Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category
Today’s Highlight
ରାଜ୍ୟରେ ଉପରମୁହାଁ ସଂକ୍ରମଣ, ଖୋର୍ଦ୍ଧାରେ ପାଖାପାଖି ୫ ହଜାର
ଦେଶର କିଛି ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ କମୁଥିଲେ ମଧ୍ୟ ରାଜ୍ୟରେ କିନ୍ତୁ ଉପରମୁହାଁ ରହିଛି । ରାଜ୍ୟରେ ଆଜି ବି କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ଉପରେ ରହିଛି । ଲଗାତର ୧୧ ହଜାର ଉପରେ ସଂକ୍ରମିତଙ୍କ ସଂଖ୍ୟା ରହୁଥିବା ବେଳେ ଚିନ୍ତା ବଢାଇଛି ଖୋର୍ଦ୍ଧା । ଖୋର୍ଦ୍ଧାରେ କରୋନା!-->…
Read More...
Read More...
ଆଇଏନଏସ ରଣବୀର, ବିସ୍ଫୋରଣର ଯାଞ୍ଚ ପାଇଁ ନିର୍ଦ୍ଦେଶ
ମୁମ୍ବାଇର ନୌସେନା ଡକ୍ୟାର୍ଡ ଭିତରେ ଥିବା ଆଇଏନଏସ ରଣବୀରରେ ବିସ୍ଫୋରଣ ।ବିସ୍ଫୋରଣରେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ କିଛି ଜଣ ଆହତ ହୋଇଛନ୍ତି । ଭାରତୀୟ ନୌସେନା ଅଧିକାରୀ ବିସ୍ଫୋରଣ ନେଇ ସୂଚନା ଦେବାକୁ ଯାଇ କହିଛନ୍ତି ଯେ, ଆଇଏନଏସ ରଣବୀର ପୂର୍ବାଞ୍ଚଳ କମାଣ୍ଡରେ ମୁତୟନ ଥିଲା ।!-->…
Read More...
Read More...
ବୁଷ୍ଟର ଡୋଜ୍ ପାଇଁ ସାମ୍ବାଦିକମାନେ ରହିଲେ ଆଗଧାଡିରେ
ଜନସାଧାରଣଙ୍କୁ ଭୟଭୀତ ନ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଟିକାକରଣ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶକୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନସମସ୍ତଙ୍କ ସହଯୋଗ ରହିଲେ ଜୀବନ ଜୀବିକାକୁ ପ୍ରଭାବିତ ନ କରି ମଧ୍ୟ ଆମେ ପରିସ୍ଥିତିର!-->!-->!-->…
Read More...
Read More...
ଭଗୱନ୍ତ ମାନ୍ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ
ପଞ୍ଜାବରେ ଆପ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ଭଗୱନ୍ତ ମାନ୍ । ଆପ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଭଗୱନ୍ତଙ୍କ ନାଁ ଘୋଷଣା କରିଛନ୍ତି । କେଜ୍ରିୱାଲ କହିଛନ୍ତି, ଲୋକଙ୍କ ଭୋଟ ଦ୍ୱାରା ଏହାର ନିଷ୍ପତ୍ତି ନିଆଯାଇଛି । ସେ କହିଛନ୍ତି, ପଞ୍ଜାବରେ ୨୧ ଲକ୍ଷ ଲୋକ ଭୋଟ ଦେଇଥିଲେ ।!-->…
Read More...
Read More...
ପଞ୍ଜାବରେ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ସଂପର୍କୀୟଙ୍କ ସମେତ ୧୦ଟି ସ୍ଥାନରେ ଇଡିର ରେଡ୍
ପଞ୍ଜାବରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜୋରଦାର ଧରପଗଡ଼ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ସଂର୍ପକୀୟଙ୍କ ଘରେ ରେଡ କରିଛି ଇଡି । ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ସମ୍ପର୍କୀୟଙ୍କ ଘର ବ୍ୟତୀତ ଆଉ ୯ଟି ସ୍ଥାନରେ ଆଜି ସକାଳୁ ରେଡ ହୋଇଛି । ମୋହାଲି ସମେତ ଅନେକ ସ୍ଥାନରେ ଏହି ଚଢାଉ!-->…
Read More...
Read More...
