ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ
Browsing Category

Today’s Highlight

ଚିଲିକାକୁ ମାଡ଼ି ଆସୁଛି ବିପଦ!

ମହାନଦୀ କାରଣରୁ ଜୈବ ବିଭିଦତା ପ୍ରତି ବିପଦ ରହିଛିବିପର୍ଯ୍ୟୟ କାରଣରୁ ଅଧିକରୁ ଅଧିକ ମୁହାଣ ଖୋଲୁଛିଶୀତ ହେଲାନି, ଅଧାରୁ କମ୍ ପକ୍ଷୀ ଏଯାଏ ଆସିଛନ୍ତିମାତିଲେଣି ଶିକାରୀ, ୬୦ରୁ ଅଧିକ ପକ୍ଷୀଙ୍କୁ ମାରିଦେଲେ ଭୁବନେଶ୍ବର: ନୀଳାମ୍ବୁ ଚିଲିକାକୁ ବିପଦ ମାଡି ଆସୁଛି। ମହାନଦୀରେ ଜଳସ୍ତର…
Read More...

ଓଡିଶାକୁ ଓ ଓଡିଶା ମଧ୍ୟଦେଇ ଯାତ୍ରା କରୁଥିବା ଟ୍ରେନ ପ୍ରଭାବିତ

ପଶ୍ଚିମ ବଙ୍ଗରେ ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗ୍ପୁର ଓ ହାଓଡ଼ା ରେଳ ସେକ୍ସନ ମଧ୍ୟରେ ସଂକ୍ରାଏଲ, ମୋୖରୀଗ୍ରାମ, ବଙ୍କ୍ରI ନୟାଵାଜ ଓ ନଳପୁର ଷ୍ଟେସନ ମାନଙ୍କଠାରେ ଲୋକମାନଙ୍କ ଦ୍ୱାରା ବିକ୍ଷୋଭ ଯୋଗୁଁ ଓଡିଶାକୁ ଓ ଓଡିଶା ମଧ୍ୟଦେଇ ଯାତ୍ରା କରୁଥିବା ଟ୍ରେନ ନିମ୍ନ ଅନୁଯାଇ ପ୍ରଭାବିତ ହୋଇଛି I…
Read More...

ଦିନଗଡୁଛି, ବିପଦ ବଢୁଛି

ମହାନଦୀ ଜଳବିବାଦ ଶୁଣାଣି ଫେବୃଆରି ପହିଲାକୁ ଘୁଞ୍ଚିଲାଜାନୁଆରି ଦ୍ବିତୀୟ ଥର କ୍ଷେତ୍ର ପରିଦର୍ଶନ ପାଇଁ ନିଷ୍ପତ୍ତି ଭୁବନେଶ୍ବର: ମହାନଦୀ ମହାବିବାଦ ପ୍ରସଙ୍ଗ ଏବେ ଟ୍ରିବ୍ୟୁନାଲଙ୍କ ବିଚାରାଧୀନ। ଆଜି ମାମଲାର ଶୁଣାଣି ଥିଲା। ଉଭୟ ରାଜ୍ୟ ତାଙ୍କ ମତ ରଖିବାପରେ ଟ୍ରିବ୍ୟୁନାଲ ଏହାର…
Read More...

ଅପରାଗତା ନା ନବୀନଙ୍କ ବିରୋଧରେ ଷଡ଼ଯନ୍ତ୍ର!

ସମଗ୍ର ରାଜ୍ୟରେ କୁକୁର କାମୁଡା ଇଞ୍ଜେକସନ୍ ସରିଗଲା କିପରି?କେଉଁ ପରିସ୍ଥିତିରେ ସ୍ବାସ୍ଥ୍ୟ ବିଭାଗ, ଔଷଧ ନିଗମ ଜାଣିପାରିଲେନି?ରାଉରକେଲାରେ ଅଭାବନୀୟ ପରିସ୍ଥିତି, ଧାରଣା ଦେଲେଣି ରୋଗୀକାହା ଭୁଲ୍, '୫ଟି'ରେ କିଏ ଦଣ୍ଡ ପାଇବ ତାକ ରାଜ୍ୟବାସୀ ଅପେକ୍ଷା କରିଛନ୍ତି ଭୁବନେଶ୍ବର: କୁୁକୁର…
Read More...

ଜାତୀୟ ରାଜପଥ ଜଗିବେ ଅବସରପ୍ରାପ୍ତ ପୁଲିସ

୧୧୯ ଅବସରପ୍ରାପ୍ତ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ଯୋଜନାମାସିକ ୧୭ ହଜାର ଟଙ୍କା ଦରମାରେ ସେମାନେ କାମ କରିବେସଡକ ସୁରକ୍ଷା ପାଣ୍ଠିରୁ ଖର୍ଚ୍ଚ ହେବ ଗାଡି, ତେଲ ଆଦି ବାବଦ ଅର୍ଥ ଭୁବନେଶ୍ବର: ସଡକ ଦୁର୍ଘଟଣା ରୋକିବା ଲାଗି ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଜାତୀୟ…
Read More...

