Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର
ଦିଲ୍ଲୀ ଏସ୍ଆଇଆର୍ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category
TOP STORIES
କରୋନା ମାଡ଼ରେ ବିଜେଡି, ବିଜେପି, କଂଗ୍ରେସ ଆକ୍ତାମାକ୍ତା?
ଭୁବନେଶ୍ବର: କରୋନା ମାଡ଼ ଏତେ ନିର୍ଘାତ ଯେ ଏହା କେବଳ ଧନ, ଜନ ଜୀବନ ଓ ଅର୍ଥନୀତିକୁ ପ୍ରଭାବିତ କରିଛି ତା ନୁହେଁ, ରାଜନୀତିକୁ ବି ଅଟକାଇ ଦେଇଛି। ଦଳମତ ନିର୍ବିଶେଷରେ ସମସ୍ତେ ଏହାଦ୍ବାରା ଢେର୍ ପ୍ରଭାବିତ ହୋଇଛନ୍ତି। ଏଇ ଯେମିତି, ଓଡ଼ିଶାର ତିନି ପ୍ରମୁଖ ରାଜନୈତିକ ଦଳରେ ମୁଖିଆ!-->!-->!-->…
Read More...
Read More...
ସରପଞ୍ଚଙ୍କୁ ଶପଥ କରାଇଲେ ନବୀନ
ପଞ୍ଚାୟତରେ କରୋନା ପଶିବାକୁ ଦେବେ ନାହିଁ ବୋଲି ଶପଥ ନେଲେ ସରପଞ୍ଚଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀ କଥା ହେଲେ, ପଞ୍ଚାୟତସ୍ତରକୁ ଗଲା ମୁକାବିଲା
ଭୁବନେଶ୍ବର: ମୁଁ ଶପଥ କରି କହୁଛି ଯେ ମୋ ପଞ୍ଚାୟତରେ କରୋନାକୁ ରୋକିବା ପାଇଁ ମୋତେ ଦିଆଯାଇଥିବା ଦାୟିତ୍ବ ଲୋକଙ୍କ ମଙ୍ଗଳ!-->!-->!-->…
Read More...
Read More...
ସର୍ଦାର ପଟେଲ, ପାଣ୍ଡିଆନ୍ ଏବଂ ବାବୁମାନେ
ଆଜି ବେସାମରିକ ସେବା ଦିବସ, ବାବୁଙ୍କୁ ଶାହଙ୍କ ଅଭିନନ୍ଦନ୨୦୦୬ରୁ ଏପ୍ରିଲ ୧କୁ ସ୍ବତନ୍ତ୍ର ଭାବେ ପାଳନ କରୁଛି ଦେଶ
ଭୁବନେଶ୍ବର: କିଏ ବେଶୀ କ୍ଷମତାଶାଳୀ। ବ୍ୟୁରୋକ୍ରାଟ୍ସ ନା ରାଜନେତା? ସତରେ କଣ ରାଜନେତାମାନେ ଧୀରେ ଧୀରେ ନିଷ୍ପ୍ରଭ ହୋଇଯାଉଛନ୍ତି? ସତରେ କଣ ପ୍ରଶାସନିକ!-->!-->!-->…
Read More...
Read More...
ପୁଣି ବଡ଼ ଓ କଠୋର ନିଷ୍ପତ୍ତି ଶୁଣାଇଲେ ନବୀନ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ମୁକାବିଲା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଆଜି ଘୋଷଣା କରିଛନ୍ତି, କରୋନା ଚିକିତ୍ସା ସମୟରେ ପ୍ରାଣ ହରାଇଲେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଅନ୍ୟ ସହଯୋଗୀ ସେବା ପ୍ରଦାନକାରୀ ବ୍ୟକ୍ତିଙ୍କ ପରିବାରକୁ ମିଳିବ ୫୦ଲକ୍ଷ!-->…
Read More...
Read More...
ବଦଳିିଯିବ ନିର୍ବାଚନ ପ୍ରଚାର ତରିକା
ନୂଆଦିଲ୍ଲୀ: ବିଶ୍ବର ଅନ୍ୟ ସବୁ ପ୍ରମୁଖ ଦେଶ ଅପେକ୍ଷା ଭାରତବର୍ଷର ନିର୍ବାଚନ ପ୍ରଚାର ତରିକା ନିଆରା। ଏହା ଯେତିକି ବ୍ୟୟବହୁଳ, ସେତିକି ଅବ୍ୟବସ୍ଥିତ। ପ୍ରଚାର ବେଳେ ଯେତିକି ହିଂସା ଘଟେ, ପ୍ରାୟ ତା ଠାରୁ କେଇ ଗୁଣ ଅଧିକ ଲୋକଙ୍କ ଭାବଗତ ସଂପର୍କକୁ ଏହା ଅଳ୍ପ ବହୁତେ ପ୍ରଭାବିତ!-->!-->!-->…
Read More...
