Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଶିଶୁ ଫର୍ମୁଲା ଫୁଡ୍କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍ଟି ସୁପରିନଟେଣ୍ଡଣ୍ଟ
Browsing Category
Today’s Highlight
ମା’ହେଲେ ନୁସରତ
କୋଲକାତା: ଟିଏମସି ସାଂସଦ ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ ଜହାନ ମାଆ ହୋଇଛନ୍ତି। ନୁସରତ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ଅଗଷ୍ଟ ୨୫ରେ ତାଙ୍କୁ କୋଲକତାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଭିନେତା ୟଶ ଦାସଗୁପ୍ତା ନୁସରତଙ୍କୁ ହସ୍ପିଟାଲରେ ଆଣି ଭର୍ତ୍ତି କରିଥିଲେ । ନୁସରତ!-->…
Read More...
Read More...
ସୁନା ପରି ମହଙ୍ଗା ପାଣି ଓ ଖାଇବା
ପାଣି ବୋତଲର ଦାମ ୩ ହଜାର..ଭାତ ଥାଳିର ଦାମ ୭୫୦୦ ଟଙ୍କାଗୋଟିଏ ପାଣି ବୋତଲର ଦାମ ହେଉଛି ୩ ହଜାର। ଗୋଟିଏ ଥାଳି ଭାତର ଦାମ ପାଖାପାଖି ୭ ହଜାରର ୫୦୦। ହଁ ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ।
ତାଲିବାନ ମାନେ ଆଫଗାନିସ୍ତାନକୁ କବଜା କରିବା ପରେ ଲୋକମାନେ ଦେଶ ଛାଡିବାକୁ ପ୍ରାଣମୂର୍ଚ୍ଛା!-->!-->!-->…
Read More...
Read More...
କେରଳରୁ ଆରମ୍ଭ ହେଲା କି ତୃତୀୟ ଲହର?
ତିରୁବନ୍ତପୁରମ୍: ଗୋଟିଏ ପଟେ ଦେଶରେ କରୋନା କଟକଣା କୋହଳ ହେବାରେ ଲାଗିଛି। ଅନ୍ୟପଟରେ ଯେଉଁ ରାଜ୍ୟରେ ପ୍ରଥମେ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲେ ସେଠାରେ ଏବେ ସଂକ୍ରମିତଙ୍କ ସଂଖ୍ୟା ପୁଣି ବଢିବଢି ଚାଲିଛି। ଦେଶରେ ତୃତୀୟ ଲହର ଆସିବା ନେଇ ବିଶେଷଜ୍ଞ ମାନେ ଆକଳନ କରୁଥିବା ବେଳେ କେରଳରେ!-->…
Read More...
Read More...
ପିଜା ବଏ ସାଜିଲେ ମନ୍ତ୍ରୀ
ଗୋଟିଏ ଫଟୋ। କିନ୍ତୁ କହୁଛି ଅନେକ କଥା।
ଆଜି ଯିଏ କୋଟିପତି କାଲି ସେ ଭିକାରି ହୋଇପାରେ। ଆଉ ଆଜି ଯିଏ ଭିକାରି ସେ କାଲି କୋଟିପତି ଯେ ନ ହେବ ଏକଥା କିଏ କହିବ। ଆମେ ଏକଥା ଏଥିପାଇଁ କହୁଛୁ, କାରଣ ଏହି ଫଟୋ ହିଁ ଏମିତି କିଛି କହୁଛି।
ଆଫଗାନିସ୍ତାନକୁ ତାଲିବାନ ନିଜ ନିୟନ୍ତ୍ରଣକୁ!-->!-->!-->!-->!-->…
Read More...
Read More...
ଭୁବନେଶ୍ୱର ଆଉ ଦୁଇ ପୁରାତନ ମନ୍ଦିର ପାଇଁ ଚିଠା ବାଇ-ଲ’
ଭୁବନେଶ୍ବର: ଅନନ୍ତ ବାସୁଦେବ ଏବଂ ରାଜାରାଣୀ ମନ୍ଦିର ପରେ ଏବେ ଭୁବନେଶ୍ୱରର ଦୁଇ ପୁରାତନ ମନ୍ଦିର ମେଘେଶ୍ୱର ଓ ନାଗେଶ୍ୱର ମନ୍ଦିର ପାଇଁ କେନ୍ଦ୍ର ସଂସ୍କୁତି ମନ୍ତ୍ରଣାଳୟ ତରଫରରୁ ନୂଆ ଚିଠା ବାଇଲ ଆସିଛି। କେନ୍ଦ୍ର ପ୍ରତ୍ନତାତ୍ଵିକ ସର୍ବେକ୍ଷଣ ସଂସ୍ଥା ଅଧୀନରେ ଏହି ଉଭୟ ପୁରାତନ ମନ୍ଦିର!-->…
Read More...
Read More...
