Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍ ପଛରେ ପିଟିହେଲା କାର୍, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ
Browsing Category
Today’s Highlight
ଧନୀ ବ୍ୟକ୍ତିଙ୍କର ଖସିଲା ସମ୍ପତି
ବିଶ୍ବର ଟପ୍-୧୦ ଧନୀଙ୍କର ଖସିଲା ସମ୍ପତିମସ୍କ ସହିଲେ ୮୫ ହଜାର କୋଟିର କ୍ଷତିଅମ୍ବାନୀ ଓ ଆଦାନୀଙ୍କର ବି କମିଲା ସମ୍ପତି
ମୁମ୍ବାଇ: ବିଶ୍ବର ପ୍ରଥମ ୧୦ ଧନୀ ବ୍ୟକ୍ତିଙ୍କର ଖସିଲା ସମ୍ପତି । ଏଥିରେ ଅଧିକ ପ୍ରଭାବିତ ହୋଇଛନ୍ତି ବିଶ୍ବର ଏକନମ୍ବର ଧନୀ ତଥା ଟେସଲା ସିଇଓ ଏଲନ ମସ୍କ ।!-->!-->!-->…
Read More...
Read More...
ଜାଣନ୍ତୁ, କେବେ ଜଣାପଡ଼ିବ ବାତ୍ୟା ଆସିବ କି ନାହିଁ ?
ଭୁବନେଶ୍ବର: ଆସନ୍ତା ୧୭-୨୪ ଅକ୍ଟୋବର ମଧ୍ୟରେ ବଙ୍ଗୋପସାଗର ରେ ଏକ ସିଷ୍ଟମ୍ ସୃଷ୍ଟି ଓ ଘନୀଭୂତ ହେବାର ସମ୍ଭାବନା ରହିଛି। ଏକ ଘୂର୍ଣ୍ଣିବଳୟ ୧୭ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳ ରେ ସୃଷ୍ଟି ହେବ। ପରବର୍ତ୍ତୀ ସମୟ ରେ ଏହି କ୍ଷେତ୍ର ଅଧିକ ଘନୀଭୂତ ହୋଇ ଲଘୁଚାପ/ଡିପ୍ରେଶନ ର!-->…
Read More...
Read More...
ଫିଲ୍ମ ଦୁନିଆରେ ପାଦ ଦେଲେ ଧୋନୀ, ନିର୍ମାଣ କରିବେ ଚଳଚ୍ଚିତ୍ର
ଭୁବନେଶ୍ବର: ଭାରତୀୟ କ୍ରିକେଟ ଜଗତରେ ମହେନ୍ଦ୍ର ସିଂ ଧୋନୀ ଜଣେ ପରିଚିତ ଚେହେରା। ସେ ଏକାଧାରାରେ ଜଣେ ସଫଳ ଅଧିନାୟକ, ୱିକେଟ କିପର ଓ ଫିନିସର୍ ମଧ୍ୟ । ସେ ଭାରତୀୟ ଟିମ୍ କୁ ଅନେକ ସଫଳତା ଦେଇଛନ୍ତି । ବିଶ୍ୱ କ୍ରିକେଟରେ ଟିମ ଇଣ୍ଡିଆକୁ ଶୀର୍ଷକୁ ନେବାରେ ତାଙ୍କର ବହୁତ ଅବଦାନ ରହିଛି।!-->…
Read More...
Read More...
ସ୍କୁଲରେ ଫୁଟବଲ ଖେଳକୁ ଦିଆଯିବ ପ୍ରାଧାନ୍ୟ, ସୂଚନା ଦେଲେ ଧର୍ମେନ୍ଦ୍ର
• ଶିକ୍ଷା ମନ୍ତ୍ରଣାଳୟ, ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ, ଫିଫା, ୟୁନିସ୍କୋ, ଏଆଇଏଫଏଫ ମଧ୍ୟରେ ଫୁଟବଲ ପ୍ରୋତ୍ସାହନକୁ ନେଇ ବୈଠକ• ଫିଫା, ୟୁନିସ୍କୋ ଓ ଏଆଇଏଫଏଫ ସହଯୋଗରେ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯିବ• ଦେଶର ୭୦୦ରୁ ଅଧିକ ଜିଲ୍ଲାର ୧୦ ହଜାର ସ୍କୁଲକୁ ୧୦୦ଟି ଲେଖାଁଏ ଫୁଟବଲ!-->…
Read More...
Read More...
ଚିହ୍ନ ବଦଳିବା ନେଇ ଉଦ୍ଧବଙ୍କ ମନ ଉଣା
ମନ ଭାଙ୍ଗିଗଲା, ଚିହ୍ନ ବଦଳିଲାଉଦ୍ଧବ-ସିନ୍ଦେଙ୍କ ବିବାଦରେ ECଙ୍କ ବଡ଼ ନିଷ୍ପତ୍ତିଶିବସେନା ଓ ସିନ୍ଦେ ଦଳର ବଦଳିଲା ନାମଉଦ୍ଧବଙ୍କୁ ମଶାଲ ଚିହ୍ନ, ସିନ୍ଦେ ପୁନଶ୍ଚ କରିବେ ଆବେଦନ
ମହାରାଷ୍ଟ୍ର: ମହାରାଷ୍ଟ୍ରରେ ନିର୍ବାଚନୀ ଚିହ୍ନକୁ ନେଇ ହେଉଥିବା କନ୍ଦଳ ଟିକେ ଥମି ଯାଇଛି। ଉଦ୍ଧବ ଠାକରେ!-->!-->!-->…
Read More...
