Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଭୂଦାନ ଜମିର ପଞ୍ଜିକରଣ-ମ୍ୟୁଟେସନ୍ରେ ରୋକ, ଡିଜିଟାଲ ଡାଟାବେସ୍ ପ୍ରସ୍ତୁତି
ୟୁରୋପକୁ ଅଶୋଧିତ ତୈଳ ଯୋଗାଣ ବନ୍ଦ କଲା ସାଉଦି
NISER ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ
ପ୍ରତ୍ୟାହାର ନିଷ୍ପତ୍ତି ବଦଳାଇଲେ ମମତାଙ୍କ ପ୍ରାର୍ଥୀ
ମଧ୍ୟପ୍ରଦେଶରେ ନାଳରେ ଭାସିଗଲା କାର, ୭ ଓଡ଼ିଆଙ୍କ ସମେତ ୮ ମୃତ
ଘରୋଇ ବିଶ୍ୱବିଦ୍ୟାଳୟ ଲାଭ ପାଇଁ ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ
ଟିଏମ୍ସିର ନାମ-ଚିହ୍ନ ଫ୍ରିଜ୍, ସୁପ୍ରିମକୋର୍ଟରେ ମମତା
Browsing Category
Today’s Highlight
ଅଲିମ୍ପିକ୍ସରେ କରୋନା ଭୟ
ଟୋକିଓ: ଟୋକିଓ ଅଲିମ୍ପିକ୍ସରେ କରୋନା ଆତଙ୍କ। ଅଲିମ୍ପିକ୍ସ ଆରମ୍ଭ ହେବା ଆଗରୁ ଜଣକ ପରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ଯାଏ ଜଣେ ଆଥଲେଟ୍ ସମେତ ୫ କର୍ମଚାରୀ କରୋନା ପଜିଟିଭ ଥିବା ଜଣାପଡିଛି। ଆସନ୍ତା ୨୩ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି ଅଲିମ୍ପିକ୍ସ-୨୦୨୦ । କରୋନା କାଳରେ ଅନେକ!-->…
Read More...
Read More...
କରୋନା ମୃତ୍ୟୁ ସଂଖ୍ୟା ୫ହଜାର ଛୁଇଁବ
ଭୁବନେଶ୍ବର: ରାଜ୍ୟରେ ଗତ ୪ ଦିନ ହେଲାଣି କରୋନା ସଂକ୍ରମଣ ଏକ ପ୍ରକାର ସ୍ଥିର ରହିଛି। ଦୈିନିକ ସଂକ୍ରମଣ ହାର ପାଖାପାଖି ୩ ପ୍ରତିଶତ ରହୁଛି।ସେହିପରି ସବୁ ଜିଲ୍ଲାରେ ସଂକ୍ରମଣ ଖସୁଥିବା ବେଳେ ଖୋର୍ଦ୍ଧାରେ କିନ୍ତୁ କମିବାର ନାଁ ନେଉନି। କଟକଣା ଯେତିକି କୋହଳ ହେଉଛି, ସଂକ୍ରମଣ ସେତିକି!-->…
Read More...
Read More...
ଶନିବାର ଜାଣନ୍ତୁ, ମାଆ କାଳୀଙ୍କ ସଂପର୍କରେ ଏମିତି କିଛି କଥା
କାଳୀଂ କରାଳବଦନାଂ ମୁଣ୍ଡମାଳାବିଶୋଭିତାମ୍।ଲୋଳଜିହ୍ବାଂ ତ୍ରିନେତ୍ରାଙ୍ଗାଖଡ୍ଗପାତ୍ରଧରାନନାମ୍।।ଗୂହ୍ୟାଦ୍ ଗୂହ୍ୟତମାଂ ଦେବୀଂ ସର୍ବସିଦ୍ଧି ପ୍ରଦାୟିନୀମ୍।ଗୂହ୍ୟଚକ୍ରେଶ୍ବରୀଂ ବନ୍ଦେ କାଳିକାଂ କାଳମାତୃକାମ୍
ଭୁବନେଶ୍ୱର: ଓଡ଼ିଶାର କୋଣ ଅନୁକୋଣରେ ଅନେକ ଶାକ୍ତ ପୀଠ ରହିଛି,!-->!-->!-->!-->!-->…
Read More...
Read More...
‘ମୁଖ୍ୟମନ୍ତ୍ରୀ ହେଉଛନ୍ତି ଆମର ସୁଖ ଦୁଃଖର ସାଥି’
ମିସନ ଶକ୍ତିର ମା' ମାନେ ନବୀନଙ୍କୁ କହିଲେ ନିଜ ମନର କଥା ମିସନ ଶକ୍ତିକୁ ୪୫୩.୫୦ କୋଟିର କୋଭିଡ ପ୍ୟାକେଜ୩୩୮ ବ୍ଲକ ମିସନ ଶକ୍ତି ଭବନ ନିର୍ମାଣ ପାଇଁ ୧୬୯ କୋଟି ୮୪.୫୦ କୋଟି ଆବର୍ତ୍ତନ ପାଣ୍ଠି, ସୁଧ ରିହାତି ପାଇଁ ୨୦୦ କୋଟିମିସନ ଶକ୍ତିର ମା' ମାନେ ହେଉଛନ୍ତି ଓଡିଶାର ବିକାଶ ବାହିନୀ
!-->!-->!-->…
Read More...
Read More...
