Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର
ଦିଲ୍ଲୀ ଏସ୍ଆଇଆର୍ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category
Today’s Highlight
କୃଷିବିଭାଗ ବାବୁଙ୍କୁ ସଦର ମହକୁମା ଛାଡ଼ିବା ମନା
ଖରିଫ ଚାଷ ପରିପ୍ରେକ୍ଷୀରେ କୃଷିବିଭାଗର ବରିଷ୍ଠ ଅଧିକାରୀଙ୍କ ବୈଠକବିଭାଗର ଅଧିକାରୀମାନଙ୍କୁ କଡ଼ା ତାଗିଦ କଲେ ମନ୍ତ୍ରୀ ଅରୁଣ ସାହୁ ବିହନ ଓ ସାର ଯୋଗାଣ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଇଛି ଖିଲାପକାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ
ଭୁବନେଶ୍ୱର: ଚଳିତ ଖରିଫରେ!-->!-->!-->…
Read More...
Read More...
ଶ୍ରୀଜଗନ୍ନାଥଙ୍କ ଠାରୁ ନବୀନଙ୍କ ବର୍ଷ ପୂର୍ତି କାର୍ଯ୍ୟକ୍ରମ
୨୯ ତାରିଖରୁ ଶ୍ରୀଜଗନ୍ନାଥ ଓ ଶ୍ରୀ ଲିଙ୍ଗରାଜ ମନ୍ଦିର ବିକାଶ କାମ ଆରମ୍ଭବିନ୍ଦୁସାଗର ଜଳ ବିଶୋଧନ ପାଇଁ ରସାୟନ ପ୍ରତିଷ୍ଠାନ ସହ ହେବ ବୁଝାମଣା୨୦୧୯ ମେ ୨୯ରେ ନବୀନ ପଞ୍ଚମପାଳିର ଶାସନ ଭାର ଗ୍ରହଣ କରିଥିଲେ
ଭୁବନେଶ୍ବର: ରାଜ୍ୟ ସରକାର ପୁଣି ଥରେ ପୁରୀ ମନସ୍କ ହୋଇଛନ୍ତି। ଆଜି!-->!-->!-->!-->!-->…
Read More...
Read More...
ଆଉ ଗୋଟିଏ ମାସ ଚ୍ୟାଲେଞ୍ଜ: ନବୀନ
ଭୁବନେଶ୍ବର: ରାଜ୍ୟରେ କରୋନା ମୁକାବିଲା ସ୍ଥିତି ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଏକ ବଡ଼ ଆହ୍ବାନ ରାଜ୍ୟ ସାମ୍ନାରେ ରଖିଛନ୍ତି। ବିଭିନ୍ନ ବିଭାଗର ସଚିବଙ୍କ ସହିତ କଥାବାର୍ତା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିମାନ ଏବଂ ରେଳ ଖୋଲିବା ପରିପ୍ରେକ୍ଷୀରେ!-->…
Read More...
Read More...
ଏବେ ମୁହଁ ଖୋଲିଲେ ବିଜେପିର ପ୍ରଥମ ଧାଡ଼ିର ନେତା
ସରକାରଙ୍କୁ ଘେରିଲେ ବିରୋଧୀ, ପ୍ରବାସୀ ପ୍ରସଙ୍ଗରେ ଗର୍ଜିଲେପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ବି ଚୂନ ମାରିଲେ
ଭୁବନେଶ୍ବର: ରାଜ୍ୟରେ ବସ ପରିବହନ ସେବା ସ୍ବାଭାବିକ ହୋଇପାରୁନଥିବା ଓ ଅନ୍ ଲାଇନ୍ ମଦ ବିକ୍ରି ପ୍ରସଙ୍ଗ ଏବେ ରାଜ୍ୟ ସରକାରଙ୍କ ପାଇଁ ମହଙ୍ଗା ପଡ଼ିଲାଣି। ରବିବାର ଠାରୁ!-->!-->!-->…
Read More...
Read More...
ରଣନୀତି ବଦଳାଇଲା କି ବିଜେପି
ନିର୍ବାଚନମଣ୍ଡଳୀସ୍ତରରରୁ ଆକ୍ରମଣ ନିଷ୍ପତ୍ତି!ମାହାଙ୍ଗାରୁ ଆସି ଭୁବନେଶ୍ବର ଯାଏ ଲମ୍ବିଲାଣିଉଭୟ ଦଳର ମଧୁଚନ୍ଦ୍ରିକାରେ ଅନ୍ତଃ ଘଟିପାରେ
ଭୁବନେଶ୍ବର: ବିଜେପି-ବିଜେଡ଼ି ଭିତରେ ଚାଲିଥିବା ମଧୁଚନ୍ଦ୍ରିକାର ଅନ୍ତଃ ଘଟିବାକୁ ଯାଉଛି। ଉଭୟ ପରସ୍ପରକୁ ଛକିବା ଆରମ୍ଭ କଲେଣି। ପରସ୍ପରକୁ!-->!-->!-->…
Read More...
