Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category
Today’s Highlight
ଫେବୃଆରିରେ ବ୍ୟାଙ୍କ କର୍ମଚାରୀ ମନାଇବେ ଖୁସି
ଆରମ୍ଭ ହେବାକୁ ଯାଉଛି ଫେବୃଆରି ମାସ । ଯଦି ଆପଣଙ୍କର ଆସନ୍ତା ମାସରେ କୌଣସି ବ୍ୟାଙ୍କ କାମ ରହିଛି ତେବେ ବ୍ୟାଙ୍କକୁ ଯିବା ପୂର୍ବରୁ ଏହି ତାରିଖକୁ ଧ୍ୟାନ ଦିଅନ୍ତୁ । କାରଣ ଫେବୃଆରି ରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ ।
ପ୍ରଥମ ସପ୍ତାହରେ ହିଁ ଛୁଟି। ଫେବୃଆରି ଆରମ୍ଭରୁ ହିଁ ୨ ତାରିଖରେ!-->!-->!-->…
Read More...
Read More...
ଖସୁଛି ଦୈନିକ ସଂକ୍ରମଣ, ଆଣୁଛି ଆଶ୍ୱସ୍ତି
ଧୀରେ ଧୀରେ ଖସୁଛି ଦୈନିକ ସଂକ୍ରମଣ । ଯାହା ଆଶ୍ୱସ୍ତିକର ଖବର । ଶୀର୍ଷ ଛୁଇଁ ରାଜ୍ୟରେ ସଂକ୍ରମଣ ଖସୁଥିବା ଅନୁମାନ କରାଯାଉଥିବା ବେଳେ ଏନେଇ କିଛି ସ୍ପଷ୍ଟ ଜଣାପଡିଛି । ରାଜ୍ୟରେ ଗତ ୨୪ ଘଣ୍ଟା ରେ ୫ ହଜାର ତଳକୁ ଖସିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । କିନ୍ତୁ ମୃତ୍ୟୁସଂଖ୍ୟା ବଢିଛି ।
!-->!-->!-->…
Read More...
Read More...
‘ଏବେ ବି ଯୁଦ୍ଧ ଟାଳିବାକୁ ସମୟ ଅଛି’
ୟୁକ୍ରେନରେ ସଙ୍କଟ ବଢିବାରେ ଲାଗିଛି । ୟୁକ୍ରେନକୁ ନେଇ ଆମେରିକା ଓ ଋଷ ମଧ୍ୟରେ ବିବାଦ ମଧ୍ୟ ଚରମ ସୀମାରେ ପହଞ୍ଚିଲାଣି । ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ କହିଛି ,ଯଦି ଋଷ ସୈନ୍ୟମାନେ ୟୁକ୍ରେନ ଉପରେ ଆକ୍ରମଣ କରନ୍ତି ତେବେ ଏହାର ପରିଣାମ ଭୟଙ୍କର ହେବ । ୟୁକ୍ରେନରେ ଯଦି ଋଷ!-->…
Read More...
Read More...
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କରିବେ କୋଭିଡ ସମୀକ୍ଷା
କୋଭିଡ ସ୍ଥିତିର ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । ଦେଶରେ ସଂକ୍ରମଣ ସାମାନ୍ୟ କମିଥିଲେ ମଧ୍ୟ କିଛି ରାଜ୍ୟରେ ଏବେ ବି ସ୍ଥିତି ନିୟନ୍ତ୍ରଣ ବାହାରେ ଅଛି । ଆଜି ପୂର୍ବୋତ୍ତର ରାଜ୍ୟର କରୋନା ସ୍ଥିତି ନେଇ ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ।!-->…
Read More...
Read More...
ଉହାନ: କରୋନାର ତୃତୀୟ ଲହରକୁ ନେଇ ପୂରା ବିଶ୍ବରେ ଆତଙ୍କ ଟଳିନାହିଁ। ଏହାର ନୂଆ ପ୍ରଜାତି ଓମିକ୍ରନ୍ ଏବଂ ଡେଲଟା ପ୍ରଭାବରେ ଅନେକ ଆଜି ବି ଆକ୍ରାନ୍ତ ହେଉଛନ୍ତି। ଏମିତି ସମୟରେ ପୁଣି ଗୋଟିଏ ଆତଙ୍କ ସୃଷ୍ଟି କରିବା ଭଳି ଖବର ସାମ୍ନାକୁ ଆସିଛି। ୨୦୧୯ରେ ଯେଉଁଠାରେ ଦିନେ କରୋନା ଭୂତାଣୁ!-->…
Read More...
Read More...