ପୁଅ କହିଲା ବୋଲି ଆଉ ଥରେ ବିବାହ କଲେ ଅଭିନେତା
ବଲିଉଡ ଅଭିନେତା ପ୍ରକାଶ ରାଜଙ୍କ ପାଇଁ ୨୪ ଅଗଷ୍ଟ ଥିଲା ଖାସ୍ । କାରଣ ଏହି ଦିନ ଥିଲା ପ୍ରକାଶ ରାଜଙ୍କ ୧୧ ତମ ବିବାହ ବାର୍ଷିକ। ଏହି ଦିନଟି ତାଙ୍କ ପାଇଁଅଧିକ ଖାସ ଏଥପାଇଁ ଥିଲା କାରଣ ସେ ବିବାହ ବାର୍ଷିକୀରେ ନିଜର ପତ୍ନୀଙ୍କୁ ଦ୍ୱିତୀୟ ଥର ପାଇଁ ବିବାହ କରିଛନ୍ତ।। ପୁଅ ବେଦାନ୍ତ ପାଇଁ ସେ!-->…
Read More...
Read More...
ସୋମନାଥଙ୍କୁ ଦଣ୍ଡ ନୁହେଁ ପ୍ରଶଂସା ମିଳିଛି
ମୁମ୍ବାଇ ବିମାନବନ୍ଦରରେ ସଲମାନ ଖାନଙ୍କୁ ଅଟକାଇଥିବା ସିଆଇଏସଏଫ ଯବାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ବରଂ ତାଙ୍କ ଡ୍ୟୁଟି ପାଇଁ ତାଙ୍କୁ ପ୍ରଶଂସା କରାଯାଇଛି। ସିଆଇଏସଏଫ ପକ୍ଷରୁ ଟୁଇଟ କରି ଏଭଳି ସ୍ପଷ୍ଟୀକରଣ ରଖାଯାଇଛି। ସିଆଇଏସଏଫ୍ ଯବାନଙ୍କ ଉପରେ ନିଆଯାଇଥିବା!-->…
Read More...
Read More...
ପଞ୍ଜଶୀରରେ ଯୁଦ୍ଧ ସ୍ଥିତି
ଆଫଗାନିସ୍ତାନ ପଞ୍ଜଶୀରରେ ଆଜି ବିଦ୍ରୋହୀ ସେନା ଓ ତାଲିବାନ ମୁହାଁମୁହିଁ ହୋଇଛନ୍ତି। ଅହମ୍ମଦ ମାସୁଦଙ୍କ ନେତୃତ୍ୱରେ ନର୍ଦ୍ଦନ ଆଲାଏନ୍ସ ତାଲିବାନକୁକଡା ଟକ୍କର ଦେଉଛି। ସେପଟେ ନର୍ଦ୍ଦନ ଆଲାଏନ୍ସ ବିରୋଧରେ ବିପୁଳ ଗୋଳାବାରୁଦ ତାଲିବାନ ଠୁଳ କରିଛି। ଏପଟେ ଆଫଗାନିସ୍ତାନକୁ ସହାୟତା ବନ୍ଦ ନେଇ!-->…
Read More...
Read More...
ତାଲିବାନକୁ ଝଟକା ଦେଇପାରେ ଆମେରିକା
ଆଫଗାନିସ୍ତାନରୁ ସେନା ହଟାଇବା ନେଇ ଆମେରିକାକୁ ତାଲିବାନର ଧମକ ପରେ ଜୋ ବାଇଡେନଙ୍କ ବୟାନ ସାମନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଜୋବାଇଡେନ କହିଛନ୍ତି ଯେ, ଦରକାର ପଡିଲେ ଅଗଷ୍ଟ ୩୧ ପରେ ମଧ୍ୟ ସେ ନିଜ ସେନାକୁ କାବୁଲରେ ମହଜୁଦ ରଖିପାରନ୍ତି।
ନିକଟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ!-->!-->!-->…
Read More...
Read More...
ଦେଶକୁ ଭୀମଭୋଇ, ଗୋପବନ୍ଧୁଙ୍କ ବିଷୟରେ କହିଲେ ଧର୍ମେନ୍ଦ୍ର
ଜାତୀୟ ଶିକ୍ଷା ନୀତିର ୧ ବର୍ଷ ଉପଲବ୍ଧି ପୁସ୍ତକ ଓ ୪ଟି ନୂଆ ଉପକ୍ରମର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀସବୁ ସ୍କୁଲରେ ଇଂଟରନେଟ୍, ଶୌଚାଳୟ, ପାନୀୟ ଜଳ ପହଁଚାଇବା ପାଇଁ କେନ୍ଦ୍ର ସଙ୍କଳ୍ପବଦ୍ଧନୂଆ ଶିକ୍ଷା ନୀତି ଏକବିଂଶ ଶତାବ୍ଦୀ ଆତ୍ମନିର୍ଭର ଭାରତ ପାଇଁ ନୂଆ ମାର୍ଗ ପ୍ରସ୍ତୁତ କରିବ
!-->!-->!-->…
Read More...
Read More...