Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର
ଦିଲ୍ଲୀ ଏସ୍ଆଇଆର୍ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category
Today’s Highlight
ଗର୍ଭବତୀ, ବୟସ୍କଙ୍କୁ ଆଗ ଟିକା
କୋଭିଡ୍ ସମୀକ୍ଷା କରି ଚେତାଇଲେ ନବୀନଶୀତଦିନରେ ବଢିପାରେ ସଂକ୍ରମଣବର୍ତ୍ତମାନ ମାସ୍କ ହିଁ ଫଳପ୍ରଦ ପ୍ରତିରୋଧ
ଭୁବନେଶ୍ବର: କରୋନାର ମୁକାବିଲା ପାଇଁ ବିଭିନ୍ନ ଟିକାର ପରୀକ୍ଷା ନିରୀକ୍ଷା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଟୀକା ମିଳିବାର ଆଶା ଉଜ୍ଜଳ ହୋଇଛି। ଟିକା ପ୍ରଦାନ ସମୟରେ!-->!-->!-->…
Read More...
Read More...
ଝାଡ଼ିଝୁ଼ଡି ହେଇ ଉଠୁଛି ଭାରତର ଅର୍ଥନୀତି
ଷ୍ଟକ୍ ବଜାର ନିବେଶକଙ୍କ ପାଇଁ ଭଲ ଖବରବଜାରରେ କାରବାର ଧୀର ଧୀରେ ବଢୁଛିଠିକ୍ ଜାଗାରେ ନିବେଶ, ଭଲ ରିଟର୍ଣ୍ଣ ପାଇଁ ବାଟ ଖୋଲିବ
ନୂଆଦିଲ୍ଲୀ: ଷ୍ଟକ୍ ମାର୍କେଟ୍ରେ ନିବେଶ କରୁଛନ୍ତି କି? ଏବେ ସବୁଠାରୁ ସତର୍କତାର ସହିତ ପଦକ୍ଷେପ ନେବାର ବେଳ ଆସିଛି।ନିବେଶକମାନେ କେଉଁଠି କେତେ ବିପଦ!-->!-->!-->…
Read More...
Read More...
ପଛୁଆ ଅଞ୍ଚଳ ଆଗୁଆ ହେବ
ସ୍ବାଭିମାନ ଅଞ୍ଚଳର ସବୁ ପରିବାରକୁ ମୋବାଇଲ ଫୋନ ବଣ୍ଟନର ଶୁଭାରମ୍ଭ ସ୍ବାଭିମାନ ଅଞ୍ଚଳ ମୋ ହୃଦୟରେ ଅଛି, ଆଗୁଆ ଅଞ୍ଚଳ ଭାବେ ଗଢିବି: ନବୀନ ସ୍ବାଭିମାନ ଅଞ୍ଚଳ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ପରିମାଣ ୨୧୫ କୋଟି ଟଙ୍କାକୁ ବୃଦ୍ଧି ହିଂସା ଛାଡି ମୁଖ୍ୟଧାରାକୁ ଫେରିବାକୁ ବାମପନ୍ଥୀ!-->…
Read More...
Read More...
ଗଣତନ୍ତ୍ର ମନ୍ଦିରକୁ ବି କୋଭିଡ୍ ଚିନ୍ତା
ଭୁବନେଶ୍ବର/ନୂଆଦିଲ୍ଲୀ: ଓଡ଼ିଶାରେ ଏପର୍ଯ୍ୟନ୍ତ ମନ୍ଦିର, ଧର୍ମାନୁଷ୍ଠାନ କରୋନା କଟକଣା କାରଣରୁ ଖୋଲିପାରିନାହିଁ। ଦେଶରେ ଅଳ୍ପକିଛି ସ୍ଥାନ ଛାଡ଼ିଲେ, ଅନ୍ୟ କେଉଁଠାରେ ବି ଏ କ୍ଷେତ୍ରରେ ସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇନାହିଁ। ଏପଟେ ଗଣତନ୍ତ୍ର ମନ୍ଦିର ବିଧାନସଭା ଓ ଲୋକସଭାକୁ!-->…
Read More...
Read More...
ଆମେରିକାକୁ ମୁହଁ ମୋଡି଼ଲେଣି ଛାତ୍ରଛାତ୍ରୀ!
ନୂଆଦିଲ୍ଲୀ: ଆମେରିକାରେ ଉଚ୍ଚ ଅଧ୍ୟୟନ କରୁଥିବା ଭାରତର ଛାତ୍ରମାନଙ୍କ ସଂପର୍କରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଆମେରିକାର ଓପନ୍ ଡୋର୍ସ ରିପୋର୍ଟ, ୨୦୨୦ କହିଛି ଯେ ୨୦୧୯-୨୦ରେ ଆମେରିକାରେ ପାଠ ପଢ଼ୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିଯାଇଛି। ତେବେ ଆଶ୍ବାସନାର ବିଷୟ ହେଲା,!-->…
Read More...
