Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍ ପଛରେ ପିଟିହେଲା କାର୍, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ
Browsing Category
Today’s Highlight
ଇସଲାମାବାଦରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଲକଡାଉନ
ଇସଲାମାବାଦ; ପାକିସ୍ତାନରେ ଇମ୍ରାନ ଖାନଙ୍କୁ ଗୁଳିମାଡ଼ ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ସ୍ଥିତି ଅଣାୟତ ହୋଇପଡ଼ିବା ଯୋଗୁଁ ଇସଲାମାବାଦରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । ସହବାଜ ସରକାରଙ୍କ ସୁପାରିଶ ଅନୁସାରେ ଏହି ସମ୍ପୂର୍ଣ୍ଣ ଅଞ୍ଚଳ ସିଲ୍!-->…
Read More...
Read More...
ଆଜିଠୁ ପଞ୍ଚୁକ ବ୍ରତ, ଭର୍ଚ୍ଚୁଆଲରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର
ଆଠଗଡ; ଆଜିଠୁ ଆରମ୍ଭ ପବିତ୍ର ପଞ୍ଚୁକ ବ୍ରତ। ପଞ୍ଚକ ପାଇଁ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ଓ ବେଶ ଅନୁଷ୍ଠିତ ହୋଇଛି । ଶ୍ରୀଜିଉଙ୍କ ଦର୍ଶନ ଲାଗି ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ଆଜି ଏକାଦଶୀ ତିଥିରେ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ ।!-->…
Read More...
Read More...
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗୁଳିମାଡ଼
ଇସଲମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହୋଇଛି ଗୁଳିମାଡ଼। ଏକ ରାଲିରେ ଯାଉଥିବା ବେଳେ ଇମ୍ରାନ ଖାନଙ୍କ କଣ୍ଟେନର ଉପରକୁ ଖୋଇଛି ଆଖିବୁଜା ଫାୟାରିଂ। ଏକ ରାଜନୈତିକ କାର୍ଯ୍ୟକ୍ରମ ଚାଲିଥିଲାବେଳେ ହୋଇଛି ଗୁଳିମାଡ । ଗୁଳି ମାଡରେ ଇମ୍ରାନ ଖାନ୍ ଗୁରୁତର ଭାବେ !-->…
Read More...
Read More...
ପଳାତକ ବିଜୟ ମାଲ୍ୟାଙ୍କୁ ଲାଗିଲା ଝଟକା
ନୂଆଦିଲ୍ଲୀ; ପଳାତକ ବିଜୟ ମାଲ୍ୟାଙ୍କୁ ଲାଗିଲା ଆଉ ଏକ ଝଟକା । ସୁପ୍ରିମକୋର୍ଟରେ କେସ୍ ଲଢିବାକୁ ମନା କରିଦେଇଛନ୍ତି ତାଙ୍କ ଓକିଲ । ଜଷ୍ଟିସ୍ ଚନ୍ଦ୍ରଚୂଡ ଓ ହିମା କୋହଲିଙ୍କ ଖଣ୍ଡପୀଠକୁ ସେ କହିଛନ୍ତି, ମାଲ୍ୟା ଏବେ ସମ୍ଭବତଃ ବ୍ରିଟେନରେ ଅଛନ୍ତି । ହେଲେ ତାଙ୍କ ପାଖରେ କେବଳ ତାଙ୍କର ଇମେଲ୍!-->…
Read More...
Read More...
ଗୁଜରାଟ ନିର୍ବାଚନ ପାଇଁ ତାରିଖ ଘୋଷଣା
ନୂଆଦିଲ୍ଲୀ; ବାଜିଲା ଗୁଜରାଟ ସାଧାରଣ ନିର୍ବାଚନ ପାଇଁ ବିଗୁଲ । ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନର । ଗତଥର ଭଳି ୨ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ଗୁଜରାଟରେ ଡିସେମ୍ବର ୧ ଓ ୫ରେ ବିଧାନସଭା ନିର୍ବାଚନ ହେବ ଏବଂ ୮ ଡିସେମ୍ବରରେ ଫଳାଫଳ ଆସିବ ।
!-->!-->!-->…
Read More...
Read More...
