Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ
Browsing Category
Today’s Highlight
ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ କଟକ, ଖୋର୍ଧା ସାମିଲ
ସାରା ରାଜ୍ୟର ଏଯାଏ ୨୬ଟି ଜିଲ୍ଲା ଯୋଜନାରେ ସାମିଲ ହେଲେଣିକଟକର ୧୮ ଲକ୍ଷ ଓ ଖୋର୍ଦ୍ଧାର ୧୪ ଲକ୍ଷ ଲୋକ ପାଇବେ ସୁବିଧାଓଡିଆ ସ୍ୱାଭିମାନର ସୁରକ୍ଷା ପାଇଁ ଲଢେଇ ଜାରି ରହିବ : ମୁଖ୍ୟମନ୍ତ୍ରୀବିଶ୍ୱନାଥ ପଣ୍ଡିତ ପାଠାଗାରକୁ ଅତ୍ୟାଧୁନିକ କରାଯିବାକୁ ଘୋଷଣାକଟକରେ ୨୫୦୦ କୋଟି ଓ ଖୋର୍ଦ୍ଧାରେ!-->…
Read More...
Read More...
ମୋଦୀ ବଦଳାଇଦେଲେ ଚେହେରା
ଆଜି କାଶୀ ବିଶ୍ବନାଥ କରିଡର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ୨ବର୍ଷ ୯ମାସ ମଧ୍ୟରେ ୫ଲକ୍ଷ ବର୍ଗଫୁଟ ଅଞ୍ଚଳର ବିକାଶ କରାଗଲା
ବାରାଣାସୀ: ୨୦୧୯ ମାର୍ଚ୍ଚ ୮ ତାରିଖରେ ଶିଳାନ୍ୟାସ ହୋଇଥିଲା। ପାଖାପାଖି ୨ବର୍ଷ ୯ମାସ ପରେ ପ୍ରଧାନମନ୍ତ୍ରୀ ଏହାର ଉଦଘାଟନ କରିବେ। ଆମେ ପ୍ରଧାନମନ୍ତ୍ରୀଙ୍କ!-->!-->!-->…
Read More...
Read More...
ଓମିକ୍ରନକୁ ନେଇ ବଡ଼ ଖବର ଦେଲା ‘ହୁ’
ଡେଲଟା ଠାରୁ ଓମିକ୍ରନ ହେଉଛି ଅଧିକ ସଂକ୍ରାମକ ତୃତୀୟ ଲହର ନେଇ ଆଶଙ୍କା ପ୍ରକାଶ କଲେଣି ବିଶେଷଜ୍ଞଆନ୍ଧ୍ରପ୍ରଦେଶ, କେରଳ ଓ ଚଣ୍ଡିଗଡକୁ ଛୁଇଁଗଲା ଓମିକ୍ରନ୍ଭାରତରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୮ ଛୁଇଁଲା
ଜେନେଭା/ ନୂଆଦିଲ୍ଲୀ: କରୋନାର ଡେଲଟା ପ୍ରଜାତି ଅପେକ୍ଷା ଓମିକ୍ରନ୍!-->!-->!-->…
Read More...
Read More...
ଗଞ୍ଜାମ ପାଇଁ ସ୍ମାର୍ଟ ହେଲ୍ଥ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
୨୬ଲକ୍ଷ ୭୬ ହଜାର ଲୋକ ପାଇବେ ସୁବିଧା ୨୬ଲକ୍ଷ ୭୬ ହଜାର ଲୋକ ପାଇବେ ସୁବିଧା ୨୧୪୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ମଧ୍ୟ ଉଦ୍ଘାଟନ ଓ ଶୁଭାରମ୍ଭ ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ର ସ୍ମାର୍ଟ ହେଲଥ କାର୍ଡ ରାଜ୍ୟ ବାସୀଙ୍କ ପାଇଁ ସରକାର ଙ୍କ ଶ୍ରେଷ୍ଠ ଉପହାର ।
ମୁଖ୍ୟମନ୍ତ୍ରୀ!-->!-->!-->…
Read More...
Read More...
ପାଇକ ବିଦ୍ରୋହ ପ୍ରସଙ୍ଗରେ କେଁ ପଶିଲା
ଜେଏମ୍ଏମ୍ କହିଲା ଆଦିବାସୀଙ୍କ ସଂଗ୍ରାମ ଆଗ, ପାଇକ ବିଦ୍ରୋହ ନୁହେଁବିଶେଷଜ୍ଞ ନିଯୁକ୍ତି ଦେଇ ଆଦିବାସୀଙ୍କ ଇତିହାସ ଓ ଅସ୍ମିତାର ପର୍ଯ୍ୟାଲୋଚନା କର
ଭୁବନେଶ୍ବର: ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦିଆଯିବା ପ୍ରସଙ୍ଗକୁ ନେଇ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ!-->!-->!-->…
Read More...
