Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର
ଦିଲ୍ଲୀ ଏସ୍ଆଇଆର୍ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category
TOP STORIES
ସାମ୍ବାଦିକଙ୍କ ପାଇଁ ନବୀନଙ୍କ ୧୫ଲକ୍ଷ
ଭୁବନେଶ୍ବର: କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ରାଜ୍ୟ ସରକାର ତାଙ୍କ ପରିବାର ବର୍ଗଙ୍କୁ ୧୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଘୋଷଣା କରିଛନ୍ତି।
https://youtu.be/459NcjyzhzI
ରାଜ୍ୟ ସରକାରଙ୍କ!-->!-->!-->!-->!-->…
Read More...
Read More...
ମୋଦୀଙ୍କୁ ଆଗରେ ରଖି ଆସିଲା ବିଜେପି
ଭୁବନେଶ୍ବର: ଗୋଟିଏ ପଟେ କରୋନା ମୁକାବିଲା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡ଼ିଓ ଭାଇରାଲ୍ ହେଉଥିବା ବେଳେ ଅନ୍ୟପଟେ ତା ସହ ତାଳ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଆଉ ଏକ ଭିଡ଼ିଓ ଜାରି ହୋଇଛି। ବିଶିଷ୍ଟ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ରଚନା ଓ!-->…
Read More...
Read More...
ମୋଦୀଙ୍କ ଭିତର ମଣିଷପଣିଆ ଏମିତି…
ଓଡ଼ିଶାର ପାଞ୍ଚ ପୁରୁଖା ନେତାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ, ପ୍ରିୟବତ ରଥ, ବୃନ୍ଦାବନ କଳସଙ୍କୁ ମନେପକାଇଲେକିଶନ ସାହୁ ଓ ନନ୍ଦ କିଶୋର ସାହୁଙ୍କ ସହ ଟେଲିଫୋନରେ ପରିବାର କଥା ପଚାରିଲେସୁସ୍ଥ କାମନା କରି ମନକୁ ବଳ ଦେଲେ,!-->…
Read More...
Read More...
ଭିଡ଼ିଓରେ ଆଶା ଦେଖାଇଲେ ନବୀନ, …ବାସ୍ ଆଉ କିଛି ଦିନ
ଭିଡ଼ିଓ ଜାରି କରି ନୂଆ ସମ୍ଭାବନାର ସ୍ବପ୍ନ ଦେଖାଇଲେ ସରକାରରାଜ୍ୟର ପ୍ରମୁଖ ବ୍ୟକ୍ତିଙ୍କୁ ନେଇ ଗୀତ ମାଧ୍ୟମରେ ସାହସ ଦେଲେ
ଭୁବନେଶ୍ବର: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି। ତା' ଭିତରେ ରାଜ୍ୟ ସରକାର ଏହାର ମୁକାବିଲା ଲାଗି ଏକ ବଡ଼ ରଣନୀତି ପ୍ରସ୍ତୁତ!-->!-->!-->…
Read More...
Read More...
କରୋନା ମୁକାବିଲା ପାଇଁ ମୋଦୀଙ୍କ ନୂଆ ଅସ୍ତ୍ର
covidwarriors.gov.inରେ ସାମିଲ ପାଇଁ ଆହ୍ବାନ
ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ବଡ଼ ଆହ୍ବାନ ଦେଇଛନ୍ତି। ଆଜି ମନ୍ କି ବାତ୍ରେ ପ୍ରଧାନମନ୍ତ୍ରୀ ସମସ୍ତ ସ୍ୱେଚ୍ଛାସେବୀ, ନାଗରିକ ସମାଜର ପ୍ରତିନିଧି, ସ୍ଥାନୀୟ ପ୍ରଶାସନକୁ ପରସ୍ପର ସହ!-->!-->!-->…
Read More...
Read More...
