Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍ ବଜାରକୁ ଆଣିବ ପ୍ୟାକେଟ୍ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ
Browsing Category
Today’s Highlight
କ’ଣ ଥିଲା ସେହି ଭିଡିଓରେ? ଯାହାର ଭୟରେ ମହନ୍ତ ନେଲେ ଏଭଳି ନିଷ୍ପତ୍ତି…
ଲକ୍ଷ୍ନୌ: ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ଯୋଗୀଙ୍କ ରାଜ୍ୟରେ ଜଣେ ସାଧୁ ଓ ମଠର ମହନ୍ତଙ୍କ ଆତ୍ମହତ୍ୟା ଏବେ ପୂରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି!-->…
Read More...
Read More...
ବାଲକୋନିରୁ ମୋବାଇଲ ଫିଙ୍ଗିଲେ ଶାହାରୁଖ, କାହିଁକି?
ମୁମ୍ବାଇ: ବଲିଉଡର କିଙ୍ଗଖାନ ଶାହାରୁଖ ସୋସିଆଲ ମିଡିଆରେ ବହୁତ କମ ଆକ୍ଟିଭ୍ ରହିଥାନ୍ତି। ଗତ କିଛି ଦିନହେବ ସେ ନିଜର ଫିଲ୍ମ ସଂପର୍କରେ କିଛି ବି ଘୋଷଣା କରିନାହାନ୍ତି। ଶେଷ ଥର ସେ ନିଜର ଫିଲ୍ମ ‘ଜିରୋ’ରେ କ୍ୟାଟ୍ରିନା କୈଫ ଓ ଅନୁଷ୍କାଙ୍କ ସହ ନଜର ଆସିଥିଲେ। ଶାହାରୁଖଙ୍କ ଫ୍ୟାନ୍ସ ତାଙ୍କ!-->…
Read More...
Read More...
ଉତ୍ତରପ୍ରଦେଶରେ ଆଉ ଜଣେ ଯୋଗୀ; ପାଖେ ପାଖେ ବ୍ଲାକ୍ କମାଣ୍ଡୋ
ଲକ୍ଷ୍ନୌ: ଜୁନିୟର ଯୋଗୀ ଆଦିତ୍ୟନାଥ। ରାଜରାସ୍ତା ଉପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବେଶରେ କୁନି ପିଲା। ଯାହାର ଦୁଇ ପଟେ ଦୁଇ ଜଣ ପିଲା ଯିଏ କି କଳା ଡ୍ରେସରେ ବ୍ଲାକ କମାଣ୍ଡେ ପରି ଚାଲୁଛନ୍ତି। ଆଉ ପଛରେ ଜୟ ଶ୍ରୀ ରାମ ଜୟ ଶ୍ରୀରାମ ନାରା ଦେଉଥିବା ଲୋକଙ୍କ ଭିଡ଼।
!-->!-->…
Read More...
Read More...
ଆମେରିକାରେ ମୋଦୀ, ଜାଣନ୍ତୁ ପୂରା କାର୍ଯ୍ୟକ୍ରମ..
ଓ୍ବାଂଶିଟନ୍: ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତିନି ଦିନିଆ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ଆମେରିକାରେ ପହଞ୍ଚିଯାଇଛନ୍ତି। ମୋଦୀ ଆମେରିକାରେ ପହଞ୍ଚିବା ପରେ ଟୁଇଟ କରି , ୱାଶିଂଟନ ଡିସିରେ ଭାରତୀୟ ସମୁଦାୟ ପକ୍ଷରୁ କରାଯାଇଥିବା ଜୋରଦାର ସ୍ୱାଗତକୁ ପ୍ରଶଂସା କରିଛନ୍ତି।!-->…
Read More...
Read More...
ସୀମା ବିବାଦରେ ମୁଣ୍ତ ପୂରାଇଲେ ଧର୍ମେନ୍ଦ୍ର
କୋରାପୁଟ ଏବଂ ଗଜପତି ବିବାଦ ସମାଧାନ ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେକୋରାପୁଟ ଓ ଗଜପତି ଲୋକଙ୍କ ଦୁର୍ଦ୍ଦଶା ଏବଂ ଚିନ୍ତାକୁ ନେଇ ଓଡ଼ିଆ ଭାବେ ମୁଁ ଦୁଃଖିତଓଡିଶାର ଲୋକଙ୍କ ସାମାଜିକ-ଆର୍ଥିକ ସ୍ୱାର୍ଥ ସହ ସାଲିସ୍ କରାନଯାଉରାଜ୍ୟର କଲ୍ୟାଣ ପାଇଁ ଯୁଗ୍ମ କାର୍ଯ୍ୟକାରୀ!-->…
Read More...
Read More...
ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭଜିଲ୍ଲାରେ ସାଢେ ଚାରି ଲକ୍ଷ ପରିବାର ପାଇବେ ହେଲ୍ଥ କାର୍ଡଉତ୍ତମ ଚିକିତ୍ସା ସୁବିଧାରୁ କେହି ବଞ୍ଚିତ ନ ହେଉ, ଏହା ଆମର ଲକ୍ଷ୍ୟ - ମୁଖ୍ୟମନ୍ତ୍ରୀପ୍ରସିଦ୍ଧ ହରିଶଙ୍କର ପୀଠର ବିକାଶ ପାଇଁ ଭିତ୍ତିପ୍ରସ୍ତର!-->…
Read More...
Read More...
ମାନସୁଖ ମାଣ୍ଡଭିଆଙ୍କୁ ଧନ୍ୟବାଦ ଜଣାଇଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ
ନୂଆଦିଲ୍ଲୀ: ଆସନ୍ତା ମାସରୁ ରପ୍ତାନି ଆରମ୍ଭ କରିବାକୁ ଭାରତ ନିଷ୍ପତ୍ତି ନେଇଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆଙ୍କୁ ଆଜି ସକାଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର (WHO) ମୁଖ୍ୟ ଧନ୍ୟବାଦ ଅର୍ପଣ କରିଛନ୍ତି।ଭାରତ ବିଶ୍ବର ଫାର୍ମାସି ଆଖ୍ୟା ଅର୍ଜନ କରିଛି । ବିଶ୍ୱ!-->…
Read More...
Read More...
ଅର୍ଜୁନ ବିଜଲାନି ଜିତିଲେ ଟ୍ରଫି
ପତ୍ନୀ ନେହା ଟ୍ରଫିର ଚିତ୍ର ସେୟାର କରିଛନ୍ତି
ମୁମ୍ବାଇ: ଷ୍ଟଣ୍ଟ ଭିତ୍ତିକ ରିଅଲିଟି ସୋ କିଛି ମାସ ପୂର୍ବରୁ ଦକ୍ଷିଣ ଆଫ୍ରିକାର କେପ୍ ଟାଉନରେ ସୁଟିଂ କରାଯାଇଥିଲା। ଏହାର ଶେଷ ପର୍ଯ୍ୟାୟ ମୁମ୍ବାଇରେ ସୁଟିଂ କରାଯାଇଥିଲା। ଫାଇନାଲିଷ୍ଟ ଅର୍ଜୁନ ବିଜଲାନି, ଦିବ୍ୟଙ୍କା ତ୍ରିପାଠୀ,!-->!-->!-->!-->!-->…
Read More...
Read More...
ନବୀନଙ୍କ ନିର୍ଦେଶକୁ ଫୁ: ବାବୁ ଭୁଲିଗଲେ, ମନ୍ତ୍ରୀମାନେ ବି
ତିନି ଚାରିଦିନ ଜିଲ୍ଲାରେ କଟାଇବେ ବୋଲି କୁହାଯାଇଥିଲାଅଚାନକ ଜିଲ୍ଲା ଗସ୍ତ ଉପରେ ଗୁରୁତ୍ବ ଦିଆଯାଇଥିଲାଆହାର କେନ୍ଦ୍ରରେ ଖାଇଥାନ୍ତେ, ଲୋକଙ୍କ ସହିତ କଥା ହୋଇଥାନ୍ତେମନ୍ତ୍ରୀମାନେ ଜିଲ୍ଲାଗସ୍ତ କରି ପ୍ରତିମାସ ୭ରେ ଦେଇଥାନ୍ତେ ରିପୋର୍ଟକରୋନା ଆଳରେ କାଗଜପତ୍ରରେ ରହିଗଲା ସବୁ!-->…
Read More...
Read More...
ଧରାପଡିଲା ପାକିସ୍ତାନର ତାଲିବାନୀ ପ୍ରେମ, ବୈଠକ ବାତିଲ୍
ନୂଆଦିଲ୍ଲୀ:ଏହି ସପ୍ତାହରେ ନ୍ୟୁୟର୍କରେ ମିଳିତ ଜାତିସଂଘ ସାଧାରଣ ସଭା ଅଧିବେଶନ ପରିସରରେ ଆୟୋଜିତ ହେବାକୁ ଥିବା ସାର୍କ ବୈଦେଶିକ ମନ୍ତ୍ରୀଙ୍କ ବୈଠକକୁ ଶେଷ ମୁହୁର୍ତ୍ତରେ ବାତିଲ୍ କରିଦିଆଯାଇଛି। ପାକିସ୍ତାନର ଏକ ବଡ଼ ଧରଣର ଷଡ୍ଯନ୍ତ୍ର ଧରାପଡିିଯିବା ପରେ ଏଭଳି ନିଷ୍ପତ୍ତି ହୋଇଥିବା!-->…
Read More...
Read More...