ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ
Browsing Category

Today’s Highlight

ନୌସେନାର ତାକତ ବଢିଲା

ନୂଆଦିଲ୍ଲୀ: ସମୁଦ୍ର ମଧ୍ୟରୁ ଶତ୍ରୁକୁ ଦିଆଯିବ କଡା ଜବାବ। ସମୂଦ୍ରକୁ ଓହ୍ଲାଇବ ନୂଆ ରକ୍ଷକ। ବ୍ରହ୍ମାସ୍ତ୍ର ଓ ବାରାକ ପରି ମାରାତ୍ମକ କ୍ଷେପଣାସ୍ତ୍ରରେ ସଜ୍ଜିତ ହୋଇଥିବା ‘ଆଇଏନଏସ ବିଶାଖାପଟନମ୍‌’ ନୌସେନା ଦିବସ ପୂର୍ବରୁ ଆଜି ଭାରତୀୟ ନୌସେନାରେ ସାମିଲ ହେବାକୁ ଯାଉଛି। ପ୍ରତିରକ୍ଷା
Read More...

ସିଦ୍ଧୁଙ୍କ ପାକିସ୍ତାନ ପ୍ରେମ! ଘେରିଲା ବିଜେପି

ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜ୍ୟୋତ ସିଦ୍ଧୁଙ୍କ ପୁଣି ଥରେ ପାକିସ୍ତାନ ପ୍ରେମ ଦେଖିବାକୁ ମିଳିଛି । ସିଦ୍ଧୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍‌ଙ୍କୁ ବଡ଼ ଭାଇ ବୋଲି କହିଛନ୍ତି । ସେ କହିଛନ୍ତି ଇମରାନ ତାଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି । ଇମରାନ ମଧ୍ୟ ନିକଟରେ କରତାରପୁର କରିଡରକୁ
Read More...

କଟକଣା ହଟିଲା ବୋଲି ଜଣାଇଲେ

ଭୁବନେଶ୍ବର: ପୁଣି କମ୍ପିବ ଯାତ୍ରା ପେଣ୍ଡାଲ।କଳାକାରଙ୍କ ଡାଏଲଗରେ ଉଠିବ ପଡିବ ମଞ୍ଚ। ଦୀର୍ଘ ଦିନ ପରେ ପୁଣି ଯାତ୍ରା ମଂଚରେ ଦେଖିବାକୁ ମିଳିବ କଳାକାରଙ୍କ ଅଭିନୟ। ରାଜ୍ୟରେ ଏବେ ସଂକ୍ରମଣ ସ୍ଥିତିରେ ସୁଧାର ଆସିବା ପରେ ଯାତ୍ରା, ଅପେରା ,ମେଲୋଡି ଓ ଡ୍ରାମାକୁ ଅନୁମତି ଦେଇଛନ୍ତି ରାଜ୍ୟ
Read More...

ମା’ ହେବାକୁ ଯାଉଛନ୍ତି କି ନେହା!

ମୁମ୍ବାଇ: ଶୁଣିବାକୁ ମିଳୁଛି ଯେ , ବଲିଉଡ୍ ସିଙ୍ଗର ନେହା କକ୍କର ମାଆ ହେବାକୁ ଯାଉଛନ୍ତି। ସବୁ ଆଡେ ନେହାଙ୍କ ପ୍ରେଗନେନ୍ସିକୁ ନେଇକି ଚର୍ଚ୍ଚା । କିଛି ଲୋକ ଏହାକୁ ବିଶ୍ୱାସ କରୁଥିବା ବେଳେ କିଛି ଜଣ ସତ କ’ଣ ଜାଣିବାକୁ ଚାହୁଁଛନ୍ତି। ତେବେ ସତ କଥାଟି ହେଲା, ନେହା କକ୍କଡ଼ ଗର୍ଭବତୀ ଥିବା
Read More...

ଆତଙ୍କୀଙ୍କୁ ଧରିବାକୁ ଘେରାବନ୍ଦୀ..ଜଣେ ନିହତ

ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ମୃତ ଆତଙ୍କବାଦୀର ପରିଚୟ ଜଣାପଡିନି । ମିଳିଥିବା ସୂଚନା ଅନୁସାରେ, ଏହି ଅ ଳରେ ଆଉ ଆତଙ୍କବାଦୀ ଲୁଚି କି ରହିଛନ୍ତି । ବହୁ ସଂଖ୍ୟାର ଯବାନ
Read More...

