Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଶିଶୁ ଫର୍ମୁଲା ଫୁଡ୍କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍ଟି ସୁପରିନଟେଣ୍ଡଣ୍ଟ
Browsing Category
Today’s Highlight
କେନ୍ଦ୍ରମନ୍ତ୍ରୀ ଆସୁଛନ୍ତି: ୪୧୯ କିମି ବୁଲିବେ, ୧୧୫ କାର୍ଯ୍ୟକ୍ରମରେ ଯୋଗଦେବେ
ମନ୍ତ୍ରିମଣ୍ଡଳ ନବକଳେବର ପରେ ପ୍ରଥମ ଥର ଓଡ଼ିଶା ଆସୁଛନ୍ତି ଧର୍ମେନ୍ଦ୍ର, ଅଶ୍ବିନୀରେଳରେ ବୁଲିବେ ଅଶ୍ବିନୀ, ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳ ବୁଲିବେ
ଭୁବନେଶ୍ବର: ରେଳ ମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ରେଳରେ!-->!-->!-->…
Read More...
Read More...
ଆସୁଛି ‘ବଡେ ଅଛେ ଲଗତେ ହେଁ’…ହେଲେ ନୂଆ ରୂପରେ..
'ବଡେ ଅଛେ ଲଗତେ ହେଁ'। ଏହି ଟେଲି ଧାରାବାହିକଟି ଯେତିକି ଲୋକପ୍ରିୟ ହୋଇନଥିଲା ତାହା ଟାଇଟେଲ ସଙ୍ଗୀତ ତା'ଠୁ ଅଧିକ ଲୋକ ମୁଖରେ ଥିଲା। 'ବଡେ ଅଛେ ଲଗତେ ହେଁ'ର ଗୀତକୁ ଆଜି ବି ଲୋକ ମନେ ମନେ ଗୁଣୁ ଗୁଣୁ ହୋଇ ବୋଲନ୍ତି। ଖୁସି ଖବର ହେଉଛି ପୁଣି ପରଦାକୁ ଫେରୁଛି ବିଗତ ଦିନର ଚର୍ଚ୍ଚିତଏହି!-->…
Read More...
Read More...
ଆଫଗାନକୁ କବ୍ଜାକୁ ନେଇଗଲେ ତାଲିବାନ୍, ବରଦାର ହେବେ ରାଷ୍ଟ୍ରପତି
କାବୁଲ: ଆଫଗାନିସ୍ତାନରେ ଏବେ ତାଲିବାନ ରାଜ୍। ୨୦ ବର୍ଷ ପରେ ପୁଣି ତାଲିବାନ କବଜାରେ ଆଫଗାନିସ୍ତାନ ରାଜଧାନୀ କାବୁଲ। ତାଲିବାନ ବିଦ୍ରୋହୀ ଏବେ ଆଫଗାନିସ୍ତାନ ରାଷ୍ଟ୍ରପତି ଭବନକୁ ନିଜ କବଜାକୁ ନେଇଛନ୍ତି। ରାଷ୍ଟ୍ରପତି ଭବନ ଦଖଲ ନେଇ ଦାବି କରିଛନ୍ତି ତାଲିବାନ କମାଣ୍ଡର।
ସେପଟେ!-->!-->!-->…
Read More...
Read More...
ଅକଳରେ ପଡ଼ିଯାଇଛନ୍ତି ବିଧାୟକ ଓ ପରାଜିତ ପ୍ରାର୍ଥୀ
ରାଜନୀତି କୋର୍ଟକୁ ପୌର ନିର୍ବାଚନ ବଲ୍ ଫିଙ୍ଗିଦେଲେ ସରକାରସବୁଠି ଚାଲିଛି କଳ୍ପନାଜଳ୍ପନା, ବିଧାୟକ ଓ ବିଧାୟକ ପ୍ରାର୍ଥୀ ଅଡୁଆରେବହୁ ଯୁବ ନେତା ପୌରାଧ୍ୟକ୍ଷ ଓ ମେୟର ପଦବି ଲାଗି ଆଶାୟୀ ଅଛନ୍ତିବିଧାନସଭା ନିର୍ବାଚନ ଭଳି ଏଥର ସରଗରମ ହେବ ପୌର ନିର୍ବାଚନପରସ୍ପରକୁ ମାତ୍ ଦେବାକୁ ରାଜନୀତିରେ!-->…
Read More...
Read More...
ଲାଲକିଲ୍ଲାରୁ ନୂଆ ନାରା ଦେଲେ ମୋଦୀ
ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ,ସବକା ପ୍ରୟାସ। ,ସମସ୍ତଙ୍କ ପ୍ରୟାସ
ନୂଆଦିଲ୍ଲୀ: ଦେଶ ପାଳୁଛି ୭୫ ତମ ସ୍ୱାଧୀନତା ଦିବସ । କରୋନା କଟକଣା ମଧ୍ୟରେ ସବୁଠି ସ୍ୱାଧୀନତା ଦିବସ ପାଳନର ଉତ୍ସାହ। ଦିଲ୍ଲୀରୁ ପଲ୍ଲୀ ସବୁଠି ଫର ଫର ହୋଇ ଉଡିଛି ତ୍ରିରଙ୍ଗା। ସବୁଠୁ ଶୁଭୁଛି ଜାତୀୟ!-->!-->!-->…
Read More...
