ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category

TOP STORIES

ଅମିର ଖାନ୍ ନେଲେ ବଡ଼ ନିଷ୍ପତ୍ତି

ମୁମ୍ବାଇ: କରୋନା ମହାମାରୀର ପ୍ରଭାବ ଏତେ ସାଂଘାତିକ ଭାବେ ପଡ଼ିଛି ଯେ ଚଳଚ୍ଚିତ୍ର ନିର୍ମାତାମାନେ ସେମାନଙ୍କ ଭବିଷ୍ୟତକୁ ନେଇ ଶଙ୍କି ଗଲେଣି। ଏଇ ଯେମିତି ଅମୀର ଖାନ୍‌ ଓ କରିନା କପୁରଙ୍କ ମୁକ୍ତିଲାଭ କରିବାକୁ ଯାଉଥିବା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଲାଲ ସିଂ ଚଢା' ୨୦୨୦ ଖ୍ରୀଷ୍ଟମାସରେ
Read More...

କୋଭିଡ୍ କେନ୍ଦ୍ରରେ ଅଗ୍ନିକାଣ୍ଡ, ୧୧ ମୃତ

ଗୁଜରାଟ ପରେ ଆନ୍ଧ୍ରପ୍ରଦେଶରେ ଅଭାବନୀୟ ଘଟଣା ବିଜୟୱାଡା: ଗୁଜରାଟ ପରେ ଆନ୍ଧ୍ରପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି। କୋଭିଡ୍ ସଂକ୍ରମିତ ରହୁଥିବା ଏକ ହୋଟେଲରେ ଆଜି ଭୟାବହ ଅଗ୍ନିକାଣ୍ଡରେ ୧୧ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ସଂଖ୍ୟା ବଢିପାରେ। ରବିବାର ପୂର୍ବାହ୍ନରେ
Read More...

ବିହାରରେ ରାଷ୍ଟ୍ରପତି ଶାସନ ଜାରି ହୋଇପାରେ

ନିର୍ବାଚନ ନ ହେବା ନେଇ ବଡ଼ ବିତର୍କ ଆରମ୍ଭନୀତିଶ ବି ସଙ୍କେତ ଦେଲେଣି ନିର୍ବାଚନ କରିବା କଷ୍ଟବଡ଼ ଚାଲ ଖେଳିପାରେ ବିଜେପି, ସୁଶୀଲଙ୍କୁ ଆଗକୁ ଆଣିବ ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଯଦିଓ ଭାରତର ନିର୍ବାଚନ ଆୟୋଗ ଏପର୍ଯ୍ୟନ୍ତ
Read More...

କରୋନା ମୁକାବିଲାରେ ଆଗଧାଡିରେ ସୋଆ

ଭୁବନେଶ୍ୱର, ୭/୮ : ସାରା ବିଶ୍ୱ ଏବେ କରୋନା ମହାମାରୀର କବଳରେ ଆତଙ୍କିତ । ଅଦୃଶ୍ୟ ଶତ୍ରୁର ଭୟରେ ଭୟଭୀତ ସାରା ବିଶ୍ୱବାସୀ । ଦିନକୁ ଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆମେରିକା, ଇଟାଲୀ ଓ ବ୍ରାଜିଲ୍ ଭଳି ବଡ଼ ବଡ଼ ଦେଶ ସମେତ ଭାରତ ଏପରିକି ସାରା ବିଶ୍ୱ ଏବେ
Read More...

ଶହୀଦ କୋଭିଡ ଯୋଦ୍ଧାଙ୍କୁ ନୀରବ ପ୍ରାର୍ଥନା ଜରିଆରେ ସାରା ରାଜ୍ୟରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ଗତ ୫ ମାସ ଧରି ଓଡିଶା କୋଭିଡ ବିରୁଦ୍ଧରେ ଲଢେଇ ଜାରି ରହିଛି। ଏହି ଲଢେଇର ଆଗଧାଡିରେ ରହିଥିବା କୋଭିଡ ଯୋଦ୍ଧା ମାନଙ୍କ ତ୍ୟାଗ ଓ ଉତ୍ସର୍ଗୀକୃତ ସେବା ଯୋଗୁଁ ଆଜି ରାଜ୍ୟର କୋଭିଡ ଆରୋଗ୍ୟଙ୍କ ସଂଖ୍ୟା ୨୫ ହଜାରରେ ପହଞ୍ଚିଛି। ଏହାକୁ କୋଭିଡ ଯୁଦ୍ଧର ଏକ ମହତ୍ବପୂର୍ଣ୍ଣ ଘଟଣା
Read More...