ଛାତ୍ରଙ୍କଠୁ ଆଗରେ ରହିଲେ ଛାତ୍ରୀ

ପ୍ରକାଶ ପାଇଲା ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ । ପାସ ହାର ରହିଛି ୬୮.୬୬ ପ୍ରତିଶତ । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସହାର ଅଧିକ ରହିଛି । ୧୨ ହଜାର ୩୨୧ ଜଣ ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷା ଦେଇଥିବା ବେଳେ ପାସ ହୋଇଛନ୍ତି ୮ ହଜାର ୪୬୦ ଜଣ । ଛାତ୍ରଙ୍କ ପାସହାର ରହିଛି ୬୨.୭ ପ୍ରତିଶତ
Read More...

ହାରିସଙ୍କ ହାତରେ ରହିବ ଆମେରିକା ରାଷ୍ଟ୍ରପତି କ୍ଷମତା

ଆମେରିକା ଇତିହାସରେ ଏଭଳି ପ୍ରଥମ ଥର ପାଇଁ ଘଟିଛି । । ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଦିଆଯିବ ରାଷ୍ଟ୍ରପତି ଦାୟିତ୍ୱ । ପ୍ରଥମ ଥର ପାଇଁ ଜଣେ ମହିଳାଙ୍କ ହାତରେ ରହିବ ରାଷ୍ଟ୍ରପତି କ୍ଷମତା । ଏହା ଏଥିପାଇଁ କରାଯିବ କାରଣ, ବାଇଡେନ କଲୋନୋସ୍କୋପି ପାଇଁ ହସ୍ପିଟାଲରେ ଭର୍ତ୍ତି ହେବେ ।
Read More...

କୃଷି ଆଇନ ପ୍ରତ୍ୟାହାର ନେଇ କଣ କହିଲେ ବିରୋଧୀ ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁରୁ ନାନକ ଜୟନ୍ତୀ ଅବସରରେ ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ୩ ନୂଆ କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି ମୋଦୀ । କୃଷି ଆଇନ ପ୍ରତ୍ୟାହାର ନେଇ ମୋଦୀଙ୍କ ଘୋଷଣା ପରେ ରାଜନୀତି ଜୋରଦାର । ବିଭିନ୍ନ ରାଜନୈତିକ ଦଳର ପ୍ରତିକ୍ରିୟା
Read More...

କୃଷି ଆଇନ ପ୍ରତ୍ୟାହାର ନେଇ ମୋଦୀଙ୍କ ବଡ଼ ଘୋଷଣା

ଚାଷୀଙ୍କ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକଙ୍କ ଦାବି ମାନିନେଇଛନ୍ତି । ଗତ ବର୍ଷେ ଧରି ନୂଆ କୃଷି ଆଇନ ବିରୋଧରେ ଚାଷୀ ମାନେ ଆନ୍ଦୋଳନ କରୁଥିବା ବେଳେ ଆଜି ମୋଦୀ ବଡ଼ ଘୋଷଣା କରିଛନ୍ତି । ୩ଟି ନୂଆ କୃଷି ଆଇନ ପ୍ରତ୍ୟାହାର
Read More...

ଆକାଶଠୁ ସ୍ଥଳ..ସବୁଠି ଶତ୍ରୁଙ୍କୁ ଦେବ ମାତ୍‌

ଆଜି ଭାରତ ଓ ସେନା ପାଇଁ ଏକ ବିଶେଷ ଦିନ । କାରଣ ଆଜି ଭାରତୀୟ ବାୟୁସେନାକୁ ସବୁଠୁ ହାଲୁକା ସ୍ୱଦେଶୀ ହେଲିକପ୍ଟର ମିଳିବାକୁ ଯାଉଛି । ଏବଂ ଗର୍ବର କଥା ହେଲେ, ଏହି ହେଲିକପ୍ଟର କୌଣସି ସ୍ଥାନରୁ କିଣାଯାଉନାହିଁ । ଏହାକୁ ଭାରତରେ ପ୍ରସ୍ତୁତ କରାଯାଇଛି । ଏବଂ ହେଲିକପ୍ଟରଟିର ଆକାଶଠୁ ନେଇକି
Read More...