Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category
Today’s Highlight
କଟକ: ଆସନ୍ତାକାଲିଠାରୁ କରୋନା କଟକଣାରେ ଆରମ୍ଭ ହେବ ମାଟ୍ରିକ ସମେଟିଭ ପରୀକ୍ଷା। ୫ରୁ ୮ ତାରିଖ ଯାଏଁ ସମଟେିଭ-୧ ପରୀକ୍ଷା ଚାଲିବ। ପ୍ରଥମ ୩ ଦିନ ୨ଟି ସିଟିଂରେ ହେବ ଥିଓରୀ ପରୀକ୍ଷା। ୮ ତାରିଖରେ କେବଳ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ। ୫ ଲକ୍ଷ ୭୬ ହଜାର ୨୨୩ ପରୀକ୍ଷାର୍ଥୀ ମାଟ୍ରିକ!-->…
Read More...
Read More...
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଥିବା ବେଳେ ଓମିକ୍ରନ ଭ୍ୟାରିଆଣ୍ଟ ଭୟକୁ ଦ୍ୱିଗୁଣିତ କରିଦେଇଛି। ଟିକା ନେଇସାରିଥିଲେ ବି ଅଧିକରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି। ତେବେ କେଉଁ ମାନଙ୍କଠାରେ ଅଧିକ କରୋନା ସଂକ୍ରମଣ ହେବାର ସମ୍ଭାବନା ରହିଛି? ଏନେଇ!-->…
Read More...
Read More...
କିଏ ହେବେ ଏ.ଆର.ରେହମାନଙ୍କ ଜ୍ୱାଇଁ?
୨୦୨୨ ମ୍ୟୁଜିକ ଇଣ୍ଡଷ୍ଟ୍ରିର କିଙ୍ଗ୍, ଏ.ଆର.ରେହମାନଙ୍କ ଜୀବନରେ ଖୁସି ନେଇକି ଆସିଛି । ଏଆର ରେହମାନଙ୍କ ଝିଅ ଖତିଜାଙ୍କ ନିକଟରେ ନିର୍ବନ୍ଧ ସରିଛି । ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଖତିଜା ଏହି ଖୁସି ଖବର ନିଜ ଫ୍ୟାନ୍ସ ମାନଙ୍କ ସହ ସେୟାର କରିଛନ୍ତି । ଖତିଜା ରିୟାସଦ୍ଦିନ ଶେଖ!-->…
Read More...
Read More...
ଇତିହାସ ରଚିଲେ ଅଳକା
ଦେଶରେ ପୁଣି ଇତିହାସ ରଚିଲେ ମହିଳା ତୈଳ କମ୍ପାନୀ ଓଏନଜିସିର ଅଧ୍ୟକ୍ଷ ହେଲେ ଅଳକା ମିତ୍ତଲ ୨୦୧୮ରୁ ଓଏନଜିସିରେ ଏଚଆର ଭାବେ କାର୍ଯ୍ୟରତ ଦେଶର ପ୍ରଥମଥର ପାଇଁ ଜଣେ ମହିଳା ଓଏନଜିସି ଭଳି ବିରାଟ ତୈଳ କମ୍ପାନୀର ଅଧ୍ୟକ୍ଷ ହୋଇଛନ୍ତି । ସୋମବାର ଓଏନଜିସିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ!-->…
Read More...
Read More...
ଦେଶରେ ବଢ଼ିଲା ସଂକ୍ରମଣ..ଓମିକ୍ରନ ବଢାଇଲା ଭୟ
ଦେଶରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି । ଦେଶରେ ୩୫ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟ।ରେ ଦେଶରେ ୩୭ ହଜାର ୩୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମଣ ହାର ରହିଛି ୩.୨୪% । ଦିନକରେ ୧୦.୭ ପ୍ରତିଶତ ବଢିଲା ସଂକ୍ରମଣ । ସେହିପରି କରୋନା ଜନିତ!-->…
Read More...
Read More...
