Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍ ପଛରେ ପିଟିହେଲା କାର୍, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ
Browsing Category
Today’s Highlight
ଧାମନଗର ଉପନିର୍ବାଚନ; ଦ୍ବିତୀୟ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଆଗୁଆ
ଭଦ୍ରକ: ଧାମନଗର ଉପନିର୍ବାଚନର ଦ୍ବିତୀୟ ରାଉଣ୍ଡ ଭୋଟ ଗଣତିରେ ବିଜେପି ପ୍ରାର୍ଥୀ ଆଗୁଆ ଥିବାର ସୂଚନା ରହିଛି। ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ, ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ଠାରୁ ୧୩୭୯ ଭୋଟରେ ଆଗୁଆ ରହିଛନ୍ତି। ଦ୍ବିତୀୟ ରାଉଣ୍ଡର ଭୋଟ ଗଣତିରେ ବିଜେପି ପ୍ରାର୍ଥୀଙ୍କୁ!-->…
Read More...
Read More...
କିଏ ହେବ ଧାମନଗରବାସୀଙ୍କ ନେତା?
ଭଦ୍ରକ: ଆରମ୍ଭ ହୋଇଗଲାଣି ଧାମନଗର ଉପ ନିର୍ବାଚନର ଭୋଟ୍ ଗଣତି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରଶାସନିକ ସୂଚନା ଅନୁଯାୟୀ, ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଗଣନା ଆରମ୍ଭ ହୋଇଯାଇଛି। ୮ଟା ବେଳେ ପ୍ରଥମେ ପୋଷ୍ଟାଲ ବାଲଟ ଗଣତି!-->…
Read More...
Read More...
ପେନ୍ସନ୍ ଯୋଜନାକୁ ନେଇ ସୁପ୍ରିମ୍କୋର୍ଟଙ୍କ ବଡ଼ ରାୟ
ନୂଆଦିଲ୍ଲୀ; ୨୦୧୪ ମସିହାର କର୍ମଚାରୀଙ୍କ ପେନସନ୍ (ସଂଶୋଧନ) ଯୋଜନା ସଂପର୍କରେ ସୁପ୍ରିମକୋର୍ଟ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ୍ ପେନ୍ସନ୍ ସ୍କିମ୍କୁ ନେଇ ୨୦୧୪ରେ ଯେଉଁ ନୂଆ ନିୟମ ଘୋଷଣା କରାଯାଇଥିଲା, ତାକୁ ରଦ୍ଦ କରିଛନ୍ତି ସୁପ୍ରିମ୍କୋର୍ଟ ।
ପ୍ରଧାନ ବିଚାରପତି!-->!-->!-->…
Read More...
Read More...
ଡିସେମ୍ବର ୫ରେ ମୈନ୍ପୁରୀ ଲୋକସଭା ଓ ୫ଟି ରାଜ୍ୟ ବିଧାନସଭା ଆସନ ପାଇଁ ଉପନିର୍ବାଚନ
ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୫ ତାରିଖରେ ଉତ୍ତର ପ୍ରଦେଶର ମୈନପୁରୀ ଲୋକସଭା ଆସନ ସମେତ ୫ଟି ରାଜ୍ୟର ୫ଟି ବିଧାନସଭା ଆସନ ନିମନ୍ତେ ଉପନିର୍ବାଚନ ହେବ। ଆଜି ଭାରତର ନିର୍ବାଚନ କମିସନ ତାରିଖ ଘୋଷଣା କରିଛନ୍ତି। ଉପନିର୍ବାଚନରେ ଗ୍ରହଣ କରାଯିବାକୁ ଥିବା ଭୋଟ୍ଗୁଡ଼ିକର ଗଣନା ଡିସେମ୍ବର ୮!-->…
Read More...
Read More...
