Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍ ପଛରେ ପିଟିହେଲା କାର୍, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ
Browsing Category
Today’s Highlight
ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀ ହେଲେ ନିରାଶ
ନୂଆଦିଲ୍ଲୀ: ୟୁକ୍ରେନରୁ ଫେରି ଆସିଥିବା ମେଡିକାଲ ଛାତ୍ରଛାତ୍ରୀଙ୍କୁ ବଡ଼ ଝଟକା ଲାଗିଛି। କେନ୍ଦ୍ର ସରକାର ସେମାନଙ୍କୁ ସ୍ୱଦେଶ ଫେରାଇ ଆଣିଥିବା ବେଳେ ସବୁ ପ୍ରକାରର ସହଯୋଗ କରିବେ ବୋଲି ମଧ୍ୟ କହିଥିଲେ। ହେଲେ ଏବେ କେନ୍ଦ୍ର ସରକାର ସେମାନଙ୍କ ହାତ ଛାଡ଼ି ଦେଇଛନ୍ତି।
ଏଥିପାଇଁ!-->!-->!-->…
Read More...
Read More...
ଆଇଏଏସ୍ ସ୍ତରରେ ବଡ ଧରଣର ଅଦଳବଦଳ
ଭୁବନେଶ୍ବର: ରାଜ୍ୟ ସରକାର ଆଜି ପ୍ରଶାସନିକ ସେବା ଅଧିକାରୀ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ତରଫରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ଅବକାରୀ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି। ଏଥିସହ ସେ!-->…
Read More...
Read More...
ହାତ ଛାଡି ପଦ୍ମ ଧରିଲେ ୮ ବିଧାୟକ
ପାଣାଜୀ: କଂଗ୍ରେସ ପାଇଁ ପୁଣି ବଢ଼ିଲା ଅଡୁଆ। ଦଳର ୮ ଜଣ ବିଧାୟକ ଦଳ ଛାଡ଼ି ବିଜେପିରେ ସାମିଲ୍ ହୋଇଛନ୍ତି। ଦଳର ୧୧ ଜଣ ବିଧାୟକଙ୍କ ମଧ୍ୟରୁ ୮ ଜଣ ବିଧାୟକ କଂଗ୍ରେସର ହାତ ଛାଡି ବିଜେପିର ପଦ୍ମ ଧରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୮ ଜଣ ବିଧାୟକ ଆଜି ବାଚସ୍ପତିଙ୍କୁ!-->…
Read More...
Read More...
ସିକନ୍ଦରାବାଦ ଅଗ୍ନିକାଣ୍ଡ ଘଟଣାରେ ଓଡିଆ ଦମ୍ପତି ମୃତ
ହାଇଦ୍ରାବାଦ; ସିକନ୍ଦରାବାଦ ଠାରେ ସୋମବାର ରାତିରେ ଇଲେକ୍ଟ୍ରିକ୍ ବାଇକ୍ ସୋ’ ରୁମ୍ରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଏହି ମୃତକଙ୍କ ମଧ୍ୟରେ ଓଡ଼ିଆ ଦଂପତି ମଧ୍ୟ ଥିବା ନେଇ ସୂଚନା ମିଳିଛି।
ସୂଚନା ଅନୁସାରେ ବାଇକ ଶୋ’ ରୁମ ଉପରେ ଥିବା ଏକ ଲଜରେ!-->!-->!-->…
Read More...
Read More...
ଔଷଧ ତାଲିକାରୁ ବାଦ୍ ପଡିଲା ୨୬ଟି ଔଷଧ
ନୂଆଦିଲ୍ଲୀ: କ୍ୟାନ୍ସର ଭଳି ରୋଗକୁ ଏଡାଇବା ପାଇଁ ବହୁଳ ବ୍ୟବହାର ହେଉଥିବା ଆଣ୍ଟାସିଡ୍ ସଲ୍ଟ ରାଣ୍ଟିଡାଇନ୍କୁ ଅତ୍ୟାବଶ୍ୟକୀୟ ଔଷଧ ତାଲିକାରୁ ହଟାଇ ଦିଆଯାଇଛି। ସେହିପରି ରାନ୍ଟାକ୍ ମେଡିସିନ୍ ମଧ୍ୟ ବାଦ୍ ପଡିଛି। ଏହି ଔଷଧଗୁଡ଼ିକୁ ଅତ୍ୟାବଶ୍ୟକ ଔଷଧ ତାଲିକାରୁ ହଟାଇବା ନେଇ!-->…
Read More...