୧୮ ବର୍ଷ ପରେ ଅଲଗା ହେବେ ସାଉଥ ସୁପରଷ୍ଟାର ଧନୁଷ ଓ ଏଶ୍ୱର୍ଯ୍ୟା
ସାମନ୍ଥା ପ୍ରଭୁ ଓ ନାଗା ଚୈତନ୍ୟଙ୍କ ଛାଡ଼ପତ୍ର ଖବର ପରେ ସାଉଥ ଇଣ୍ଡଷ୍ଟ୍ରିର ଆଉ ଏକ ପାୱାର କପଲ ଅଲଗା ହେବା ନେଇ ଘୋଷଣା କରିଛନ୍ତି । ଯାହା ଫ୍ୟାନ୍ସଙ୍କୁ ଚକିତ କରିଦେଇଛି । ଦୀର୍ଘ ୧୮ ବର୍ଷ ପରେ ତାମିଲ ସୁପରଷ୍ଟାର ଧନୁଷ ଓ ଏଶ୍ୱର୍ଯ୍ୟାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଛି । ଦୀର୍ଘ!-->…
Read More...
Read More...
ସ୍ୱାମୀ ତ ବଞ୍ଚିଲେନି..ଟଙ୍କା କ’ଣ କରିବି?
ସ୍ୱାମୀଙ୍କ ଚିକିତ୍ସା ପାଇଁ ଲୋକଙ୍କଠୁ ପାଇଥିବା ଟଙ୍କାକୁ ସରକାରଙ୍କୁ ଫେରାଇ ଉଦାହରଣ ସୃଷ୍ଟି କଲେ ମୌସୁମୀ । ଆମେ କହୁଛୁ ଭଦ୍ରକ ବାସୁଦେବପୁର ମନ୍ଦାରୀ ଅଞ୍ଚଳର ଅଭିଷେକ ମହାପାତ୍ରଙ୍କ ସ୍ତ୍ରୀ ମୌସୁମୀଙ୍କ କଥା । ଅଭିଷେକଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା ବେଳେ ଇକମୋ ଚିକିତ୍ସା ପାଇଁ!-->…
Read More...
Read More...
ଘୁଞ୍ଚିଲା ପଞ୍ଜାବ ନିର୍ବାଚନ
ଘୁଞ୍ଚିଲା ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ । ଫେୃବଆରୀ ୧୪ ପରିବେର୍ତ୍ତେ ଫେବୃଆରୀ ୨୦ରେ ହେବ ଭୋଟ ଗ୍ରହଣ । ରବି ଦାସଙ୍କ ଜୟନ୍ତୀ ପାଇଁ ରାଜ୍ୟର ସମସ୍ତ ରାଜନୈତିକ ଦଳ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ନିବେଦନ କରିଥିଲେ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ନିର୍ବାଚନ!-->…
Read More...
Read More...
କରୋନା ମହାମାରୀର ଖୁବଶୀଘ୍ର ହେବ ଅନ୍ତ!
କରୋନା ସଂକ୍ରମଣର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ସାରା ବିଶ୍ୱ ଚିନ୍ତାରେ । ଭାରତ ସମେତ ଅନେକ ଦେଶରେ ଏହି ସଂକ୍ରମଣ ଯୋଗୁଁ ସ୍ଥିତି ବିଗିଡିବାରେ ଲାଗିଛି । ଓମିକ୍ରନ ମଧ୍ୟ ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରୁଛି । ତେବେ ଏହା ମଧ୍ୟରେ ଏକ ଆଶ୍ୱସ୍ତି କଲା ଭଳି ଖବର ଆସିଛି । ନିକଟରେ!-->…
Read More...
Read More...
ପରଲୋକରେ ପଦ୍ମଶ୍ରୀ ଶାନ୍ତି ଦେବୀ
ଭୁବନେଶ୍ବର: ପରପାରିରେ ପଦ୍ମଶ୍ରୀ ଶାନ୍ତି ଦେବୀ । ୮୮ ବର୍ଷ ବୟସରେ ଶାନ୍ତି ଦେବୀଙ୍କ ପରଲୋକ ହୋଇଛି। ରାୟଗଡ଼ା ଗୁଣୁପୁର ସ୍ଥିତ ବାସଭବନରେ ଗତକାଲି ରାତିରେ ସେ ଆଖିବୁଜିଛନ୍ତି।
ଗତକାଲି ବିଳମ୍ବିତ ରାତିରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ସେ ଚେତାଶୂନ୍ୟ ହୋଇପଡିଥିଲେ।!-->!-->!-->…
Read More...
Read More...