ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ
Browsing Category

Today’s Highlight

କାହିଁକି ବିଧାୟକଙ୍କ ସହ ଏମିତି ଘଟୁଛି?

ଭୁବନେଶ୍ବର: ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କୁ ଘରେ ତାଲା ପକାଇ ଦୁର୍ବୃତ୍ତ ତାଙ୍କ ଗାଡିରେ ନିଆଁ ଲଗାଇ ଜାଳିଦେଇଛନ୍ତି। ବିକ୍ରମପୁର ଗାଁର ଭରତପୁର ନନ୍ଦିରା ଅଞ୍ଚଳରେ ଥିବା ତାଙ୍କର ଏକ ଫାର୍ମ ହାଉସରେ ଦୁର୍ବୃତ୍ତମାନେ ଶନିବାର ରାତି ପାଖାପାଖି ୨ଟା ବେଳେ ଏଭଳି ଅଭାବନୀୟ…
Read More...

ଚାଷୀ ଏବେ କାହାର ହେବେ ?

ବିଜେପିକୁ ବଡ଼ ଭାଇ ଭାଗ ଦେଇ ନିଜେ ଛୋଟ ଭାଗ ନେବେ!କାଳିଆ ସବୁଠାରୁ ଲୋକପ୍ରିୟ ବୋଲି କହିଲେ, ଭାଙ୍ଗି ଦି' ଗଡ କରିଦେଲେ!ବେଆଇନ ସତ୍ତ୍ବେ ଭାଗଚାଷୀଙ୍କୁ ଟଙ୍କା ଦେବା ନେଇ ଖୋଲା ବିଜ୍ଞପ୍ତି!ସରକାରୀ ଚାକିରିଆ ଓ ଚାଷୀଙ୍କୁ ବିଗାଡାଇବା ପାଇଁ ବାଟ ଖୋଲିଲା! ଭୁବନେଶ୍ବର: ୨୦୧୯…
Read More...

ମନ୍ତ୍ରୀ ପଦକୁ ଫେରିିବେ କ୍ଷମତାଶାଳୀ

ସାଂଗଠନିକ ନିର୍ବାଚନ ପରେ ରାଜ୍ଯ ମନ୍ତ୍ରିମଣ୍ଡଳ ଅଦଳବଦଳଦାଗି ମନ୍ତ୍ରୀଙ୍କ ସମେତ ନେତୃତ୍ବର ଯବକାଚରେ ୫ମନ୍ତ୍ରୀବାଚସ୍ପତି, ସରକାରୀ ଦଳ ମୁଖ୍ୟ ସଚେତକ ବଦଳିପାରନ୍ତିଏକାଧିିକ ମନ୍ତ୍ରୀଙ୍କ ବିଭାଗରେ ପରିବର୍ତନ ସମ୍ଭାବନା ଭୁବନେଶ୍ବର: ଆସନ୍ତା ବଜେଟ୍ ଅଧିବେଶନ ପୂର୍ବରୁ ରାଜ୍ୟ…
Read More...

ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ବତନ୍ତ୍ର ଆଇନ

ଭୁବନେଶ୍ବର: ମହାପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିର ଭଳି ଲିଙ୍ଗରାଜ ମନ୍ଦିର ପାଇଁ ମଧ୍ୟ ଆସିବ ସ୍ଵତନ୍ତ୍ର ଆଇନ କରାଯିବ। ଆଜି ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗଣମାଧ୍ୟମକୁ ଏମିତି ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ଏଭଳି ସୂଚନା ପରେ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରତି ବିଳମ୍ବରେ…
Read More...

୬୦ବର୍ଷରୁ କମ୍ ବୟସ ଶ୍ରମିକଙ୍କ ପେନସନ୍ ସଂପର୍କରେ ଆଲୋଚନା ହେବ

ଶ୍ରମିକମାନଙ୍କୁ ଆଶ୍ବାସନା ଦେଲେ ସରକାର ଶ୍ରମିକଙ୍କ କଲ୍ୟାଣ ପାଇଁ ଦିଆଯାଇଛି ୧୪୭୦ କୋଟି ଭୁବନେଶ୍ବର: ଅଣ ସଂଗଠିତ ସାମାଜିକ ସୁରକ୍ଷା କଲ୍ୟାଣ ଆଇନ, ୨୦୦୮ ଅନୁସାରେ କେନ୍ଦ୍ର ସରକାର ୨ଚି ପେନସନ୍ ଯୋଜନା କରିଛନ୍ତି। ଗୋଟିଏ ଅଣସଂଗଠିତ ଶ୍ରମିକଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀ…
Read More...

