Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category
Today’s Highlight
ଚିନ୍ତା ବଢାଇଲା ଚୀନ, ଭାରତରେ ଆସିବ କି କରୋନାର ନୂଆ ଲହର?
କରୋନାର ଏନ୍ତୁଡିଶାଳ କୁହାଯାଉଥିବା ଚୀନରେ ପୁଣି ଦ୍ରୁତ ଗତିରେ ବଢିବାରେ ଲାଗିଛି ସଂକ୍ରମଣ । ସ୍ଥିତି ଏତେ ସଙ୍ଗୀନ ହୋଇଯାଇଛି ଗୋଟେ ପରେ ଗୋଟେ ସହରରେ ତାଲା ଲାଗୁଛି । ଚୀନର ଓମିକ୍ରନର ନୂଆ ସବ ଭ୍ୟାରିଆଣ୍ଟ ଏବେ ପୁଣି କାୟା ମେଲାଇଛି । ପ୍ରଥମେ ଦକ୍ଷିଣ ଆଫ୍ରିକାରେ ମିଳିଥିବା ଏହି ସବ!-->…
Read More...
Read More...
ଠକ ଡାକ୍ତରଠୁ ସତ ଉଗାଳିବ ମିଛ ଧରା ମେସିନ
୧୮ ମହିଳାଙ୍କ ସ୍ୱାମୀ ଠକ ଡାକ୍ତର ରମେଶ ସ୍ୱାଇଁର ଆହୁରି ଅନେକ ଗୁମର ପଦାକୁ ଆସିବ। ସତ ଉଗାଳିବାକୁ ରମେଶ ସ୍ୱାଇଁର ଆଜି ହେବ ମିଛଧରା ପରୀକ୍ଷା। ଝାରପଡା ଜେଲରୁ ରାଜ୍ୟ ଫୋରେନସିକ ଲ୍ୟାବକୁ ପୁଲିସ ଆଣି ରମେଶର ପଲିଗ୍ରାଫ ଟେଷ୍ଟ କରିବ। ଏଥିପାଇଁ ବିଭିନ୍ନ ପ୍ରଶ୍ନ ପ୍ରସ୍ତୁତ କରିଛି ପୁଲିସ।!-->…
Read More...
Read More...
ଖୋର୍ଧା ଜିଲ୍ଲା ରାଜନୀତିରେ ଅଧିକ ସକ୍ରିୟ ହେବେଏଥର ରାଜ୍ୟସଭା ପଠାଇବାକୁ ବିଜେଡି ଚିନ୍ତାକରୁଛିଅପରାଜିତାଙ୍କୁ ଚେକ ଦେବାଲାଗି ବ୍ୟବହାର କରିବେ
ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ମିଳିଥିବା ସଫଳତା ଆଖି ଖୋସିଦେବା ଭଳି ହୋଇଛି। ଏବେ ଦଳ ପୌର ନିର୍ବାଚନରେ ବି ଅନୁରୂପ!-->!-->!-->!-->!-->!-->!-->…
Read More...
Read More...
‘ଦୁର୍ଘଟଣାବଶତଃ ମିଜାଇଲ ମାଡ଼ ହୋଇଛି, ଉଚ୍ଚସ୍ତରୀୟ ତଦନ୍ତ ହେବ’
ଭାରତର ମିଜାଇଲ ପାକିସ୍ତାନରେ ପଡିବା ଘଟଣାରେ ସଂସଦରେ ବିବୃତ୍ତି ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ରାଜନାଥ କହିଛନ୍ତି, ଦୁର୍ଘଟଣାବଶତଃ ଏହି ମିଜାଇଲ ପାକିସ୍ତାନରେ ପଡିଥିଲା । ଏହା ଅତ୍ୟନ୍ତ ଦୁଃଖଦ ଘଟଣା । ତେବେ ଏହା ଅଜାଣତରେ ଘଟିଛି ବୋଲି ସେ କହିଛନ୍ତି । ରାଜ୍ୟସଭାରେ!-->…
Read More...
Read More...
ଚୀନରେ କରୋନା ଭାଙ୍ଗିଲା ସବୁ ରେକର୍ଡ, ୫ କୋଟି ଲୋକ ଘରେ ବନ୍ଦୀ
ଚୀନରେ କରୋନା ପୁଣି କାୟା ମେଲାଇବା ଆରମ୍ଭ କରିଛି । ଧୀରେ ଧୀରେ ସ୍ଥିତି ସଙ୍ଗୀନ ହେଉଛି । ଗତ ୨୪ ଘଂଟାରେ ଚୀନରେ ୫ ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ ହୋଇଛି । ୫ ହଜାର ୨୮୦ ନୂଆ ଆକ୍ରାନ୍ତ ଚିହ୍ନଟ ନେଇ ଚୀନ ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି । କୋଭିଡ-୧୯ ଆରମ୍ଭ ହେବା!-->…
Read More...
Read More...
କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ଼ ରାୟ, ଜରୁରୀ ନୁହେଁ ହିଜାବ
ହିଜାବ ବିବାଦ ମାମଲାରେ କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ଼ ରାୟ । ହିଜାବ ମାମଲାରେ ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି ।ହାଇକୋର୍ଟ କହିଛନ୍ତି ଯେ, ହିଜାବ ପିନ୍ଧିବା ଧର୍ମର ପ୍ରମୁଖ ଅଂଶ ନୁହେଁ । ଉଡୁପିର କିଛି ସ୍କୁଲର ଛାତ୍ରଛାତ୍ରୀ କର୍ଣ୍ଣାଟକରେ ହିଜାବ ବ୍ୟାନ ପରେ ଏହାକୁ!-->…
Read More...
Read More...
କୃଷି ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍
ଲାଞ୍ଚୁଆ ଅଧିକାରୀଙ୍କ ଉପରେ ଭିଜିଲାନ୍ସ ଆଖି । ଗୋଟି ଗୋଟି କରି ସମସ୍ତଙ୍କୁ ଧରୁଛି ଭିଜିଲାନ୍ସ । ଗତକାଲି ଜଣେ ଯନ୍ତ୍ରୀଙ୍କ ଘରେ ରେଡ ପରେ ଆଜି ଜଣେ କୃଷି ଅଧିକାରୀଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । କୃଷି ଅଧିକାରୀ ଜଣକ ହେଉଛନ୍ତି ମାଲକାନଗିରିରି ଏମ୍.ଆନନ୍ଦ ରାଓ । ଏମ.ଆନନ୍ଦ ରାଓଙ୍କ!-->…
Read More...
Read More...
ଫଟୋଗ୍ରାଫର ହତ୍ୟା ମାମଲାର ଫିଟୁଛି ଗୁମର
ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟା ମାମଲାର ଗୁମର ଫିଟିବାରେ ଲାଗିଛି । ସାମ୍ନାକୁ ରୋମାଞ୍ଚକର ତଥ୍ୟ ଆସିବାରେ ଲାଗିଛି । ଏହି ଜଘନ୍ୟ ହତ୍ୟାକାଣ୍ଡ ଉପରୁ ଚାନ୍ଦବାଲି ଥାନା ପୁଲିସ ପରଦା ଉଠାଇଛି । ତେବେ ହତ୍ୟା ପଛରେ ଜଣେ ୱେବପୋର୍ଟାଲ ମାଲିକାଣୀଙ୍କ ହାତ ଥିବା ସୂଚନା ରହିଛି । ମିଳିଥିବା!-->…
Read More...
Read More...