ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category

Today’s Highlight

ମାର୍ଚ୍ଚରେ ହୋଇପାରେ ବାତ୍ୟା!

ପୁଣି ବାତ୍ୟା ଭୟ । ଖରାର ଦାଉ ଭିତରେ ପୁଣି ଦେଖାଦେଇଛି ବାତ୍ୟା ଆଶଙ୍କା । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ଏହି ଲଘୁଚାପ ଘନୀଭୂତ ହୋଇ ଏଇ ମାସରେ ବାତ୍ୟାର ରୂପ ନେଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଆସନ୍ତା ୨୦ ତାରିଖ ବେଳକୁ ଦକ୍ଷିଣ
Read More...

କେବେ ଓ କେମିତି ହେବ ମାଟ୍ରିକ ପରୀକ୍ଷା?

ମାଟ୍ରିକ ପରୀକ୍ଷା ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ବିସ୍ତୁତ ସୂଚନା ଦିଆଯାଇଛି । ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ’ ୭ ଯାଏଁ ଚାଲିବ ପରୀକ୍ଷା । ସବମେଟିଭ ଆସେସମେଣ୍ଟ -୨ ପରୀକ୍ଷା ହେବ । ଏହି ସମେଟିଭ ଆସେସମେଣ୍ଟ -୨ ପରୀକ୍ଷା ସବୁ ଛାତ୍ରଛାତୀଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି ।
Read More...

ପୁଣି ଫେରୁଛି କି କରୋନା? ଚୀନର ୩ ସହରରେ ଲକଡାଉନ୍‌

ଭାରତରେ ଏବେ କରୋନା ସଂକ୍ରମଣ କମିଥିବା ବେଳେ ଚୀନରୁ ଆସିଛି ପୁଣି ଡରାଇବା ଭଳି ଖବର । ଚୀନରେ ପୁଣି କାୟା ମେଲାଇଛି କରୋନା । ଚୀନରେ ରବିବାର ୩ ହଜାର ୩୯୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପାଖାପାଖି ଦୁଇ ବର୍ଷ ପରେ ୩ ହଜାର ୩୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବଢିବା
Read More...

ବିଧାୟକଙ୍କ ବର୍ବରକାଣ୍ଡର ପ୍ରତିବାଦ: ବିଜେପି କରୁଛି ସତ୍ୟାଗ୍ରହ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡି ମଡାଇବା ଘଟଣାରେ ସାରା ରାଜ୍ୟରେ ପ୍ରତିବାଦ କରୁଛି ବିଜେପି । ସମସ୍ତ ସହରାଞ୍ଚଳଠୁ ଆରମ୍ଭ କରି ବ୍ଲକ, ଜିଲ୍ଲା ମୁଖ୍ୟାଳୟ ସାମନାରେ ମୁହଁରେ କଳାପଟି ବାନ୍ଧି ସତ୍ୟାଗ୍ରହ କରୁଛି ବିଜେପି । ବିଧାୟକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି
Read More...

ଅଧାବାଟରେ ଜଗିଥିଲା ମୃତ୍ୟୁ, ଦୁର୍ଘଟଣାରେ ଆଖିବୁଜିଲେ ବାପ,ଝିଅ

ପ୍ରତିଦିନ ପରି ଆଜି ମଧ୍ୟ ସାଙ୍ଗହୋଇ ବାପା, ଝିଅ ଘରୁ ଡ୍ୟୁଟି ପାଇଁ ବାହାରିଥିଲେ । ହେଲେ ଅଧାବାଟରେ ଜଗିଥିଲା ମୃତ୍ୟୁ । କିଏ ଜାଣିଥିଲା ଉଭୟ ବାପା, ଝିଅ ଏକାସାଙ୍ଗେ ଆରପାରିକୁ ଚାଲିଯିବେ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଅନୁଗୁଳ ଖମରା ଥାନା କଲଣ୍ଡା ପେଟ୍ରୋଲ ପମ୍ପ ନିକଟରେ । ବାପା ସୁନୀଲ
Read More...

ଭାରତୀୟ ମିସାଇଲକୁ ନେଇ ପାକ୍ ପ୍ରଧାନମନ୍ତ୍ରୀଙ୍କ ବୟାନ

ଭାରତୀୟ ମିସାଇଲ ପାକିସ୍ତାନରେ ପଡିବା ନେଇ ବୟାନ ରଖିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ସେ କହିଛନ୍ତି , ଆମେ ବି ଜବାବ ଦେଇପାରିବୁ । କିନ୍ତୁ ଆମେ ସଂଯମତା ରକ୍ଷା କରିଛୁ । ବାସ୍ତବରେ,ଭାରତ ଦ୍ୱାରା ଭୁଲରେ ଏକ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା । ଯାହା ପାକିସ୍ତାନର
Read More...

ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ପିଟିଲେ ଡାକ୍ତର

ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ଗୋଡାଇ ଗୋଡାଇ ପିଟିଲେ ଡାକ୍ତର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । କଳାହାଣ୍ଡି ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାରେ ଏଭଳି ଉନ୍ମ୍‌ତ କାଣ୍ଡ ଦେଖିବାକୁ ମିଳିଥିବା ବେଳେ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ
Read More...

ସ୍କୁଲ ଶ୍ରେଣୀଗୃହରୁ ମିଳିଲା ବନ୍ଧୁକ

ସ୍କୁଲ ଶ୍ରେଣୀଗୃହରୁ ବାହାରିଲା ଦେଶୀ ବନ୍ଧୁକ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ସମ୍ବଲପୁର କୁଚିଣ୍ଡା ଉଷାକୋଠି ଅଭୟାରଣ୍ୟ ମଧ୍ୟରେ ଥିବା ରେଙ୍ଗୁମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହରୁ ବନ୍ଧୁକ ମିଳିଛି । ଆଉ ନିଜେ ଶିକ୍ଷକ ହିଁ ଏହି ବନ୍ଧୁକ ରଖିଥିବା ଜଣାପଡିଛି ।
Read More...