ଜନ୍ମଦିନ ପାଳିଲେ ବିଶ୍ୱର ସବୁଠୁ ବୟସ୍କ ମହିଳା
ଜନ୍ମଦିନ ପାଳିଲେ ବିଶ୍ୱର ସବୁଠୁ ବୟସ୍କ ମହିଳା । ଜାପାନ ମହିଳା କେନ୍ ତନାକା ହେଉଛନ୍ତି ବିଶ୍ୱର ସବୁଠୁ ବୟସ୍କ ମହିଳା । ସେ ବୟସ୍କ ମହିଳା ଭାବେ ଗିନିଜ୍ ବୁକ୍ ଅଫ ରେକର୍ଡର ଟାଇଟଲ ମଧ୍ୟ ଜିତିଛନ୍ତି ।ନିକଟରେ କେନ୍ ତନାକା ତାଙ୍କ ଜନ୍ମଦିନ ପାଳିଛନ୍ତି । ଜାନୁଆରୀ ୨ ତାରିଖରେ କେନ୍!-->…
Read More...
Read More...
କେଜ୍ରିୱାଲଙ୍କୁ କରୋନା
କୋଲକତାରୁ ଦିଲ୍ଲୀ, ମୁମ୍ବାଇ ସବୁଠି କରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରେ ହେବାକୁ ଲାଗିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କରୋନା । ଏନେଇ ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି । ଏବେ କେଜ୍ରୱାଲ ଗୃହ ସଙ୍ଗରୋଧରେ ଅଛନ୍ତି । ତାଙ୍କ ଦେହରେ ସାମାନ୍ୟ ଲକ୍ଷଣ ଥିବା!-->…
Read More...
Read More...
ପୁଣି ସୀମା ଲଙ୍ଘିଲା ଚାଇନା !
ଗଲୱାନରେ ପଶି ପତାକା ଉଡ଼ାଇଲା ଚାଇନାପତାକା ଉତ୍ତୋଳନର ଭିଡିଓ ପ୍ରକାଶ କଲା ଚାଇନିଜ ଚ୍ୟାନେଲ
ନୂଆଦିଲ୍ଲୀ: ପୁଣିଥରେ ସୀମା ଲଙ୍ଘିଛି ଚାଇନା। ଜାନୁଆରି ୧ରେ ଚାଇନିଜ ଯବାନ ଗଲୱାନରେ ପ୍ରବେଶ କରି ନିଜ ଦେଶର ଜାତୀୟ ପତାକା ଉଡ଼ାଇଛନ୍ତି। ଯାହାର ଭିଡିଓ ବିଭିନ୍ନ ଚାଇନିଜ ସରକାରୀ ଚ୍ୟାନେଲରେ!-->!-->!-->…
Read More...
Read More...
ଦେଶରେ ଅଣାୟତ କରୋନାର ନୂଆ ଷ୍ଟ୍ରେନ୍ଦେଶରେ ୩୩ ହଜାର ପାର କଲା ଦୈନିକ ସଂକ୍ରମଣଆଜି ୧୭ଶହ ଛୁଇଁଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା୫୧୦ ଆକ୍ରାନ୍ତଙ୍କ ସହ ୧ନଂ ସ୍ଥାନରେ ରହିଛି ମହାରାଷ୍ଟ୍ରରବିବାର ତୁଳନାରେ ୨୨.୫% ବଢ଼ିଛି ଦୈନିକ ସଂକ୍ରମଣଆଜିଠୁ ପଶ୍ଚିମବଙ୍ଗରେ ଅନେକ କଟକଣା ଜାରି
!-->!-->!-->…
Read More...
Read More...
୫୦% ବଢ଼ିଲା କନିଷ୍ଠ ଶିକ୍ଷକଙ୍କ ଦରମା
ଉପକୃତ ହେବେ ୩୩,୦୩୮ ଶିକ୍ଷକ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଶିକ୍ଷାଦାନରେ ନିୟୋଜିତ କନିଷ୍ଠ ଶିକ୍ଷକ ମାନଙ୍କ ଦରମା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। କନିଷ୍ଠ ଶିକ୍ଷକ (ଚୁକ୍ତିଭିତ୍ତିକ) ଏବଂ କନିଷ୍ଠ ଶିକ୍ଷକ ମାନଙ୍କ!-->!-->!-->…
Read More...
Read More...