Read More...
ରକ୍ତ ଦାନ କରନ୍ତୁ
ରକ୍ତ ଦାନ ମହତ୍ ଦାନ । ରକ୍ତଦାନ କରିବା ଦ୍ବାରା ଆମେ କେବଳ ଯେ,ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣେ ବ୍ୟକ୍ତିର ଜୀବନ ରକ୍ଷା କରିଥାଉ ତାହା ନୁହେଁ,ରକ୍ତଦାନ ଆମକୁ ସୁସ୍ଥ ରଖିବା ପାଇଁ ସାହାର୍ଯ୍ୟ କରିଥାଏ। ଡକ୍ତରମାନେ କୁହନ୍ତି ନିୟମିତ ରକ୍ତଦାନ କରୁଥିବା ବ୍ୟକ୍ତିମାନଙ୍କୁ ସହଜରେ କୌଣସି!-->…
Read More...
Read More...
ଶହ ଶହ କୋଟି ମାରିନେବା ପରେ ଚେତିଲେ!
ଏବେଯାଇ ବାଲି ସଇରାତ ଉପରେ ପଡିଲା ସରକାରଙ୍କ ନଜର୬୮୦ କୋଟି ଅଧିକ ରାଜସ୍ବ ମିଳିଛି, ଆହୁରି ବଢାଇବାକୁ ନିଷ୍ପତ୍ତିମୁଖ୍ୟସଚିବଙ୍କ ତନାଘନା, ଅଧିକ ନଦୀ ଶଯ୍ୟା ସଇରାତ ଚିହ୍ନଟ ନିର୍ଦେଶ
ଭୁବନେଶ୍ବର: ଦୀର୍ଘ ବର୍ଷ ପରେ ରାଜ୍ୟ ସରକାର ରାଜସ୍ବ ବୃଦ୍ଧି ପାଇଁ ଏକ ନୂଆ ରାସ୍ତା ଖୋଲିଛନ୍ତି।!-->!-->!-->…
Read More...
Read More...
ସବୁ ଚାଷୀଙ୍କୁ ମିଳିବ ପରିଚୟ ପତ୍ର
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କୃଷକ ଓଡିଶା ଓ ବିଭିନ୍ନ ଅନ୍ଲାଇନ ସେବାର ଶୁଭାରମ୍ଭରାଜ୍ୟର ୭୬ ଲକ୍ଷ ଚାଷୀ ‘କୃଷକ ଡାଟାବେସ୍’ର ଅନ୍ତର୍ଭୁକ୍ତ କରୋନା ସମୟରେ କୃଷି ହିଁ ଆମ ଅର୍ଥନୀତି ପାଇଁ ବଡ ଆଶା: ନବୀନ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫-ଟି କାର୍ଯ୍ୟକ୍ରମ ଅଧୀନରେ!-->!-->!-->…
Read More...
Read More...
ସ୍କୁଲ ପାଠ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ
ଭୁବନେଶ୍ବର: ଚାରି କୋଟି ଓଡିଆଙ୍କ ହୃଦୟର ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଏଣିକି ମାଧ୍ୟମିକ ସ୍ତରରେ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ। ନବମ ଓ ଦଶମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଏହି କାଳଜୟୀ କୃତୀ ପଢିବାର ସୁଯୋଗ ପାଇବେ।!-->…
Read More...
Read More...
ବ୍ରେନ୍ ଷ୍ଟ୍ରୋକ୍
ବିଶ୍ବର ଦ୍ବିତୀୟ ବୃହତ୍ ମୃତ୍ୟୁ ଶାରିରୀକ ଅକ୍ଷମତାର କାରଣ ହେଉଛି ବ୍ରେନ୍ ଷ୍ଟ୍ରୋକ୍। ଓଡିଶାରେ ଷ୍ଟ୍ରୋକ୍ ରୋଗୀ ସଂଖ୍ୟା ସାରା ଭାରତରେ ଦ୍ବିତୀୟ। ଏହି ଷ୍ଟ୍ରୋକ୍ ଯେତେ ମାରାତ୍ମକ ହେଲେ ସୁଦ୍ଧା ଠିକ୍ ସମୟରେ ଏହାର ଉପଚାର କଲେ ଏଥିରୁ ଅନେକ ମାତ୍ରାରେ ଉପଶମ ହୋଇଥାଏ। ତେଣୁ ଏହି!-->…
Read More...
Read More...