Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍ ବଜାରକୁ ଆଣିବ ପ୍ୟାକେଟ୍ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ
Browsing Category
Today’s Highlight
ଅର୍ଜୁନ ବିଜଲାନି ଜିତିଲେ ଟ୍ରଫି
ପତ୍ନୀ ନେହା ଟ୍ରଫିର ଚିତ୍ର ସେୟାର କରିଛନ୍ତି
ମୁମ୍ବାଇ: ଷ୍ଟଣ୍ଟ ଭିତ୍ତିକ ରିଅଲିଟି ସୋ କିଛି ମାସ ପୂର୍ବରୁ ଦକ୍ଷିଣ ଆଫ୍ରିକାର କେପ୍ ଟାଉନରେ ସୁଟିଂ କରାଯାଇଥିଲା। ଏହାର ଶେଷ ପର୍ଯ୍ୟାୟ ମୁମ୍ବାଇରେ ସୁଟିଂ କରାଯାଇଥିଲା। ଫାଇନାଲିଷ୍ଟ ଅର୍ଜୁନ ବିଜଲାନି, ଦିବ୍ୟଙ୍କା ତ୍ରିପାଠୀ,!-->!-->!-->!-->!-->…
Read More...
Read More...
ନବୀନଙ୍କ ନିର୍ଦେଶକୁ ଫୁ: ବାବୁ ଭୁଲିଗଲେ, ମନ୍ତ୍ରୀମାନେ ବି
ତିନି ଚାରିଦିନ ଜିଲ୍ଲାରେ କଟାଇବେ ବୋଲି କୁହାଯାଇଥିଲାଅଚାନକ ଜିଲ୍ଲା ଗସ୍ତ ଉପରେ ଗୁରୁତ୍ବ ଦିଆଯାଇଥିଲାଆହାର କେନ୍ଦ୍ରରେ ଖାଇଥାନ୍ତେ, ଲୋକଙ୍କ ସହିତ କଥା ହୋଇଥାନ୍ତେମନ୍ତ୍ରୀମାନେ ଜିଲ୍ଲାଗସ୍ତ କରି ପ୍ରତିମାସ ୭ରେ ଦେଇଥାନ୍ତେ ରିପୋର୍ଟକରୋନା ଆଳରେ କାଗଜପତ୍ରରେ ରହିଗଲା ସବୁ!-->…
Read More...
Read More...
ଧରାପଡିଲା ପାକିସ୍ତାନର ତାଲିବାନୀ ପ୍ରେମ, ବୈଠକ ବାତିଲ୍
ନୂଆଦିଲ୍ଲୀ:ଏହି ସପ୍ତାହରେ ନ୍ୟୁୟର୍କରେ ମିଳିତ ଜାତିସଂଘ ସାଧାରଣ ସଭା ଅଧିବେଶନ ପରିସରରେ ଆୟୋଜିତ ହେବାକୁ ଥିବା ସାର୍କ ବୈଦେଶିକ ମନ୍ତ୍ରୀଙ୍କ ବୈଠକକୁ ଶେଷ ମୁହୁର୍ତ୍ତରେ ବାତିଲ୍ କରିଦିଆଯାଇଛି। ପାକିସ୍ତାନର ଏକ ବଡ଼ ଧରଣର ଷଡ୍ଯନ୍ତ୍ର ଧରାପଡିିଯିବା ପରେ ଏଭଳି ନିଷ୍ପତ୍ତି ହୋଇଥିବା!-->…
Read More...
Read More...
ଜଳଦ ତ୍ରିପାଠୀ ପରବର୍ତ୍ତୀ ମୁଖ୍ୟ ସୂଚନା କମିସନର
ରାଜ୍ୟପାଳଙ୍କ ଦସ୍ତଖତ ପରେ ପ୍ରକାଶ ପାଇବ ବିଜ୍ଞପ୍ତି
ଭୁବନେଶ୍ୱର: ଅବସରପ୍ରାପ୍ତ ବରିଷ୍ଠ ଆଇପିଏସ୍ ଅଫିସର ଜଳଦ କୁମାର ତ୍ରିପାଠୀଙ୍କୁ ରାଜ୍ୟ ସରକାର ପରବର୍ତ୍ତୀ ମୁଖ୍ୟ ସୂଚନା କମିସନର ଭାବେ ନିଯୁ୍କ୍ତି ଦେବେ । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଚୟନ କମିଟି ବୈଠକରେ!-->!-->!-->…
Read More...
