Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଶିଶୁ ଫର୍ମୁଲା ଫୁଡ୍କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍ଟି ସୁପରିନଟେଣ୍ଡଣ୍ଟ
Browsing Category
Today’s Highlight
ବୁଣାକାରଙ୍କ ସ୍ବତନ୍ତ୍ର ପ୍ୟାକେଜରେ କଣ ରହିଛି?
ଭୁବନେଶ୍ୱର: ରାଜ୍ୟର ବୁଣାକାର ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ରାଜ୍ୟରେ କୃଷି ପରେ ହସ୍ତତନ୍ତ ହିଁ ଗ୍ରାମାଞ୍ଚଳରେ ସର୍ବାଧିକ ଲୋକଙ୍କୁ ନିଯୁକ୍ତି ଯୋଗାଇଥାଏ ।
ବର୍ତ୍ତମାନ ରାଜ୍ୟର ଲକ୍ଷାଧିକ ଲୋକ ହସ୍ତତନ୍ତ ଉପରେ!-->!-->!-->…
Read More...
Read More...
ମହାମାରୀ ବେଳେ ବଢିଛି ଧଳଜହର ବେପାର!
ଭୁବନେଶ୍ବର: କରୋନା କାଳରେ ବଢିଚାଲିଛି ନିଶାଖୋର ମାଫିଆଙ୍କ ରାଜ ଧଳଜହର କବଜାରେ ରାଜଧାନୀ । ଗିରଫ ପରେ ମଧ୍ୟ ସୁଧୁରୁନାହାନ୍ତି ଡ୍ରଗ୍ସ ବେପାରୀ। ପୁଲିସକୁ ଚ୍ୟାଲେଞ୍ଜ ଦେଉଛନ୍ତି । ତେବେ ସବୁଠୁ ଆଶ୍ଚର୍ଯ୍ୟକର କଥା ହେେ ପୂର୍ବ ଅପକ୍ଷୋ ଢେର ପରିମାଣରେ ଏବେ ବଢିଛି ବ୍ରାଉନସୁଗାର ବେପାର ।!-->…
Read More...
Read More...
କଣ୍ଟ ପୂରିଗଲା, ଟାସ୍କଫୋର୍ସ ରିପୋର୍ଟ ଆସୁନି କାହିଁକି?
ମଣିଷ-ବନ୍ୟଜନ୍ତୁ ସଂଘର୍ଷକୁ ଗୁରୁତ୍ବ ଦେଇ ଟାସ୍କଫୋର୍ସ କରିଥିଲେ ରାଜ୍ୟ ସରକାରବନ୍ୟପ୍ରାଣୀ ତତ୍ତ୍ବାବଧାରକଙ୍କ ନେତୃତ୍ବରେ ୧୮ଜଣିଆ ଟାସ୍କଫୋର୍ସ ହୋଇଥିଲା୬ସପ୍ତାହ ମଧ୍ୟରେ ମାଷ୍ଟରପ୍ଲାନ୍ କରି ସରକାରଙ୍କୁ ଦେବା କଥା କୁହାଯାଇଥିଲାଏବେ ବି ଅଧପନ୍ତରିଆ ୩ବର୍ଷରେ ଏ ସଂକ୍ରାନ୍ତ ମାମଲା!-->…
Read More...
Read More...
ରାତି ଅଧିଆ ଉଠାଇନେଲା ପୁଲିସ
ଭୁବନେଶ୍ବର: ଖରସ୍ରୋତା ନଦୀରୁ ଭଦ୍ରକକୁ ପାଣି ନଦେବାକୁ ନେଇ ଶପଥ କରିଥିବା ସ୍ଥାନୀୟ ଲୋକଙ୍କ ବିରୋଧ ଜାରି ରହିଛି। ଗତକାଲିର ଲଙ୍କାକାଣ୍ଡକୁ ନେଇ ଏବେ ବି ଚାପା ଉତେଜନା ଲାଗି ରହିଛି। ପ୍ରକଳ୍ପ ସ୍ଥାନରେ ଭଙ୍ଗାରୁଜା କରିଥିବା କିଛି ଜଣଙ୍କୁ ଗତକାଲି ରାତି ଅଧିଆ ପୁଲିସ ଉଠାଇନେଇଥିବା!-->…
Read More...
Read More...
ସବୁ ଗିଳିଦେବାକୁ ବସିଛନ୍ତି, ସରକାର କ’ଣ ଚୁପ୍ ବସିଥିବେ?
ଜବରଦଖଲରେ ହଜାର ହଜାର ଏକର ଜମି, କୋଟି କୋଟି ଟଙ୍କାର ରାଜଭାଗ ବକେୟା ପଡିଛିଟ୍ରଷ୍ଟ ବୋର୍ଡ ହାତେଇବାକୁ ପ୍ରତିଯୋଗିତା ଚାଲିଛି, ଗାଁ ଗଣ୍ଡାକୁ ଭାଗ ଭାଗ କରିଦେଲେଣି ରାଜନୀତିରାଜ୍ୟର ପ୍ରମୁଖ ମନ୍ଦିର ଭଳି ମହାପ୍ରଭୁଙ୍କୁ ଛାଡିନାହାନ୍ତି; ଆଇନ, ରାଜସ୍ବ ବିଭାଗ କାହା ସ୍ବାର୍ଥରେ?
