Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category
Today’s Highlight
କମିଶନରେଟ ଅଞ୍ଚଳରେ ୩ଟି ନୂଆ ଥାନାକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ
ଭୁବନେଶ୍ବର-କଟକ କମିଶନରେଟ୍ ପୋଲିସ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ନିମନ୍ତେ ଏହି ଦୁଇ ସହରାଞ୍ଚଳ ପାଇଁ ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏଥିନିମନ୍ତେ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି।!-->…
Read More...
Read More...
ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଓଡିଶା ଇତିହାସର ବଡ ସଫଳତା
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନାରେ ସାମିଲ ହେଲା ସାରା ଓଡିଶାସାରା ରାଜ୍ୟର ସାଢେ ତିନି କୋଟି ଲୋକ ପାଇବେ ସ୍ମାର୍ଟ ଚିକିତ୍ସା ସୁବିଧାବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ଲୋକ ସ୍ମାର୍ଟ କାର୍ଡରେ ଚିକିତ୍ସା ସୁବିଧା ପାଇଛନ୍ତିସରକାର ଦେଇଛନ୍ତି ୨୭୮ କୋଟି ଟଙ୍କାର!-->…
Read More...
Read More...
ମୋଦୀଙ୍କ ବିରୋଧରେ ଲଢ଼ିବା ପୂର୍ବରୁ ବିରୋଧୀ ଦଳରେ ଫାଟ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନରେ ଟିଏମସି ବିଜେପିକୁ ମାତ୍ ଦେବା ପରେ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ୨୦୨୪ ନିର୍ବାଚନରେ ବିଜେପିକୁ ଅଟକାଇବା ଲାଗି ବିରୋଧୀ ରାଜନୈତିକ ଶକ୍ତି ଭିତରେ ଯେମିତି ଶତ ସିଂହର ବଳ ଆସିଯାଇଥିଲା। ନିଜେ ଟିଏମସି ନେତ୍ରୀ ତଥା ପଶ୍ଚିମବଙ୍ଗ!-->…
Read More...
Read More...
ଭାରତରେ କାୟା ମେଲାଉଛି ଓମିକ୍ରନ୍, ଡର ବି ବଢ଼ୁଛି
ବୁଷ୍ଟର ଡୋଜ୍ ଦିଆଯିବ କି ନାହିଁ, ତାକୁ ନେଇ ତର୍ଜମା ଜାରି୯୦ମିନିଟ ଭିତରେ ଓମିକ୍ରନ୍ ଚିହ୍ନଟ ସଂକ୍ରାନ୍ତ କିଟ୍ ଆସିପାରେ୬ମାସ ମଧ୍ୟରେ ସେରମ୍ ସଂସ୍ଥା ଆଣିପାରେ ଶିଶୁଙ୍କ ପାଇଁ ଟିକା
ନୂଆଦିଲ୍ଲୀ: ବିଦେଶରେ ଗୋଟିଏ ପରେ ଗୋଟିଏ ଦେଶକୁ ଓମିକ୍ରନ ଡେଉଁଥିବା ବେଳେ ଭାରତରେ ଧୀରେ ଧୀରେ!-->!-->!-->…
Read More...
Read More...
ଆୟତ୍ତ ବାହାରେ ଦକ୍ଷିଣ କୋରିଆ, ‘ହୁ’ ପୁଣି ଦେଲା ବଡ ବୟାନ
ସିଓଲ: କରୋନାକୁ ନେଇ ଭୟ ବଢ଼ିବାରେ ଲାଗିଲାଣି। ପୂରା ଦକ୍ଷିଣ କୋରିଆ ଏବେ ବିପଜ୍ଜନକ ସ୍ଥିତିକୁ ଚାଲିଯାଇଛି। ସଂକ୍ରମଣ ଏତେ କ୍ଷୀପ୍ର ଗତିରେ ମାଡ଼ି ଚାଲିଛି ଯେ ଗୋଟିଏ ପରେ ଗୋଟିଏ ହସ୍ପିଟାଲରେ ଏବେ ଆଉ ଶଯ୍ୟା ଖାଲି ନାହିଁ। ମିଳୁଥିବା ସୂଚନା ଅନୁସାରେ, ରୋଗୀ ଶଯ୍ୟା ନପାଇ ପ୍ରାଣ!-->…
Read More...
