ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ
Browsing Category

Today’s Highlight

କାହା ହାତକୁ ଯିବ ବିଜେଡି ମହିଳା ସଂଗଠନ?

ଦଳରେ ଏଯାଏ ଅବହେଳିତ ହୋଇ ରହିଛି ମହିଳା ସଂଗଠନସରକାରକୁ ସୁରକ୍ଷା ଦେଇପାରିନାହାନ୍ତି ମହିଳା ନେତ୍ରୀସଭାପତି ଦୌଡରେ ସରୋଜିନୀ, ଲତିକା, ସ୍ନେହାଙ୍ଗିନୀଉପଯୁକ୍ତ ନେତ୍ରୀଙ୍କୁ ଖୋଜିବା ନବୀନଙ୍କ ପାଇଁ ଚ୍ୟାଲେଞ୍ଜ ଭୁବନେଶ୍ବର: ବିଜେଡି ସାଂଗଠନିକ ନିର୍ବାଚନ ଲାଗି ପୂରା ଦମରେ ପ୍ରସ୍ତୁତି…
Read More...

ମହାନଦୀ ପ୍ରସଙ୍ଗରେ ବଡକଥା କହିଲା ଛତିଶଗଡ

ଆଲୋଚନା ପାଇଁ ସରକାର ପ୍ରସ୍ତୁତ ବୋଲି କହିଲେ ଛତିଶଗଡ ଗୃହ ମନ୍ତ୍ରୀ ତାମ୍ରଧ୍ବଜମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ଭବନେଶ୍ବର: ମହାନଦୀନ ଜଳ ବିବାଦ ମାମଲା ଏବେ ଟ୍ରିବ୍ୟୁନାଲର ବିଚାରାଧୀନ ରହିଛି। ଉଭୟ ଛତିଶଗଡ ଓ ଓଡ଼ିଶା ସରକାର…
Read More...

ସେନା ହାତରେ ଆମେରିକା ବନ୍ଧୁକ

ଆତଙ୍କବାଦ ମୁକାବିଲା ପାଇଁ ଭାରତର ବଡ଼ ନିଷ୍ପତ୍ତିସେନାରେ ସାମିଲ ହେଲା ଏସଆଇଜି ୭୧୬ ନୂଆ ରାଇଫଲ୍ସକାଶ୍ମୀରରେ ମୁତୟନ ସୈନିକଙ୍କ ହାତରେ ଧରାଇଦେଲେ୭୨ହଜାର କିଣାଯିବ, ଏବେ ୧୦ହଜାର ଆସିଛିଋଷ-ଭାରତ ଯୌଥ ଉଦ୍ୟୋଗରେ ଏକ ୨୦୩ ରାଇଫଲ୍ସ ଉତ୍ପାଦନ ହେବ ନୂଆଦିଲ୍ଲୀ: କାଶ୍ମୀରରେ ଆତଙ୍କବାଦ…
Read More...

ଏବେ ପିଜି ପାଠ୍ୟକ୍ରମ ଲାଗି ଏକକ ପରୀକ୍ଷା

କୁଳପତି ସମ୍ମିଳନୀରେ ବଡ଼ ନିଷ୍ପତ୍ତି ନେଲେ ଉଚ୍ଚଶିକ୍ଷା ମନ୍ତ୍ରୀଯୁ୍କ୍ତ ତିନି ପରୀକ୍ଷା ଫଳ ଜୁନ୍ ୧୫ ସୁଦ୍ଧା ପ୍ରକାଶ ପାଇବଲାଇବ୍ରେରି ସୁଦୃଢୀକରଣ ସମେତ ଗବେଷଣା ଉପରେ ଗୁରୁତ୍ବ ଭୁବନେଶ୍ବର: କୁଳପତିମାନଙ୍କ ସମ୍ମିଳନୀରେ ରାଜ୍ୟ ସରକାର ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।…
Read More...

ବିଜେଡିରେ ପୂରୁଣା ବଦଳିବେ, ନୂଆ ଆସିବେ!

ଭୁବନେଶ୍ବର: ଦୀର୍ଘ ୩୦ ବର୍ଷ ଧରି ରାଜ୍ୟ ରାଜନୀତିରେ ଦବଦବା ରଖିଥିବା ନେତାମାନଙ୍କ ରାଜନୀତି କ୍ୟାରିଅର ୟୁ ଟର୍ଣ୍ଣ ମାରିବ। ସେମାନଙ୍କୁ ମୁଖ୍ୟ ସ୍ରୋତରୁ ଦୂରେଇ ତାଙ୍କ ସ୍ଥାନରେ ପୁଅ, ପରିବାର କିମ୍ବା ଅନୁଗତଙ୍କୁ ସାମ୍ନାକୁ ଆଣିପାରେ ବିଜେଡି। ବିଜେଡି ସାଂଗଠନିକ ପ୍ରକ୍ରିୟାରେ ଏହାର ଝଲକ…
Read More...

