Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର
ଦିଲ୍ଲୀ ଏସ୍ଆଇଆର୍ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category
Today’s Highlight
ଅତି ଭୀଷଣ ହେବ ନିଭାର୍; ଓଡ଼ିଶା ଉପରେ କି ପ୍ରଭାବ ରଖିବ ଜାଣନ୍ତୁ
ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଭୀଷଣ ବାତ୍ୟା ରୂପ ଧାରଣ କରି ନିଭାର୍ ଏବେ ଚେନ୍ନାଇ ଠାରୁ ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ ୩୫୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାର ରୂପ ନେବ। ସାମୁଦ୍ରିକ ତାପମାତ୍ରା!-->…
Read More...
Read More...
କଂଗ୍ରେସ ଭୋଟର କୁଆଡେ ଯିବେ?
ଭୁବନେଶ୍ବର: ବରିଷ୍ଠ ନେତା ଗୁଲାମନବୀ ଆଜାଦ, କପିଲ ଶିବଲ ପ୍ରମୁଖ ଗାନ୍ଧୀ ପରିବାରର ହାଇକମାଣ୍ଡରାଜ ନେଇ ସ୍ବର ଉଠାଇବା ପରେ ଅକଳରେ ପଡ଼ିଯାଇଛି କଂଗ୍ରେସ। ଯେଉଁ ଗାନ୍ଧୀ ପରିବାର ବିରୋଧରେ କେହି ମୁହଁ ଖୋଲିଲେ ଦିନେ ଦଳରୁ ବିଦା ହେବାର ଦ୍ବାର ନେତୃତ୍ବ ଦେଖାଉଥିଲେ, ସେହି ଦଳର ଶୀର୍ଷ!-->…
Read More...
Read More...
ସହଯୋଗୀ ବଦଳାଇବେ ମୋଦୀ, ଓଡ଼ିଶାରୁ କିିଏ?
ନୂଆଦିଲ୍ଲୀ: କେନ୍ଦ୍ର ସରକାର ମନ୍ତ୍ରିମଣ୍ଡଳ ଅଦଳବଦଳ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଓଡ଼ିଶା ରାଜନୀତି ପାଇଁ ଏହି ଅଦଳବଦଳ ଯଥେଷ୍ଟ ଗୁରୁତ୍ବ ରଖୁଛି। ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ତାଲିକାରେ ଓଡ଼ିଶା ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବଙ୍କ ନାମ ରହିଛି। ପୂର୍ବରୁ କେନ୍ଦ୍ରମନ୍ତ୍ରୀ!-->…
Read More...
Read More...
୬ବର୍ଷରେ ଚାଷୀଙ୍କୁ ୬୧ହଜାର କୋଟି
ଓଡ଼ିଶାର ଚାଷୀଙ୍କୁ ମୋଦୀ ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍୫୩, ୬୮୦.୨୫ କୋଟିର ଧାନ କିଣିଛନ୍ତି, ଅନ୍ନଦାତାଙ୍କ ହାତମୁଠା ମଜବୁତ୍ଧାନର ଏମଏସପି କ୍ୱିଂଟାଲ ପ୍ରତି ୧୩୬୦ ଟଙ୍କାରୁ ବୃଦ୍ଧି ପାଇ ୧୮୬୮ ଟଙ୍କା ହୋଇଛି୨୦୧୮-୧୯ ଠାରୁ ଚାଷୀଙ୍କ ସିଧାସଳଖ ବ୍ୟାଙ୍କ୍ ଖାତାକୁ!-->…
Read More...
Read More...
ମନ୍ତ୍ରିମଣ୍ଡଳ ଅଦଳବଦଳ ଆସନ୍ନ, କିଏ ବାଦ୍ ପଡ଼ିବେ?
ଭୁବନେଶ୍ବର: ବିଧାନସଭା ଶେଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ କରିବେ। ଏଭଳି ଏକ ନକ୍ସା ଉପରେ କସରତ ଆରମ୍ଭ ହୋଇଯାଇଛି। ପଞ୍ଚମ ପାଳିରେ ନବୀନ କ୍ଷମତାକୁ ଆସିବା ପରେ ଏହା ପ୍ରଥମ ଅଦଳବଦଳ ହେବ। ଏହାର ପ୍ରାରମ୍ଭିକ ପ୍ରକ୍ରିୟା ସ୍ବରୂପ!-->…
Read More...
Read More...