ଡିସେମ୍ବର ୫ରେ ହେବ ପଦ୍ମପୁର ବିଧାନସଭା ଉପନିର୍ବାଚନ
ପଦ୍ମପୁର; ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନର । ଡିସେମ୍ବର ୫ତାରିଖରେ ହେବ ମତଦାନ । ଡିସେମ୍ବର ୫ତାରିଖରେ ଭୋଟ ପଡୁଥିବା ବେଳେ ଡିସେମ୍ବର ୮ତାରିଖରେ ହେବ ଭୋଟ ଗଣତି । ଆସନ୍ତା ୧୦ ତାରିଖରେ ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ ।!-->…
Read More...
Read More...
ଆସନ୍ତାକାଲି ଧାମନଗର ଫଳାଫଳକୁ ନେଇ ଚର୍ଚ୍ଚା
ଭଦ୍ରକ: ଆସନ୍ତାକାଲି ମିଳିବ ଧାମନଗର ଉପନିର୍ବାଚନ ଫଳାଫଳ। କିଏ ବାଜିମାତ୍ କରିବ କାଲି ଜଣାପଡ଼ିବ। କଡ଼ା ସୁରକ୍ଷା ଭିତରେ ଇଭିଏମ୍ଗୁଡ଼ିକୁ ରଖାଯାଇଥିବା ବେଳେ କାଲି ସକାଳ ୮ରୁ ଆରମ୍ଭ ହେବ ଭୋଟ୍ ଗଣତି ହେବ। ଭୋଟ୍ ଗଣତି ଲାଗି ଭଦ୍ରକ ସଂସ୍କୃତି ଭବନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୧୪ଟି!-->…
Read More...
Read More...
ଆଖି ବୁଜିଲେ ସ୍ୱାଧୀନ ଭାରତର ପ୍ରଥମ ଭୋଟର
ନୂଆଦିଲ୍ଲୀ: ଆଖି ବୁଜିଲେ ସ୍ୱାଧୀନ ଭାରତର ପ୍ରଥମ ଭୋଟର ଶ୍ୟାମ ସରଣ ନେଗୀ । ଆଜି ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ନେଗୀଙ୍କୁ ୧୦୬ ବର୍ଷ ହୋଇଥିଲା । ଗତ ୨ ତାରିଖରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ ପୋଷ୍ଟାଲ ବାଲାଟରେ ନିଜର ଶେଷ ଭୋଟଦାନ କରିଥିଲେ!-->…
Read More...
Read More...
୨୩ରୁ ମାଟ୍ରିକ ସମେଟିଭ୍ ପରୀକ୍ଷା
କଟକ: ଆସନ୍ତା ୨୩ରୁ ମାଟ୍ରିକ ସମେଟିଭ୍ ପରୀକ୍ଷା। ଚଳିତ ମାସ ୨୩ରୁ ୩୦ ତାରିଖ ଯାଏଁ ମାଟ୍ରିକ ସମେଟିଭ୍ ଆସେସ୍ମେଣ୍ଟ-୧ ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟର ୩୦ ଜିଲ୍ଲାର ୩୦୨୯ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ସମେଟିଭ୍ ପରୀକ୍ଷାରେ ସାମିଲ ହେବା ପାଇଁ ୫ ଲକ୍ଷ ୩୨ ହଜାର!-->…
Read More...
Read More...
ଗୁଜରାଟ ପାଇଁ ଆପ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାନ ଗଡବୀ
ଗୁଜୁରାଟ; ଗୁଜରାଟ ପାଇଁ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି। ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ଇସୁଦାନ ଗଡବୀ । ଏନେଇ ଘୋଷଣା କରିଛନ୍ତି ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲ । ତେବେ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି ଯେ!-->…
Read More...
Read More...
ଦିଲ୍ଲୀରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍କୁଲ ବନ୍ଦ
ନୂଆଦିଲ୍ଲୀ; ରାଜଧାନୀ ଦିଲ୍ଲୀରେ ବଢିବାରେ ଲାଗିଛି ବାୟୁ ପ୍ରଦୂଷଣ । ପ୍ରଦୂଷଣକୁ ଆଖି ଆଗରେ ରଖି ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନୋଏଡାରେ ପ୍ରାଇମେରୀ ସ୍ତରର ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନଲାଇନରେ କ୍ଲାସ କରିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।!-->…
Read More...
Read More...