୧୫ ବର୍ଷରେ ସୋଆ: ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ପୂର୍ବ ଭାରତର ଉଜ୍ୱଳ ନକ୍ଷତ୍ର
ଦୁଇ ଦଶନ୍ଧି ପୂର୍ବେ ଭୁବନେଶ୍ୱରରେ ଜନ୍ମ ନେଇଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଆଜି ପୂର୍ବ ଭାରତରେ ଏକ ଉଜ୍ୱଳ ଉଚ୍ଚଶିକ୍ଷା କେନ୍ଦ୍ର ଭାବେ ଉଭା ହୋଇଛି । ଶିକ୍ଷାର ଗୁଣବତା ଏବଂ ଅଭିନବ ଗବେଷଣା ଉପରେ ଗୁରୁତ୍ୱାରୋପ ହିଁ ଏହି ବିଶ୍ୱବିଦ୍ୟାଳୟର ବିଶେଷତ୍ୱ । ସୋଆ!-->…
Read More...
Read More...
ଦେଶ ସାମ୍ନାରେ କୋଣାର୍କ କଥା ରଖିଲେ ଧର୍ମେନ୍ଦ୍ର
‘ସ୍କୁଲ୍ ଇନୋଭେସନ ଏମ୍ବାସେଡ଼ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀଶିକ୍ଷକଙ୍କୁ ପରିବର୍ତନର ଆଧାର ଶୀଳା ଓ ନବସୃଜନର ପ୍ରତୀକ ଭାବେ ଗଢିବା ଲକ୍ଷ୍ୟ୫୦,୦୦୦ ବିଦ୍ୟାଳୟ ଶିକ୍ଷକଙ୍କୁ ନବସୃଜନ, ଉଦ୍ୟୋଗୀ ଇତ୍ୟାଦି ଉପରେ ପ୍ରଶିକ୍ଷଣଓଡ଼ିଶାର ସୂର୍ଯ୍ୟ ମନ୍ଦିର!-->…
Read More...
Read More...
କଣ୍ଟାକୁ କଣ୍ଟାରେ କାଢିବ ବିଜେଡି
ବିଜେପିର ଚାଷୀ ଆନ୍ଦୋଳନର ଜବାବ ଦେବାକୁ ଚାଷୀ ପ୍ରସଙ୍ଗ ଧରିଲାକେନ୍ଦ୍ରୀୟ ଅବହେଳା ପ୍ରତିବାଦରେ ୨୦ ତାରିଖରେ ଆନ୍ଦୋଳନ କରିବସବୁ ଏଫ୍ସିଆଇ ଗୋଦାମ ଆଗରେ ଧାରଣା ଦେବେ ବିଜେଡି ନେତାମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଶ୍ରୀମୟୀ ମିଶ୍ର ଦେଲେ ସୂଚନା
ଭୁବନେଶ୍ବର: ଚାଷୀ ପ୍ରସଙ୍ଗ!-->!-->!-->…
Read More...
Read More...
ସରକାରଙ୍କ କୋର୍ଟରେ ପଞ୍ଚାୟତ ବଲ୍
ତଥାପି ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ ଚଳାଇଛନ୍ତି କମିସନ୨୬ ତାରିଖ ସୁଦ୍ଧା ଭୋଟ ବାକ୍ସ ହିସାବ ଦେବାକୁ ଜିଲ୍ଲାପାଳଙ୍କୁ ଚିଠିସରକାରଙ୍କୁ ଡରାଇଲାଣି କରୋନା, ସଂରକ୍ଷଣ ଅଡୁଆ ବି ତୁଟିନି
ଭୁବନେଶ୍ବର: ଆସନ୍ତାବର୍ଷ ଅର୍ଥାତ୍ ୨୦୨୦ ମାର୍ଚ୍ଚ ମାସରେ ପଞ୍ଚାୟତ କାର୍ଯ୍ୟକାଳ ସରିବ। ଏହା!-->!-->!-->…
Read More...
Read More...
ବଦଳିବ ପାଠ୍ୟକ୍ରମ ଓ ପଢ଼ାଇବା ତରିକା
୨୦୨୨-୨୩ ଆର୍ଥିକ ବର୍ଷରୁ ନୂଆ ସିଲାବସରେ ପଢ଼ିବେ ଦେଶର ସମସ୍ତ ଛାତ୍ରଛାତ୍ରୀନିଜ ଓଜନର ସର୍ବାଧିକ ୧୦ ପ୍ରତିଶତ ଓଜନ ସ୍କୁଲ ବ୍ୟାଗ୍ ଧରିପାରିବେ ୧-୧୦ମ ପିଲାକୋର୍ଡିଂ, ଆର୍ଥିକ ସାକ୍ଷରତା, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି କୁ ମିଳିବ ସର୍ବାଧିକ ଗୁରୁତ୍ବଜାତୀୟସ୍ତରରୁ ଖସଡ଼ା ପ୍ରସ୍ତୁତି!-->…
Read More...
Read More...
କୋହଳ କରି ବିପଦ ବଢ଼ାଇଲେ
ଚିନ୍ତା ବଢାଉଛି ଖୋର୍ଦ୍ଧା, କଟକ, ସିଂହଭାଗ ସଂକ୍ରମିତ ଏହି ଅଞ୍ଚଳରସରକାରଙ୍କ ନାକ ନିଶ ତଳେ ଖୋଲାଖୋଲି ଚାଲିଛି ଆଇନ ଉଲ୍ଲଂଘନଭୁବନେଶ୍ବରରେ ସମସ୍ତେ ବେଫିକର, ସହରବଜାର ସ୍ବାଭାବିକ, ଖଟି ବି ଚାଲିଛିଲକ୍ଡାଉନ ନିର୍ଦେଶ ଶୁଣାଇ ଦେଇ ଦାୟିତ୍ବ ଝାଡି ଦେଉଛନ୍ତି ମୁଖ୍ୟ ସଚିବ ପ୍ରଶାସନିକ!-->…
Read More...
Read More...