ସାନଭାଇଠୁ ବଡ଼ ଭାଇ ଆହୁରି ଉଗ୍ର

ଅଟକିଗଲା ଲିଙ୍ଗରାଜ ମନ୍ଦିର ବାହାର ଉଚ୍ଛେଦ କାର୍ଯ୍ୟଆନ୍ଦୋଳନାକାରୀଙ୍କ ବିରୋଧ ସାମ୍ନାରେ ମୁଣ୍ଡ ନୁଆଁଇଲେସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ସୁରକ୍ଷା ଦେଇପାରିଲେନିବିରୋଧୀ ଦେଖାଇଲେ ଦବଦବା, ଅକଳରେ ସରକାର ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ନେଇ…
Read More...

ଏମାନଙ୍କ ପଛରେ କିଏ?

ପୋସ୍କୋରେ ସଫଳ ହେଲେ, ଏବେ ଜିନ୍ଦଲ ପାଇଁ ସଜବାଜଖୁବ୍ ଶୀଘ୍ର ଗଠନ ହେବ ଜିନ୍ଦଲ ପ୍ରତିରୋଧ ସମିତିସମସ୍ତେ ଜାଣିଲେଣି, ସରକାର ହାତ ବାନ୍ଧିବସିଛନ୍ତି୨୦ରେ ଜନଶୁଣାଣିକୁ ଜୋରଦାର ବିରୋଧ ହେବ ଭୁବନେଶ୍ବର: ସରକାର ସୁରକ୍ଷା ଦେଇପାରିଲେ ନାହିଁ, ଓଡ଼ିଶା ଛାଡି ଚାଲିଗଲା ସର୍ବବୃହତ୍…
Read More...

ଧର୍ମେନ୍ଦ୍ରଙ୍କ ଅନୁଗତ ହେବେ ସଭାପତି!

ଭୁବନେଶ୍ବର: ଆସନ୍ତା ୨୦ ତାରିଖ ବେଳକୁ ରାଜ୍ୟ ବିଜେପି ନୂଆ ମୁଖିଆ ନିଯୁକ୍ତ ହେବେ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଯଦିଓ ସାଗଂଠନିକ ନିର୍ବାଚନ ପ୍ରକ୍ରିୟା ମାଧ୍ୟମରେ ଏହି ନିର୍ବାଚନ ହେବ ବା ସଭାପତି ବଛାଯିବେ, କିନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯାହା ନାମ…
Read More...

ବିଜେପି ଚାହିଁଲା, ବିଜେଡି ଦେଲା

ନାଗରିକତା ବିଲ୍କୁ ସମର୍ଥନ ଦେବ ବିଜେଡି, ହ୍ବିପ୍ ଜାରି ହୋଇପାରେଦେଶରେ ମୋଦୀଙ୍କର ସବୁଠାରୁ ବିଶ୍ବାସଯୋଗ୍ୟ ଦଳ ହେଉଛି ବିଜେଡିବିଜେଡି ପାଇଁ କମ୍, ବିଜେପି ପାଇଁ ଏବେ ନବୀନଙ୍କ ସମର୍ଥନ ବେଶୀ ଲୋଡାସଂଖ୍ୟା ଲାଗି ଦରକାର, ତା ଠାରୁ ଅଧିକ ନବୀନଙ୍କ ଭାବମୂର୍ତି ବଡ ଶକ୍ତି ଭୁବନେଶ୍ବର:…
Read More...

ଓଡିଆ ଜାତି ଦୟାରେ ନୁହେଁ ଲଢେଇ କରି ସ୍ୱୀକୃତି ପାଇବ: ଧର୍ମେନ୍ଦ୍ର

କେନ୍ଦ୍ର ସଂସ୍କୃତି ବିଭାଗ ନେତୃତ୍ୱରେ ପାଇକ ବିଦ୍ରୋହ ‘ଏନ୍ସିଇଆରଟି’ ପୁସ୍ତକରେ ସ୍ଥାନ ପାଇଛି ଏହି ସ୍ମାରକୀ ଆଗାମୀ ୨୦୦ ବର୍ଷ ପର୍ଯ୍ୟନ୍ତ ଓଡିଆଙ୍କ ବିଜୟଗାଥାକୁ ବିଶ୍ୱରେ ପ୍ରତିପାଦିତ କରିବ ଖୋର୍ଦ୍ଧା: ଓଡିଆ ଜାତି କାହା ଦୟାରେ ନୁହଁ ଲଢେଇ କରି ସ୍ୱୀକୃତି ପାଇବ ବୋଲି ରବିବାର…
Read More...