Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର
ଦିଲ୍ଲୀ ଏସ୍ଆଇଆର୍ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category
TOP STORIES
ଏବେ ବାହାରେ ଛେପ ପକାଇଲେ ଦଣ୍ଡ
ଭୁବନେଶ୍ବର: କରୋନାକୁ ଶହେ ପ୍ରତିଶତ ରୋକିବା ଲାଗି ରାଜ୍ୟ ସରକାର ଆଉ ଏକ କଠୋର ପଦକ୍ଷେପ ନେଇଛନ୍ତି। ପୂର୍ବରୁ ମାସ୍କ ପାଇଁ କଟକଣା ଜାରି କରାଯାଇଥିଲା। ଏବେ ସରକାର ବାହାରେ ଛେପ ପକାଇଲେ ଦଣ୍ଡ ବିଧାନ କରାଯିବ ବୋଲି ସୂଚନା ଦେଇଛନ୍ତି। ଆଜି ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ!-->!-->!-->…
Read More...
Read More...
ହୃଦୟ ଥରାଇଦେଲା ପାଣ୍ଡିଆନଙ୍କ ଭିଡ଼ିଓ
ଭୁବନେଶ୍ବର: କରୋନା ପାଇଁ ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ଜାରି ସହିତ ଲୋକଙ୍କ ଦୁର୍ଦଶା ମଧ୍ୟ ବଢିଯାଇଛି। ମେ' ୩ ତାରିଖ ଯାଏ ଏହା ଲାଗୁ ରହିବ। ରାଜ୍ୟ ସରକାର ଓଡ଼ିଶାରେ ଏଯାଏ ଅନ୍ୟ ସମସ୍ତଙ୍କ ଅପେକ୍ଷା ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି, ସଂକ୍ରମଣର ତଥ୍ୟ ଏଭଳି ସୂଚାଉଛି। ନିଜେ ୫ଟି ସଚିବ!-->…
Read More...
Read More...
ମହାପ୍ରଭୁଙ୍କ ରଥଯାତ୍ରାରେ କିଏ ବାଧକ ସାଜିବ?
ମହାମାରୀ କରୋନା କାରଣରୁ ରଥଯାତ୍ରା ବନ୍ଦ ଆଶଙ୍କାକୁ ନେଇ ପ୍ରବଳ ପ୍ରତିକ୍ରିୟାଗତ ସାଢେ ଚାରିଶହ ବର୍ଷ ଭିତରେ ୩୨ ଥର ରଥଯାତ୍ରା ବନ୍ଦ ହୋଇଛିଶ୍ରୀମନ୍ଦିର ଉପରେ ଆକ୍ରମଣ କାରଣରୁ ରଥଯାତ୍ରା ବନ୍ଦ ହୋଇଥିଲା୧୭୩୬ ମସିହା ପରଠାରୁ ନିରବଚ୍ଛିନ୍ନ ଭାବେ ଚାଲିଛି ଘୋଷଯାତ୍ରା୨୦୧୯ ପ୍ରଳୟଙ୍କରୀ!-->…
Read More...
Read More...
ମୌସୁମୀ: ଏଥର ସ୍ବାଭାବିକ, ସାମାନ୍ୟ ବିଳମ୍ବରେ ଓଡ଼ିଶା ଆସିବ
ନୂଆଦିଲ୍ଲୀ: କରୋନା ବିପତ୍ତିକୁ ନେଇ ଚାଷୀକୁଳ ଚିନ୍ତାରେ ପଡିଥିବା ବେଳେ ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ର ଏବେ ସେମାନଙ୍କ ପାଇଁ ଏକ ଭଲ ଖବର ଆଣିଛି। ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜନିତ ବର୍ଷା ସ୍ବାଭାବିକ (୯୬%-୧୦୪%) ରହିବ।
ତେବେ ଓଡ଼ିଶାକୁ ନିର୍ଧାରିତ ସମୟ ଠାରୁ!-->!-->!-->…
Read More...
Read More...
ନିରାଡ଼ମ୍ବରରେ ହେବ ବିଜୁ ଶ୍ରାଦ୍ଧ ଦିବସ
ଭୁବନେଶ୍ବର: ପ୍ରବାଦ ପୁରୁଷ ବିଶିଷ୍ଟ ଜନ ନାୟକ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଉତ୍ସବ ଏପ୍ରିଲ ୧୭ରେ ରାଜ୍ୟବ୍ୟାପୀ ନିରାଡ଼ମ୍ବର ଭାବେ ପାଳନ କରାଯିବ। ସମଗ୍ର ମାନବ ସମାଜ କରୋନା ଭଳି ମହାମାରୀକୁ ମୁକାବିଲା କରୁଛି, ଏହାକୁ ଦୃଷ୍ଟିରେ ରଖି ପ୍ରବାଦ ପୁରୁଷଙ୍କ ଶ୍ରାଦ୍ଧ ଦିବସକୁ!-->…
Read More...
