Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର
ଦିଲ୍ଲୀ ଏସ୍ଆଇଆର୍ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category
TOP STORIES
ସୁଶାନ୍ତ ସିଂ ମାମଲାର ତଦନ୍ତ କରିବ ସିବିଆଇ
ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ, ପୂର୍ବାହ୍ନ ୧୧ଟାରେ ଥିଲା ଶୁଣାଣି୩୫ପୃଷ୍ଠାର ଶୁଣାଣିରେ ୩ଟି ଗୁରୁତ୍ବପୂର୍ଣ୍ଣ ଦିଗ ସଂପର୍କରେ କହିଲେ କୋର୍ଟମୁମ୍ବାଇ ପୁଲିସକୁ ଜବରଦସ୍ତ ଧକ୍କା, ସେମାନେ ତଦନ୍ତରେ ସହଯୋଗ କରିବେବିହାର ସରକାର ସିବିଆଇ ତଦନ୍ତ ପାଇଁ ସୁପାରିସ କରି ଠିକ୍!-->…
Read More...
Read More...
ଖୋର୍ଧା, କଟକ, ସୁନ୍ଦରଗଡ ଓ ରାୟଗଡା ପାଇଁ ସ୍ବତନ୍ତ୍ର ରଣନୀତି
କୋଭିଡ୍ ମୁକାବିଲା ସମୀକ୍ଷା କରି ନବୀନ ଦେଲେ ନିର୍ଦେଶ କୋରାପୁଟରେ ଆସନ୍ତା ସପ୍ତାହରେ ପ୍ଲାଜ୍ମା ବ୍ୟାଙ୍କ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ କୋଭିଡ ପରିସ୍ଥିତି ଓ ରଣନୀତି ସଂପର୍କରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକରେ!-->!-->!-->…
Read More...
Read More...
ଏକାମ୍ରକ୍ଷେତ୍ର ଯୋଜନାରେ ମୋହର ମାରିଲେ ନବୀନ
ଦୁଇ ଲକ୍ଷ ଲୋକ ସମବେତ ହୋଇ ଦେଖିପାରିବେ ଶିବରାତ୍ରି ମହାଦୀପ ଲିଙ୍ଗରାଜ ମନ୍ଦିର ସହ ସିଧା ଦେଖିହେବ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଆଜି ଏକାମ୍ରକ୍ଷେତ୍ର ଯୋଜନା ସଂପର୍କରେ!-->!-->!-->!-->!-->…
Read More...
Read More...
କୃଷି ବିଭାଗ ବଡବାବୁ ଚାକିରିରୁ ତଡା ଖାଇଲେ
ପ୍ରଦୀପ ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର ଦିଆଗଲା ଶୂନ୍ୟ ସହନଶୀଳତା ନୀତିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ ଜୁଲାଇରେ ୧୧ଲକ୍ଷରୁ ଅଧିକ ଟଙ୍କା ସହ ଧରାପଡିଥିଲେ
ଭୁବନେଶ୍ବର: ରାଜ୍ୟ ସରକାର ଆଜି ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆଧାରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି।!-->!-->!-->…
Read More...
Read More...
ଯାହା ବିଷୟରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିମାନେ କଥା ହୁଅନ୍ତି
ଆନ୍ତର୍ଜାତିକ କ୍ରିକେଟରୁ ଧୋନିଙ୍କ ଅବସର ଓ ୧୯୨୯ ଘଣ୍ଟା
ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନି ଅବସର ନେଇଛନ୍ତି। ସେ ହେଉଛନ୍ତି ଏମିତି ଶୈଳୀର ଜଣେ ଖେଳାଳି, ଯାହା ସଂପର୍କରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀମାନେ କଥା ହୋଇଥାନ୍ତି। ବିଶିଷ୍ଟ କ୍ରିକେଟ୍ ଖେଳାଳି ଜିନ୍ ଜୋନ୍ସଙ୍କର!-->!-->!-->!-->!-->…
Read More...
Read More...
