Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଶିଶୁ ଫର୍ମୁଲା ଫୁଡ୍କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍ଟି ସୁପରିନଟେଣ୍ଡଣ୍ଟ
Browsing Category
Today’s Highlight
ତୃତୀୟ ଲହର ପାଇଁ ବଡ଼ ପ୍ରସ୍ତୁତି
ଅଗଷ୍ଟ ୧୫ ତାରିଖରେ ଏକ୍ମୋ ମେସିନ୍ ଉଦଘାଟନ୯ଟି ମେିସନ୍ ଲାଗିବ, ୬ଟି କୋଭିଡ୍ ପରର ଜଟଳିତା ପାଇଁଆଉ ରୋଗୀଙ୍କୁ ରାଜ୍ୟ ବାହାରକୁ ଯିବାକୁ ପଡିବନାହିଁକେନ୍ଦ୍ର ସରକାରଙ୍କୁ ଆକ୍ସନ ପ୍ଲାନ୍ ଦେଇସାରିଲାଣି ରାଜ୍ୟ୮୬୧ କୋଟି ଖର୍ଚ୍ଚ ହେବ, ୪୦ ପ୍ରତିଶତ ରାଜ୍ୟ ସରକାରଙ୍କର
ଭୁବନେଶ୍ବର:!-->!-->!-->…
Read More...
Read More...
ସୁନ୍ଦରଗଡ଼ରେ ରାଜ୍ୟର ଶୀର୍ଷ ଅଧିକାରୀ
ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ସୁଧୁରୁଛି ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ବ୍ୟବସ୍ଥା। ଗ୍ରାଉଣ୍ଡଜିରୋରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ। ଆଜି ସୁନ୍ଦରଗଡ ଗସ୍ତରେ ଯାଇଛନ୍ତି ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ସୁରେଶ!-->…
Read More...
Read More...
ଯୁକ୍ତ ଦୁଇରେ ୫୫ ହଜାର ସିଟ୍ ବଢିବ, କିନ୍ତୁ ଭିତ୍ତିଭୂମି?
ଭୁବନେଶ୍ବର: ଯୁକ୍ତ ଦୁଇ ଶ୍ରେଣୀରେ ୫୫ ହଜାରରୁ ଅଧିକ ସିଟ୍ ବୃଦ୍ଧି ଆବେଦନ ହୋଇଛି। ଆସନ୍ତା ଅଗଷ୍ଟ ୧୬ ତାରିଖ ଭିତରେ ଯୁକ୍ତ ଦୁଇ ନାମ ଲେଖା ଆରମ୍ଭ ହେବ। ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଗତ ବର୍ଷ!-->…
Read More...
Read More...
କେନ୍ଦ୍ର ଅଣଦେଖା କଲା, ସୁନ୍ଦରଗଡବାସୀ ଅସନ୍ତୋଷ ଜଣାଇଲେ
ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା
ଭୁବନେଶ୍ବର: ଆଜି ସୁନ୍ଦରଗଡ ବନ୍ଦ। ରାଜ୍ୟର ଦ୍ୱିତୀୟ ଏମ୍ସ ସୁନ୍ଦରଗଡରେ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଜିଲ୍ଲା କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଉଛନ୍ତି। ସକାଳ ୬ଟାରୁ ବନ୍ଦ!-->!-->!-->…
Read More...
Read More...
୨୯ ଜିଲ୍ଲାରେ ଥୟ ଧରିଲେଣି କୋଭିଡ୍
ଭୁବନେଶ୍ବର: ରାଜ୍ୟରେ ହଜାରେରୁ ତେରଶହ ଭିତରେ ରହୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଆଜି ୨୯ ଜିଲ୍ଲାରେ ଶହେ ତଳକୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି। କଟକ ଜିଲ୍ଲାରେ ମଧ୍ୟ ଦୀର୍ଘ ଦିନ ପରେ ଶହେ ତଳକୁ ଆକ୍ରାନ୍ତଙ୍କ ସଂଖ୍ୟା!-->…
Read More...
Read More...
