Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଶିଶୁ ଫର୍ମୁଲା ଫୁଡ୍କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍ଟି ସୁପରିନଟେଣ୍ଡଣ୍ଟ
Browsing Category
Today’s Highlight
କାଲିଠୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ
ଅଗଷ୍ଟ ପହିଲାରୁ ରାଜ୍ୟରେ କୋଭିଡ କଟକଣା କୋହଳ ହେବା ପରେ ଧୀରେ ଧୀରେ ଅନଲକ ମୁହାଁ ହେଉଛି ଓଡିଶା । ଖୋଲୁଛି ମଲ, ମନ୍ଦିର, ସିନେମା ହଲ ଏବଂଶିକ୍ଷାନୁଷ୍ଠାନ । ଧୀରେ ଧୀରେ ଶିକ୍ଷାନୁଷ୍ଠାନ ଖୋଲାଯାଇ ଅଫଲାଇନ ପାଠପଢା ଆରମ୍ଭ କରାଯାଉଛି । ଆସନ୍ତାକାଲିଠୁ ଖୋଲିବ ରାଜ୍ୟର ସମସ୍ତ ବୈଷୟିକ!-->…
Read More...
Read More...
ସୁନା ପୁଅ ଉପରେ ଧନ ବର୍ଷା
ଟୋକିଓ ଅଲିମ୍ପିକ୍ସରେ ନିରଜ ଚୋପ୍ରା ସ୍ୱର୍ଣ୍ଣପଦକ ଜିତିବା ପରେ ଏବେ ସବୁଆଡୁ ଛୁଟୁଛି ପ୍ରଶଂସାର ସୁଅ । ପ୍ରଶଂସା ସହ ସୁନା ପୁଅ ଉପରେ ହେଉଛି ଟଙ୍କା ବର୍ଷା ।ବିଭିନ୍ନ ରାଜ୍ୟ ଓ ସଂସ୍ଥା ନିରଜଙ୍କ ଉପରେ ଧନ ବର୍ଷା କରିଛନ୍ତି । ନିଜ ଘରୋଇ ରାଜ୍ୟ ହରିଆଣା ସରକାର ୬ କୋଟି ଦେବାକୁ ଘାଷଣା!-->…
Read More...
Read More...
ବଜାରରେ ବୁଲୁଛି ଜାଲ ନୋଟ!
ରାଜ୍ୟରେ ଚାଲିଛି ଜାଲ ନୋଟ କାରବାରର ର୍ୟାକେଟ । ଜାଲ ନୋଟ ଛପାଇ ମାର୍କେଟ ଛଡାଯାଉଛି । ଏଭଳି ଏକ ର୍ୟାକେଟର ପର୍ଦ୍ଦାଫାଶ କରିଛି ପୁଲିସ । ସମ୍ବଲପୁରରେ ବଡ଼ ଧରଣର ଜାଲ ନୋଟ ରାକେଟ ଠାବ କରିଛି ପୁଲିସ । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୧୩ ଲକ୍ଷରୁ ଅଧିକ ଜାଲ ନୋଟ ଜବତ କରାଯାଇଛି । ଲକ୍ଷାଧିକ!-->…
Read More...
Read More...
ଏବେ ସବୁଠି ମହକିବ କୋରାପୁଟ କଫି
ଆମ କୋରାପୁଟ ଜିଲ୍ଲାର ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ଉତ୍ପାଦନ ହେଉଥିବା 'କୋରାପୁଟ କଫି' ଦେଶବିଦେଶର କୋଣଅନୁକୋଣରେ ନିଜର ଉପସ୍ଥିତି ଜାହିର କରିବାକୁ ଯାଉଛି। ରାଜ୍ୟର କଫି ଚାଷୀଙ୍କ ଉନ୍ନତି ଓ ସମୃଦ୍ଧି ପାଇଁ ଟିଡିସିସିଓଏଲର ପ୍ରୟାସରେ 'କୋରାପୁଟ କଫି'ର ବିକ୍ରିବଟା ପାଇଁ 'ଟାଟା କଫି' ସହମତି!-->…
Read More...
Read More...
ସଂକ୍ରମଣ ରୋକୁଛି ମିଶ୍ରିତ ଡୋଜ
ମହାମାରୀ କରୋନା ସଂକ୍ରମଣକୁ ମାତ ଦେବାକୁ ହେଲେ ଟିକା ହିଁ ଏକମାତ୍ର ବିକଳ୍ପ । ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏଯାଏଁ ଥମି ନଥିବା ବେଳେ ଆଗକୁ ତୃତୀୟଲହର ଆସିବ ବୋଲି ଅନୁମାନ କରାଯାଉଛି ।ଏହା ସହ କରୋନାର ନୂଆ ଭ୍ୟାରିଏଣ୍ଟ ମଧ୍ୟ ବିଶେଷଜ୍ଞ ମାନଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ।!-->…
Read More...
Read More...