ନବୀନଙ୍କ ଜଟିଳ ଗଣିତ, ଦୁର୍ବୋଧ୍ୟ
ଭୁବନେଶ୍ବର: ସଦ୍ୟ ସମାପ୍ତ ଦୁଇ ବିଧାନସଭା ଉପନିର୍ବାଚନ ବାଲେଶ୍ବର ଏବଂ ତିର୍ତ୍ତୋଲରେ ବିଜେଡିର ଆରାମଦାୟକ ବିଜୟ ଜାତୀୟ ରାଜନୀତି ପୃଷ୍ଠଭୂମିରେ ବିଶେଷ ଗୁରୁତ୍ବ ରଖୁଛି। ୧୧ଟି ରାଜ୍ୟରେ ହୋଇଥିବା ବିଧାନସଭା ଉପନିର୍ବାଚନ ଫଳାଫଳକୁ ନିରେଖି ଦେଖିଲେ ଜଣାପଡୁଛି ଯେ ବିଜେଡି ଓ ନବୀନ!-->…
Read More...
Read More...
ଅକଳରେ ପକାଇବ ପିପିଲି ଆସନ
ଅନୁକମ୍ପା ବଦଳରେ ପରିବର୍ତ୍ତନ ସପକ୍ଷରେ ବଢୁଛି ଜନମତଚାରି ଦଶନ୍ଧି ପରେ ମଇଦାନରେ ନାହାନ୍ତି ମହାରଥୀ, ଯୁଧିଷ୍ଠିରବିଜେଡି ପାଇଁ ବେଶୀ ଅଡୁ଼ଆ, ସହଜ ସ୍ଥିତିରେ ରହିଛି ବିଜେପିପୂର୍ବରୁ ଦୁଇ ଆସନ ହାତେଇଛି ବିଜେପି, ବିଜେଡ଼ି ପାଇଁ ଆହ୍ବାନକାମ ଦେଇନପାରେ ବିଜେଡିରର ସଂଗଠିତ ପ୍ରଚାର କୌଶଳ
!-->!-->!-->…
Read More...
Read More...
ବଡ଼ କଥାଟେ କହିଲେ ପଞ୍ଚଦଶ ଆୟୋଗ
ଜିଏସ୍ଟି ଏକ ସମ୍ପୂର୍ଣ୍ଣ ଟିକସ ବ୍ୟବସ୍ଥା ନୁହେଁସଂଘୀୟ ବ୍ୟବସ୍ଥା ଅନୁପାଳନକୁ ଗୁରୁତ୍ବନୀତି ଆୟୋଗ ପୁନର୍ବିନ୍ୟାସ ଜରୁରୀ ହୋଇଛି
ନୂଆଦିଲ୍ଲୀ: ଜିଏସ୍ଟି ବା ସାମଗ୍ରୀ ଓ ସେବା ଟିକସ କଣ? ଏହା କେତେ ସରଳ ଓ ପ୍ରଭାବୀ? ଏଭଳି କିଛି ପ୍ରସଙ୍ଗ ଉପରେ ତଥାପି ତୃଣମୂଳସ୍ତରରେ ବିତର୍କ!-->!-->!-->…
Read More...
Read More...
ସୀମା ବିବାଦ ପ୍ରସଙ୍ଗ: ସାମ୍ନାକୁ ଆସିଲେ ଧର୍ମେନ୍ଦ୍ର
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କହିଲେ, ସର୍ବଦଳୀୟ ବୈଠକ ଡାକିବା ସହ ଗୃହ କମିଟି ଗଠନ କରଆପୋସ ବୁଝାମଣାରେ ସୀମା ବିବାଦର ସମାଧାନ କରାଯାଉ, ମୁଖ୍ୟ ଭୂମିକା ନେଇ ଓଡ଼ିଶାଆବଶ୍ୟକସ୍ଥଳେ ଆଇନଗତ ପଦକ୍ଷେପ ନିଅନ୍ତୁ, ହେଲେ ଲୋକଙ୍କ ସ୍ୱାର୍ଥ ସହ ସାଲିସ ନହେଉ
ନୂଆଦିଲ୍ଲୀ: ଓଡିଶା ସହ ପଡୋଶୀ!-->!-->!-->…
Read More...
Read More...
ଇନ୍ଦିରା ଗାନ୍ଧୀ: କିଛି କଥା, କିଛି ଦର୍ଶନ
ନୂଆଦିଲ୍ଲୀ: ଭାରତର ପ୍ରଥମ ତଥା ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ଆଜି ଜନ୍ମଦିବସ। ୧୯୧୭ ମସିହା ନଭେମ୍ବର ୧୯ ତାରିଖରେ ଉତ୍ତରପ୍ରଦେଶର ପ୍ରାର୍ଥନା (ପୂର୍ବ ଆହ୍ଲାବାଦ)ରେ ଜନ୍ମ ଗ୍ରହଣ କରିଥିବା ଇନ୍ଦିରା ଗାନ୍ଧୀ ଦେଶର ତିନି ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ!-->…
Read More...
Read More...