Read More...
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନା ରେ ସାମିଲ ହେଲା ଦୁଇ ଜିଲ୍ଲା
ସାରା ରାଜ୍ୟର ୨୮ଟି ଜିଲ୍ଲା ସାମିଲନୟାଗଡର ୭.୭୦ ଲକ୍ଷ ଓ ଜଗତସିଂହପୁରର ୯ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡର ସୁବିଧାସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏହି ରୂପାନ୍ତର ଗରିବ ଲୋକମାନଙ୍କୁ ବାସ୍ତବରେ ସଶକ୍ତ କରିବ - ମୁଖ୍ୟମନ୍ତ୍ରୀନୟାଗଡରେ ୧୦୦୦ କୋଟି ଓ ଜଗତସିଂହପୁରରେ ୮୦୦ କୋଟି ଟଙ୍କାର!-->…
Read More...
Read More...
ରାଜ୍ୟରେ ଖୋଲିବ ସାଇବର ଅପରାଧ ଥାନା
ରାଜ୍ୟରେ ଖୋଲିବ ୧୧ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ।ସମ୍ବଲପୁର ,ରାଉରକେଲା ଓ ବ୍ରହ୍ମପୁର ସାଇବର ଥାନା ମିଶି ହେଲା ୧୪୧୫୪ ପୋଲିସ କର୍ମଚାରୀ ଓ ୯୦ ବିଶେଷଜ୍ଞ ନିୟୋଜିତ ହେବେ
ଭୁବନେଶ୍ବର: ଅପରାଧ ଏବେ ସାରା ବିଶ୍ବରେ ଚିନ୍ତାର କାରଣ ହେଇଛି । ଦେଶ ତଥା ଆମ ରାଜ୍ୟ ଓଡିଶାରେ ମଧ୍ୟ!-->!-->!-->…
Read More...
Read More...
ଶେଷରେ କେନ୍ଦ୍ରୀୟ ପ୍ରତିନିଧି ନୂଆ କଥାଟେ କହି ଫେରିଲେ
ଭୁବନେଶ୍ବର: ବାତ୍ୟା ଜଓ୍ବାଦ ଜନିତ ଲଗାଣ ବର୍ଷାରେ ପୁରୀ ଓ ଗଂଜାମ ଜିଲ୍ଲାରେ ଚାଷୀଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଛି। ଚାଷୀଙ୍କୁ ଉପଯୁକ୍ତ ସହାୟତା ମିଳିବା ପାଇଁ ରିଲିଫ କୋଡ଼ରେ ସଂଶୋଧନର ଆବଶ୍ୟକତା ରହିଛି। ଏନେଇ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯିବ। ରିଲିଫ କୋଡ଼ ସଂଶୋଧନ କରିବାକୁ!-->…
Read More...
Read More...
ଓମିକ୍ରନର ନୂଆ ଲକ୍ଷଣ ସାମ୍ନାକୁ ଆସିଲା
ନୂଆଦିଲ୍ଲୀ: ବ୍ରିଟେନ୍ରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ ହେବା ପରେ ସାରା ବିଶ୍ବରେ କରୋନାକୁ ନେଇ ଆତଙ୍କ ଖେଳିଯାଇଛି। ଏ ସଂପର୍କରେ ଜଣାପଡିବା ପରେ ବିଟ୍ରେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ତତ୍ପରତା ଦେଖାଇଛନ୍ତି। ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍ ନେବାକୁ!-->…
Read More...
Read More...
ବଡ କଥାଟେ କହିଦେଲେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ
ନୂଆଦିଲ୍ଲୀ: କରୋନାର ନୂଆ ପ୍ରଜାତି ଓମିକ୍ରନର ପ୍ରଭାବକୁ ଦେଖି ତୃତୀୟ ଲହର ଅବଶ୍ୟମ୍ଭାବୀ ବୋଲି ଅନେକ ମତ ଦେଲେଣି। ଠିକ୍ ଏମିତି ସମୟରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଆଜି ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି ଯେ ଆସନ୍ତା ବର୍ଷ ୫ ବିଲିୟନ କୋଭିଡ ଡୋଜ ଉତ୍ପାଦନ!-->…
Read More...
Read More...