Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା
Browsing Category
Today’s Highlight
ଆଇନ ଜାଲରେ ନେତା, ମନ୍ତ୍ରୀ, ବିଧାୟକ
ଏ ପାଳିରେ ପାଞ୍ଚ ବିଧାୟକ ଗିରଫ ହୋଇସାରିଲେଣିଚାରି ମନ୍ତ୍ରୀଙ୍କୁ ନେଇ ଓଡ଼ିଶାରେ ଏଯାଏ ଚର୍ଚ୍ଚା ଥମିନାହିଁପ୍ରକାଶ ମାଝୀଙ୍କୁ ଗିରଫ ନେଇ ଚାପ ବଢ଼ିବାରେ ଲାଗିଛି
ଭୁବନେଶ୍ବର: ଜଣେ ପରେ ଜଣେ ବିଧାୟକ ଭୁଲ୍ କାମ ପାଇଁ ଏବେ ଚର୍ଚ୍ଚାରେ। ନିର୍ବାଚନର ତିନିବର୍ଷ ଛୁଇଁନି, ଦଳମତ!-->!-->!-->…
Read More...
Read More...
ଡେନମାର୍କରେ ମୋଦୀଙ୍କ ଓଡିଶାର ପଟ୍ଟଚିତ୍ର ଚର୍ଚ୍ଚା
• ଓଡ଼ିଶାର ପଟ୍ଟଚିତ୍ରକୁ ନେଇ ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ଓଡ଼ିଶାର ପାରମ୍ପରିକ କଳାର ବୈଭବତାର ପ୍ରତିଫଳନ• ଡ଼େନମାର୍କର ପ୍ରଧାନମନ୍ତ୍ରୀ ମେଟ୍ ଫ୍ରେଡିକ୍ସନଙ୍କୁ ସାକ୍ଷାତ୍ କରିବା ସମୟରେ ତାଙ୍କ ବାସଭବନରେ ଲାଗିଥିବା ପ୍ରଭୁ ଶ୍ରୀରାମଙ୍କ ଦରବାର ବିଷୟରେବର୍ଣ୍ଣିତ ଓଡ଼ିଶାର!-->…
Read More...
Read More...
ସ୍ତ୍ରୀକୁ କାଠ ଫାଳିଆରେ ମାରି ହତ୍ୟା କଲା ସ୍ବାମୀ
ସୋର: ସଇତାନ ସାଜିଲା ସ୍ବାମୀ। ନିଜ ସ୍ତ୍ରୀକୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିବା ପରେ ଶବକୁ ୨୪ ଘଣ୍ଟା ଲୁଚାଇ ରଖିଥିଲା। ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା କଇଁଷି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ସ୍ଵାମୀକୁ!-->…
Read More...
Read More...
ଚେଲ୍ଲା-ବିଜୟଙ୍କ କଥା କଟାକଟିରୁ ଆସିଲା ନୂଆ ଖବର
ବିଜୟ ସ୍ପଷ୍ଟ କରିଦେଲେ ସେ କୌଣସି ଜାତୀୟ ଦଳରେ ଯୋଗଦେବେ ନାହିଁ୬ମାସ ଧରି ଜ୍ବାଇଁ ପୁଅ ଭଳି ଚର୍ଚ୍ଚା, ତା ପରେ ସାବତ ପୁଅର ବ୍ୟବହାରପ୍ରଶାନ୍ତ କିଶୋରଙ୍କ ଆଞ୍ଚଳିକ ଦଳର ସାରଥୀ ହେବେ କି ବିଜୟ ମହାପାତ୍ର?ନବୀନଙ୍କୁ ସମାଲୋଚନା କରୁନାହାନ୍ତି, ପ୍ରଶାସନିକ ଅଧିକାରୀଙ୍କୁ ଟାର୍ଗେଟ!-->…
Read More...
Read More...
କେଉଁ ମନ୍ତ୍ରରେ ହେବ ମହାପ୍ରଭୁଙ୍କ ରଥ ଅନୁକୂଳ?
ପୁରୀ: ପବିତ୍ର ଅକ୍ଷୟତୃତୀୟା ଅବସରରେ ଆଜିଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହେବ। ରଥଯାତ୍ରାର ଏହି ଗୁରୁତ୍ବପୂର୍ଣ୍ଣ ପର୍ବ ସହିତ ରଥଯାତ୍ରା ପ୍ରକ୍ରିୟା ଆରମ୍ଭ ହୋଇଯିବ। ଆଜି ରଥ ନିର୍ମାଣ ଅନୁକୂଳ ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସାମ୍ନାରେ ତିନିଟି!-->…
Read More...