୧୫ ଦିନରେ ରାଜ୍ୟରେ ୫ଟି ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବ୍ରହ୍ମପୁରର MKCG Medical College ଓ ବୁର୍ଲାର ଭିମ୍‌ସାରରେ ରାଜ୍ୟର ଚତୁର୍ଥ ଓ ପଞ୍ଚମ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜିର ଦୁଇଟି ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟିତ ହେବା
Read More...

ୟୁପିଏସସି ପରୀକ୍ଷାରେ ଓଡିଆଙ୍କ ବାାଜିମାତ୍

ଭୁବନେଶ୍ବର: ୟୁନିୟନ ପ୍ଲବିକ ସର୍ଭିସ କମିସନ ବା ୟୁପିଏସସି ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ମୋଟ ୮ଶହ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଦୀପ ସିଂହ ଟପର ହୋଇଥିବା ବେଳେ ଓଡିଶାକୁ ପ୍ରଥମ ୧୦ଜଣଙ୍କ ମଧ୍ୟରେ ଦୁଇଟି ସ୍ଥାନ ମିଳିଛି। ଅଭିଷେକ ସରାଫ୍ ଅଷ୍ଟମ ଓ ସଞ୍ଜିତା
Read More...

ଦେଓରଂଜନ ଓ ମାଥି ବଦଳିଲେନି

ରାଜ କୁମାର ଶର୍ମାଙ୍କୁ କୃଷି ଉତ୍ପାଦନ କମିସନର ଦାୟିତ୍ବସୁରେନ୍ଦ୍ରଙ୍କୁ ଖଣି, ଅନୁଙ୍କୁ ଜଳସଂପଦ ବିଭାଗ ଦାୟିତ୍ବ ଭୁବନେଶ୍ବର: ରାଜ୍ୟ ସରକାର ଆଜି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କସ୍ତରରେ ଏକ ଅଦଳବଦଳ କରିଛନ୍ତି। ଖଣି ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାର
Read More...

ମନ୍ତ୍ରୀଙ୍କୁ ସମୟ ମିଳିଲା, ବିପଦ ବଢିଲା

କିଛି ଦିନ ସ୍ଥଗିତ ରହିଲା ମନ୍ତ୍ରିମଣ୍ଡଳ ଅଦଳବଦଳପ୍ଲାଜମା ପାଇଁ ଜିଲ୍ଲା ଗସ୍ତ ବି ଏକ ମାପଦଣ୍ଡ ହେବ ଭୁବନେଶ୍ବର: ଆପାତତଃ ଯୋଜନା ସରିଥିଲା। କିଏ କିଏ ମନ୍ତ୍ରୀ ପଦରୁ ଯିବେ, ଆଉ କାହାକୁ ସାମିଲ କରାଯିବ, ସେ ନକ୍ସା ବି ପ୍ରସ୍ତୁତି ଚାଲିଥିଲା। ହେଲେ ରାଜ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି
Read More...

ବଡ଼ ଆଶା ଦେଖାଇଲେ ନବୀନ, ନଭେମ୍ବର ସୁଦ୍ଧା କୋଭିଡ୍ ଟିକା

ସେରମ୍ ଇନଷ୍ଟିଚ୍ୟୁଟ ସିଇଓଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହେଲେଓଡ଼ିଶାରେ ଟିକାକରଣ ପାଇଁ ସହଯୋଗ ଲୋଡ଼ିଲେ, ରାଜ୍ୟର ମୁକାବିଲା ମିଳିଲା ପ୍ରଶଂସା ଭୁବନେଶ୍ବର: ଗୋଟିଏ ପଟେ ଆଜି ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନ୍ୟପଟରେ
Read More...