Read More...
ପୁଣି ନବୀନ ଚମକାଇଲେ: ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ
ଅସାଧାରଣ ସମୟରେ ଅସାଧାରଣ ନିଷ୍ପତ୍ତି ନେବାକୁ ହୁଏ
ଭୁବନେଶ୍ବର: ରାଜ୍ୟ ସରକାର କରୋନା ମୁକାବିଲା କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ଏଭଳି ପଦକ୍ଷେପ ନେଉଛନ୍ତି, ଯାହା ଭାରତବର୍ଷକୁ ଚମକାଇ ଦେବାଭଳି। ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଏକ ବାର୍ତା ଦେଇ ନବୀନ ଏକ ବଡ଼ ଘୋଷଣା କରିଛନ୍ତି ଯେ!-->!-->!-->…
Read More...
Read More...
ସର୍ଭେ ମାପିଲା ଓଡ଼ିଶାରେ ମୋଦୀଙ୍କ ପ୍ରଭାବ
ରାଜ୍ୟ ସରକାରଙ୍କ ବିରୋଧରେ ବଡ଼ ଅସନ୍ତୋଷ ଝଲକ ନାହିଁକେନ୍ଦ୍ର ଅବଦାନ ସଂପର୍କରେ ତଥ୍ୟ ବାଣ୍ଟିଲେଣି ନେତା, ବିଜେଡି ଜାଣିନିପ୍ରତି ଗରିବ ପରିବାରକୁ ମୋଦୀଙ୍କ ଅବଦାନ ୧୦ ହଜାର ୨୩୦ ଟଙ୍କାଓଡ଼ିଶାକୁ କେନ୍ଦ୍ରର ଅବଦାନ ୧୦ହଜାର ୩୩୭ କୋଟି ଟଙ୍କାଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ବଡ଼!-->…
Read More...
Read More...
କେବଳ ଶ୍ରୀଜଗନ୍ନାଥ ମନ୍ଦିରରେ କାହିଁକି?
ହଜାର ହଜାର ଗ୍ରାମ୍ୟ ମନ୍ଦିର ସହିତ ଲକ୍ଷାଧିକ ପରିବାରର ଅର୍ଥନୀତି ଯୋଡିହୋଇରହିଛିବିଶ୍ବାସ ଓ ସକାରାତ୍ମକ ଭାବନା ସୃଷ୍ଟିଲାଗି ଏସବୁ ମନ୍ଦିର କାଳେ କାଳେ ପ୍ରତ୍ୟକ୍ଷ ହୋଇଉଠିଛନ୍ତିକୁଂସସ୍କାର, ଅନ୍ଧବିଶ୍ବାସକୁ ଦମନ କର, ସଂସ୍କୃତି ଓ ପରମ୍ପରା ନଷ୍ଟଭ୍ରଷ୍ଟ ହେଲେ ସବୁ ବିଗିଡ଼ିଯିବ
!-->!-->!-->!-->…
Read More...
Read More...
କେଉଁ ୬ଟି ଜିଲ୍ଲାରେ ବର୍ଷା ହେବ, ଜାଣନ୍ତୁ
ଭୁବନେଶ୍ବର: ପୂର୍ବ ଉତ୍ତରପ୍ରଦେଶ ଓ ଆଖପାଖ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୁରଭଞ୍ଜ , ବାଲେଶ୍ୱର, ଭଦ୍ରକ , କେନ୍ଦ୍ରାପଡା , ପୁରୀ , ଖୋର୍ଦ୍ଧା ଓ ଗଂଜାମ ଜିଲ୍ଲାର ଗୋଟିଏ ଦୁଇଟି ଅଞ୍ଚଳରେ ଘଡଘଡି ଓ ବଜ୍ରପାତ ସହିତ!-->…
Read More...
Read More...
ଯେଉଁଠି ଲୁଚିଲେ ବି କରୋନାକୁ ଖୋଜି କାଢିବେ
ଭୁବନେଶ୍ବର ହଟସ୍ପଟ୍,ଏଠାରେ ଶୂନ୍ୟ ସହନଶୀଳ ନୀତି ହେବ୫୦୦୦ ଲୋକଙ୍କର ସ୍ବାବ୍ ପରୀକ୍ଷା କରିବାକୁ ନିଷ୍ପତ୍ତିକ୍ୟାମ୍ପ ଖୋଲିବ ଓ ମୋବାଇଲ୍ ଭ୍ୟାନ ବି ସବୁଆଡେ ବୁଲିବପ୍ରାଥମିକତା ଭିତ୍ତିରେ ତାଲିକା ପ୍ରସ୍ତୁତି କଲା ସ୍ବାସ୍ଥ୍ୟବିଭାଗସରକାରଙ୍କ ନିଷ୍ପତ୍ତି ନ ଶୁଣିଲେ କାର୍ଯ୍ୟାନୁଷ୍ଠାନ!-->…
Read More...
Read More...