Read More...
ଏବେ ବସ, ଅଟୋ, ଟ୍ୟାକ୍ସି ଚଳାଚଳ କରିବ
ଆସନ୍ତାକାଲି ଠାରୁ ବିମାନ ଚଳାଚଳ ଆରମ୍ଭ ହେବ।
ଭୁବନେଶ୍ବର: ରାଜ୍ୟ ସରକାର ଆଜି ଲକଡାଉନ୍ ୪ରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲିଠାରୁ ଆନ୍ତଃଜିଲ୍ଲା ବସ ଓ ସିଟି ବସ ଚଳାଚଳକୁ ହଁ କରିଛନ୍ତି। ସେହିଭଳି ଓଲା, ଉବେର ଓ ଅଟୋ ଯାତାୟତକୁ ବି ସରକାର ସର୍ତ ମୂଳକ ଅନୁମତି!-->!-->!-->!-->!-->…
Read More...
Read More...
ମୋଦୀ ଆସୁଛନ୍ତି, ପ୍ୟାକେଜକୁ ନଜର
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ମୋଦୀ ଆଜି ଆକାଶମାର୍ଗରୁ ଓଡ଼ିଶାର ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିବେ ଓ ବିମାନବନ୍ଦରରେ ହିଁ ସମୀକ୍ଷା ବୈଠକ କରିବେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଓଡ଼ିଶା ପରିପ୍ରେକ୍ଷୀରେ ଏକ ବଡ଼ ବାର୍ତା!-->…
Read More...
Read More...
ନବୀନଙ୍କ ରାଜନୀତି କାର୍ଡ ଆଜି ବି ସମସ୍ତଙ୍କ ପାଇଁ ଅବୁଝା
ଗୁରୁବାର ପଶ୍ଚିମବଙ୍ଗ କ୍ଷୟକ୍ଷତି ନେଇ ଦୁଃଖ ପ୍ରକାଶ କରିଥିଲେ ନବୀନପଶ୍ଚିମବଙ୍ଗ ଲୋକଙ୍କ ସହିତ ଓଡ଼ିଶାବାସୀ ଅଛନ୍ତି ବୋଲି ଜଣାଇଥିଲେଶୁକ୍ରବାର ମମତାଙ୍କ ସହିତ କଥା ହୋଇ ସିଧାସଳଖ ସହଯୋଗ କଥା ଜଣାଇଲେପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ନବୀନଙ୍କ ସକ୍ରିୟତା ନେଇ ରାଜନୀତିରେ କମ୍ପନ
!-->!-->!-->…
Read More...
Read More...
ସୁରକ୍ଷା ଦାୟିତ୍ବ ପ୍ରତିହାରୀଙ୍କ ହାତରେ
ଭୁବନେଶ୍ବର: ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ବ ପ୍ରତିହାରୀ ସେବାୟତଙ୍କ ଉପରେ କାହିଁ କେଉଁ କାଳରୁ ନ୍ୟସ୍ତ ରହିଛି। ଆଜି ଭଳି ଯେତେବଳେ ମାଳ ମାଳ ପୁଲିସ, ଥାନା ଶ୍ରୀମନ୍ଦିର ପାଇଁ ନ ଥିଲା, ସେତେବେଳେ ଶହ ଶହ ବର୍ଷ ଧରି ଏମାନେ ହିଁ ମହାପ୍ରଭୁଙ୍କ ସେବା କରିଆସୁଥିଲେ। ଭୋରରୁ ଦ୍ବାର!-->!-->!-->…
Read More...
Read More...
ଆଜି ନବୀନ, କାଲି ମୋଦୀ ଦେଖିବେ ‘ଅମ୍ଫାନ୍’ କ୍ଷତି
ଓଡ଼ିଶା ବାତ୍ୟା ମୁକାବିଲାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀଆସନ୍ତାକାଲି ସୁଦ୍ଧା ସ୍ଥିତି ସ୍ବାଭାବିକ, ୧୦ ବ୍ଲକରେ କ୍ଷତି ଘଟାଇଲା ବାତ୍ୟାପାଖାପାଖି ୧୫ହଜାରରୁ ଅଧିକ ଘର ଭାଙ୍ଗି ନଷ୍ଟ ହୋଇଛି୪୫ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ପ୍ରାରମ୍ଭିକ ସୂଚନା
ଭୁବନେଶ୍ବର: ମହାବାତ୍ୟା!-->!-->!-->…
Read More...
Read More...