ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା
Browsing Category

Today’s Highlight

ପୁଣି ବଢ଼ିଲା ଗ୍ୟାସ ଦର

ମାସ ଆରମ୍ଭରୁ ଗ୍ରାହକଙ୍କୁ ମହଙ୍ଗା ମାଡ। ପୁଣି ବଢ଼ିଲା ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ଦର୍‌। ପ୍ରତି ସିଲିଣ୍ଡର ପିଛା ୧୦୪ ଟଙ୍କା ଯାଏଁ ବଢ଼ିଛି। ତେବେ ଏହି ଦର ବୃଦ୍ଧି ଘରୋଇ ଗ୍ୟାସ୍‌ ସିଲିଣ୍ଡର ଉପରେ ନୁହେଁ କମର୍ସିଆଲ ଏଲପିଜି ସିଲିଣ୍ଡର ଉପରେ ଘଟିଛି। ଘରୋଇ ସିଲିଣ୍ଡର ଦାମ୍‌ ଉପରେ
Read More...

ସକାଳୁଆ ସ୍କୁଲ ସମୟରେ ପରିବର୍ତ୍ତନ

ରାଜ୍ୟ ସରକାର ସକାଳୁଆ ସ୍କୁଲ ସମୟରେ ପରିବର୍ତ୍ତନ କରିଛନ୍ତି। ମେ ୨ ତାରିଖରୁ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ସ୍କୁଲ ହେବ। ତୃତୀୟରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା ସକାଳ ୬ଟାରୁ ସ୍କୁଲ ଯିବେ । ସେହିପରି ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ହେବ ପରୀକ୍ଷା । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ
Read More...

ଅଭିନେତ୍ରୀ ଜ୍ୟାକଲିନଙ୍କ ସମ୍ପତ୍ତି ଜବତ କଲା ଇଡି

ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ମାମଲାରେ ଅଭିନେତ୍ରୀଙ୍କ ୭ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଇଡି ଜବତ କରିଛି। ନିକଟରେ ଇଡି ଚନ୍ଦ୍ରଶେଖରଙ୍କୁ ୫ ବର୍ଷର ପୁଣା ଠକେଇ ମାମଲାରେ ଗିରଫ
Read More...

ଚମକେଇଦେଲା ହନୁ ମାଙ୍କଡ

ଭୁବନେଶ୍ବର: ଦେହ ଖରାପ ହେଲେ ଯେକୌଣସି ବ୍ୟକ୍ତି ଡାକ୍ତରଖାନା ଯାଇଥାନ୍ତି। ଛୋଟ ପିଲାଙ୍କ କ୍ଷେତ୍ରରେ ବା ଅନେକ ସମୟରେ ବୟସ୍କ ବା ପରିବାରର ମହିଳାମାନଙ୍କ କ୍ଷେତ୍ରରେ ସଂପର୍କୀୟ ବି ଡାକ୍ତରଖାନା ନେବାର ନଜିର ରହିଛି। ହେଲେ କୌଣସି ପଶୁ କେବେ ଆପେ ଆପେ ଅସୁସ୍ଥତା କାରଣରୁ ଡାକ୍ତରଖାନା
Read More...

ଧର୍ମେନ୍ଦ୍ର ଠିକ୍ ନା ଅପରାଜିତା?

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ରାଜ୍ୟ ବିଜେପିରେ ଦୁଇଟି ସ୍ବରଚିନ୍ତାରେ କର୍ମୀ, କାହା ସହିତ ଯିବେ ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ନାହିଁରାଜ୍ୟ ସଭାପତି ଚୁପ୍, ପୁରୀ ସାଂସଦ ଓ ବିଧାୟକଙ୍କ ଭୂମିକା ସନ୍ଦେହମୁକ୍ତ ନୁହେଁ ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ
Read More...

