Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଶିଶୁ ଫର୍ମୁଲା ଫୁଡ୍କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍ଟି ସୁପରିନଟେଣ୍ଡଣ୍ଟ
Browsing Category
Today’s Highlight
ପଦକ ଆଶା ଦେଖାଇଲେ ପୁନିଆ
ଟୋକିଓ ଅଲିମ୍ପିକ୍ସରୁ କୁସ୍ତିରେ ଭାରତକୁ ପୂର୍ବରୁ ରୌପ୍ୟ ପଦକ ମିଳିସାରିଥିବା ବେଳେ ଆଉ ଏକ ପଦକ ଆଶା ରହିଛି। ଏବେ ବଜରଙ୍ଗ ପୁନିଆଙ୍କ ଉପରେ ରହିଛି ସାରା ଦେଶର ନଜର । ତାଙ୍କ ନିକଟରୁ ଭାରତ ଆଉ ଏକ ପଦକ ଆଶା କରୁଛି। କ୍ୱାର୍ଟର ଫାଇନାଲରେ ଦମଦାର ପ୍ରଦର୍ଶନ କରିଛନ୍ତି ପୁନିଆ। ଇରାନ!-->…
Read More...
Read More...
ମ୍ୟାଚ ହାରିଲେ ବି ହୃଦୟ ଜିତିଲେ
ଟୋକିଓ ଅଲିମ୍ପିକ୍ସରେ କଡା ଲଢେଇ କରି ଭାରତ ମହିଳା ହକି ଦଳ ପରାଜୟ ବରଣ କରିଛି। ହେଲେ ଯେଭଳି ଲଢୁଆ ପ୍ରଦର୍ଶନ କଲେ ସେଥିରେ କୋଟି କୋଟି ଭାରତୀୟଙ୍କ ମନ ଜିତିନେଲେ। ଏଥିସହିତ ବ୍ରୋଞ୍ଜ ପଦକରୁ ଭାରତ ମହିଳା ହକି ଦଳ ବଞ୍ଚିତ ହୋଇଛି।
ଆଜି ଗ୍ରେଟ ବ୍ରିଟେନ ସହ କଡା ମୁକାବିଲା କରିଥିଲା ଦଳ।!-->!-->!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ସ୍କାର୍ନରରେ ମନ୍ତ୍ରୀ!
ଇଏ ଆଉ ଜଣେ କରିତକର୍ମା ପିଏସ୍, ରାତି ଅଧିଆ ବଦଳି କଲେ ସରକାରମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ବ୍ୟକ୍ତିଗତ ସଚିବଙ୍କୁ ଦୂରେଇ ଦେଲେ ସରକାରକ୍ଷମତାଶାଳୀ ପିଏସ୍ଙ୍କୁ କୋରାପୁଟ ବଦଳି ପରେ ରାଜ୍ୟ ରାଜନୀତିରେ କମ୍ପନଲୋକସେବା ଭବନରେ ଟୁପୁରୁଟାପର, କେଳେଙ୍କାରୀରେ ଛନ୍ଦି ହୋଇଥିଲେ କି?
!-->!-->!-->…
Read More...
Read More...
ମୁକ୍ତିମଣ୍ଡପ (ବ୍ରହ୍ମାସନ)ଙ୍କୁ କେମିତି ସ୍ମରଣ କରନ୍ତି
ବ୍ରହ୍ମାସନଂ ନମସ୍ତେସୁ ସର୍ବକଳ୍ମଷନାଶକମ୍।ଯଜ୍ଞାଙ୍ଗଭୂର୍ଭରଂ ବନ୍ଦେ ବେଦାଙ୍ଗାୟ ନମୋ ନମଃ।।
Read More...
Read More...
ଦୁଗ୍ଧ ଚାଷୀ ପାଇଲେ ୧୧କୋଟିର ସ୍ବତନ୍ତ୍ର କୋଭିଡ ସହାୟତା
ରାଜ୍ୟ ସରକାର ଗରିବ ଲୋକଙ୍କ ସାଥିରେ ଅଛନ୍ତି: ମୁଖ୍ୟମନ୍ତ୍ରୀରାଜ୍ୟର ଦୁଗ୍ଧ ଉତ୍ପାଦନ ୩ ଗୁଣ ବୃଦ୍ଧି ପାଇ ୨୪ ଲକ୍ଷ ମେଟ୍ରିକ ଟନ୍ରେ ପହଞ୍ଚିଛିଦୁଗ୍ଧ ଚାଷ କରି ପିଲାଙ୍କୁ ଉଚ୍ଚଶିକ୍ଷା ଦେଇପାରିଛିକହିଲେ ହିତାଧିକାରୀ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଦୁଗ୍ଧ!-->!-->!-->…
Read More...
Read More...
