Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍ ବଜାରକୁ ଆଣିବ ପ୍ୟାକେଟ୍ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ
Browsing Category
Today’s Highlight
ବିଷାକ୍ତ ହେଲା ଦିଲ୍ଲୀର ବାୟୁ
ନୂଆଦିଲ୍ଲୀ: ଦୀପାବଳି ପରେ ଦିଲ୍ଲୀରେ ସ୍ଥିତି ସଙ୍ଗୀନ ହୋଇପଡିଛି। ପ୍ରଦୂଷଣ ସ୍ତର ଅତି ଖରାପ ଶ୍ରେଣୀକୁ ଚାଲିଯାଇଛି। ଲୋକଙ୍କୁ ନିଶ୍ୱାସ ନେବା ମଧ୍ୟ କଷ୍ଟକର ହୋଇପଡିଛି। ଏହି ସମୟରେ ବଲିଉଡ଼ ଅଭିନେତା ସହିଦ କପୁରଙ୍କ ପତ୍ନୀ ମୀରା ରାଜପୁତ ନିଜର ଦୁଃଖ ପ୍ରକାଶ କରିଛନ୍ତି। ପ୍ରଦୂଷଣରେ!-->…
Read More...
Read More...
ଋଷରେ ପୁଣି ମାଡିଲାଣି କରୋନା
ୠଷରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଶୁକ୍ରବାର ଋଷରେ ପ୍ରାୟ ୧୨୦୦ ଲୋକ କରୋନାରେ ପ୍ରାଣ ହରାଇଥିବା ବେଳେ ୪୦ ହଜାରରୁ ଅଧିକ ନୂଆ ମାମଲା ସାମନାକୁ ଆସିଛି । ଋଷରେ ଦ୍ୱିତୀୟ ଲହର ସଂପୂର୍ଣ୍ଣ ଆୟତ୍ତକୁ ଆସିନଥିବା ବେଳେ ପୁଣି ଏକ ନୂଆ ଲହର ଆରମ୍ଭ ହୋଇଯାଇଛି । ଯାହାପାଇଁ!-->…
Read More...
Read More...
ଗୁଜବ ପରେ ମୁହଁଖୋଲିଲେ ସେହନାଜ
ବିଗ ବସ ୧୪ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଆକସ୍ମିକ ବିୟୋଗ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ।ତାଙ୍କର ଫ୍ୟାନ୍ସ ଓ ପରିବାର ଲୋକଙ୍କ ସହିତ ବାନ୍ଧବୀ ସେହନାଜ ଗୀଲ ସିଦ୍ଧାର୍ଥଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନଥିଲେ । ସିଦ୍ଧାର୍ଥ ଚାଲିଯିବା ପରେ ସିଡନାଜ ଯୋଡି ଭାଙ୍ଗିଯିବା!-->…
Read More...
Read More...
ଦିଲ୍ଲୀବାସୀ ନିଶ୍ୱାସରେ ନେଉଛନ୍ତି ବିଷ!
ଦିଲ୍ଲୀରେ ବାଣ ଫୁଟାଇବା ନେଇ କଟକଣା ପରେ ମଧ୍ୟ ଲୋକେ ଦୀପାବଳିରେ ଧୁମ ବାଣ ଫୁଟାଇଛନ୍ତି । ଫଳରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ପୁଣି ଚିନ୍ତା ବଢାଇଛି । ଦୀପାବଳି ଯୋଗୁଁ ବାୟୁ ଗୁଣବ । ବ୍ୟାପକ ହ୍ରାସ ପାଇଛି । ଦିଲ୍ଲୀର ପ୍ରାୟ ପ୍ରତ୍ୟେକ ଅ ଳରେ ମଧ୍ୟରାତ୍ରି ସୁଦ୍ଧା ବାୟୁର ଗୁଣବ । ଗୁରୁତର!-->…
Read More...
Read More...
ମହାଦେବଙ୍କ ଧାମରେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେଦାରନାଥ ଗସ୍ତ କରିଛନ୍ତି । କେଦାରନାଥ ଧାମରେ ପହଞ୍ଚିବା ପରେ ମୋଦୀ ପ୍ରଥମେ ପୂଜା କରିଛନ୍ତି । କେଦାରନାଥ ଧାମର ମୁଖ୍ୟ ପୂଜାରୀ ଓଁକାରେଶ୍ୱର ଶୁକ୍ଲା ମୋଦୀଙ୍କ ପୂଜାର୍ଚ୍ଚନା କରୁଛନ୍ତି । ମୋଦୀ ପାଖାପାଖି ଅଧାଘଣ୍ଟା ଧରି ପୂଜାପାଠ କରିବା ପରେ!-->…
Read More...
Read More...