Read More...
ବ୍ରଜରାଜନଗରରେ ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ
ବିଜେଡି ବିଧାୟକ କିଶୋର କୁମାର ମହାନ୍ତିଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିବା ବ୍ରଜରାଜନଗର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ। ମେ’ ୩୧ ତାରିଖରେ ଏଠାରେ ପଡ଼ିବ ଭୋଟ୍। ଆଜି ଭାରତୀୟ ନିର୍ବାଚନ କମିଶନ ଏନେଇ ଘୋଷଣା କରିଛନ୍ତି। ଏହା ସହିତ ଝାରସୁଗୁଡ଼ା ଜିଲ୍ଲାରେ ଆଜିଠାରୁ!-->…
Read More...
Read More...
ବାଘୁଆ ମହୁମାଛିଙ୍କ ଆକ୍ରମଣରେ ଛାତ୍ରଙ୍କ ସମେତ ସ୍କୁଲ କର୍ମଚାରୀ ଆହତ
ବାଘୁଆ ମହୁମାଛି ଆକ୍ରମଣରେ ୮ ରୁ ୧୦ ଜଣ ଛାତ୍ରଙ୍କ ସମେତ, ସ୍କୁଲ ରୋଷେୟା, ୨ ଜଣ ଅଭିଭାବକ ଓ ଶିକ୍ଷକ ଆହତ ହୋଇଛନ୍ତି।। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ପଞ୍ଚାୟତର ଜୁବିଲୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି।
ସୂଚନାନୁସାରେ, ନିଶ୍ଚିନ୍ତକୋଇଲି ବ୍ଲକ!-->!-->!-->…
Read More...
Read More...
ଚିନ୍ତନ ବୈଠକ ପରେ ରାଜ୍ୟ କଂଗ୍ରେସର ନବକଳେବର
ଗଣେଶ୍ବର ବେହେରା ଓ ଚିରଞ୍ଜିବୀ ବିଶ୍ବାଳଙ୍କ ସପକ୍ଷରେ ମତ ବଢୁଛି
ସାଲୁଜା ହୋଇପାରନ୍ତି କଂଗ୍ରେସ ବିଧାୟକ ଦଳ ନେତା, ମୋକିମ୍ ସଚେତକ
ଓଡ଼ିଶାରେ ଚେହେରା ସଙ୍କଟ ନେଇ ଚେଲ୍ଲାକୁମାର ହାଇକମାଣ୍ଡଙ୍କୁ ଜଣାଇବେ
କଂଗ୍ରେସ ନେତୃତ୍ବ ପରିବର୍ତ୍ତନ ନେଇ ଦିଲ୍ଲୀରେ ଚର୍ଚ୍ଚା ବଢୁଛି,!-->!-->!-->!-->!-->!-->!-->…
Read More...
Read More...
ନିର୍ମାଣଧିନ କୋଠାରୁ ମିଳିଲା ସିକ୍ୟୁରିଟ ଗାର୍ଡର ମୃତଦେହ
ରାଜଧାନୀର ଅଶୋକ ନଗରରେ ଥିବା ବାସୁଦେବ ଟ୍ରେଡ ସେଣ୍ଟରରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ସନ୍ତୋଷ ରାଉତଙ୍କ ମୃତଦେହ ମିଳିଛି। କୁହାଯାଉଛି ରାତିରେ କିଏ ଛାତ ଉପରୁ ଠେଲି ଦେଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି।
ମୃତ ସିକ୍ୟୁରିଟି ଗାର୍ଡଙ୍କ ନାଁ ସନ୍ତୋଷ କୁମାର!-->!-->!-->…
Read More...
Read More...
ମଦ୍ୟପ ବାପାର ଅମାନୁଷିକ କାଣ୍ଡ
ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନାର କୁଲାମୁଣ୍ଡା ସାହି ରେ ଘଟିଛି ଅଭାବନୀୟ ଘଟଣା। ନିଜର ତିନି ନିଷ୍ପାପ ଶିଶୁକୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଛି ବାପା। ଗତକାଲି ପାଣ୍ଡୁ ମୁଣ୍ଡା ମଦ ପିଇ ରାତିରେ ଘରକୁ ଫେରିବା ପରେ ନିଜ ସ୍ତ୍ରୀ ଧୁବଲି ମୁଣ୍ଡାକୁ ମାରିବା ପାଇଁ!-->!-->!-->!-->!-->…
Read More...
Read More...