Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍ ପଛରେ ପିଟିହେଲା କାର୍, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ
Browsing Category
Today’s Highlight
ମିସାଇଲ୍ ମାଡରେ ଥରିଲା ୟୁକ୍ରେନ
ୟୁକ୍ରେନ୍: କିଭ୍ ଉପରେ ଘନ ଘନ ମିସାଇଲ୍ ମାଡ଼ କରୁଛି ଋଷ। ୟୁକ୍ରେନର ରାଜଧାନୀ କିଭ ଉପରେ ଘନ ଘନ ରକେଟ୍ ମାଡ । କ୍ରିମିଆ ଆଟାକ ପରେ କିବ୍ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି ଋଷ । ଲଗାତାର କ୍ଷେପଣାସ୍ତ୍ର ମାଡ଼ ଯୋଗୁ ଧୂଆଁମୟ ହୋଇଥିଲା ପୁରା ସହର । ରେଳ ଷ୍ଟେସନ ନିକଟରେ ବ୍ଲାଷ୍ଟ ହୋଇଥିବା!-->…
Read More...
Read More...
ଆରମ୍ଭ ହେଲା ମାଆ ଗଜଲକ୍ଷ୍ମୀ ପୂଜା
ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଘଣ୍ଟଘଣ୍ଟା ନାଦରେ ମାଙ୍କୁ ଆବାହନ କରୁଛନ୍ତି ଭକ୍ତ । ଦୀର୍ଘ ୨ ବର୍ଷର କରୋନା କଟକଣା ପରେ ପୂର୍ଣ୍ଣ ମାତ୍ରାରେ କରାଯାଉଛି ମା’ ଧନଦାତ୍ରୀଙ୍କ ପୂଜାର ଆୟୋଜନ । ମାଙ୍କ ଆଗମନରେ ଦୁଲୁକୁଛି କେନ୍ଦ୍ରାପଡ଼ା ଓ ଢେଙ୍କାନାଳ!-->…
Read More...
Read More...
ଅନନ୍ତନାଗରେ ୨ ଆତଙ୍କବାଦୀ ନିହତ
ଟଳିଲେ ୨ ଆତଙ୍କବାଦୀ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁଆକ୍ରମଣରେ ୨ ଆତଙ୍କୀ ନିପାତଏବେବି ଜାରି ରହିଛି ସର୍ଚ୍ଚ ଅପରେସନ ପୁଣି ମୁହାଁମୁହିଁ ହେଲେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ।
ଜମ୍ମୁ-କାଶ୍ମୀର : ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୋମବାର ଭୋର ସମୟରେ ଗୁଳିବିନିମୟ ଘଟି!-->!-->!-->…
Read More...
Read More...
ମହମ୍ମଦ ମୋକିମଙ୍କୁ ମିଳିଲା ଜାମିନ
କଟକ: ଭିଜିଲାନ୍ସ ମାମଲାରେ ବିଧାୟକ ମହମ୍ମଦ ମୋକିମଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି। ୧ଲକ୍ଷ ଟଙ୍କା ଲେଖାଏଁ ୨ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ଏଥିସହ ଭିଜିଲାନ୍ସ କୋର୍ଟଙ୍କ ଜରିମାନା ଉପରେ ସ୍ଥଗିତାଦେଶ ଜାରି କରାଯାଇଛି। ମୋକିମ୍ଙ୍କ ଆବେଦନକୁ କୋର୍ଟ ଗ୍ରହଣ!-->…
Read More...
Read More...
ଭିଜିଲାନ୍ସ ଜାଲରେ ଫଶିଲେ ମାନସ ରଂଜନ
ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଭୁବନେଶ୍ବର ଜିପିଏଫ ଡିଭିଜିନ-୧ର ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲ । ସାଧାରଣ ଜନସ୍ୱାସ୍ଥ୍ୟ ଡିଭିଜନ-୧ର ସହକାରୀ ଯନ୍ତ୍ରୀଙ୍କ ଘରେ ସୋମବାର ସକାଳୁ ଚଢ଼ାଉ କରାଯାଉଛି। ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ ଏକକାଳୀନ ୬ଟି ସ୍ଥାନରେ କରାଯାଉଛି।। ଚଢ଼ାଉରେ ୩!-->…
Read More...