Read More...
ଚାଷୀଙ୍କୁ ସହାୟତା, ଅପରାଧୀଙ୍କୁ ଦଣ୍ଡ ନିର୍ଦେଶ
ଅଭ୍ୟାସଗତ ଅପରାଧୀଙ୍କୁ ଚିହ୍ନଟ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିର୍ଦେଶକୃଷି କାର୍ଯ୍ୟରେ କୌଣସି ଅସୁବିଧା ନ ହେବା ଲାଗି ପଦକ୍ଷେପ ନିଅଦୁଇ ଦିନ ଭିତରେ ବୁର୍ଲାରେ ନମୁନା ପରୀକ୍ଷା ପାଇଁ ପଦକ୍ଷେପ ନିଅସପ୍ତାହ ଭିତରେ ପ୍ରତି ଜିଲ୍ଲାରେ କୋଭିଡ୍ ହସ୍ପିଟାଲନବୀନ ନିବାସରୁ କରୋନା ପ୍ରଭାବକୁ!-->…
Read More...
Read More...
ଏପଟେ ଲକଡାଉନ୍, ସେପଟେ ଡିଆଁଡେଇଁ ପାଇଁ ରଣନୀତି!
ଭୁବନେଶ୍ବର: ୨୦୧୪ ନିର୍ବାଚନରେ କିଛି ନେତା ବିଜେଡି ଟିକେଟକୁ ଆଖେଇଥିଲେ। ସେମାନଙ୍କୁ ଟିକେଟ୍ ମିଳିଲାନି। ସ୍ବାଧୀନ ଭାବେ ଛିଡା ହୋଇ ଆଖିଦୃଶିଆ ଭୋଟ ପାଇଥିଲେ। ଏମାନେ ଥିଲେ ବିଜେଡିର ଦ୍ବିତୀୟ ଧାଡିର ନେତା। ଏଭଳି କିଛି ନେତା ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ପାଇଁ ଭିତିରିଆ!-->!-->!-->…
Read More...
Read More...
ସର୍ଭେ ଜଣାଇଲା, ନବୀନ ଦେଶରେ ଆଗରେ
କରୋନା ମୁକାବିଲା କାର୍ଯ୍ୟରେ ୮୫% ସନ୍ତୁଷ୍ଟପଶ୍ଚିମବଙ୍ଗରେ ଦିଦିଙ୍କ ଉପରେ ୩୮% ଖୁସି
ଭୁବନେଶ୍ବର: କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ କାର୍ଯ୍ୟକୁ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ପ୍ରଶଂସା କରିଥିଲେ। ଏବେ ‘ଜନ୍ କୀ ବାତ୍’ କରିଥିବା ସର୍ଭେ କରିଛି ଯେ ଦେଶର!-->!-->!-->…
Read More...
Read More...
କରୋନା ବେଳେ କଣ କରୁଛନ୍ତି ମୋଦୀ ଜାଣନ୍ତୁ
ଦୈନିକ ୨୦୦ ଲୋକଙ୍କ ସହିତ କରୁଛନ୍ତି ଆଲୋଚନା ବିଭିନ୍ନ ଅଂଶୀଦାରଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ଜାରି ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀଙ୍କ ସହିତ ମିଳିମିଶି କାମ କରୁଛି କେନ୍ଦ୍ର ଲକ଼୍ଡାଉନ୍ ଅବଧି ବୃଦ୍ଧି ସଂପର୍କରେ ପ୍ରଧାନମନ୍ତ୍ରୀ ଆଜି ଶୁଣାଇବା ସମ୍ଭାବନା
ନୂଆଦିଲ୍ଲୀ:!-->!-->!-->…
Read More...
Read More...
ଗୋଟିଏ ଫଟୋ, ଅନେକ ବାର୍ତା
ଭୁବନେଶ୍ବର: ମାରାତ୍ମକ କରୋନା ଜନିତ ଲକ୍ଡାଉନ୍ କେଉଁଠି ନା କେଉଁଠି ମାନସିକ ଚାପ ବଢ଼ାଇ ଦେଇପାରେ। କାରଣ ସାଧାରଣ ଜୀବନ ଠାରୁ ଏହି ସମୟ ଟିକିଏ ଅଲଗା। ହାତ ଗଣତି କିଛି ବ୍ୟକ୍ତିଙ୍କୁ ଛାଡ଼ିଦେଲେ, ଆମ ଆଖପାଖରେ ଥିବା କୌଣସି ବି ମଣିଷ ଏଭଳି ସମୟ ପୂର୍ବରୁ କେବେ ଅନୁଭବ କରିନଥାଇ!-->!-->!-->…
Read More...
Read More...