୫୦ଲକ୍ଷ କୋଟି ଗିଳିଦେଲା କରୋନା

ମୁଣ୍ଡ ଗୋଳମାଳ କରିଦେଲାଣି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରିପୋର୍ଟତିନିବର୍ଷର କରୋନା କ୍ଷତିକୁ ବିଚାରକୁ ନେଇ ରିପୋର୍ଟ ପ୍ରସ୍ତୁତ କରାଯାଇଛି୧୦ବର୍ଷ ପଛକୁ ଚାଲିଗଲା ଦେଶ, ମୁକୁଳିବ କେମିତି ସେ ଚନ୍ତା ଘାରିଛିଚତୁର୍ଥ ଲହର ଆରମ୍ଭ ହୋଇଥିବା ପରିପ୍ରେକ୍ଷୀରେ କ୍ଷତି ପରିମାଣ ବଢ଼ିପାରେ
Read More...

ଅତି ଭୀଷଣ ହୋଇପାରେ ବାତ୍ୟା

ବାତ୍ୟା କେଉଁଠି ଛୁଇଁପାରେ ଜାଣନ୍ତୁ୪ରେ ଘୂର୍ଣ୍ଣବଳୟ, ୭ରେ ବାତ୍ୟା ରୂପ ନେବଅତି ଭୀଷଣ ରୂପ ନେଇ ଉପକୂଳ ମାଡି ଆସି ପାରେ ୧୦ରେ ଉପକୂଳ ଛୁଇଁବ ବୋଲି ପୂର୍ବାନୁମାନ ଭୁବନେଶ୍ବର: ଆଶଙ୍କା ସତ ହୋଇପାରେ। ପାଣିପାଗ ବିଜ୍ଞାନୀ ସେଇ ଆଡକୁ ଆଙ୍ଗୁଠି ଉଠାଇଲେଣି। ବଙ୍ଗୋପସାଗରରେ ସୃଷ୍ଟି
Read More...

ମେ’ ଦ୍ବିତୀୟ ସପ୍ତାହରେ ବାତ୍ୟା ହେବ କି?

ଭୁବନେଶ୍ବର: ପ୍ରଚଣ୍ଡ ଗ୍ରୀଷ୍ମ ପରେ ଏବେ ବର୍ଷା ଭୟ ଦେଖାଦେଲାଣି। ବଙ୍ଗୋପସାଗରରେ ମେ' ପ୍ରଥମ ସପ୍ତାହ ଶେଷରେ ଗୋଟିଏ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଯାଉଥିବା ସମ୍ଭାବ୍ୟ ଲଘୁଚାପ ଶକ୍ତିଶାଳୀ ହେବା ସମ୍ଭାବନା ଅଧିକ। ସଂପ୍ରତି ସମୁଦ୍ରର ତାପମାତ୍ରା
Read More...

ଶକ୍ତି ବଢ଼ାଉଛି ଭୁତାଣୁ

ଦିନକରେ ୩୩୭୭ ଜଣଙ୍କ ଠାରେ ଭୁତାଣୁ ଠାବ, ୬୦ ଜଣଙ୍କ ମୃତ୍ୟୁମାର୍ଚ୍ଚ ମଧ୍ୟଭାଗରୁ ଏବେ ସୁଦ୍ଧା ସବୁଠାରୁ ଅଧିକ ସଂକ୍ରମଣଓଡ଼ିଶାରେ ୧୦ଜଣ କରୋନା ସଂକ୍ରମିତ, ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭୮ ନୂଆଦିଲ୍ଲୀ: ଭୀଷଣ ରୂପ ନେଇ କାୟା ମେଲାଉଛି କୋଭିଡର ଚତୁର୍ଥ ଲହର। ଢେର୍ ଘାତକ ସାବ୍ୟସ୍ତ
Read More...

ଆରମ୍ଭ ହୋଇଗଲା ମାଟ୍ରିକ ପରୀକ୍ଷା

ରାଜ୍ୟରେ ମେଟ୍ରିକ, ମଧ୍ୟମା, ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ପରୀକ୍ଷାର୍ଥୀଙ୍କ ଭିତରେ ଉତ୍ସାହ ଅନୁଭୂତ ହୋଇଛି। ଦୁଇ ବର୍ଷ ପରେ ପୁଣି ଅଫଲାଇନ୍‌ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ  । ୩, ୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୭୧ ହଜାର ୯୦୯ ଜଣ
Read More...