Read More...
ମୁଲାୟମ ସିଂହ ଯାଦବଙ୍କ ଦେହାନ୍ତ
ଉତ୍ତରପ୍ରଦେଶ: ମୁଲାୟମ ସିଂହ ଯାଦବ ଆଉ ନାହାନ୍ତି। ୮୨ ,ବର୍ଷ ବୟସରେ ପରଲୋକ। ଉତ୍ତରପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ଥିଲେ। ଅସୁସ୍ଥ ହେବା ପରେ ଗୁରୁଗାଁଓ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ!-->…
Read More...
Read More...
ନିଯୁକ୍ତି ପାଇଲେ ବିଭିନ୍ନ ବୋର୍ଡର ଅଧ୍ୟକ୍ଷ ଓ ପରାମର୍ଶଦାତା
ଭୁବନେଶ୍ୱର: ଆଜି ରାଜ୍ୟ ସରକାର ବିଭିନ୍ନ ବୋର୍ଡର ଅଧ୍ୟକ୍ଷ ଓ ପରାମର୍ଶଦାତା ନିଯୁକ୍ତ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଲେନିନ ମହାନ୍ତି ହୋଇଛନ୍ତି ଓଟିଡିସି ଅଧ୍ୟକ୍ଷ। କଳିକେଶ ସିଂଦେଓ ହେଲେ ଓଡ଼ିଶା ହାଉସିଂ ବୋର୍ଡ!-->…
Read More...
Read More...
ଆଜି ପ୍ରବଳ ବର୍ଷିବ
ଭୁବନେଶ୍ବର; ଉପକୂଳ ଓଡ଼ିଶାରେ ବର୍ଷାର ବିସ୍ତୃତି ବଢ଼ିବ। ଆଜି ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ୧୨ ତାରିଖ ଯାଏଁ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ବିଶେଷକରି ଉପକୂଳ ସମେତ ଦକ୍ଷିଣ ଓଡ଼ିଶା!-->!-->!-->…
Read More...
Read More...
ଏଥର ଦୀପାବଳୀ ରେ ପଡୁଛି ସୂର୍ଯ୍ୟପରାଗ
ଭୁବନେଶ୍ବର: ଆଗକୁ ଆସୁଛି ପବିତ୍ର ଦୀପାବଳି ଅମାବାସ୍ୟା । ଏହିଦିନ ବର୍ଷର ଦ୍ୱିତୀୟ ତଥା ଶେଷ ସୂର୍ଯ୍ୟ ଗ୍ରହଣ ଲାଗୁଛି। ଏହି ଗ୍ରହଣ ୟୁରୋପ, ପଶ୍ଚିମ ସାଇବେରିଆ, ଦକ୍ଷିଣ ଏସିଆ, ପଶ୍ଚିମ ଏସିଆ, ଉତ୍ତର ଆଫ୍ରିକା, ପୂର୍ବ ଆଫ୍ରିକା ଏବଂ ଆଟଲାଣ୍ଟିକ୍ ରୁ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ ।!-->…
Read More...
Read More...
ନଭେମ୍ବର ୩ ତାରିଖରେ ଧାମନଗର ଭୋଟ
ଭୁବନେଶ୍ବର: ଧାମନଗର ବିଧାନସଭା ଆସନରେ ଉପ ନିର୍ବାଚନ ଲାଗି ଭାରତର ନିର୍ବାଚନ କମିସନ ଆଜି ତାରିଖ ଘୋଷଣା କରିଛନ୍ତି। ନଭେମ୍ବର ୩ ତାରିଖରେ ଏହି ଗୁରୁତ୍ବପୂର୍ଣ୍ଣ ଆସନ ଲାଗି ଉପନିର୍ବାଚନ ଅନୁଷ୍ଠିତ ହେବ। ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଏହି ଆସନ ଖାଲି ପଡ଼ିଛନ୍ତି।!-->…
Read More...
Read More...