Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍ ପଛରେ ପିଟିହେଲା କାର୍, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ
Browsing Category
Today’s Highlight
ଆଖି ବୁଜିଲେ ଦେଶର ପ୍ରଖ୍ୟାତ ନିବେଶକ ରାକେଶ ଝୁନଝୁନୱାଲା
ନୂଆଦିଲ୍ଲୀ: ଆଖିବୁଜିଲେ ସେୟାର ମାର୍କେଟ୍ର କିଙ୍ଗ ରାକେଶ ଝୁନ୍ଝୁନ୍ବାଲା। ୬୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଜି ସକାଳୁ ତାଙ୍କ ଦେହାନ୍ତ ହୋଇଥିବା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି।
ଗତ!-->!-->!-->…
Read More...
Read More...
ସୃଷ୍ଟି ହେଲା ଲଘୁଚାପ, ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ର ଅଧିକାଂଶ ଅଞ୍ଚଳ ରେ ପ୍ରବଳ ବର୍ଷା
ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶା ରେ ଅତି ପ୍ରବଳ ବର୍ଷା ସମ୍ଭାବନା।ଛତିଶଗଡ଼ ରେ ୪୮ ଘଣ୍ଟା ଯାଏଁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା।
ଭୁବନେଶ୍ବର: ଗତ କାଲି ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ରହିଥିବା ସଦୃଶ ଲଘୁଚାପ କ୍ଷେତ୍ର ଆଜି ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହୋଇ ଅବପାତରେ!-->!-->!-->…
Read More...
Read More...
ମହାନଦୀରେ ଆସୁଛି କି ବଡ ଧରଣର ବନ୍ୟା ?
ଭୁବନେଶ୍ବର: ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ମହାନଦୀରେ ଆସୁଛି ବନ୍ୟା। ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ବର୍ତ୍ତମାନ ହୀରାକୁଦରୁ ୩୪ଟି ଗେଟ ଦେଇ ବନ୍ୟା ଜଳ ପ୍ରବାହିତ ହେଉଛି । ଯାହା ଫଳରେ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ତେବେ ସୁବର୍ଣ୍ଣରେଖା,!-->…
Read More...
Read More...
୨୪ ଘଣ୍ଟାରେ ଲଘୁଚାପ ନେବ ଅବପାତ ରୂପ
୨ ଦିନ ଯାଏଁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ରେଡ୍ ଆଲର୍ଟ ଜାରି୧୮ ଅଗଷ୍ଟ ବେଳକୁ ପୁଣି ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ।
ଭୁବନେଶ୍ବର: ଗତକାଲି ପଶ୍ଚିମ ମିଆଁମାର ନିକଟ ରେ ରହିଥିବା ଘୂର୍ଣ୍ଣିବଳୟ କ୍ଷେତ୍ର ଆଜି ଉତ୍ତର ବଙ୍ଗୋପସାଗର ରେ ସକାଳେ ଲଘୁଚାପ ରେ!-->!-->!-->…
Read More...
Read More...
ଏନଆଇଟିରେ ମାତୃଭାଷା ଶିକ୍ଷାଦାନକୁ ଗୁରୁତ୍ବ ଦେଲେ ଧର୍ମେନ୍ଦ୍ର
• ଛାତ୍ରଛାତ୍ରୀଙ୍କୁ ମେଡ଼ାଲ ଓ ସ୍ନାତକ, ସ୍ନାତକୋତ୍ତର, ପ୍ଏଚଡ଼ି ଡିଗ୍ରୀ ପ୍ରଦାନ ସହ ଅଭିନନ୍ଦନ ଜଣାଇଲେ• ଆମ ସମୃଦ୍ଧ ଭାଷାଗତ ପରମ୍ପରାକୁ ସଂରକ୍ଷଣ କରିବା ପାଇଁ ଟେକ୍ନୋଲୋଜିର ବ୍ୟବହାର କରିବା ଜରୁରୀ• ଆଗାମୀ ଦିନରେ ଏନଆଇଟିକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବନାଇବା ପାଇଁ ଉଦ୍ୟମ ହେବ•!-->…
Read More...