ରାଜ୍ୟକୁ ଆଶା ଦେଖାଇଲେ ନବୀନ
୭୪ତମ ରାଜ୍ୟ ଉତ୍ସବରେ ପତାକା ଉତ୍ତୋଳନ କଲେ ନବୀନଓଡ଼ିଶାର କୃଷି ଅଭିବୃଦ୍ଧି ୭.୧ ପ୍ରତିଶତ ଛୁଇଁଛିପୁଞ୍ଜିନିବେଶରେ ମହାରାଷ୍ଟ୍ରକୁ ପଛରେ ପକାଇଲା ଓଡ଼ିଶାଦେଶର ୧୮ ପ୍ରତିଶତ ପୁଞ୍ଜିନିବେଶ ପ୍ରସ୍ତାବ ରାଜ୍ୟକୁ ଆସିଛି
ଭୁବନେଶ୍ବର: ଓଡ଼ିଆ ଜାତି ଅନେକ ବିପଦର ସାମ୍ନା କରିଛି। ସାହସର ସହିତ!-->!-->!-->…
Read More...
Read More...
ଭିନ୍ନ ଜଣେ ଆଇଏଏସ୍ ଅଫିସର…
ଭୁବନେଶ୍ବର: ପୂର୍ବରୁ ଲାଲକୃଷ୍ଣ ଆଡ଼ଭାନୀ ଓଡ଼ିଶା ଆସିଲେ, ପୂର୍ବତନ ମନ୍ତ୍ରୀ କନକ ବର୍ଧନ ସିଂହଦେଓ ତାଙ୍କ ସାରଥୀ ଭୂମିକାରେ ଅବତୀର୍ଣ୍ଣ ହେଉଥିଲେ। ବିମାନବନ୍ଦରରୁ ସଭାସ୍ଥଳ ପର୍ଯ୍ୟନ୍ତ ସବୁଆଡେ ନିଜ ନିଜର ଇନୋଭା ଗାଡିରେ ତାଙ୍କୁ ସଭାସ୍ଥଳକୁ ଆଣିଥାନ୍ତି। ରାଜନୈତିକ ନେତାଙ୍କ!-->…
Read More...
Read More...
ଲକ୍ଷ ଲକ୍ଷ ଚ୍ୟାଲେଞ୍ଜ ଅଛି, ୧୩୦କୋଟି ସମାଧାନ ବି ଅଛି: ପ୍ରଧାନମନ୍ତ୍ରୀ
ଲାଲକିଲ୍ଲାରୀ ଆତ୍ମନିର୍ଭରଶୀଳ ଭାରତର ମନ୍ତ୍ର ଦେଲେ ମୋଦୀକୋଭିଡ୍ ଟିକା ଆଗକୁ ବଢିଲେ ବଣ୍ଟନ ପାଇଁ ରୋଡ୍ ମ୍ୟାପ୍ ହେବସବୁ ଗ୍ରାମରେ ଅପଟିକ୍ ଫାଇବର କେବୁଲ୍ ବିଛାଯିବ୭୫ତମ ସ୍ବାଧୀନତା ଦିବସ ବଡ଼ ଢଙ୍ଗରେ ପାଳନ କରାଯିବ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା!-->!-->!-->…
Read More...
Read More...
ଟେଷ୍ଟିଂ ପାଇଁ ସ୍ବେଚ୍ଛାକୃତଭାବେ ଆଗେଇ ଆସ; ଆହ୍ବାନ ଦେଲେ ନବୀନ
ପଇସା ଅଭାବରୁ କେହି ଜଣେ ବି ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁରାଜ୍ୟ ସରକାର ସବୁ ସୁବିଧା ମାଗଣାରେ ଯୋଗାଇ ଦେଉଛନ୍ତି: ମୁଖ୍ୟମନ୍ତ୍ରୀଟେଷ୍ବିଂ ପାଇଁ ବିଡିଓ, ପଞ୍ଚାୟତ ପ୍ରତିନିଧି ସଚେତନତା ଅଭିଯାନ କରିବାକୁ ନିର୍ଦେଶ ଅଗଷ୍ଟ ୧୫ରେ ପ୍ଲାଜ୍ମା ଦାତାଙ୍କୁ ଜିଲ୍ଲାସ୍ତରରେ ସମ୍ବର୍ଧିତ!-->…
Read More...
Read More...
ରାଜସ୍ଥାନ ଖେଳ: କିଏ ହିରୋ, କିଏ ଜିରୋ?
ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମଙ୍ଗଳବାର ଦିନ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ଏବଂ ଦଳର ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ପାଇଲଟ୍ ଆହୁରି କହିଛନ୍ତି ଯେ "ମୁଁ ସୋନିଆ ଜୀ, ରାହୁଲ ଗାନ୍ଧୀ,!-->…
Read More...
Read More...