Read More...
କୋଭିଡ୍ ନିୟମର ଖୋଲା ଉଲ୍ଲଂଘନ ଚାଲିଛି, ଓମିକ୍ରନକୁ ଆମନ୍ତ୍ରଣ
ନୂଆଦିଲ୍ଲୀ/ ଭୁବନେଶ୍ବର: ଗୋଟିଏ ପରେ ଗୋଟିଏ ଦେଶ ଏବଂ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଡେଉଁଛି କରୋନାର ନୂଆ ପ୍ରଜାତି ଓମିକ୍ରନ୍। ପୂରା ବିଶ୍ବରେ ଆତଙ୍କ ଖେଳାଇଲାଣି। ଆଶ୍ବସ୍ତିର କଥା ହେଲା, ଓଡ଼ିଶା ଉପରେ ଓମିକ୍ରନ ନଜର ଏଯାଏ ପଡ଼ିନାହିଁ। କିନ୍ତୁ ଭୟ ବଢ଼ିଲାଣି। କାରଣ ଭାରତର ଯେଉଁ!-->…
Read More...
Read More...
ଆଜି ଗଞ୍ଜାମରେ ନେତାଙ୍କ ସହିତ ଖାଇବେ ନବୀନ
ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଉଛନ୍ତି। ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିକାଟୁ ଠାରେ ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟକାର୍ଡ଼ ବାଣ୍ଟିବେ। ନିଜ ଜିଲ୍ଲା ପାଇଁ ୨୨୦୦ କୋଟି ଟଙ୍କାର ପ୍ରକଳ୍ପ ଧରି ଯାଉଛନ୍ତି ମୁଖ୍ୟମନ୍ତ୍ରୀ। କିଛି!-->…
Read More...
Read More...
ପୁଣି ନାଟକୀୟ ମୋଡ ନେଲାଣି ତପସ୍ବିନୀ ମାମଲା
ବ୍ରହ୍ମପୁର: ବହୁ ଚର୍ଚ୍ଚିତ ତପସ୍ବିନୀ ମାମଲା ଧୀରେ ଧୀରେ ସଙ୍ଗିନ୍ ମୋଡ଼ ନେଲାଣି। ଡାକ୍ତର ସୁମିତ ସାହୁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଥିବା ଅଭିଯୋଗ ଆଣି ତପସ୍ବିନୀ ଇତିମଧ୍ୟରେ ପୁଲିସରେ ଅଭିଯୋଗ ଦାଖଲ କରିଛନ୍ତି। ଅନ୍ୟପଟରେ ସୁମିତଙ୍କ ଓକିଲ ସୁରେନ୍ଦ୍ର ବେହେରା ଗଣମାଧ୍ୟମକୁ!-->…
Read More...
Read More...
କାହିଁକି ପୁଣି କୋର୍ଟକୁ ଗଲେ ଆର୍ଯ୍ୟନ୍
ମୁମ୍ବାଇ: ଚଳଚ୍ଚିତ୍ର ତାରକା ଶାହାରୁଖ ଖାନ୍ଙ୍କ ପୁଅ ଆର୍ଯ୍ୟନ୍ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଏଥର କିନ୍ତୁ ଭିନ୍ନ କାରଣ ପାଇଁ। ତାଙ୍କୁ କେହି ଅଡ଼ୁଆରେ ପକାଇନି। ବରଂ ସେ ନିଜେ ଡ୍ରଗ୍ସ-କ୍ରୁଜ ମାମଲାରେ ଜାମିନର ସର୍ତ୍ତ କୋହଳ ପାଇଁ କୋର୍ଟକୁ ଯାଇଛନ୍ତି। ଡ୍ରଗ୍ସ ବିରୋଧୀ ଏଜେନ୍ସି!-->…
Read More...
Read More...
ଡରାଇଲାଣି ଓମିକ୍ରନ୍, କ୍ଷୀପ୍ରଗତିରେ ମାଡ଼ୁଛି
ଦୁଇ ସପ୍ତାହରେ ଦୁଇଟି ଦେଶରୁ ୫୯ ଦେଶକୁ ଡେଇଁଲାଣିଭାରତରେ ୩୨ଜଣଙ୍କ ଠାରେ ଚିହ୍ନଟ, ମହାରାଷ୍ଟ୍ରରେ ଅଧିକଓଡ଼ିଶାରେ ପରୀକ୍ଷା ପାଇଁ ଯାଇଥିଲା ୪ନମୁନା, ଓମିକ୍ରନ୍ ମିଳିଲାନି
ନୂଆଦିଲ୍ଲୀ: ଗୋଟିଏ ଗୋଟିଏ କରି ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଆରମ୍ଭ କରିଛି।!-->!-->!-->…
Read More...
Read More...