ନାଜାଲ ବୁଷ୍ଟର ଡୋଜ ଟ୍ରାଏଲକୁ ଅନୁମତି
କରୋନା ସଂକ୍ରମଣକୁ ମାତ୍ ଦେବା ପାଇଁ ଏବେ ବୁଷ୍ଟର ଡୋଜ ଦିଆଯାଉଛି । ଦୁଇଟି ଡୋଜ ନେଇସାରିଥିବା ବ୍ୟକ୍ତି କିଭଳି ସଂକ୍ରମଣରୁ ବର୍ତ୍ତିବେ ସେଥିପାଇଁ ବୁଷ୍ଟର ଡୋଜ ଦିଆଯାଉଛି । ଏବେ ଇଞ୍ଜେକସନ ଜରିଆରେ ବୁଷ୍ଟର ଡୋଜ ଦିଆଯାଉଥିବା ବେଳେ ଖୁବ ଶୀଘ୍ର ଦେଶରେ ଉପଲବ୍ଧ ହେବ କୋଭିଡର ନାଜାଲ ଡୋଜ ।!-->…
Read More...
Read More...
ତଳମୁହାଁ ହେଉଛି କରୋନା
ତଳ ମୁହାଁ ହେଉଛି କରୋନା ଗ୍ରାଫ୍ । ଧୀରେ ଧୀରେ ଖସୁଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ୫ ହଜାରକୁ ଖସିଛି ସଂକ୍ରମଣ । ରାଜ୍ୟରେ କରୋନା ପିକ୍ ଛୁଇଁସାରିଥିବା ଅନୁମାନ କରାଯାଉଛି । ଗତକାଲି ଜନସ୍ୱାର୍ଥ ନିର୍ଦ୍ଦେଶକ କହିଥିଲେ , ରାଜ୍ୟରେ ଦୈନିକ ସଂକ୍ରମଣ ଖସୁଥିବାରୁ ଶୀର୍ଷ!-->…
Read More...
Read More...
ହାଲୱା ବଦଳରେ ମିଠା ଦେଇ ଆରମ୍ଭ ହେଲା ବଜେଟ ପ୍ରସ୍ତୁତି
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ସପ୍ତାହ ଆରମ୍ଭରେ ଲୋକସଭାରେ ବଜେଟ ଉପସ୍ଥାପନା କରିବେ । କରୋନା ମହାମାରୀ ମଧ୍ୟରେ ଆସୁଥିବା ଏହି ବଜେଟରୁ ଲୋକଙ୍କ ଅନେକ ଆଶା ରହିଛି । ତେବେ ମହାମାରୀ କରୋନା ପାଇଁ ବଦଳିଲା ପରମ୍ପରା । ସବୁ ବର୍ଷ ବଜେଟ ପୂର୍ବରୁ ହାଲୱା ସେରିମନି ହୁଏ । କିନ୍ତୁ!-->…
Read More...
Read More...
ପାକିସ୍ତାନରେ ଆତଙ୍କୀ ଆକ୍ରମଣ । ଦକ୍ଷିଣ ପଶ୍ଚିମ ବେଲୁଚିସ୍ତାନ ପ୍ରଦେଶର କେଚ ଜିଲ୍ଲାରେ ଆତଙ୍କବାଦୀ ମାନେ ଏକ ସୁରକ୍ଷାବାହିନୀ ପୋଷ୍ଟ ଉପରେ ଆକ୍ରମଣ କରିଛନ୍ତି । ଆକ୍ରମଣରେ ୧୦ ପାକିସ୍ତାନ ସୈନିକଙ୍କ ମୃତ୍ୟୁ ହୋଇଛି । ପାକିସ୍ତାନ ସେନା ଗୁରୁବାର ଆତଙ୍କୀ ଆକ୍ରମଣ ନେଇ ସୂଚନା ଦେଇଛି ।
!-->!-->!-->…
Read More...
Read More...
ଶେଷରେ ଟାଟା ହାତକୁ ଯାଇଛି ଏୟାର ଇଣ୍ଡିଆର ମାଲିକାନା । ପାଖାପାଖି ୬୯ ବର୍ଷ ପରେ ଏୟାର ଇଣ୍ଡିଆର ପୁଣି ଥରେ ମାଲିକାନା ହାସଲ କରିଛି ଟାଟା ଗ୍ରୁଫ। ଗୁରୁବାର ଦିନ ଆନୁଷ୍ଠାନିକ ଭାବେ ଟାଟା ଗ୍ରୁପକୁ ଏୟାର ଇଣ୍ଡିଆ ହସ୍ତାନ୍ତାର କରାଯାଇଛି । ଏବେ ଏୟାର ଇଣ୍ଡିଆର ନୂଆ ଆରମ୍ଭ ଆଜିଠୁ ଆରମ୍ଭ!-->…
Read More...
Read More...