ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category

Today’s Highlight

ଅନ୍‌ଲକ୍-୫: କେତେ କୋହଳ, ଜାଣନ୍ତୁ

● ସ୍କୁଲ ଖୋଲିବା ନିଷ୍ପତ୍ତି ରାଜ୍ୟର● ୫୦% ଦର୍ଶକରେ ଖୋଲିବ ସିନେମା ହଲ● ୩୧ ଅକ୍ଟୋବର ଯାଏ କଣ୍ଟେନମେଣ୍ଟ ଜୋନରେ କଠୋର ଲକଡାଉନ କଟକଣା ନୂଆଦିଲ୍ଲୀ: କଣ୍ଟେନମେଣ୍ଟ ଜୋନ୍ ବାହାରେ ଅଧିକ କାର୍ଯ୍ୟକଳାପକୁ ଅନୁମତି ଦେବା ଲାଗି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନୂଆ ନିର୍ଦ୍ଦେଶ
Read More...

ଓଡ଼ିଶାକୁ ପ୍ରଶଂସାରେ ପୋତିଲା ‘ହୁ’

କୋଭିଡ୍ ମୁକାବିଲାରେ ଆଗୁଆ ନିଷ୍ପତ୍ତି ଓ ପଦକ୍ଷେପ ଓଡ଼ିଶାକୁ ସଫଳ କଲାପଞ୍ଚାୟତିରାଜ ପ୍ରତିନିଧିଙ୍କ ଅଂଶଗ୍ରହଣ ଓ ଆଗତୁରା ସଚେତନତାକୁ ବି ଠାରିଲେମୁଖ୍ୟମନ୍ତ୍ରୀ, ପଞ୍ଚାୟତ ପ୍ରତିନିଧି, ଅଧିକାରୀଙ୍କୁ ନେଇ ଟିମ୍ ଓ କୋଭିଡ୍ ଡାକ୍ତରଖାନା ସଫଳତା ଆଣିଲା ଭୁବନେଶ୍ବର: କୋଭିଡ୍
Read More...

ଲାଭରେ ରହିବ ଅକାଳୀ!

ପଞ୍ଜାବରେ ଶକ୍ତି ବୃଦ୍ଧି ପାଇଁ ଅକାଳୀ ଦଳର ବଡ଼ ଚାଲ୍, କୃଷିକୁ ବଡ଼ ପ୍ରସଙ୍ଗ କରିବଆଞ୍ଚଳିକ ଦଳକୁ ଆୟୁଧ କରି ବିଜେପିର କ୍ଷମତା ବୃଦ୍ଧି ଚାଲ୍ ବି ପ୍ରଭାବିତ ହେଲାପୂର୍ବରୁ ବିଜେଡି, ଟିଡିପି, ଜେଡିୟୁ ପ୍ରମୁଖଙ୍କୁ ଧରି ବିଭିନ୍ନ ରାଜ୍ୟରେ ଶକ୍ତି ବଢାଇଛି ବିଜେପିବିଜେପି-ଅକାଳୀ ମେଣ୍ଟ
Read More...

ଚଣ୍ଡିଖୋଲ ପେଟ୍ରୋ ଭଣ୍ଡାର ପାଇଁ ଅଣ୍ଟାଭିଡ଼ିଲେ ଧର୍ମେନ୍ଦ୍ର

ବିଦେଶୀ କଂପାନିକୁ ନିମନ୍ତ୍ରଣ କଲେ କେନ୍ଦ୍ରମନ୍ତ୍ରୀ୨୦୨୩ ସୁଦ୍ଧା ସବୁ ରେଳପଥକୁ ବିଦ୍ୟୁତକରଣ ୧୨ଟି ଟୁଜି ଜୈବ-ବିଶୋଧନାଗାର ପ୍ରତିଷ୍ଠା କରାଯିବ ୧୪ ହଜାର କୋଟି ଟଙ୍କା ବିନିଯୋଗ ଲକ୍ଷ୍ୟ ରହିଛି୧୫ଲକ୍ଷରୁ ଅଧିକ ସୋଲାର ପମ୍ପ ବି ସ୍ଥାପନ ଲକ୍ଷ୍ୟ ନୂଆଦିଲ୍ଲୀ/ଭୁବନେଶ୍ୱର:
Read More...

ଦୁର୍ନାମ ବେଳେ ସୁନାମ ଆଣିଲେ ସୋନୁ

ପ୍ରଥମ ବଲିଉଡ୍ ତାରକା ଭାବେ ପାଇଲେ ୟୁଏନ୍‌ଡିପି ପୁରସ୍କାରକରୋନାରେ ସ୍ୱତନ୍ତ୍ର ମାନବିକ କାର୍ଯ୍ୟ ପାଇଁ ଜାତିସଂଘ ଦେଲା ପୁରସ୍କାରଲକ୍ଷ ଲକ୍ଷ ପ୍ରବାସୀଙ୍କୁ ଘରେ ପହଞ୍ଚାଇବା, ନିଯୁକ୍ତି, ଶିକ୍ଷାରେ ଲାଗିଛନ୍ତିସମସ୍ତଙ୍କ ହୃଦୟରେ ଏବେ ସୋନୁ, ନାମୀ ଓ ବିଦେଶରେ ବି ଚର୍ଚ୍ଚାରେନିଶା ସେବନ,
Read More...

