ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category

Today’s Highlight

ଡରାଇଲା କରୋନା; ସ୍କୁଲ ଖୋଲିବା ନିଷ୍ପତ୍ତି ପୁଣି ସ୍ଥଗିତ

ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲାଯିବା ନିଷ୍ପତ୍ତିରୁ ଓହରିଲେ ସରକାର ଭୁବନେଶ୍ବର: କରୋନା ସଂକ୍ରମଣ ହଠାତ୍ ବୃଦ୍ଧି ପାଇବା ଦେଖି ରାଜ୍ୟ ସରକାର ତାଙ୍କ ନିଷ୍ପତ୍ତିରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ରାଜ୍ୟ ସରକାର ଚଳିତ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀଠାରୁ ପଞ୍ଚମ
Read More...

ହଠାତ୍ କାହିଁକି ମହଙ୍ଗା ହେଲା କାର୍

ନୂଆବର୍ଷରୁ ମହଙ୍ଗା ହେଲା ଅନେକ କମ୍ପାନିର ଗାଡିଭଲଭୋ ଗାଡି ଗୁଡିକର ମୂଲ୍ୟ ୧ ଲକ୍ଷରୁ ୩ ଲକ୍ଷକୁ ବୃଦ୍ଧିକଞ୍ଚାମାଲର ମୂଲ୍ୟ ବୃଦ୍ଧି ଯୋଗୁଁ ମୂଲ୍ୟ ବୃଦ୍ଧି ପାଇଥିବା ସୂଚନା ନୂଆଦିଲ୍ଲୀ: ଲୋକମାନେ ନୂଆ ବର୍ଷ ଉତ୍ସାହର ସହ ସ୍ବାଗତ କରୁଛନ୍ତି । ନୂଆ ବର୍ଷରେ ଅନେକ ଜିନିଷର ଦାମ ଖସିଥିବା
Read More...

ପୁଣି ପଞ୍ଝା ମେଲାଇଲା କରୋନା, ଏକାଥରକେ ୪୦୦ ଡେଇଁଲା

ପିଲାଙ୍କୁ ମହଙ୍ଗା ପଡୁଛି, ୦-୧୮ ବର୍ଷ ବୟସ ମଧ୍ୟରେ ୬୭ ଆକ୍ରାନ୍ତ ଭୁବନେଶ୍ବର: ଓଡ଼ିଶାରେ ତୃତୀୟ ଲହର ଆଡକୁ ଧୀରେ ଧୀରେ ମାଡ଼ିଚାଲିଛି କରୋନା। ପୂର୍ବ ୨୪ ଘଣ୍ଟାରେ ମୋଟ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୨୯୮ ଥିଲା। ଗତ ୨୪ ଘଣ୍ଟା ଭିତରେ ସଂକ୍ରମଣ ହଠାତ୍ ଭୟଙ୍କର ରୂପ ନେଇଛି।
Read More...

ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାର କାରଣ କ’ଣ? ସାମନାକୁ ଆସିଲା ବଡ଼ ସୂଚନା

ନୂଆଦିଲ୍ଲୀ: ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ପୂରା ଦେଶକୁ ଦୋହଲାଇଦେଇଥିଲା। ହେଲିକପ୍ଟର ଦୁର୍ଘଟଣା କେମିତି ହେଲା, ଏହାକୁ ନେଇ କେବଳ ଭାରତ ନୁହେଁ ପୁରା ବିଶ୍ୱରେ ଚର୍ଚ୍ଚାରେ ଆରମ୍ଭ ହୋଇଥିଲା। ଦୁର୍ଘଟଣାର କାରଣ ଜାଣିବା ପାଇଁ ଗଠିତ ହୋଇଥିବା କୋର୍ଟ ଅଫ ଇନକ୍ୱାରି
Read More...

ବର୍ଷ ଆରମ୍ଭରୁ ଗ୍ରାହକଙ୍କୁ ଲାଗିପାରେ ବଡ ଝଟକା

୨୦୨୨ରେ ବୃଦ୍ଧି ପାଉଛି ଜିଏସ୍ଟି ଟ୍ୟାକ୍ସଏଟିଏମ୍‌ ଟ୍ରାନ୍‌ଜାକ୍ସନ, ରେଡିମେଡ୍‌ ପୋଷାକ,ଜୋତା ଏବଂ ଅନ୍ଲାଇନ୍‌ରେ ଖାଦ୍ୟ ଅର୍ଡରରେ ଟିକସ ଲାଗୁପୋଷାକ ଉପରେ ଜିଏସ୍ଟି ହାର ୫% ରୁ ୧୨%କୁ ବୃଦ୍ଧି ଭୁବନେଶ୍ବର: ନୂତନ ବର୍ଷର ପ୍ରାରମ୍ଭରେ ସାଧାରଣ ଜନତାଙ୍କୁ ମୁଦ୍ରାସ୍ଫୀତିର ଲାଗିପାରେ ବଡ
Read More...

ବିଦାୟୀ ଡିଜିପି ଅଭୟ ନାର୍କୋଟିକ୍ସ ଓ ଡ଼୍ରଗ୍ସ ଟାସ୍କଫୋର୍ସ ଅଧ୍ୟକ୍ଷ ନିଯୁକ୍ତ

ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ, ମିଳିବ ମୁଖ୍ୟ ଶାସନ ସଚିବ ପାହ୍ୟା ଭୁବନେଶ୍ୱର : ସରକାରୀ ଚାକିରିରୁ ଅବସର ଗ୍ରହଣ କରିଥିବା ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାର୍କୋଟିକ୍‍ ଓ ଡ୍ରଗ୍ସ ସମ୍ପର୍କିତ ଟାସ୍କଫୋର୍ସ ଅଧ୍ୟକ୍ଷ ଭାବେ ନିଯୁକ୍ତି
Read More...

ଏଡିଜି ପାହ୍ୟାକୁ ଗଲେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଡି ଏସ୍ କୁଟ୍ଟେ

୧୯୯୭ ବ୍ୟାଚର ଅନ୍ୟ ୩ ଆଇଜି ଏଡିଜି ହେଲେ ଭୁବନେଶ୍ବର: ୧୯୯୭ ବ୍ୟାଚ୍‌ର ଆଇପିଏସ୍ ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଡି ଏସ୍ କୁଟ୍ଟେଙ୍କୁ ରାଜ୍ୟ ସରକାର ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ତେବେ ଶ୍ରୀ କୁଟ୍ଟେ ପୂର୍ବଭଳି ସେହି ପଦବିରେ କାର୍ଯ୍ୟ କରିବେ। ଏହି
Read More...

ଡ. ଗାୟତ୍ରୀବାଳା ପଣ୍ଡା ପାଇବେ ଚଳିତବର୍ଷର ମର୍ଯ୍ୟାଦାଜନକ ମହୁରି ସମ୍ମାନ

ଭୁବନେଶ୍ବର: ବିଶିଷ୍ଟ ସାହିତ୍ୟ ସାଧିକା ତଥା ଆଗଧାଡିର କବୟିତ୍ରୀ ଡ. ଗାୟତ୍ରୀବାଳା ପଣ୍ଡା ଚଳିତବର୍ଷର ମର୍ଯ୍ୟାଦାଜନକ ‘ମହୁରି ସମ୍ମାନ’ ପାଇବେ। ଚୟନ କମିଟି ଏ ସଂକ୍ରାନ୍ତ ନିଷ୍ପତ୍ତିରେ ମୋହର ମାରିବାପରେ ସଂସ୍ଥା ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ନିଜର ୧୧ଟି କବିତା ସଂକଳନ, ୨ଟି
Read More...