Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category
Today’s Highlight
ଜଗା ଦାଣ୍ଡରେ ଜନସମୁଦ୍ର
ଜନସମୁଦ୍ର ପାଲଟିଲା ପୁରୀ ବଡ଼ଦାଣ୍ଡ । ନୂଆ ବର୍ଷରେ ଜଗାକୁ ଦେଖିବାକୁ ଧାଇଁଆସିଛି ଭକ୍ତ । ଶ୍ରୀକ୍ଷେତ୍ରରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ । ଜଗାକୁ ଦେଖି ଭାବବିହ୍ୱଳ ହୋଇଯାଇଛି ଭକ୍ତ। କେବେଳ ରାଜ୍ୟରୁ ନୁହେଁ ରାଜ୍ୟ ବାହାରୁ ମଧ୍ୟ ଭକ୍ତମାନେ କାଳିଆ ଦର୍ଶନ ପାଇଁ ଛୁଟି ଆସିଛନ୍ତି ।
!-->!-->!-->…
Read More...
Read More...
କେନ୍ଦ୍ରାପଡା: ଜଣେ ମାଆ କ’ଣ କେବେ ତା ଛୁଆକୁ ମାରିପାରେ, ଯାହାକୁ ସେ ଦୁନିଆକୁ ଆଣିଛି ତାକୁ ଜୀବନରୁ ମାରିଦେବାକୁ କ’ଣ କେବେ ତା' ହାତ ଉଠିପାରେ? ହେଲେ ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ମର୍ଶାଘାଇ ଥାନା କାନପୁର ଗାଁରେ। ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଦୁଇ!-->…
Read More...
Read More...
ଭୁବନେଶ୍ବର: ଓମିକ୍ରନର ବିପଦ ଭିତରେ କରୋନା ସଂକ୍ରମଣ ସାରା ଦେଶରେ ଦ୍ରୁତ ଗତିରେ ପୁଣି ଥରେ ମାଡିବାରେ ଲାଗିଛି। ଦେଶରେ ଦୈନିକ ସଂକ୍ରମଣ ଏବେ ୩୦ ହଜାରକୁ ଲମ୍ଫ ଦେଇଛି। ଅର୍ଥାତ ଦିନକରେ ୨୨.୫% ପ୍ରତିଶତ ସଂକ୍ରମଣ ବୃଦ୍ଧି ପାଇଛି। ସେହିପରି ଓଡିଶାରେ ମଧ୍ୟ ସଂକ୍ରମଣ ୫୦୦ ମୁହାଁ ହୋଇଛି।!-->…
Read More...
Read More...
ହ୍ବାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ଆସିଲା ବଡ ଖବର
ପ୍ରକାଶ ପାଇଲା ହ୍ବାଟ୍ସଆପ୍ର ଆଇଟି ନିୟମ 2021ଭାରତରେ କେବଳ ୧୭.୫ ଆକାଉଣ୍ଟକୁ ବନ୍ଦ କରିଛି ହ୍ବାଟ୍ସଆପ୍ସୁରକ୍ଷା ମାନଦଣ୍ଡକୁ ଦୃଷ୍ଟିରେ ରଖି କମ୍ପାନି ନେଇଛି ଏହି ପଦକ୍ଷେପ
ନୂଆଦିଲ୍ଲୀ: ନୂଆଦିଲ୍ଲୀ: ହ୍ବାଟ୍ସଆପ୍ ବ୍ୟବହାରକାରୀ ଜାଣିରଖିବା ଉଚିତ୍ ଯେ ବିଶ୍ବର ଅନ୍ୟତମ ଲୋକପ୍ରିୟ!-->!-->!-->…
Read More...
Read More...
ଭଡା ଘରୁ ମିଳିଲା ପୁଳା ପୁଳା ଜାଲ ନୋଟ୍
ଭୁବନେଶ୍ବର: ଘର ଭିତରୁ ମିଳିଲା ପୁଳା ପୁଳା ଜାଲ ନୋଟ। ଲକ୍ଷେ କି ଦୁଇ ଲକ୍ଷ ଟଙ୍କାର ନୁହେଁ ୧୩ ଟଙ୍କାର ଜାଲ ନୋଟ ଜବତ କରିଛି ପୁଲିସ। ଯାଜପୁର ଟାଉନ ସନ୍ଥମାଧବର ଏକ ଭଡା ଘରୁ ଲକ୍ଷାଧିକ ଟଙ୍କାର ଜାଲ ନୋଟ ମିଳିବା ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ଏତେ ଟଙ୍କାର ଜାଲ ନୋଟ କେଉଁଠୁ ଆସିଲା!-->…
Read More...