Read More...
ଏମିତି ବିପଦ ଆଣି ଆସୁଛି ତୃତୀୟ ଲହର!
ଭୁବନେଶ୍ବର:
ପିଲାଙ୍କ ପାଇଁ ଘାତକ ସାଜିବ କି କରୋନାର ତୃତୀୟ ଲହର?
ପୁଣିଥରେ ବିଗିଡ଼ି ଯିବ କି ପିଲାଙ୍କ ପାଠପଢ଼ା?
ଗତ ୧୫ ଦିନ ହେଲା ଦେଶର ବିଭିନ୍ନ ଭାଗରେ ଛୋଟ ପିଲା କୋଭିଡ୍-୧୯ରେ ଆକ୍ରାନ୍ତ ହେଉଥିବା ଖବର ଏବେ ଅଭିଭାବକ ମହଲରେ ଏଭଳି ଭୟ ସୃଷ୍ଟି କଲାଣି। ବିଶେଷକରି!-->!-->!-->!-->!-->!-->!-->…
Read More...
Read More...
ଆଫଗାନରେ ଚାଲିବ କି ବର୍ବରଙ୍କ ଶାସନ
ପୁଣି ଆଫଗାନିସ୍ତାନରେ ଚାଲିବ କି ବର୍ବର ତାଲିବାନୀ ଶାସନ? ତାଲିବାନୀ ଗୋଟିଏ ପରେ ଗୋଟିଏ ସହର କବଜା କରିଚାଲିଛନ୍ତି। ତାଲିବାନ ଆତଙ୍କରେ କେବଳ ଜନସାଧାରଣ ନୁହଁନ୍ତି ଆଫଗାନ ସୁରକ୍ଷାକର୍ମୀ ବି ଥରହର। ଆଫଗାନିସ୍ତାନର ଗୋଟେ ପରେ ଗୋଟେ ଗୁରୁତ୍ୱପୂର୍ଣ୍ଣ ସହରକୁ ତଲିବାନ ନିଜ କବଜାକୁ!-->…
Read More...
Read More...
ସୌମ୍ୟଙ୍କୁ କିଏ ମାରିଲା, ଏବେ କ୍ରାଇମବ୍ରାଞ୍ଚ କାଢିବ
ସରକାରଙ୍କ ମୁଣ୍ଡରେ ପାହାଡ ଭଳି ବଦନାମ ଲଦିବା ପରେ ଚେତିଲେ ବାବୁବହୁଚର୍ଚ୍ଚିତ ଏହି ମାମଲା ଉପରୁ ପରଦା ହଟାଇ ପାରିଲାନି ପୁଲିସ, ଫେଲ୍ ମାରିଲାଶେଷରେ ପୁଲିସ ମହାନିର୍ଦେଶକ ଅଭୟ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ବ ପ୍ରଦାନ କଲେଜଣେ ଡିଏସପିଙ୍କ ନେତୃତ୍ବରେ ତିନିଜଣିଆ ଟିମ୍ ଏବେ ମାମଲାର!-->…
Read More...
Read More...
ମିଳିମିଶି ବିରଞ୍ଚି ପ୍ରସଙ୍ଗକୁ ଗିଳିଦେଲେ!
କେଉଁଠି ଅଟକିଗଲା ଭିଜିଲାନ୍ସ ତଦନ୍ତ ଆଉ କେହି ମୁହଁ ଖୋଲୁନାହାନ୍ତିଗଣମାଧ୍ୟମ ଚୁପ୍ ପଡିଗଲା, ବିରୋଧୀ ରାଜନୈତିକ ଦଳ ନେତା ବିକମିସନଙ୍କ ଅଧ୍ୟକ୍ଷ ଓ ସଦସ୍ୟଙ୍କ ପ୍ରତି ସରକାରଙ୍କ ଏତେ ଦରଦ କାହିଁକି?
ଭୁବନେଶ୍ବର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବହୁ!-->!-->!-->…
Read More...
Read More...
ଯେବେ ଡ୍ରାଇଭର ଲୁଟେରା ସାଜେ…
ଭୁବନେଶ୍ବର: ଘରର ଡ୍ରାଇଭର ଯେ ମାଲିକଙ୍କ ଘରେ ବିଶ୍ବସ୍ତ ସାଜି କଳାକନା ବୁଲାଇ ଦେବ, ଏକଥା କେହି ଅନୁମାନ କରିପାରୁଛନ୍ତି କି? ଆଜ୍ଞା ହଁ। ଏମିତି ହିଁ ଗୋଟିଏ ଘଟଣା ଏବେ ସାମ୍ନାକୁ ଆସିଛି। ତାହା ପୁଣି କୌଣସି ସାଧାରଣ ଘରୁ ନୁହେଁ କି ଉପାନ୍ତ ଅଞ୍ଚଳର ଘଟଣା ନୁହେଁ। ଖୋଦ୍ ଅବସରପ୍ରାପ୍ତ!-->…
Read More...
Read More...