ସୋଆ ରେଡିଓ ଜକି ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ଆୱାର୍ଡରେ ପୁରସ୍କୃତ
ଭୁବନେଶ୍ୱର ନୂଆଦିଲ୍ଲୀ ସ୍ଥିତ କମନ୍ୱେଲ୍ଥ ଏଜୁକେସ୍ନାଲ୍ ମିଡିଆ ସେଣ୍ଟର ଫର୍ ଏସିଆ (ସିଇଏମ୍ସିଏ) ଦ୍ୱାରା ଆୟୋଜିତ ଜାତୀୟ ସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗୀତାରେ ସୋଆ ରେଡିଓ ୯୦.୪କୁ ଚତୁର୍ଥ କନ୍ସୋଲେସନ୍ ପୁରସ୍କାରରେ ସମ୍ମାନିତ କରାଯାଇଛି। ସୋଆ ରେଡିଓ ୯୦.୪ ର ରେଡିଓ ଜକି!-->…
Read More...
Read More...
ଶ୍ରୀମନ୍ଦିରରେ ଜଗାଦର୍ଶନ ପାଇଁ ନୂଆ ଏସଓପି
ପୁରୀ: ମହାମାରୀ କରୋନା ପାଇଁ ଦୀର୍ଘ ଦିନ ଧରି ବନ୍ଦ ଥିବା ପୁରୀ ଶ୍ରୀମନ୍ଦିର ଆସନ୍ତା ୧୬ରୁ ଖୋଲିବ। ପ୍ରଥମ ୫ ଦିନ ପୁରୀବାସୀଙ୍କୁ ଦର୍ଶନ ପାଇଁ ପ୍ରାଥମିକତା ଦିଆଯିବ। କିଭଳି ରହିବ ଦର୍ଶନ ବ୍ୟବସ୍ଥା ସେ ନେଇ ନୂଆ ଏସଓପି ଜାରି କରାଯାଇଛି। କରୋନାର ପ୍ରଥମ ଲହର ପରେ ଯେଉଁଭଳି ଦର୍ଶନ!-->…
Read More...
Read More...
ରିମାଣ୍ଡରୁ କ’ଣ ପାଇଲା ଭିଜିଲାନ୍ସ?
ଭୁବନେଶ୍ବର: ପିଏସ ବିରଞ୍ଚି ସାହୁଙ୍କ ରିମାଣ୍ଡ ଅବଧି ସରିବା ପରେ ଆଜି ତାଙ୍କୁ ଜେଲ ପଠାଇଦିଆଯାଇଛି । ଝାରପଡା ଜେଲ ଯାଇଛନ୍ତି କୁବେର ପିଏସ ବିରଞ୍ଚି ସାହୁ । ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । ଏହା ପରେ ତାଙ୍କୁ ଜେଲକୁ!-->…
Read More...
Read More...
ଅସନ୍ତୋଷ ଝାଡ଼ିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି
ନୂଆଦିଲ୍ଲୀ: ଯେବେ ବିଚାରପତିମାନେ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ଧମକ ପାଆନ୍ତି, ସେବେ ଅଭିଯୋଗ କଲେ ତଦନ୍ତକାରୀ ସଂସ୍ଥାମାନେ ଏହା ଉପରେ କୌଣସି ପଦକ୍ଷେପ ନିଅନ୍ତି ନାହିଁ। ସିବିଆଇ ଏବଂ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ କୌଣସି ଉତ୍ତର ଦିଅନ୍ତି ନାହିଁ। ଆଉ ଯଦି କିଛି ପ୍ରତିକୂଳ ଆଦେଶ!-->…
Read More...
Read More...
ତଥାପି ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନରେ
ଭୁବନେଶ୍ବର; ରାଜ୍ୟରେ କରୋନା ସଂକ୍ରମଣ କେବେ ବଢୁଛି ତ କେବେ କମୁଛି। ଏବେ ହଜାରେରୁ ୧୩ ଶହ ଭିତରେ ରହୁଛି ସଂକ୍ରମିତଙ୍କ ସଂଖ୍ୟା। ଖୋର୍ଦ୍ଧା ଓ କଟକକୁ ଛାଡିଦେଲେ ସବୁ ଜିଳ୍ଲା ଗ୍ରିନ ଜୋନରେ ରହିଛି। ଖୋର୍ଦ୍ଧା ରେଡ ଜୋନରେ ରହିଥିବା ବେଳେ କଟକ ୟେଲୋ ଜୋନରେ ରହିଛି।
ଗତ ୨୪ ଘଣ୍ଟାରେ ୬୯!-->!-->!-->…
Read More...
Read More...