ସତ ହୋଇଥିଲେ, ସାଂଘାତିକ…
ନୂଆଦିଲ୍ଲୀ: ମୁଁ ଜାଣିନି, ଯଦି ଗଣମାଧ୍ୟମ ରିପୋର୍ଟ ସତ ଥାଏ, ତେବେ ମାମଲାଟି ଅତ୍ୟନ୍ତ ଗମ୍ଭୀର।
ପେଗାସସ୍ ସ୍ପାଏ ଓ୍ବେର୍ ଶୁଣାଣି ବେଳେ ଆଜି ଏଭଳି ମତ ରଖିଛନ୍ତି ସୁପ୍ରିମକୋର୍ଟ। ବିରୋଧୀ ଦଳ ନେତା, ଗଣମାଧ୍ୟମ ପ୍ରତିନିଧି ଓ ଅନ୍ୟମାନଙ୍କ ସଂପର୍କରେ ହୋଇଥିବା ଗୁଇନ୍ଦାଗିରିର!-->!-->!-->…
Read More...
Read More...
ପୂର୍ଣ୍ଣଙ୍କ ସଭ୍ୟ ପଦ ମାଗିଲା ବିଜେପି
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗରେ ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁଙ୍କୁ ଘେରିଲା ଦଳ
ଭୁବନେଶ୍ୱର: ପିଲା ତଳ କ୍ଲାସରୁ ଉପର କ୍ଲାସକୁ ଯାଆନ୍ତି। କିନ୍ତୁ ଏଠି ସୋରଡା ନିର୍ବଚନମଣ୍ଡଳୀର ବିଜେଡି ବିଧାୟକ!-->!-->!-->…
Read More...
Read More...
ଖୋଲିଲା ସିନେମା ହଲ, କେଉଁ ଚଳଚ୍ଚିତ୍ର ଦେଖିବେ?
ଭୁବନେଶ୍ବର: ଦୀର୍ଘ ଦିନ ପରେ ରାଜ୍ୟରେ ଖୋଲିଲା ସିନେମା ହଲ । ଆଜି ଭୁବନେଶ୍ୱରର ସମସ୍ତ ହଲ ଖୋଲଯାଇଛି । କୋଭିଡ କଟକଣାରେ ହଲ ଗୁଡିକ ଖୋଲିଥିବା ବେଳେ ୪ଟି ସୋ ରହିବ । ସାମାଜିକ ଦୂରତା ରଖି ଫିଲ୍ମ ଦେଖିବେ ଦର୍ଶକ । ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ହଲ ଖୋଲିଛି।
ଆଜି ହଲ ଖୋଲିଥିବା ବେଳେ!-->!-->!-->…
Read More...
Read More...
ବିଜେପି କେନ୍ଦ୍ରୀୟ ନେତା ଚାହୁଁଛନ୍ତି ଓଡ଼ିଶାରେ ପଞ୍ଚାୟତ ସହିତ ପୌର ନିର୍ବାଚନ ହେଉ, କାହିଁକି?
ଭୁବନେଶ୍ବର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବ ନା ନାହିଁ? ଏହି ପ୍ରସଙ୍ଗରେ ରାଜ୍ୟ ସରକାର ଏଯାଏ ସବୁଜ ସଙ୍କେତ ଦେଇନାହାନ୍ତି। ସମ୍ଭବତଃ କୋଭିଡ୍ ତୃତୀୟ ତରଙ୍ଗକୁ ସରକାର ଲକ୍ଷ୍ୟ ରଖୁଛନ୍ତି। ନିର୍ଦିଷ୍ଟ ସମୟରେ ନ ହେଲେ ବି ଟିକିଏ ଆଗୁଆ କିମ୍ବା ପଛୁଆ ପଞ୍ଚାୟତ ନିର୍ବାଚନ ହେବ। ବିଜୁ ଜନତା!-->…
Read More...
Read More...
ପୁଣି ୨% ଉପରେ ସଂକ୍ରମଣ ହାର
ଭୁବନେଶ୍ବର: କରୋନା ସଂକ୍ରମଣ ଏବେ ରାଜ୍ୟରେ ପୁଣି ଉପରମୁହାଁ ହୋଇଛି । ଅଗଷ୍ଟ ପହିଲାରୁ ସଂକ୍ରମଣର ହଠାତ ହ୍ରାସ ସାମାନ୍ୟ ଆଶ୍ୱସ୍ତି ଆଣିଥିଲା । ହେଲେ ଗତ ତିନି ହେବ ପୁଣି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଚିନ୍ତା ବଢାଇଛି । ପୁଣି ୨ ପ୍ରତିଶତ ଉପରକୁ ଉଠିଛି ସଂକ୍ରମଣ ହାର । ଖୋର୍ଦ୍ଧା,!-->…
Read More...
Read More...