!-->!-->!-->…
Read More...
Read More...
ଖୋଲିଲା ଶ୍ରୀମନ୍ଦିର, ଦର୍ଶନ ଦେଉଛନ୍ତି ମହାପ୍ରଭୁ
ପୁରୀ: ଖୋଲିଲା ଶ୍ରୀମନ୍ଦିର। ସାଆନ୍ତେଙ୍କୁ ଦର୍ଶନ କଲେ ସେବାୟତ ପରିବାର ଶେଷରେ ଅପେକ୍ଷାରେ ଅନ୍ତ ହୋଇଛି। ୪ ମାସ ପରେ ଆଜିଠୁ ଖୋଲିଛି ଜଗା ଦୁଆର। କାଳିଆ ସାଆନ୍ତେଙ୍କ ଦର୍ଶନ ମିଳିଛି। କୋଭିଡ ପ୍ରଥମ ଲହରରେ କଟକଣାରେ ଦର୍ଶନ ପାଇଁ ଯେଉଁ ସବୁ ବ୍ୟବସ୍ଥା କରାଯାଇଥିଲା ତାର ପୁନରାବୃତ୍ତି!-->…
Read More...
Read More...
ସୋଆ ପ୍ରଫେସର ଗ୍ଲୋବାଲ୍ ଟିଚିଂ ଏକ୍ସିଲେନ୍ସ ଆୱାର୍ଡରେ ସମ୍ମାନିତ
ଭୁବନେଶ୍ୱର,: ବିଶିଷ୍ଟ ଗବେଷକ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଙ୍ଗ୍ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ପ୍ରଫେସର ଲାଲା ବିହାରୀ ଶୁକ୍ଳାଙ୍କୁ ଗ୍ଲୋବାଲ୍ ଟିଚିଂ ଏକ୍ସିଲେନ୍ସ ଆୱାର୍ଡରେ ସମ୍ମାନିତ କରାଯାଇଛି।
ଗତବର୍ଷ ୟୁଏସ୍ଏର ଷ୍ଟାନ୍ଫୋର୍ଡ!-->!-->!-->…
Read More...
Read More...
ମରିଯିବୁ ପଛେ ପାଣି ଦେବୁ ନାହିଁ…..
ପୁଣି ଜୋର ଧରିଲା ଖରସ୍ରୋତା ଆନ୍ଦୋଳନ । କାର୍ଯ୍ୟକୁ ତ୍ୱରାନିତ କରିବାକୁ ପ୍ରଶାସନ ପକ୍ଷରୁ ଗତ ରାତିରୁ ୨ ମାସ ପାଇଁ ୧୪୪ ଧାରା ଲଗାଯାଇଛି । ପ୍ରକଳ୍ପକୁ ଲାଗି ରହିଥିବା କେନ୍ଦ୍ରାପଡା ଜିଲ୍ଲା ରାଜକନିକା ନିକଟସ୍ଥ ଭାରିଗଦା, ବାଳକାଟି ଓ ବରୁଣାଡିଆ ପ ।ୟତରେ ୧୪୪ ଧାରା ଜାରି କରାଯାଇଛି । ୧୦!-->…
Read More...
Read More...
ରେଡ୍ ଆଲର୍ଟରେ ଭୁବନେଶ୍ୱର ବିମାନବନ୍ଦର
ରେଡ ଆଲର୍ଟରେ ଭୁବନେଶ୍ୱର ବିମାନବନ୍ଦର । ଦିଲ୍ଲୀ ବିମାନବନ୍ଦରକୁ ବିସ୍ପୋରଣରେ ଉଡାଇଦେବାକୁ ଆତଙ୍କବାଦୀ ଧମକ ମିଳିବା ପରେ ଭୁବନେଶ୍ୱର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆସନ୍ତା ୧୦ ଦିନ ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ରେଡ ଆଲର୍ଟ ଜାରି କରାଯାଇଛି । ଦିଲ୍ଲୀ!-->…
Read More...
Read More...
ଖୋଜି ଖୋଜି ଧରୁଛି ଭିଜିଲାନ୍ସ
ଭିଜିଲାନ୍ସ ସ୍କାନରେ ଦୁର୍ନୀତିଗ୍ରସ୍ତ ଅଧିକାରୀ । ଖୋଜି ଖୋଜି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାହାର କରୁଛି ଭିଜିଲାନ୍ସ । ଗତ କିଛି ଦିନ ରାଜ୍ୟରେ ଭିଜିଲାନ୍ସ ପକ୍ଷରୁ ଜୋରଦାର ଧରପଗଡ ଚାଲିଛି ା ଏବେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଆଉ ଜଣେ ଅଧିକାରୀ । କେନ୍ଦୁଝର ଯୋଡ଼ା ବ୍ଲକ!-->!-->!-->…
Read More...
Read More...