Read More...
ଜାତୀୟ ପତାକାକୁ ନେଇ ବିଶ୍ବ ରେକର୍ଡ କଲେ ଛାତ୍ରଛାତ୍ରୀ
ଚଣ୍ଡିଗଡ: ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଜି ତ୍ରିରଙ୍ଗାକୁ ନେଇ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ସ୍ବାଧୀନତାର ୭୫ବର୍ଷ ଏବଂ ଅଗଷ୍ଟ ୧୫ ପାଇଁ ଦେଶ ପ୍ରସ୍ତୁତ ହେଉଥିବା ବେଳେ ଛାତ୍ରଛାତ୍ରୀଙ୍କର ପତାକା ଉତ୍ତୋଳନର ଅଭିନବ କୌଶଳ ସମସ୍ତଙ୍କୁ ଚକିତ କରିଛି।
ଚଣ୍ଡିଗଡ଼!-->!-->!-->…
Read More...
Read More...
ଜଳବାୟୁ ସୁରକ୍ଷା ପାଇଁ ଅଣ୍ଟାଭିଡ଼ିଲେ ପିଆର୍ ସଂସ୍ଥା
ଭୁବନେଶ୍ୱର: ଅଗ୍ରଣୀ ଲୋକସମ୍ପର୍କ ସଂସ୍ଥା ସାଇ ପିଆର୍ ଦ୍ୱାରା ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ବୃକ୍ଷରୋପଣ ଅଭିଯାନ ଆରମ୍ଭ କରାଯାଇଛି । ଏହି ଅଭିଯାନର ପ୍ରଥମ ପର୍ଯ୍ୟାୟରେ ଭିଏସଏସ୍ ନଗର- ୱାର୍ଡ ନଂ ୧୧ ରେ ୬୦ଟି ଚାରା ରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ବିଧାୟକ!-->…
Read More...
Read More...
ମହାନଦୀରେ ହୋଇପାରେ ବନ୍ୟା
ଭୁବନେଶ୍ବର: ଯଦି ଉପର ମୁଣ୍ଡରେ ବର୍ଷା ଲାଗି ରହେ ଏବଂ ଓଡ଼ିଶାରେ ମଧ୍ୟ ଏହି ଭଳି ବର୍ଷା ଜାରି ରୁହେ ତେବେ ମହାନଦୀରେ ସ୍ୱଳ୍ପଧରଣର ବନ୍ୟା ସୃଷ୍ଟି ହୋଇପାରେ । ଏନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ସୂଚନା ଦେଇଛନ୍ତି । ସେହିଭଳି ଆସନ୍ତାକାଲି ସକାଳ ୮ ଟା ବେଳେ!-->…
Read More...
Read More...
କଟକ, ଭୁବନେଶ୍ବରରେ ଆଜି ବର୍ଷା ଛେଚିବ
ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହେବାରେ ଲାଗିଛି। ଆଉ ୧୨ ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେଇପାରେ। ୧୪ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବ ବୋଲି ପାଣିପାଗ ବିଭାଗ ଆକଳନ କରୁଛି। ଏହାର ପ୍ରଭାବରେ ଆଜିଠାରୁ ବର୍ଷା!-->…
Read More...
Read More...
ଫୁଲୁଛି ମହାନଦୀ, ବୈତରଣୀ, ଜଳକା
ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଆଉ ୧୪ ତାରିଖ ବେଳକୁ ଲଘୁଚାପ ଅବପାତର ରୂପ ନେଇପାରେ। ତେବେ ଏହାର ପ୍ରଭାବରେ ଆଜି ଓ ଆସନ୍ତାକାଲି ଭୀଷଣ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି। ଏପଟେ ଲାଗି!-->…
Read More...
Read More...