Read More...
ଘୂର୍ଣ୍ଣିବଳୟ ପ୍ରଭାବ ରେ ବର୍ଷା ସମ୍ଭାବନା
ଭୁବନେଶ୍ବର: ଗତ କାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ତତ୍ ସଂଲଗ୍ନ ମିଆଁମାର ଉପକୂଳ ରେ ଥିବା ଘୂର୍ଣ୍ଣିବଳୟ କ୍ଷେତ୍ର ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳ ଉପରେ ରହିଛି । ପ୍ରଭାବ ରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଉପକୂଳ ଓଡ଼ିଶା ର ଅଧିକାଂଶ ସ୍ଥାନ ରେ ବର୍ଷା!-->…
Read More...
Read More...
ମା’ ହେଲେ ଅଭିନେତ୍ରୀ ସୋନମ
ମୁମ୍ବାଇ: ଆଜି ବଲିଉଡ ଅଭିନେତ୍ରୀ ସୋନମ କପୁର ପୁତ୍ର ସନ୍ତାନର ଜନନୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ନିଜେ ସୋନମ କପୁର ଇନଷ୍ଟାଗ୍ରାମରେ ଏହି ଖୁସି ଖବରକୁ ଗୋଟିଏ ପୋଷ୍ଟ ମାଧ୍ୟମରେ ତାଙ୍କ ଫ୍ୟାନ ଓ ପ୍ରଶଂସକମାନଙ୍କୁ ଜଣାଇଛନ୍ତି। ଏବେ ଉଭୟ ମା’ ଓ ପୁଅ ସୁସ୍ଥ ରହିଛନ୍ତି।
ସୋନମ ଓ!-->!-->!-->…
Read More...
Read More...
କ୍ଷମା ମାଗିଲେ ବାବୁସାନ
ଭୁବନେଶ୍ୱର: ଅଭିନେତା ବାବୁଶାନ ମହାନ୍ତି କହିଲେ, ଏମିତି ଭୁଲ୍ କେବେ ହେବନି। ନିକଟରେ ଯେଉଁ ଘଟଣା ଘଟିଥିଲା, ସେଥିପାଇଁ ମୁଁ ଓଡ଼ିଶାବାସୀଙ୍କୁ କ୍ଷମା ମାଗୁଛି। ଆଜି ଭିଡିଓ ଜାରି କରି ଏପରି କହିଛନ୍ତି ବାବୁଶାନ। ଅନ୍ୟପଟେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ସମ୍ପର୍କକୁ ନେଇ ବାବୁସାନ ଓ!-->…
Read More...
Read More...
ବିଜୁ ଯୁବ ଜନତା ଦଳର ନବକଳେବର କଲେ ନବୀନ
୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳ ସଜାଡ଼ିବା ଆରମ୍ଭ କରିଛନ୍ତି। ଗୁରୁବାର ଜନ୍ମାଷ୍ଟମୀରେ ଏହି ପ୍ରକ୍ରିୟା ଆରମ୍ଭ କରି ସେ ପ୍ରଥମେ ଦଳର ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେବା ପରେ ଆଜି ବିଜୁ ଯୁବ ଜନତା ଦଳର ନବ କଳେବର କରିଛନ୍ତି। ବିଜେଡି ସଂଗଠନ!-->…
Read More...
Read More...
ବଜ୍ରପାତରେ ୧୦ ଛାତ୍ରଛାତ୍ରୀ ଆହତ
ଦେବଗଡ଼: ଶ୍ରେଣୀ ଗୃହରେ ପାଠ ପଢ଼ା ଚାଲୁଥିବା ବେଳେ ବିଜୁଳି ମାଡରେ ୧୦ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଏପରି ଦୁଃଖଦ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ଅନ୍ତର୍ଗତ ପୁଟୁରାପଶି ୟୁପି ସ୍କୁଲରେ।
ଛାତ୍ରଛାତ୍ରୀମାନଙ୍କୁ ପ୍ରଥମେ ଡାକ୍ତରଖାନାକୁ ନିଆଯାଇ ନଥିଲା। ସ୍କୁଲରେ!-->!-->!-->…
Read More...
Read More...