ନେତା ବାଛିବେ ଧାମନଗରବାସୀ
ଧାମନଗର; ଆଜି ଧାମନଗର ଉପନିର୍ବାଚନ ପାଇଁ ଭୋଟଗ୍ରହଣ ଆରମ୍ଭ ହୋଇଯାଇଛି । ସକାଳ ୭ ରୁ ଭୋଟିଂ ଆରମ୍ଭ ହୋଇଯାଇଛି।। ଧାମନଗରର ୨ ଲକ୍ଷ ୩୮ହଜାର ୪୧୭ଜଣ ଭୋଟର ସେମାନଙ୍କ ଭୋଟଦାନ ଅଧିକାର ସାବ୍ୟସ୍ତ କରିବେ । ମଇଦାନରେ ଅଛନ୍ତି ୫ ପ୍ରାର୍ଥୀ । ଭୋଟରମାନେ ଭୋଟ ପରିଚୟ ପତ୍ର ଛଡା ୧୨ଟି ଅନ୍ୟ!-->…
Read More...
Read More...
ସାମାଜିକ ସୁରକ୍ଷା କ୍ଷେତ୍ରରେ ବିଜୁ ସ୍ବାସ୍ଥ୍ୟ ଯୋଜନା ଏକ ଭଲ ପ୍ରୟାସ
ମୁଖ୍ୟମନ୍ତ୍ରୀଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସମୀକ୍ଷାସ୍ବାସ୍ଥ୍ୟସେବା ପ୍ରଦାନ ପାଇଁ ୫୦୦ ଘରୋଇ ହସ୍ପିଟାଲ ତାଲିକାଭୁକ୍ତ, ସେଥିମଧ୍ୟରୁ ୯୮ଟି ରାଜ୍ୟ ବାହାରେଯୋଜନା ଆରମ୍ଭରୁ ଆଜି ପର୍ଯ୍ୟନ୍ତ ୫,୪୫,୩୩୯ ହିତାଧିକାରୀଙ୍କ ପାଇଁ ୧୧୯୧ କୋଟି ଟଙ୍କା ଖର୍ଚ୍ଚ
ଭୁବନେଶ୍ବର;!-->!-->!-->…
Read More...
Read More...
ବିରାଟ ମନ୍ତ୍ର ଶୁଣି ରାହୁଲ ଫର୍ମକୁ ଫେରିଲେ
ଆଡିଲେଡ; ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ଉପରେ ଏବେ ପୂରା ଭାରତର ନଜର ରହିଛି। ଆଜି ମ୍ୟାଚ୍ ଜିତିଲେ, ଭାରତ ସେମିଫାଇନାଲ ଯିବ। ହେଲେ ଏଥିରେ ଯେଉଁ ଭୟଟି ରହିଥିଲା, ତାହା ହେଲା, ଓପନର୍ କେ ଏଲ୍ ରାହୁଲଙ୍କ ପ୍ରଦର୍ଶନ। ଏଯାଏ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରି ଆସୁଥିଲେ ରାହୁଲ। ଏମିତି ଯେ!-->…
Read More...
Read More...
ପଞ୍ଚୁକରେ କେମିତି ରହିବ ପାଣିପାଗ, ଜାଣନ୍ତୁ
ଭୁବନେଶ୍ବର; ଦିନକ ପରେ କାର୍ତ୍ତିକ ମାସର ବହୁ ପ୍ରତୀକ୍ଷିତ ସମୟ ଆସିବ। ପଞ୍ଚୁକ ଉପରେ ସମସ୍ତଙ୍କ ନଜର ରହିଛି। ବିଶେଷକରି ବଡ଼ି ଭୋରରୁ ଉଠି ଗାଧୋଇ ସମସ୍ତେ ଠାକୁର ଦର୍ଶନ ପାଇଁ ମନ ବଳାଇଥାନ୍ତି। କିଛି କିଛି ସମୟରେ ଶୀତ ଏଥିରେ ବାଧକ ସାଜିଥାଏ। ହେଲେ ଏଥର ପାଣିପାଗ ପଞ୍ଚୁକ ପାଇଁ ପୂରା!-->…
Read More...
Read More...
ଡିଜ୍ନୀ ଲ୍ୟାଣ୍ଡରେ ହଜାର ହଜାର ଲୋକ ବନ୍ଦୀ
ସାଘାଂଇ; କରୋନା ଆକ୍ରାନ୍ତ ଚିହ୍ନଟ ହେବା ପଡିଲା ମହଙ୍ଗା । ଜଣଙ୍କ ପାଇଁ ହଜାର ହଜାର ଲୋକ ବନ୍ଦୀ ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଚୀନ୍ର ଶାଙ୍ଘାଇରେ । ଡିଜ୍ନୀ ଲ୍ୟାଣ୍ଡ ବୁଲିବାକୁ ଆସିଥିବା ଜଣେ ମହିଳା କରୋନା ପଜିଟିଭ ଚିହ୍ନଟ ହେବା ପରେ ପାର୍କରେ ଥିବା ସମସ୍ତ ଯାତ୍ରୀଙ୍କୁ!-->…
Read More...
Read More...