Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର
ଦିଲ୍ଲୀ ଏସ୍ଆଇଆର୍ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category
Today’s Highlight
ଚୀନକୁ ଶିକ୍ଷା ଦେବାକୁ ମେଗାପ୍ଲାନ୍?
ଜି -୭ ରେ ଯୋଗଦେବାକୁ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆମନ୍ତ୍ରଣ କରିଥିଲେ
ନୂଆଦିଲ୍ଲୀ: ଚୀନକୁ ଶିକ୍ଷା ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଏକ ମେଗାପ୍ଲାନ ପ୍ରସ୍ତୁତ କରିଥିବା କୁହାଯାଉଛି। ମଙ୍ଗଳବାର ପ୍ରଧାନମନ୍ତ୍ରୀ!-->!-->!-->…
Read More...
Read More...
୨୩ବର୍ଷ ପରେ ପୁଣି ଓଁ ନମଃ ଶିବାୟ
ନୂଆଦିଲ୍ଲୀ: ସମସ୍ତ କିମ୍ବଦନ୍ତୀ ସିରିଏଲଗୁଡ଼ିକ ଗୋଟିଏ ପରେ ଗୋଟିଏ ଫେରୁଛନ୍ତି। ରାମାୟଣ, ମହାଭାରତ, ଶ୍ରୀକୃଷ୍ଣ, ବିଷ୍ଣୁ ପୁରାଣ, ଏବଂ ଶ୍ରୀ ଗଣେଶଙ୍କ ପ୍ରତ୍ୟାବର୍ତ୍ତନ ପରେ ୨୩ ବର୍ଷ ପରେ ଆସିବ ଓଁ ନମଃ ଶିବାୟ।
କଲର୍ସ ଏହାର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ 'ଓମ୍ ନାମ ଶିବାୟ'ର ଟିଜର!-->!-->!-->…
Read More...
Read More...
କାହିଁକି କ୍ଷୀର ଆମ ପାଇଁ ଉପଯୋଗୀ?
ଆଜି ବିଶ୍ବ କ୍ଷୀର ଦିବସ, ୨୦ବର୍ଷ ହେଲା ପାଳନ ହେଉଛି
ଭୁବନେଶ୍ବର: ପ୍ରାଚୀନ କାଳରୁ କ୍ଷୀରର ମହତ୍ତ୍ବ ରହିଛି। ଜୁନ୍ ପହିଲାକୁ (ଆଜି) ପ୍ରତିବର୍ଷ ବିଶ୍ୱ ଦୁଗ୍ଧ ଦିବସ ଭାବରେ ପାଳନ କରାଯାଏ। ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ ଦ୍ୱାରା ଏହି ଅଭିଯାନ ୨୦୦୧ ରେ ଆରମ୍ଭ ହୋଇଥିଲା।!-->!-->!-->…
Read More...
Read More...
ଚଳିତ ବର୍ଷ ଭଲ ବର୍ଷା!
ଆରବ ସାଗରରେ ଆସୁଥିବା ଭୀଷଣ ବାତ୍ୟା ମହାରାଷ୍ଟ୍ରରେ ସ୍ଥଳଭାଗ ଛୁଇଁବଚଳିତବର୍ଷ ସ୍ବାଭାବିକ ଠାରୁ ଅଧିକ ବର୍ଷା ସମ୍ଭାବନା ଅଧିକ ବୋଲି ପୂର୍ବାନୁମାନଓଡ଼ିଶାକୁ ମୌସୁମୀ ବିଳମ୍ବରେ ଆସିବ, ୧୦ ପରେ ବଢିପାରେ ବର୍ଷା
ଭୁବନେଶ୍ବର (ସାର୍ଥକ ମିଶ୍ର): ଭାରତ ଭୂଖଣ୍ଡ ଛୁଇଁଲା ଦକ୍ଷିଣ ପଶ୍ଚିମ!-->!-->!-->…
Read More...
Read More...
ଲୋକଙ୍କ ସ୍ବାର୍ଥ ପାଇଁ କେବଳ
କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟ କଠୋରଜୀବନ ସହିତ ଜୀବିକାର ଭାରସାମ୍ୟ ରହିଛିଜୁଲାଇ ୩୧ ଯାଏ ଖୋଲିବନି ସ୍କୁଲ, କଲେଜଜୁନ୍ ୩୦ ଭିତରେ ମନ୍ଦିର, ମଲ୍,ଜିମ୍ ଖୋଲିବନି୧୧ ଜିଲ୍ଲାରେ ସପ୍ତାହରରେ ଦୁଇଦିନ ପାଇଁ ସଟଡାଉନ୍
ଭୁବନେଶ୍ବର: କରୋନାର ଗୋଷ୍ଠୀ ସଂକ୍ରମଣ ଭୟ ନେଇ ଜାତୀୟସ୍ତରରେ!-->!-->!-->…
Read More...