ଭିତରେ ଭିତରେ ଲମ୍ବା ଯୁଦ୍ଧ ପାଇଁ ପ୍ରସ୍ତୁତି
କରୋନା ଭିତରେ ଲମ୍ବା ଲଢେଇ ପାଇଁ ଚାଲିଛି କ୍ଷେତ୍ର ପ୍ରସ୍ତୁତି, କଂଗ୍ରେସ ପଛରେଯେ କୌଣସି ମୁହୂର୍ତରେ ବିଜେଡି-ବିଜେପି ମଧୁର ସଂପର୍କରେ ପୂର୍ଣ୍ଣଛେଦ ପଡ଼ିବଅସନ୍ତୁଷ୍ଟ ବିଜେଡି ନେତାଙ୍କର ବିଜେପିକୁ ଆଖି , କଂଗ୍ରେସ ନେତା ଚାହିଁଛନ୍ତି ବିଜେଡିକୁପୌର ନିର୍ବାଚନ ପୂର୍ବରୁ ମଇଦାନ ପ୍ରସ୍ତୁତ!-->…
Read More...
Read More...
କରୋନା ଯୁଦ୍ଧରେ ସାମିଲ ପାଇଁ ଆସିଲା ନୂଆ ଡାକରା
ଭୁବନେଶ୍ବର: କରୋନା ମହାମାରୀ ମୁକାବିଲାରେ ସ୍ଵେଚ୍ଛାସେବୀ ମାନଙ୍କୁ ଯୋଦ୍ଧା ଭାବରେ ଯୋଗଦେବା ପାଇଁ,ଆଜି ଏକ ଅନନ୍ୟ ୱେବ୍ ସାଇଟ୍ https://covidsangramee.odisha.gov.in , ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ-ତଥା-ଉନ୍ନୟନ କମିଶନର୍ ଉନ୍ମୋଚନ କରିଛନ୍ତି।!-->!-->!-->…
Read More...
Read More...
ଶ୍ରୀଜଗନ୍ନାଥପ୍ରେମୀଙ୍କୁ ବଳ ଦେଲେ ଧର୍ମେନ୍ଦ୍ର
ଭୁବନେଶ୍ବର: ମହାପ୍ରଭୁ ନୀତିକାନ୍ତି ନେଇ ଶୁକ୍ରବାର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଯେଉଁ ନିର୍ଣ୍ଣୟ ଦେଇଛନ୍ତି, ତାହା ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ରହିଥିବା ଅନେକ ଆଶଙ୍କାରେ ପୂର୍ଣ୍ଣଛେଦ ଟାଣିଛି। ଏମିତି ପରିସ୍ଥିତିରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ବିଟ୍!-->!-->!-->…
Read More...
Read More...
ରଥଯାତ୍ରା ଦ୍ବନ୍ଦ୍ବ ବଢିଲା, ଶଙ୍କରାଚାର୍ଯ୍ୟଙ୍କୁ ନଜର
ଭୁବନେଶ୍ବର: ଚଳିତବର୍ଷ ରଥଯାତ୍ରା ହେବ କି ନାହିଁ, ସେ ନେଇ ଦେଖାଦେଇଥିବା ଦ୍ବନ୍ଦ୍ବ ଏବେ ନୂଆ ମୋଡ଼ ନେଇଛି। ଦୀର୍ଘ ଦୁଇ ଘଣ୍ଟା ଧରି ପରିଚାଳନା କମିଟି ବୈଠକରେ ହୋଇଥିବା ଆଲୋଚନା କ୍ରମେ ସ୍ଥିର ହୋଇଛି ଯେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ!-->!-->!-->…
Read More...
Read More...
କରୋନା ବଦଳାଇଦେଲା କୁନିପିଲାଙ୍କ ପାଠପଢା ତରିକା
ଅନଲାଇନ୍ ପାଠ ପଛରେ ଅଭିଭାବକଅଙ୍କୁର ସ୍କୁଲ ପଢାଉଛନ୍ତି ଏଭଳି ଢଙ୍ଗରେ ଛୁଆଙ୍କୁଅଭିଭାବକଙ୍କ ପାଇଁ ବି ଆରମ୍ଭ ହେବ କ୍ଲାସ୍
ଭୁବନେଶ୍ବର: କରୋନା ବିଗାଡ଼ିଦେଲା ଶିକ୍ଷାବର୍ଷ। ସରକାର ଜୁନ୍ ୧୭ ଯାଏ ସ୍କୁଲ ବନ୍ଦ କରିଥିଲେ ହେଁ, କେବେ ବାସ୍ତବରେ ଶିକ୍ଷାବର୍ଷ ଆରମ୍ଭ ହେବ, ତାହା!-->!-->!-->!-->!-->…
Read More...
Read More...