Read More...
ବଡ କଥାଟେ କହିଦେଲେ ୟେଦୁରପ୍ପା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତାକୁ ଆଧାର କରି ଭାରତୀୟ ଜନତା ପାର୍ଟି ନିର୍ବାଚନ ଲଢୁଛି ଏବଂ ଜିତୁଛି। ବିଜେପି ନେତାମାନେ ସେମାନଙ୍କର ସବୁ ଭଲ କାମକୁ ପଛରେ ପକାଇ ପ୍ରଧାନମନ୍ତ୍ରୀଙ୍କୁ ଆଗରେ ରଖିଆସିଛନ୍ତି। ଠିକ୍ ଏମିତି ସମୟରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି!-->…
Read More...
Read More...
କଣ ପଢିଲେ ମିଳିବ ନିଯୁକ୍ତି; ଚିନ୍ତାରେ ଅଭିଭାବକ
ଭୁବନେଶ୍ବର: ଦେଶରେ ଏବେ ସବୁ ରାଜ୍ୟରେ ନାମଲେଖା ଋତୁ ଚାଲିଛି। କିଏ ମେଡିକାଲ ପ୍ରବେଶିକା ପରୀକ୍ଷା ଦେଇଛନ୍ତି ତ ଆଉ କିଏ ଓକିଲ ହେବା ପାଇଁ ଚାହୁଁଛନ୍ତି। କିଏ ଆଇଆଇଟି ପାଇଁ କସରତ କରୁଛନ୍ତି, ଆଉ କିଏ ସ୍ନାତକ ଶ୍ରେଣୀ ଅତିକ୍ରମ କରି ସିଭିଲ୍ ସର୍ଭିସ ପାଇଁ ନିଜକୁ ପ୍ରସ୍ତୁତ କରିବା ଲାଗି!-->…
Read More...
Read More...
ମହନ୍ତଙ୍କ ସୁଇସାଇଡ ନୋଟରେ ସତ କେତେ?
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆଖଡ଼ା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ପରେ ବିବାଦ ତେଜିବାରେ ଲାଗିଛି। ପୁଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଯାଞ୍ଚ ଜାରି ରଖିଛି । ତେବେ ଘଟଣା ସ୍ଥଳରୁ ମିଳିଥିବା ସୁଇସାଇଡ ନୋଟ କେତେ ସତ ଏବଂ ଏହା!-->…
Read More...
Read More...
ରାଜ୍-ଶିଳ୍ପାଙ୍କ ସଂପର୍କ ବଢିବ ନା ଛିଡିବ?
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥ୍ୟା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଜାମିନ ମିଳିଛି । ଅଶ୍ଲୀଳ ଭିଡିଓ ଫିଲ୍ମ କରିବା ଅଭିଯୋଗରେ ୨ ମାସ ହେବ ଜେଲରେ ରହିବା ପରେ କୁନ୍ଦ୍ରା ଜେଲରୁ ମୁକୁଳିବେ। ଏବେ ସମସ୍ତଙ୍କର ଯେଉଁ କଥା ଉପରେ ନଜର ରହିଛି, ତାହା ହେଲା ସ୍ୱାମୀ!-->…
Read More...
Read More...
୨୪ରେ ଏକାଠି ବସିବେ ମୋଦୀ-ବାଇଡେନ୍
ନୂଆଦିଲ୍ଲୀ: ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କର ଭେଟ୍ଘାଟ୍ ହେବ।ଏ ନେଇ ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି। ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଉପରେ ଏବେ ପୂରା ବିଶ୍ବର ନଜର ରହିଛି। ମୋଦୀ ଓ ବାଇଡେନଙ୍କ!-->…
Read More...
Read More...
ସତ କହିଲେ କି ବିଦ୍ୟାଭାରତୀ!
ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଉପରୁ ହଟିବ କି ରହସ୍ୟ? କ୍ରାଇମବ୍ରାଞ୍ଚ ବାହାର କରିବ କି ମୃତ୍ୟୁର ସତ? ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାକୁ ଏହାରି ଭିତରେ ୨ ମାସ ବିତିଯାଇଛି । ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିଛି । କିନ୍ତୁ ମୃତ୍ୟୁ ଉପରୁ ରହସ୍ୟ ଏଯାଏ ଉନ୍ମୋଚନ!-->…
Read More...
Read More...