ ଅନୁପ୍ରବେଶ ରୋକିବା ପାଇଁ ଅଭ୍ୟାସ କରିବ ନୌସେନା । ଏହି ପ୍ରସ୍ତୁତି ଅଭ୍ୟାସର ନାଁ ରଖାଯାଇଛି ‘ସି-ଭିଜିଲ୍’। ଓଡିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର ଆଦି ୪ଟି ରାଜ୍ୟ ମିଳିତ ଭାବେ ଏହି ସମରାଭ୍ୟାସ!-->…
Read More...
Read More...
ପଥର ଖଣି ଭୁଶୁଡି ୮ ଶ୍ରମିକ ମୃତ, ଏବେବି ୪ ଜଣ ନିଖୋଜ
ମିଜୋରାମରେ ଅଚାନକ ଭୁଶୁଡିଗଲା ପଥର ଖଣି। ମାଟି ତଳେ ଦବି ଯାଇଥିଲେ ୧୨ ଜଣ ଶ୍ରମିକ। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ଆଉ ୪ ଜଣଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୋମବାର ଅପରାହ୍ନ ପ୍ରାୟ ୩ଟାରେ ଦକ୍ଷିଣ ମିଜୋରାମର ହନାଥିଆଲ ଜିଲ୍ଲାରେ ଏହି ଘଟଣା ଘଟିଛି। ମୌଦାଢ!-->…
Read More...
Read More...
ଜାନୁଆରି ୪ରୁ ବନ୍ଦ ରହିବ ଭିତରକନିକା
୧୦ଦିନ ବନ୍ଦ ରହିବ ବିରଳ ବଉଳା କୁମ୍ଭୀରଙ୍କ ଅନ୍ତୁଡ଼ିଶାଳ । ଆସନ୍ତା ଜାନୁଆରି ୪ ତାରିଖରୁ ୧୪ ତାରିଖ ଯାଏ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଏହି ୧୦ଦିନରେ ଭିତରକନିକା ଜାତୀୟ ଉଦ୍ୟାନ ଓ ଉଦ୍ୟାନ ବାହାରେ ଥିବା ନଦୀ, ନାଳଗୁଡିକରେ କୁମ୍ଭୀରମାନଙ୍କ ଗଣନା କରାଯିବ ।!-->…
Read More...
Read More...
ଆସନ୍ତାକାଲିଠୁ ଆରମ୍ଭ G-20 ଶିଖର ସମ୍ମିଳନୀ
ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ଦୁଇ ଦିନିଆ G-20 ଶିଖର ସମ୍ମିଳନୀ । ନଭେମ୍ବର ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ବାଲିରେ ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ଭାରତ ସମେତ ବିଶ୍ବର ୨୦ ରାଷ୍ଟ୍ରର ପ୍ରତିନିଧି ସାମିଲ ହେବେ । ତେବେ ଏହି ସମ୍ମିଳନୀରେ ଯୋଗଦେବାକୁ ଆଜି ଇଣ୍ଡୋନେସିଆ ଗସ୍ତରେ!-->…
Read More...
Read More...
ଭିଜିଲାନ୍ସ ଜାଲରେ ଆରଡବ୍ଲୁଏସଏସର ସହକାରୀ ଯନ୍ତ୍ରୀ
ଭିଜିଲାନ୍ସ ଜାଲରେ ଫସିଲେ ମୟୂରଭଞ୍ଜ ଉଦଳା ଆରଡବ୍ଲୁଏସଏସର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ଚଢ଼ାଉ ସମୟରେ ଅନେକ ଗୁଡ଼ିଏ ପ୍ଲଟ୍ ଓ ଫ୍ଳାଟ ଠାବ ହୋଇଛି । ଭୁବନେଶ୍ବରର ୪ଟି,!-->…
Read More...
Read More...
ମହାକାଶକୁ ଗଲା ଚୀନର ମାଲବାହୀ ରକେଟ୍
ଇତିହାସ ରଚିବା ଲକ୍ଷ୍ୟରେ ଚୀନ । ମହାକାଶକୁ ମାଲବାହୀ ରକେଟ୍ ଛାଡ଼ିଲା ଚୀନ । ଶନିବାର ସକାଳେ ତିଆନଜୁ-୫ ନାମକ ମାଲବାହୀ ମହାକାଶ ଯାନକୁ ଲଙ୍ଗ୍ ମାର୍ଚ୍ଚ-୭ ନାମକ ରକେଟ ମାଧ୍ୟମରେ ମହାକାଶକୁ ପଠାଯାଇଛି । ଏହାକୁ ଦକ୍ଷିଣ ଚୀନ ହେନାନ ପ୍ରଦେଶସ୍ଥିତ ଓ୍ବେନଚାଙ୍ଗ୍ ମହାକାଶ କେନ୍ଦ୍ରରୁ!-->…
Read More...
Read More...
ବିପାଶା ବସୁଙ୍କ ଘରକୁ ଆସିଲା କୁନି ପରି
ବ୍ଲାକ୍ ବିଉଟିଙ୍କ ଘରକୁ ଆସିଲେ ନୂଆ ଅତିଥି । କନ୍ୟା ସନ୍ତାନର ଜନନୀ ହେଲେ ବିପାଶା ବସୁ । ୪୩ ବର୍ଷରେ ମା’ ହେବାର ସୌଭାଗ୍ୟ ପାଇଛନ୍ତି ବିପାଶା । ନୂଆ ଅତିଥିକୁ ନେଇ ଅଭିନେତ୍ରୀ ବିପାଶା ବସୁ ଓ କରଣ ସିଂଙ୍କୁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ପରେ!-->…
Read More...
Read More...
ହିମାଚଳ ପ୍ରଦେଶ ବିଧାନସଭା ଆସନ ପାଇଁ ଆଜି ପଡୁଛି ଭୋଟ
ନୂଆଦିଲ୍ଲୀ; ଆଜି ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପଡୁଛି ଭୋଟ । ସକାଳ ୮ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲୁ ରହିବ ମତଦାନ । ଏହି ପାହାଡି ରାଜ୍ୟରେ ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ ୫୫ ଲକ୍ଷରୁ ଅଧିକ ଭୋଟର । ମୋଟ ୬୮ ବିଧାନସଭା ଆସନରେ ୭ହଜାର ୮୮୧ ମତଦାନ!-->…
Read More...
Read More...