ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category

Today’s Highlight

ଲୋକପ୍ରିୟ ନେତା ହେଲେ ମୋଦୀ; ପଛରେ ରହିଲେ ବାଇଡେନ,ବୋରିସ

ନୂଆଦିଲ୍ଲୀ: ମହାମାରୀ କରୋନାର ତୃତୀୟ ଲହର ମଧ୍ୟରେ ପୁଣି ଥରେ ବିଶ୍ୱର ଲୋକପ୍ରିୟ ନେତା ହେଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆମେରିକା ଡାଟଇେ ଲିଜେନ୍ସି ଫର୍ମ ‘ ଦ ମର୍ଣ୍ଣିଂ କନସଲ୍ଟ’ ସର୍ଭେ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଜୋ
Read More...

ସୋମବାରରୁ ଖୋଲିବ ସ୍କୁଲ

ଦେଶରେ ଏବେ କରୋନା ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ପାର କରିଛି । ଦ୍ରୁତ ଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ମହାରାଷ୍ଟ୍ରରେ କିନ୍ତୁ ସଂଖ୍ୟା ଧୀରେ ଧୀରେ ଖସିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ଆସନ୍ତା ସୋମବାରରୁ ମହାରାଷ୍ଟ୍ରରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇଛି ।
Read More...

ଏୟାର ଇଣ୍ଡିଆକୁ ଘାରିଛି ଆମେରିକାର ୫-ଜି ଭୟ!

ଆମେରିକାରେ ୫-ଜି ସେବା ଆରମ୍ଭ ହେବା ପରେ ଏୟାର ଇଣ୍ଡିଆ ତାର ୧୪ ଟି ବିମାନ ଉଡାଣ ରଦ୍ଦ କରିଦେଇଛି । ଏୟାର ଇଣ୍ଡିଆ ବ୍ୟତୀତ ଜାପାନ,ଦୁବାଇ,ବ୍ରିଟେନ ସମେତ ଅନେକ ଦେଶର ଏୟାରଲାଇନ୍ସ କମ୍ପାନୀ ଆମେରିକାର ଯିବା ,ଆସିବା ପାଇଁ ବିମାନ ଉଡାଣ ବାତିଲ କରିଦେଇଛନ୍ତି । ଟେଲି କମ୍ପାନୀ ‘ଏଟି ଆଣ୍ଡ
Read More...

କେମିତି ଅଛନ୍ତି ଲତା ମଙ୍ଗେସକର?

ସୁର ସାମ୍ରଜ୍ଞୀ ଲତା ମଙ୍ଗେସକର ଏବେ ବି ହସ୍ପିଟାଲରେ ଅଛନ୍ତି । ଗତ କିଛି ଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ସେ ହସ୍ପିଟାଲରେ ଥିବା ବେଳେ ଡାକ୍ତର ଲଗାତର ତାଙ୍କର ସ୍ୱାସ୍ଥ୍ୟବସ୍ଥା ନେଇ ଜଣାଇଆସୁଛନ୍ତି । ଏବେ ବି ଲତା ମଙ୍ଗେସକର ଆଇସିୟୁରେ ଅଛନ୍ତି । ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର
Read More...

ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ପାର

ଦେଶରେ କରୋନା ସ୍ଥିତି ଅଣାୟତ୍ତ । ଦିନକରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଟପିଛି । ୮ ମାସର ରେକର୍ଡ ଭାଙ୍ଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ମେ ମାସରେ ୩ ଲକ୍ଷରୁ ଅଧିକ ମାମଲା ଆସିଥିଲା । ଏହା ପରେ ଆଜି ୩ ଲକ୍ଷ ୧୭ ହଜାର ୫୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ
Read More...

