Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବଡ଼ ବିଜୟ, ବିଜେପିକୁ ଝଟକା
ଦୁର୍ବଳ ହେଲା ବାତ୍ୟା ଅକୱାନ, ୧୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
୫୦ ହଜାର ଛାତ୍ରଛାତ୍ରୀଙ୍କୁ ଟାବ୍ଲେଟ୍ ବାଣ୍ଟିଲେ ଯୋଗୀ
Browsing Category
TOP STORIES
ଶେଷରେ ନବୀନ ଛାଡିଲେ ଅମୋଘ ଅସ୍ତ୍ର
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସାମ୍ନାରେ ଏକ ବଡ଼ ଘୋଷଣା କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ଏକ ମାଷ୍ଟରକାର୍ଡ ଖୋଳିଛନ୍ତି। କରୋନା ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟବାସୀଙ୍କ ସାମ୍ନାରେ!-->…
Read More...
Read More...
କରୋନା ପାଇଁ କଠୋର ହେଉଛନ୍ତି କେନ୍ଦ୍ର, ରାଜ୍ୟ
ଭୁବନେଶ୍ବର: କରୋନାକୁ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ସରକାର ତନାଘନା ଚଳାଇଛନ୍ତି। କେନ୍ଦ୍ର ଏତେ କଠୋର ହୋଇଛି ଯେ ନିୟମକୁ ମାନୁନଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟଗୁଡିକୁୁ ନିର୍ଦେଶ ଦିଆଯାଇଛି। ଆଜି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର!-->!-->!-->…
Read More...
Read More...
ମୋଦୀ, ନବୀନ ଓ ଧର୍ମେନ୍ଦ୍ର ଭଲ ବନ୍ଧୁ
ଭୁବନେଶ୍ବର: ଆମ ଘରମାନଙ୍କରେ ବନ୍ଧୁତା ସଂପର୍କରେ ଯେତେବେଳେ ଚର୍ଚ୍ଚା ହୁଏ, ସେତେବେଳେ ଦୁଇଟି କଥା ଅବଶ୍ୟ ଆଲୋଚନା ଛଳରେ ବ୍ୟବହାର କରିଥାନ୍ତି। ପ୍ରଥମଟି ହେଲା, ସଂପଦ ବେଳେ ସର୍ବେ ସଖା, ବିପଦେ ନ ଦିଅନ୍ତି ଦେଖା..। ଦ୍ବିତୀୟଟି ...ରାଜଦ୍ବାରେ ଶ୍ମଶାନେ ଚ ଯ ତିଷ୍ଠତି ସ ବାନ୍ଧବଃ।
!-->!-->!-->!-->…
Read More...
Read More...
୪୦% ଅଞ୍ଚଳରେ ୨୯ ଯାଏ ଲକ୍ ଡାଉନ୍
ଭୁବନେଶ୍ବର: ରାଜ୍ୟ ସରକାର ଆସନ୍ତାକାଲି ଅର୍ଥାତ୍ ୨୨ ତାରିଖ ଠାରୁ ୨୯ ତାରିଖ ଯାଏ ଲକ୍ ଡାଉନ୍ ନିର୍ଦେଶନାମା ଜାରି କରିଛନ୍ତି। ମାରାତ୍ମକ ଭୂତାଣୁ କରୋନା ବାଟ ଓଗାଳିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି କଟକଣା କରିଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟବାସୀଙ୍କୁ ନିବେଦନ କରି!-->…
Read More...
Read More...
ନବ, ପ୍ରତାପଙ୍କ ଭଳି ମନ୍ତ୍ରୀ କାହିଁକି ରହିବେ?
ଭୁବନେଶ୍ବର: ସାରା ବିଶ୍ବରେ କରୋନା ଆତଙ୍କ ଖେଳିଯାଇଛି। କେନ୍ଦ୍ର ସରକାରରେ ମନ୍ତ୍ରୀମାନେ ତୁହାକୁ ତୁହା ବୈଠକ କରୁଛନ୍ତି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାଧିକବାର ବୈଠକ ନେଇସାରିଲେଣି। ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି, ଚିଠି ବି ଲେଖିଛନ୍ତି। ବିଭିନ୍ନ ବିଭାଗର!-->!-->!-->…
Read More...
Read More...