ଚାଞ୍ଚଲ୍ୟ ଖେଳିଗଲା ଚୀନରେ
ଚୀନରେ ଗତ ଦୁଇ ଦିନ ଧରି ଆତଙ୍କ ଖେଳିଯାଇଛି । ଚୀନର ସରକାର ନିଜ ନାଗରିକ ମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ କହିଛନ୍ତି । ତେବେ ସରକାରଙ୍କ ପକ୍ଷରୁ କଣ ପାଇଁ ଏଭଳି ନିର୍ଦ୍ଦେଶ ଦିଆଯାଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ କରୋନା କାରଣରୁ କିମ୍ବା ଚୀନ ଯୁଦ୍ଧ ଆରମ୍ଭ କରିବାକୁ!-->…
Read More...
Read More...
କେନ୍ଦ୍ର ପରେ ରାଜ୍ୟଗୁଡିକ କମାଇଲେ ଭାଟ୍
ନୂଆଦିଲ୍ଲୀ: ଦେଶରେ ଶସ୍ତା ହେଲା ତୈଳ ଦର। କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସସାଇଜ ଶୁଳ୍କ ହ୍ରାସ କରିବା ପରେ ପେଟ୍ରୋଲ ଓ ଡିଜେଲ ଦର କମିଛି। ଆଜିଠୁ ଦେଶରେ ନୂଆ ଦର ଲାଗୁ ହୋଇଛି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ରାଜ୍ୟଗୁଡିକ ମଧ୍ୟ ଭାଟ୍ କମାଇଛନ୍ତି । ଉତ୍ତର ପ୍ରଦେଶ,!-->…
Read More...
Read More...
ଦୀପାବଳିରେ ଆତଙ୍କୀ ଆକ୍ରମଣ ନେଇ ଆଲର୍ଟ
ନୂଆଦିଲ୍ଲୀ: ଦୀପାବଳିରେ ଜନଗହଳିପୂର୍ଣ୍ଣ ସ୍ଥାନରେ ଆତଙ୍କୀ ଆକ୍ରମଣ ନେଇ ସୂଚନା ପରେ ଆଲର୍ଟରେ ଦିଲ୍ଲୀ ପୁଲିସ। ବରିଷ୍ଠ ପୁଲିସ ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଛନ୍ତି। ଗୁଇନ୍ଦା ଏଜେନ୍ସିର ସତର୍କ ସୂଚନା ପରେ ଦିଲ୍ଲୀ ପୁଲିସ ଆଲର୍ଟ!-->…
Read More...
Read More...
ଆଜି କାଳୀ ପୂଜା; ଓଡ଼ିଶାରେ କେଉଁଠି କେମିତି
ଭୁବନେଶ୍ୱର: କେବଳ ଶ୍ରୀମନ୍ଦିରରେ ବିମଳା ନୁହେଁ, କି ହରଚଣ୍ଡୀ, ରାମଚଣ୍ଡୀ; ଓଡ଼ିଶାର କୋଣ ଅନୁକୋଣରେ ଅନେକ ଶାକ୍ତ ପୀଠ ରହିଛି, ଯେଉଁଠାରେ କାଳୀଙ୍କ ଉପାସନା କରାଯାଇଥାଏ। ଯେମିତିକି ପୁରୀରେ ଚର୍ତୁଭୁଜା ଶ୍ୟାମାକାଳୀଙ୍କ ମନ୍ଦିର ରହିଛି। ଏହା ବହୁ ପୂରାତନ ମନ୍ଦିର ଭାବେ ଜଣାଶୁଣା।!-->…
Read More...
Read More...
ତେଲ ଦର କମିଲା; ଏବେ ନୂଆ ଦର କେତେ ଜାଣନ୍ତୁ
ପେଟ୍ରୋଲରୁ ୫ଟଙ୍କା, ଡିଜେଲ୍ରୁ ୧୦ ଟଙ୍କା ଟିକସ କମିଲାପେଟ୍ରୋଲ୍ ଲିଟର ୬ଟଙ୍କା ୬୦, ଡିଜେଲ ୧୨ଟଙ୍କା ୮୦ ପଇସା କମିବଭାଟ ହ୍ରାସ ପାଇଁ ଏବେ ରାଜ୍ୟ ସରକାରଙ୍କ ଉପରେ ଚାପ ବଢ଼ିଲା
ନୂଆଦିଲ୍ଲୀ: ଶେଷରେ କେନ୍ଦ୍ର ସରକାର ଦେଶବାସୀଙ୍କୁ ଦୀପାବଳି ଭେଟି ଦେଇଛନ୍ତି। ତୈଳ ଦର ବୃଦ୍ଧି!-->!-->!-->…
Read More...
Read More...