ପୁଣି ବିଜୟଙ୍କୁ ଭରସା କଲେ ସରକାର

ନୂଆଦିଲ୍ଲୀ: ପୂର୍ବତନ ଆଇପିଏସ୍ ଅଫିସର କେ ବିଜୟ କୁମାରଙ୍କ ଉପରେ କେନ୍ଦ୍ର ସରକାର ପୁଣି ଥରେ ଭରସା କରିଛନ୍ତି। ତାଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି। ସେ କଶ୍ମୀର ସମସ୍ୟା ସହିତ ମାଓ ଉପଦ୍ରୁତ ରାଜ୍ୟ ପାଇଁ ପରାମର୍ଶଦାତା ଭାବେ…
Read More...

୪ ଦୁଷ୍କର୍ମକାରୀ ଅଭିଯୁକ୍ତ ମୃତ

୨୮ ତାରିଖ ଦିନ ଜଣେ ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ପୋଡି ହତ୍ୟା କରିଥିଲେ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ଏନକାଉଣ୍ଟର କରିଥିଲା ହାଇଦ୍ରାବାଦ: ହାଇଦ୍ରାବାଦ ଡାକ୍ତରାଣୀ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଅଭିଯୁକ୍ତ ମୃତ୍ୟୁବରଣ କରିଛନ୍ତି। ପୁଲିସ ଏନକାଉଣ୍ଟରରେ…
Read More...

ମହିଳା କମିସନ ଆଇନ ଦୁର୍ବଳ ନୁହେଁ, ତଥାପି…

ଆଉ କେତେ ଦୁଷ୍କର୍ମ ଘଟଣା ଘଟିଲେ, ସମସ୍ତେ ଚେତିବେ? ଭୁବନେଶ୍ବର: ବହୁଚର୍ଚ୍ଚିତ ସ୍ମିତାରାଣୀ ମାମଲାରେ ମହିଳା କମିସନ ଅଧ୍ୟକ୍ଷା ମୀନତି ବେହେରାଙ୍କ ବିରୋଧରେ ବିଜେପି ଅଭିଯୋଗ ଆଣିଥିଲା। ଦଳର ନେତାମାନେ ବିଧାନସଭା ବାହାରେ କହିଥିଲେ, ବିରୋଧୀ ଦଳ ନେତା ନିଜେ ବିଧାନସଭା ଭିତରେ ଏହି…
Read More...

ନିଜ ଗୋଡକୁ ନିଜେ ହାଣିଲେ

ରାଜ୍ୟ କ୍ୟାବିନେଟ୍ ଅନୁମତି ଦେଇସାରିଛନ୍ତିମନ୍ତ୍ରୀ କହିଲେ ପିଏମ୍ କିଷାନ-କାଳିଆ ସମ୍ମେଳନ ହେବକିନ୍ତୁ କାଳିଆ ଯୋଜନା ଚାଲିବମନ୍ତ୍ରୀଙ୍କ ମନ୍ତବ୍ୟ ଯଦି ଠିକ୍ସ,ତେବେ ସମ୍ମେଳନ କାହିଁକି ଭୁବନେଶ୍ବର: ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନାରେ ଚାଷୀଙ୍କୁ ୬ ହଜାର ଟଙ୍କା ଦେବା ଲାଗି କେନ୍ଦ୍ର…
Read More...

ଶୁଆଇ ଦେଉନାହାନ୍ତି ପାଣ୍ଡିଆନ୍

ଭୁବନେଶ୍ବର: ସରକାରୀ କାମ କରିବେ ବୋଲି ରାତି ଶୁଆଇ ଦେଉନାହାନ୍ତି ୫ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍। କିଛି ଦିନ ତଳେ ଭୋର ୪ଟାରୁ କଟକ ମେଡିକାଲ ଯାଇ ସେଠାରେ ସ୍ଥିତି ସମୀକ୍ଷା କରିଥିଲେ। ସନ୍ଧ୍ୟାରେ ସରକାର କଟକ ମେଡିକାଲ କଲେଜକୁ ଏମ୍ସ ପ୍ଲସ ସ୍ତରରେ ପହଞ୍ଚାଇବା ପାଇଁ ୧୦୦୦…
Read More...