ନିର୍ଭୟା ଅଭିଯୁକ୍ତଙ୍କୁ ଫାଶୀ ଏବେ ନୁହେଁ, କାହିଁକି ଜାଣନ୍ତୁ

ନୂୁଆଦିଲ୍ଲୀ: ନିର୍ଭୟା ମାମଲାରେ ଅଭିଯୁକ୍ତଙ୍କୁ ଫାଶୀ ଏବେ ନିକଟରେ ଦିଆଯିବାର ସମ୍ଭାବନା କ୍ଷୀଣ। ନିକଟରେ, ଏପରିକି ଯେ କୌଣସି ମୁହୂର୍ତରେ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବ ବୋଲି ଯେଉଁ ରିପୋର୍ଟ ପ୍ରକାଶ ପାଉଛି, ସେଥିରେ ସତ୍ୟତା କମ୍ ରହିଥିବା ଜଣାପଡୁଛି। କାରଣ ଆମ ବ୍ୟବସ୍ଥାରେ ଏମିତି…
Read More...

ବିରୋଧୀ ଘାଣ୍ଟିଲେଣି, ବିଜେଡି ଚୁପ୍

ଭୁବନେଶ୍ବର: ଦଳୀୟ ଫୋରମରେ ମୁହଁ ଖୋଲିଲେ ବଜ୍ର ଭଳି କଥା ବାହାରୁଛି। ସଭାସମିତିରେ ଭାଷଣ ଦେବା ବେଳେ ଅନର୍ଗଳ ଗର୍ଜନ ତର୍ଜନ କରୁଛନ୍ତି। ହେଲେ ଗଣମାଧ୍ୟମରେ କି ବିରୋଧୀ ଶକ୍ତିକୁ ମୁକାବିଲା କରିବାରେ ପଛୁଆ କାହିଁକି? ବିଜେଡି ସୁପ୍ରିମୋଙ୍କ ନିଷ୍ପତ୍ତିରେ ଦଳୀୟ ନେତା ଖୁସି ନୁହଁନ୍ତି…
Read More...

ଫେବ୍ରିକ୍ ଷ୍ଟଲରେ ଝଲସିବ ବେଳାଭୂମି

୪ମାସରେ ସରିବ ସ୍ବର୍ଗଦ୍ବାର ନବକଳେବର କାର୍ଯ୍ୟବେଳାଭୂମିରେ ୨୦୦୦ ଉଠାଦୋକାନୀ ଥଇଥାନ ହେବେ ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଓ ସ୍ବର୍ଗଦ୍ବାର ନବୀକରଣ ପାଇଁ ଗୋଟିଏ ପଟେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଅନ୍ୟପଟରେ ପୁରୀ ବେଳାଭୂମିକୁ ବିଶ୍ବରେ ଅନନ୍ୟ ଭାବେ ଗଢିତୋଳିବା…
Read More...

ସହଯୋଗୀ ଏମିତି ଥିଲେ, ସଫଳତା ଆସିବ

ଡିସେମ୍ବର ୧୧ ତାରିଖ ପ୍ରଧାନମନ୍ତ୍ରୀଙ୍କ ପାଇଁ ମନେରଖିବାର ଦିନସଂସଦର ଅନୁମୋଦନ ଲାଭ କଲା ନାଗରିକତା ସଂଶୋଧନ ବିଲ୍ଗୁଜରାଟ ଦଙ୍ଗାରେ ନାନାବତୀ କମିସନ କ୍ଲିନ୍ ଚିଟ୍ ଦେଲେ ମୋଦୀଙ୍କୁରାଜ୍ୟସଭାରେ ସଂଖ୍ୟା ନଥାଇ ବି ତିନି ତଲାକ୍, ଧାରା ୩୭୦ରେ ମୋହରସଂପର୍କ ସୁଧାରିବା କ୍ଷେତ୍ରକରେ…
Read More...

କାହା ହାତକୁ ଯିବ ବିଜେଡି ମହିଳା ସଂଗଠନ?

ଦଳରେ ଏଯାଏ ଅବହେଳିତ ହୋଇ ରହିଛି ମହିଳା ସଂଗଠନସରକାରକୁ ସୁରକ୍ଷା ଦେଇପାରିନାହାନ୍ତି ମହିଳା ନେତ୍ରୀସଭାପତି ଦୌଡରେ ସରୋଜିନୀ, ଲତିକା, ସ୍ନେହାଙ୍ଗିନୀଉପଯୁକ୍ତ ନେତ୍ରୀଙ୍କୁ ଖୋଜିବା ନବୀନଙ୍କ ପାଇଁ ଚ୍ୟାଲେଞ୍ଜ ଭୁବନେଶ୍ବର: ବିଜେଡି ସାଂଗଠନିକ ନିର୍ବାଚନ ଲାଗି ପୂରା ଦମରେ ପ୍ରସ୍ତୁତି…
Read More...