ରାଜ୍ୟରେ ଆଜି ସାମାନ୍ୟ କମିଲା ସଂକ୍ରମଣ

ରାଜ୍ୟରେ ଗତ ୨୪ ଘଣ୍ଟାରେ ସାମାନ୍ୟ କମିଲା ସଂକ୍ରମଣ । ଗତକାଲି ୧୧ ହଜାର ଉପରେ କରୋନା ଆକ୍ରାନ୍ତ ସଂଖ୍ୟା ଥିବା ବେଳେ ଆଜି ତଳକୁ ଖସିଛି ।ଆଜି ୧୦ ହଜାର ୩୬୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୬ ହଜାର ୧୫ ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ଅଛନ୍ତି
Read More...

କିଟ୍‌କାଟ୍‌ରେ ପ୍ରଭୁ ଜଗନ୍ନାଥଙ୍କ ଫଟୋକୁ ନେଇ ବିବାଦ

କିଟ୍‌କାଟ୍ ଚକୋଲେଟ ଜରି ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋକୁ ନେଇ ବିବାଦ ପରେ କ୍ଷମା ମାଗିଲା ନେସଲେ କମ୍ପାନୀ । ଖୁବ ଶୀଘ୍ର ମାର୍କେଟରେ ଭଗବାନଙ୍କ ଫଟୋ ଲାଗିଥିବା ଚକୋଲେଟ ଜରି ବନ୍ଦ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ହୋଇଥିବାରୁ
Read More...

ଆମେରିକାକୁ କାହିଁକି ଉଡାଣ ବନ୍ଦ କଲା ଏୟାର ଇଣ୍ଡିଆ?

ଆମେରିକା ବିମାନବନ୍ଦରରେ ଆଜିଠୁ ଆରମ୍ଭ ହୋଇଛି ୫-ଜି ଟେକ୍ନୋଲୋଜି । ତେବେ ଏହି ୫ ଜି ସେବା ବିମାନ ଉଡାଣ ପାଇଁ ବିପଦ ସୃଷ୍ଟି କରିପାରେ । କାରଣ ୫ ଜି ଆରମ୍ଭ ହେବା ଦ୍ୱାରା ଏହାର ପ୍ରଭାବ ବିମାନ ସେବା ଉପରେ ପଡିବ । ବିମାନ ଲ୍ୟାଣ୍ଡିଂ ବେଳେ ଇଞ୍ଜିନ ଓ ବ୍ରେକିଂ ସିଷ୍ଟମ ଉପରେ ଏହା ପ୍ରଭାବ
Read More...

ବିଜୟ ମାଲ୍ୟାଙ୍କ ହାତରୁ ଖସିପାରେ ଲଣ୍ଡନର ଆଲିଶାନ ବଙ୍ଗଳା

ସୁଇସ ବ୍ୟାଙ୍କ ୟୁବିଏସ ସହିତ ଦୀର୍ଘଦିନ ଧରି ଆଇନଗତ ଲଢେଇ ଜାରି ରହିଥିବା ବେଳେ ମାଲ୍ୟାଙ୍କୁ ଏହି ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଆଦେଶ ଉପରେ ରୋକ ଲଗାଇବା ନେଇ ଆବେଦନକୁ ଖାରଜ କରିଛନ୍ତି ବ୍ରିଟିଶ କୋର୍ଟ । ଲଣ୍ଡନ ହାଇକୋର୍ଟ ବିଚାରପତି ମାଥ୍ୟୁ କହିଛନ୍ତି ଯେ, ମାଲ୍ୟାଙ୍କ
Read More...

ଦେଶରେ ପୁଣି ବଢିଲା ଦୈନିକ ସଂକ୍ରମଣ..

ଦେଶରେ ଗତ ଦୁଇ ଦିନ ହେବ ସଂକ୍ରମଣ ସାମାନ୍ୟ କମିଥିଲେ ମଧ୍ୟ ଆଜି ପୁଣି ଅଧିକ ରହିଛି । ଗତ ୨୪ ଘଣଣଣ୍ଟା ରେ ୨ ଲକ୍ଷ ୮୨ ହଜାର ୯୭୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ଆଜି ୪୪ ହଜାର ୮୮୯ ଜଣ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମଙ୍ଗଳବାର ୨ ଲକ୍ଷ ୩୮ ହଜାର ୧୮ ସଂକ୍ରମିତ
Read More...