Read More...
ବୃନ୍ଦାବତୀ ନିବାସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ପୁରୀରେ ହବିଷ୍ୟାଳି ମା ମାନଙ୍କ କାର୍ତ୍ତିକ ବ୍ରତ ଆରମ୍ଭ
ହବିଷ୍ୟାଳି ମା’ଙ୍କ ପାଇଁ ବୃନ୍ଦାବତୀ ନିବାସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ହବିଷ୍ୟାଳି ଯୋଜନା ର ମା’ଙ୍କୁ ଗୋଟିଏ ଗୋଟିଏ ଶାଲ୍ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ଜଗନ୍ନାଥ ମୁଖ୍ୟମନ୍ତ୍ରୀଙ୍କୁ ‘କୋଟିଏ!-->!-->!-->!-->!-->!-->!-->…
Read More...
Read More...
ଆଖିବୁଜିଲା ବିଶ୍ୱର ଏକମାତ୍ର ଶାକାହାରୀ କୁମ୍ଭୀର ‘ବାବିୟା’
'ବାବିୟା' ଥିଲା ବିଶ୍ୱର ଏକମାତ୍ର ଶାକାହାରୀ କୁମ୍ଭୀରନା ମାଂସ ଖାଉଥିଲା, ନା କାହାକୁ କରୁଥିଲା ଆକ୍ରମଣଭଗବାନଙ୍କ ପ୍ରସାଦ ଖାଏ, ମନ୍ଦିରକୁ ଦେଉଥିଲା ସୁରକ୍ଷା
କେରଳ: ବିଶ୍ୱର ଏକମାତ୍ର ଶାକାହାରୀ କୁମ୍ଭୀର 'ବାବିୟା'କୁ ପ୍ରାୟ ସମସ୍ତେ ଜାଣିଥିବେ । ଆଜି 'ବାବିୟା' ଶେଷ ନିଶ୍ୱାସ ତ୍ୟାଗ!-->!-->!-->…
Read More...
Read More...
କମ୍ପିବ କଳିଙ୍ଗ ଷ୍ଟାଡିୟମ୍, ଆରମ୍ଭ ହେବ ଫିଫା ବିଶ୍ବକପ୍
ଭୁବନେଶ୍ବର: କାଲିଠାରୁ ଆରମ୍ଭ ହେବ ୧୭ ବର୍ଷରୁ କମ୍ ବର୍ଗର ଫିଫା ବିଶ୍ବକପ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଥମ ଥର ପାଇଁ ଓଡ଼ିଶାରେ ଫିଫା ବିଶ୍ବକପ ଭଳି ଏକ ମେଗା ଇଭେଣ୍ଟ ଆୟୋଜିତ ହେବାକୁ ଯାଉଛି । ଏଥିପାଇଁ ଫୁଟବଲ୍ ପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ!-->…
Read More...
Read More...
ଅର୍ଥନୀତି ପାଇଁ ୩ଜଣ ପାଇବେ ନୋବେଲ ପୁରସ୍କାର
ନୂଆଦିଲ୍ଲୀ; ଘୋଷଣା ହେଲା ଅର୍ଥନୀତିରେ ନୋବେଲ ପୁରସ୍କାର । ଚଳିତ ବର୍ଷ ଲାଗି ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର । ବେନ ବର୍ନାନକେ, ଡଗଲସ ଡାଏମଣ୍ଡ, ଫିଲିପ ଡାଇବଭିଗ , ଏହି ୩ ଜଣଙ୍କୁ ବ୍ୟାଙ୍କ ଓ ଆର୍ଥିକ ସଂକଟ ବିଷୟରେ ଗବେଷଣା ପାଇଁ ସମ୍ମାନଜନକ ପୁରସ୍କାର ମିଳିବ । ତେବେ ଏହି ତିନି!-->…
Read More...
Read More...
ଅଳିଆ ପକାଇଲେ ୫ ହଜାର ଫାଇନ୍
୧ ନମ୍ବର ହାଟରେ କୁଢ କୁଢ ଅଳିଆଆକ୍ସନ ମୋଡରେ ବିଏମ୍ସି କମିଶନରଅଳିଆ ପକାଇଲେ ୫ ହଜାର ଜୋରିମାନା
ଭୁବନେଶ୍ବର: ଏଣିକି ରାସ୍ତାରେ ଅଳିଆ ପକାଇଲେ ଗଣିବାକୁ ପଡିବ ମୋଟା ଅଙ୍କର ଜୋରିମାନା । ଏଭଳି ନିଷ୍ପତ୍ତି ନେଇଛନ୍ତି ବିଏମ୍ସି କମିଶନର । ଭୁବନେଶ୍ୱର ୧ ନମ୍ବର ହାଟରେ ଦେଖିବାକୁ ମିଳୁଥିବା!-->!-->!-->…
Read More...
Read More...