Read More...
ଆସନ୍ତା ୮ ତାରିଖ ପରେ ମାଟ୍ରିକ୍ ପିଲାଙ୍କୁ ଟିକା
ଭୁବନେଶ୍ବର: ଆସନ୍ତାକାଲିଠୁ ସାରା ଦେଶରେ ୧୫ରୁ ୧୮ ବର୍ଷର ପିଲାଙ୍କୁ ଟିକାକରଣ ଆରମ୍ଭ ହେବ। ଏଥିପାଇଁ ପଞ୍ଜିକରଣ ଆରମ୍ଭ ହୋଇଛି। ତେବେ ଏହାରି ଭିତରେ ବଡ଼ ଖବର ଆସିଛି ଯେ, ରାଜ୍ୟରେ ଆସନ୍ତା ୮ ତାରିଖ ପରେ ମାଟ୍ରିକ ପିଲାଙ୍କୁ ଟିକା ଦିଆଯିବ। ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ!-->…
Read More...
Read More...
ମାଡ଼ିଆସିଲା ବିପଦ! ରାଜ୍ୟରେ ଏକାଥରକେ ୨୩ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ
ସ୍ବାସ୍ଥ୍ୟ ବିଭାଗକୁ ରିପୋର୍ଟ ଦେଲା ଆଇଏଲ୍ଏସ୍୨୩ ଜଣଙ୍କ ମଧ୍ୟରେ ବିଦେଶ ଫେରନ୍ତା ଅଛନ୍ତିପାଖାପାଖି ୫୦ ପ୍ରତିଶତ ସ୍ଥାନୀୟ ଅଞ୍ଚଳରେ ସଂକ୍ରମିତମୋଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୭ରେ ପହଞ୍ଚଲା
ଭୁବନେଶ୍ବର: ପୂର୍ବାହ୍ନରେ କରୋନା ସଂକ୍ରମିତଙ୍କ ଚିତ୍ର ଚିନ୍ତା ବଢ଼ାଇ ଦେଇଥିଲା।!-->!-->!-->…
Read More...
Read More...
ପୁରୀ: ଧନ୍ୟରେ ପୁଅ ଧନ୍ୟ… ପିଲାବେଳେ ଯେଉଁ ମାଆ ଉପାସ ରହି ତୁମ ମୁହଁରେ ଦାନା ଗଣ୍ଡେ ଦେଇଥିଲା,ମଲାବେଳେ ସେହି ମାଆର ମୁହଁକୁ ଚାହିଁଲନି! ଶବକୁ ଛୁଇଁଲାନି କି ତାକୁ ମଶାଣି ନେଲନି?ଧିକ୍ ତୁମ ପୁଅ ପଣିଆକୁ ଧିକ୍..
ଯେତେବେଳେ ଘର ଭିତରେ ମଲା ମାଆର ଶବ ପଡି ରହିଛି ଆଉ ତା ଅନ୍ତିମ!-->!-->!-->…
Read More...
Read More...
ଖୋଲିବ ଏହି ଯୁବ ଖେଳାଳିଙ୍କ ଭାଗ୍ୟ
ଟିମ୍ ଇଣ୍ଡିଆରେ ସାମିଲ ହେବେ ୫ ଯୁବ କ୍ରିକେଟର !ସଙ୍କେତ ଦେଲେ ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ୫ ଖେଳାଳିଙ୍କୁ ନେଇ ଭବିଷ୍ୟବାଣୀ କରିଛନ୍ତି । ଏହି ୫ ଖେଳାଳି!-->!-->!-->…
Read More...
Read More...
ଦେଶରେ ସାଂଘାତିକ ହେଉଛି ସ୍ଥିତି
୩୦ ହଜାର ମୁହାଁ ଦୈନିକ ସଂକ୍ରମଣ
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି। ଏହା ସହିତ କରୋନାର ନୂଆ ପ୍ରଜାତି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି। ଏବେ ଦେଶରେ ୩୦ ହଜାର ମୁହାଁ ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ!-->!-->!-->…
Read More...
Read More...