ଦିଲ୍ଲୀ ବିମାନବନ୍ଦରକୁ ଉଡାଇ ଦେବାକୁ ଧମକ
ଦିଲ୍ଲୀ ବିମାନବନ୍ଦରକୁ ବିସ୍ଫୋରଣରେ ଉଡାଇଦେବାକୁ ଧମକ । ଏଭଳି ଏକ ଧମକ ପାଇବା ପରେ ଦିଲ୍ଲୀ ପୁଲିସର ନିଦ ହଜିଯାଇଛି । ଆତଙ୍କବାଦୀ ସଂଗଠନ ଅଲକାଏଦା ଦ୍ୱାରା ଦିଲ୍ଲୀ ପୁଲିସକୁ ଏକ ଇମେଲ ଆସିଥିଲା । ଯେଉଁଥିରେ ଆଗାମୀ ୩ ଦିନ ମଧ୍ୟରେ ଦିଲ୍ଲୀ ବିମାନବନ୍ଦରକୁ ବମରେ ଉଡାଇଦେବାକୁ ଧମକ ଦିଆଯାଇଛି!-->…
Read More...
Read More...
ସଟଡାଉନରେ ବେପାର,ସିଲ ହେଲା ବଜାର
ଭୁବନେଶ୍ୱର: ସ୍ଥାନୀୟ ୟୁନିଟ ୪ ମାଛ ମାର୍କେଟ ସିଲ। ବାରମ୍ବାର କୋଭିଡ ନିୟମ ଉଂଲଘନ ଅଭିଯୋଗରେ ମାଛ ମାର୍କେଟକୁ ସିଲ କରିଛି ବିଏମସି । ଅନିଦ୍ଦିଷ୍ଟ କାଳ ପାଇଁ ଆମିଷ ବଜାରକୁ ସିଲ କରାଯାଇଛି।
ପୂର୍ବରୁ ଜୁନ ୧୫ରେ ମାଛ ମାର୍କେଟକୁ ସିଲ କରାଯାଇଥିଲା । ଅଗଷ୍ଟ ମାସରେ ନୂଆ ଗାଇଡଲାଇନ ଆସିବା!-->!-->!-->…
Read More...
Read More...
ଆଉ ଜଣେ ଅଧିକାରୀ ଭିଜିଲାନ୍ସ ନଜରରେ
ଭୁବନେଶ୍ବର: ଖୋଜି ଖୋଜି ଧରୁଛି ଭିଜିଲାନ୍ସ । ଭିଜିଲାନ୍ସ ନଜରରେ ଦୁର୍ନୀତି ଗସ୍ତ ଅଧିକାରୀ । ପିଏସ ବିରଞ୍ଚି ସାହୁଙ୍କ ଘରୁ ଘରୁ ପୁଳା ପୁଳା ଟଙ୍କା ଓ ସୁନାଗହଣା ମିଳିବା ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ତେବେ ଏହି ଘଟଣାକୁ ଦିନ କେଇଟା ବିତିନି, ଭିଜିଲାନ୍ସ ଜାଲରେ ପଡିଛନ୍ତ!-->…
Read More...
Read More...
କଟକରେ କାହିଁକି ପୁଣି ବଢିଲା ସଂକ୍ରମଣ?
ଭୁବନେଶ୍ବର: ରାଜ୍ୟରେ ମହାମାରୀ କରୋନାର ପ୍ରଭାବ ଦିନକୁ ଦିନ କମୁଛି। ସପ୍ତମ ପର୍ଯ୍ୟାୟ ତାଲାବନ୍ଦର ଏକ ସପ୍ତାହ ଭିତରେ ସଂକ୍ରମଣ ହାର ଖସିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେରୁ ୧୩ ଶହ ଭିତରେ ରହୁଛି। କେବଳ ଖୋର୍ଦ୍ଧାକୁ ଛାଡିଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ସଂକ୍ରମଣ କମିବାରେ ଲାଗିଛି।!-->…
Read More...
Read More...
ବଞ୍ଚାଇଥିଲେ ଶହ ଶହ ଜୀବନ, ପ୍ରତିଦାନରେ ମିଳିଲା ସମ୍ମାନ
ସମ୍ବର୍ଦ୍ଧିତ ହେଲେ ସମ୍ ଅଲଟିମେଟ ମେଡ଼ିକେଆର ନର୍ସିଂ ଟିମ୍
ଭୁବନେଶ୍ୱର: କୋଭିଡ ମହାମାରୀ ସମୟରେ ପ୍ରକୃତ କୋଭିଡ ଯୋଦ୍ଧା ଭାବେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସମାଜ ପାଇଁ ଅତୁଳନୀୟ କାର୍ଯ୍ୟ କରିଥିବା ଦୃଷ୍ଟିରୁ କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ ) ପକ୍ଷରୁ ସମ ଅଲ୍ଟିମେଟ!-->!-->!-->…
Read More...
Read More...