Read More...
ପଶ୍ଚିମ ଓଡ଼ିଶାକୁ ଭୟ ବଢ଼ିଲା
ଭୁବନେଶ୍ବର: ଶେଷରେ ଛତିଶଗଡ଼ରେ ପଙ୍ଗପାଳ ପହଞ୍ଚିଥିବା ଖବର ଆସିଛି। ଛତିଶଗଡ଼ ସୀମାନ୍ତ କୋରିଆ ଜିଲ୍ଲାରେ ଲୋକେ ପଙ୍ଗପାଳ ଦେଖିବା ପରେ ଭୀତତ୍ରସ୍ତ ହୋଇପଡିଛନ୍ତି। କେବଳ ସେତିକି ନୁହେଁ, ପଶ୍ଚିମ ଓଡ଼ିଶାକୁ ପଙ୍ଗପାଳ ମାଡ଼ି ଆସିପାରନ୍ତି ବୋଲି ଯେଉଁ ପୂର୍ବାନୁମାନ ହେଉଥିଲା, ତାହାକୁ!-->…
Read More...
Read More...
ବଦଳିଲା ପ୍ରଧାନମନ୍ତ୍ରୀଙ୍କ ସ୍ବର
ଅମ୍ଫାନ୍ ମୁକାବିଲାର ସଫଳତା ପାଇଁ ଓଡ଼ିଶାବାସୀଙ୍କୁ ପ୍ରଶଂସାମୁଖ୍ୟମନ୍ତ୍ରୀଙ୍କୁ ଶ୍ରେୟ ଦେଲେନି କି ନବୀନଙ୍କ ଟିମ କଥା ବି ଆଉ କହିଲେନି
ଭୁବନେଶ୍ବର: ମନ୍ କି ବାତ୍ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କ ସାମ୍ନାରେ ଲକ୍ ଡାଉନ୍ ଠାରୁ ପଙ୍ଗପାଳ ପର୍ଯ୍ୟନ୍ତ ବିଭିନ୍ନ!-->!-->!-->…
Read More...
Read More...
କେଉଁଠି ହେବ ବଡ଼ ଧରଣର କାଳବୈଶାଖୀ
ଝାଡ଼ଖଣ୍ଡ ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି । କେନ୍ଦ୍ରୀୟ ଛତିଶଗଡ଼ ଅଞ୍ଚଳ ରେ ଆଉ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ରହିଛି ।
ଦକ୍ଷିଣ ପଶ୍ଚିମ ମୋୖସୁମୀ ବାୟୁ ଭାରତ ରେ ପହଞ୍ଚିବା ପାଇଁ ଅନୁକୂଳ ପରିବେଶ ରହିଛି । ନିର୍ଦ୍ଧାରିତ ସମୟ (ଜୁନ୍ ୧) ଠାରୁ!-->…
Read More...
Read More...
ନବୀନ ତଥାପି ପ୍ରଭାବଶାଳୀ
ପଞ୍ଚମ ପାଳିର ଆଜି ପ୍ରଥମ ବର୍ଷ ଶେଷ, ପାଞ୍ଚ ବିପର୍ଯ୍ୟୟ, ପାଞ୍ଚ ପରିବର୍ତନ ଅସ୍ତ୍ରରାଜନୀତିରେ ଏବେ ବି ଚକ୍ରବର୍ତୀ ସମ୍ରାଟ, ବିରୋଧୀ ନିଷ୍ପ୍ର୍ପଭ, ଦଳୀୟ ନେତାଙ୍କ ଅବଦାନ ନାହିଁପ୍ରଭାବୀ ହୋଇପାରିଲାନି ନବୀନଙ୍କ ମନ୍ତ୍ରିମଣ୍ଡଳ, ପ୍ରଶାସନରେ ପରିବର୍ତନ ଦେଖିଲା ରାଜ୍ୟସାମ୍ନାjs!-->…
Read More...
Read More...
କୋଭିଡ଼କୁ ପ୍ରସଙ୍ଗ କଲା ରାଜ୍ୟ ବିଜେପି!
କଟକରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦେଲେ ନେତା୪ଦଫା ଦାବି ରଖି ପୂରଣ ପାଇଁ ଜିଦ୍ ଧରିଲା ବିଜେପି
ଭୁବନେଶ୍ବର: କୋଭିଡ଼ ଅନିୟମିତତା ଅଭିଯୋଗକୁ ବଡ଼ ପ୍ରସଙ୍ଗ କରିବା ଲାଗି ବିଜେପି ପାଗ ଭିଡ଼ିଛି। ଆଜି କଟକ ଜିଲ୍ଲାପାଳଙ୍କୁ ଭେଟି ବିଜେପିର ଏକ ପ୍ରତିନିଧି ଦଳ ଏ ସଂକ୍ରାନ୍ତରେ!-->!-->!-->…
Read More...
Read More...