କରୋନା ଯୋଦ୍ଧାଙ୍କ ସମ୍ମାନ ପାଇଁ ଆଉ ପାଦେ

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ, ୭ ତାରିଖ ଯାଏ ଚାଲିବପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜଙ୍କ ସମେତ ୧୮ଜଣଙ୍କ ପାଇଁ ଶୋକ ପ୍ରସ୍ତାବପ୍ରାଣ ହରାଇଥିବା କରୋନା ଯୋଦ୍ଧାଙ୍କ ପାଇଁ ବିଧାନସଭାରେ ଶୋକ ପ୍ରସ୍ତାବ ଆସିଲାନବୀନ ନିବାସରୁ ଭିଡ଼ିଓ କନଫରେନ୍ସିଂରେ ବିଧାନସଭାରେ ସାମିଲ
Read More...

ପଶ୍ଚିମବଙ୍ଗରେ ମମତା-ମୁକୁଲ ଲଢେଇ

ପଶ୍ଚିମବଙ୍ଗ ରାଜନୀତିରେ ବିଜେପି ବଡ଼ କାର୍ଡ ଚଳାଇଲାଜାତୀୟ ଉପସଭାପତି ଭାବେ ମୁକୁଲ ରୟଙ୍କୁ ନିଯୁକ୍ତିତୃଣମୂଳ କଂଗ୍ରେସରେ ବିଭାଜନ ପାଇଁ ମଞ୍ଜି ବୁଣିଲେ କୋଲକାତା: କେବଳ ଓଡ଼ିଶା ନୁହେଁ, ପଶ୍ଚିମବଙ୍ଗ ରାଜନୀତିରେ ବି ବିଜେପି ଗୋଟିଏ ବଡ଼ ଗୋଟିଚାଳନା କରିଛି। ପୂର୍ବତନ କେନ୍ଦ୍ର
Read More...

ତିନି ବର୍ଷରେ ସବୁ ବସ୍ତି ହେବ ଆଦର୍ଶ କଲୋନୀ

ବଡ଼ ଘୋଷଣା ସହିତ ପୌର ନିର୍ବାଚନ ପାଇଁ ସଜବାଜ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀଆଗକୁ ଉପନିର୍ବାଚନ ପରିପ୍ରେକ୍ଷୀରେ ବାଲେଶ୍ବରରୁ କାର୍ଯ୍ୟକ୍ରମର ଶୁଭାରମ୍ଭ ହେଲା ଏକ ଲକ୍ଷରୁ ଅଧିକ ଭୂମି ଅଧିକାର ପ୍ରମାଣପତ୍ର ଆବଣ୍ଟନର ଶୁଭାରମ୍ଭ ଭୁବନେଶ୍ବର: ଆଗାମୀ ତିନି ବର୍ଷରେ ରାଜ୍ୟର ସବୁ ବସ୍ତି
Read More...

ଜଗତସିଂହପୁରରେ ନିର୍ବାଚନୀ କାର୍ଡ ଖେଳିଲେ ନବୀନ

ତିର୍ତ୍ତୋଲ, କୁଜଙ୍ଗ, ମାହାଙ୍ଗା, ରଘୁନାଥପୁର ଓ ଗରଦପୁରରେ ଯୋଗାଯୋଗର ନୂଆ ଯୁଗ ଆରମ୍ଭ କରୋନା ଲଢେଇ ସହ ବିକାଶ କାମ ମଧ୍ୟ ଆଗକୁ ବଢିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ତିର୍ତ୍ତୋଲ ଅଞ୍ଚଳରେ ୨୦୦ କୋଟି ଟଙ୍କାରେ ମହାନଦୀ ଉପରେ ଦୁଇଟି ସେତୁର ଶିଳାନ୍ୟାସ ଭୁବନେଶ୍ବର: ଆଜି ତିର୍ତ୍ତୋଲ
Read More...

ବ୍ୟୋମକେଶଙ୍କୁ ଯୁବ ଓ ଦେବୀଙ୍କୁ ଛାତ୍ରଙ୍କ ଦାୟିତ୍ବ

ଭୁବନେଶ୍ବର: ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଆଜି ବିଧାୟକ ବ୍ୟୋମକେଶ ରାୟଙ୍କୁ ବିଜୁ ଯୁବ ଜନତା ଦଳର ରାଜ୍ୟସଭାପତି ଭାବେ ନିଯୁକ୍ତି ଦେଇଛନ୍ତି। ବିଜେଡି ଗଣମାଧ୍ୟମ ବ୍ୟାପାର ଦାୟିତ୍ବରେ ଥିବା ସାଧାରଣ ସଂପାଦକ ମାନସ ରଂଜନ ମଙ୍ଗରାଜ ଏ ନେଇ ପ୍ରେସ ବିବୃତିରେ ଜଣାଇଛନ୍ତି। ଶ୍ରୀ
Read More...