ନବୀନଙ୍କ ଉପରେ ମୋଦୀଙ୍କ ଆସ୍ଥା
ଭୁବନେଶ୍ବର: କୁହାଯାଏ, ବିପର୍ଯ୍ୟୟ ମୁକାବିଲା ପରେ ତାଙ୍କୁ ହିଁ ପ୍ରଶଂସା କରାଯାଏ, ଯିଏ ସ୍ବତନ୍ତ୍ର ଢଙ୍ଗରେ ନିଜର ସାହସ, ଦକ୍ଷତା ପ୍ରଦର୍ଶନ କରିଥାନ୍ତି। ଯିଏ ସାଧାରଣ ଲୋକଙ୍କ ଆସ୍ଥାଭାଜନ େହାଇପାରନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ଷେତ୍ରରେ ଏବେ ଏଭଳି ସଙ୍କେତ ଦେଇଛନ୍ତି!-->…
Read More...
Read More...
ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ପୁଣି ଆଗୁଆ
ବିଦେଶାଗତଙ୍କ ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନରେ ଦେଶରେ ପ୍ରଥମ ରାଜ୍ୟନବୀନଙ୍କ ଶୂନ୍ୟ ସହନଶୀଳତା ନୀତି, ସବୁ ବିଭାଗ ସଜାଗ, ଓଡ଼ିଶାର ସମର୍ଥନ
ଭୁବନେଶ୍ବର: ମହାବାତ୍ୟା କ୍ଷତରେ ଓଡ଼ିଶା ଅସ୍ତବ୍ୟସ୍ତ ହେଉଥିବା ବେଳେ ରାଜ୍ୟ ଶାସନ ଦାୟିତ୍ବ ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ!-->!-->!-->!-->!-->…
Read More...
Read More...
କରୋନା ପଜିଟିଭ୍ ବଢାଇଲା ସତର୍କତା
ଭୁବନେଶ୍ବର: ମାରାତ୍ମକ କରୋନା ନିଜର କାୟା ବିସ୍ତାର କରି ଚାଲିଥିବାବେଳେ ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଆଜି ଭୁବନେଶ୍ବର ଅଞ୍ଚଳର ଜଣେ ୩୩ ବର୍ଷୀୟ ଯୁବକଙ୍କଠାରେ ଏହି ମାରାତ୍ମକ ଭୂତାଣୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ!-->!-->!-->…
Read More...
Read More...
ଘୋଷଣାପତ୍ର ଦେଲେ ଯାଇ ଜଗା ଦର୍ଶନ
ଭୁବନେଶ୍ବର: ଗତ ମେ' ମାସ ୩ ତାରିଖ ଦିନ ଭୀଷଣ ସାମୁଦ୍ରିକ ବାତ୍ୟା ଫନି ପୁରୀକୁ ଧ୍ବସ୍ତ ବିଧ୍ବସ୍ତ କରିଦେଇଥିଲା। ଏହି ବିପର୍ଯ୍ୟୟ ପୁରୀ ବାସୀଙ୍କୁ ଗଭୀର ଭାବେ ମର୍ମାହତ କରିଦେଇଥିଲା। ସେମାନଙ୍କର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଥିଲା। ବର୍ଷେ ପୂରିନି, ପୁଣି ଏକ ବିପର୍ଯ୍ୟୟ ଆଶଙ୍କା!-->!-->!-->…
Read More...
Read More...
ଜବାବ ମାଗିବେ ଜଗା ସହ ଜନତା!
ଭୁବନେଶ୍ୱର: ଗୋଟିଏ ପଟେ କରୋନାକୁ ସର୍ତକ ସୁଚନା ଜାରି କରିଛନ୍ତି ରାଜ୍ଯ ସରକାର। ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରାଯାଇଛି। ୩୧ ତାରିଖ ଯାଏ ସ୍କୁଲ, କଲେଜ, ଜିମ୍, ସେଣ୍ଟର ସୁଇମିଂପୁଲ୍ ବନ୍ଦ କରିବା ନେଇ ନିର୍ଦ୍ଦେଶ ନାମା ଜାରି କରାଯାଇଛି। କେବଳ ସ୍କୁଲ ଓ କଲେଜରେ ପରୀକ୍ଷା ହେବ!-->!-->!-->…
Read More...
Read More...