Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଭୂଦାନ ଜମିର ପଞ୍ଜିକରଣ-ମ୍ୟୁଟେସନ୍ରେ ରୋକ, ଡିଜିଟାଲ ଡାଟାବେସ୍ ପ୍ରସ୍ତୁତି
ୟୁରୋପକୁ ଅଶୋଧିତ ତୈଳ ଯୋଗାଣ ବନ୍ଦ କଲା ସାଉଦି
NISER ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ
ପ୍ରତ୍ୟାହାର ନିଷ୍ପତ୍ତି ବଦଳାଇଲେ ମମତାଙ୍କ ପ୍ରାର୍ଥୀ
ମଧ୍ୟପ୍ରଦେଶରେ ନାଳରେ ଭାସିଗଲା କାର, ୭ ଓଡ଼ିଆଙ୍କ ସମେତ ୮ ମୃତ
ଘରୋଇ ବିଶ୍ୱବିଦ୍ୟାଳୟ ଲାଭ ପାଇଁ ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ
ଟିଏମ୍ସିର ନାମ-ଚିହ୍ନ ଫ୍ରିଜ୍, ସୁପ୍ରିମକୋର୍ଟରେ ମମତା
Browsing Category
Today’s Highlight
ତଥାପି ମାଥି ବଦଳିଲେନି
ଭୁବନେଶ୍ବର: ରାଜ୍ୟ ସରକାର ଆଜି ପ୍ରଶାସନିକସ୍ତରରେ ଏକ ଛୋଟ ଅଦଳବଦଳ କରିଛନ୍ତି। ବରିଷ୍ଠ ଆଇଏଏସ ଅଫିସର ଅଶୋକ କୁମାର ମୀନାଙ୍କୁ ପଞ୍ଚାୟତିରାଜ ବିଭାଗର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସେଠାରେ ଥିବା ଦେଓରଂଜନ ସିଂ ଏବେ ଖଣି ବିଭାଗର ସଚିବ ହେବେ। ଦେଓରଂଜନ ଦୀର୍ଘ ୯ବର୍ଷ ଧରି!-->…
Read More...
Read More...
କରୋନା କାଳରେ ରାଜଧାନୀରେ ବଢୁଛି କି କ୍ରାଇମ୍?
ଭୁବନେଶ୍ବର: ଆଜି ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ୍ ଛକରେ ଝୁଲନ୍ତା ଅବସ୍ଥାରେ ଗୋଟିଏ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ମିଳିନାହିଁ। ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏବେ ବି ଅସ୍ପଷ୍ଟ ରହିଛି।
ଦୁଇ ଦିନ ତଳେ ରାଜଧାନୀର ମୁଖ୍ୟ ଛକ କୁହାଯାଉଥିବା ଜନଗହଳି ପୂର୍ଣ୍ଣ ରାସ୍ତା!-->!-->!-->…
Read More...
Read More...
ତାଲାବନ୍ଦ କଟକଣା ଉଠିବା ରାସ୍ତାରେ ତିନି ଜିଲ୍ଲା କଣ୍ଟା
ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ ତଳକୁ ଖସୁଥିଲେ ମଧ୍ୟ ଉପକୂଳ ଜିଲ୍ଲା ଏବେ ସଂପୂର୍ଣ୍ଣ ନିୟନ୍ତ୍ରଣ ଆସିନି> ତାଲା ବନ୍ଦ ଅବଧି ଆଉ ୩ ଦିନ ଥିବା ବେଳେ ଉପକୂଳ ଜିଲ୍ଲାଗୁଡିକରେ ସ୍ଥିତି ଚିନ୍ତାଜନକ ରହିଛି। ବିଶେଷକରି ଖୋର୍ଦ୍ଧା,କଟକ, ପୁରୀ, ବାଲେଶ୍ୱରରେ ସଂକ୍ରମଣ ହାର ଅଧିକ ରହୁଛି। ତେଣୁ!-->…
Read More...
Read More...
ଟୋକିଓରୁ ଆସିଲା ତିନି ତିନିଟି ଖୁସି ଖବର
ବକ୍ସର ସତୀଶ କୁମାର ବି କ୍ବାର୍ଟର ଫାଇନାଲରେ
ଟୋକିଓ ଅଲିମ୍ପିକ୍ସରେ ଦ୍ୱିତୀୟ ପଦକ ଆଶାରେ ଭାରତ ଥିବା ବେଳେ ଆସିଛି ଭଲ ଖବର। ଦମଦାର ପ୍ରଦର୍ଶନ କରିଛନ୍ତି ପିଭି ସିନ୍ଧୁ। ବ୍ୟାଡମିଣ୍ଟନରେ ସିନ୍ଧୁଙ୍କ ବିଜୟ ଧାରା ଜାରି ରହିଛି। କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ସିନ୍ଧୁ। ଆଜି!-->!-->!-->…
Read More...
Read More...
ମନ୍ତ୍ରୀଙ୍କର ଆଗ୍ରହ ନାହିଁ; ଅଫିସର ବଦଳିଲେ ବୋଲି ନିଷ୍ପତ୍ତି ବି ବଦଳିଗଲା!
ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗରେ ହିଁ ଜିଆଇ ଟ୍ୟାଗ୍ ଅଡୁଆ, ସ୍ବତନ୍ତ୍ର ସେଲ୍ ରହିଛି, ବଜେଟ୍ ନାହିଁରସଗୋଲା କ୍ଲଷ୍ଟର, ହବ୍ ପ୍ରତିଶ୍ରୁତି ସବୁ ଭୁଲିଗଲେ, ଫାଇଲରେ ରହିଲା ଛେନାଝିଲ୍ଲୀ କମିଟି ରିପୋର୍ଟ ଛେନାପୋଡ଼, ତାରକସୀ ଉପରେ ବଙ୍ଗଳା ଆଖି, ରସାବଳୀ ପାଇଁ କେନ୍ଦ୍ରାପଡ଼ାରେ!-->!-->…
Read More...
Read More...
ଶ୍ରୀ ମହାଲକ୍ଷ୍ମ୍ୟଷ୍ଟକମ୍
ନମସ୍ତେସ୍ତୁ ମହାମାୟେ ଶ୍ରୀପୀଠେ ସୁରପୂଜିତେ।ଶଙ୍ଖଚକ୍ରଗଦାହସ୍ତେ ମହାଲକ୍ଷ୍ମୀ ନମୋସ୍ତୁ ତେ।।ନମସ୍ତେ ଗରୁଡାରୁଢେ କୋଳାସୁରଭୟଙ୍କରି।ସର୍ବପାପହରେ ଦେବୀ ମହାଲକ୍ଷ୍ମୀ ନମୋସ୍ତୁ ତେ।।ସର୍ବଜ୍ଞେ ସର୍ବବରଦେ ସର୍ବଦୁଷ୍ଟଭୟଙ୍କରି।ସର୍ବଦୁଃଖହରେ ଦେବୀ ମହାଲକ୍ଷ୍ମୀ ନମୋସ୍ତୁ!-->…
Read More...
Read More...
ଜୁଲାଇ ୩୧ରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ
ଭୁବନେଶ୍ବର: ଆସନ୍ତା ୩୧ ତାରିଖ ଦିନ ସନ୍ଧ୍ୟାରେ ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ଫଳ ପ୍ରକାଶ ପାଇବ। ପରବର୍ତ୍ତୀ ସମୟରେ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ। ଉଭ ୟ ପାଠ୍ୟକ୍ରମ ର ଫଳାଫ ଳ ଜୁଲ।ଇ ୩୧ ତାରିଖ ପରେ ପ୍ରକାଶ ପାଇବ। ଏଥିପାଇଁ ଅନୁମତି ନିମନ୍ତେ!-->…
Read More...
Read More...
ପୌର ନିର୍ବାଚନ ପ୍ରସ୍ତୁତି ଲାଗି କମିଟି
କମିଟିର ଅଧ୍ୟକ୍ଷ କେ.ଭି ସିଂହଦେଓ ଏବଂ ରାଜ୍ୟ ସଂଯୋଜକ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଭୁବନେଶ୍ୱର: ପୌର ନିର୍ବାଚନ ଲାଗି ବିଜେପି ଦଳୀୟ ସଂଗଠନକୁ ସଶକ୍ତ କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛି। ଦଳର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ପୂର୍ବତନ ନଗର ଉନ୍ନୟନ ମନ୍ତ୍ରୀ ତଥା!-->…
Read More...
Read More...
କଥାକାର ରାମଚନ୍ଦ୍ର ବେହେରାଙ୍କୁ ଅତିବଡ଼ୀ ପୁରସ୍କାର ପ୍ରଦାନ
ସାରସ୍ୱତ ସାଧନା ପାଇଁ ୧୫ ଜଣ ସମ୍ବର୍ଧିତ
ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମୀର ୨୮ତମ ପୁରସ୍କାର ବିତରଣୀ ଉତ୍ସବରେ ଏକାଡେମୀର ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ବିଶିଷ୍ଟ କଥାଶିଳ୍ପୀ ତଥା ସାରସ୍ୱତ ସାଧକ ଡ. ରାମଚନ୍ଦ୍ର ବେହେରାଙ୍କୁ ପ୍ରଦାନ କରାଯାଇଛି । ସ୍ଥାନୀୟ!-->!-->!-->…
Read More...
Read More...
ହାଇଦର ପୁଅକୁ କାହିଁକି ମିଳିଲାନି ପାରୋଲ?
ଭୁବନେଶ୍ବର: ଗ୍ୟାଙ୍ଗଷ୍ଟର ହାଇଦର ପୁଅକୁ ମିଳିଳାନି ପାରୋଲ। ବାପାର ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ପାରୋଲ ଆବେଦନ କରଥିଲା ହାଇଦରର ବଡ଼ ପୁଅ ସେକ ମୁନା। କିନ୍ତୁ କେନ୍ଦ୍ରାପଡା ଜିଲ୍ଲା ଦୌରାଜଜ ମୁନାର ଅନ୍ତରୀଣ ଜାମିନ ଆବଦେନକୁ ଖାରଜ କରିଦେଇଛନ୍ତି।
କେନ୍ଦ୍ରାପଡା ଜିଲ୍ଲା ଦୌରା ଜଜଙ୍କ!-->!-->!-->…
Read More...
Read More...