Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବଡ଼ ବିଜୟ, ବିଜେପିକୁ ଝଟକା
ଦୁର୍ବଳ ହେଲା ବାତ୍ୟା ଅକୱାନ, ୧୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
୫୦ ହଜାର ଛାତ୍ରଛାତ୍ରୀଙ୍କୁ ଟାବ୍ଲେଟ୍ ବାଣ୍ଟିଲେ ଯୋଗୀ
Browsing Category
TOP STORIES
ଚିନ୍ତା ବଢାଇଲେଣି ରାଜ୍ୟ ବାହାରେ ରହୁଥିବା ଓଡ଼ିଆ
ଭୁବନେଶ୍ବର: ରାଜ୍ୟ ବାହାରେ ରହୁଥିବା ଓଡ଼ିଆ ଏବେ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହେଲେଣି। କରୋନା ଲକ୍ ଡାଉନ୍ ପରେ ସେମାନେ କାମଧନ୍ଦା ହରାଇବା ପରେ ଏବେ ସେସବୁ ଅଞ୍ଚଳରେ ରହିବା ମୁସ୍କିଲ୍ ହୋଇପଡିଛି। ଏନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!-->…
Read More...
Read More...
ଗରିବଙ୍କ ପେଟ ଚିହ୍ନିଲେ ନବୀନ
ଭୁବନେଶ୍ବର: ଗୋଟିଏ ପଟେ କରୋନା ତୃତୀୟ ପର୍ଯ୍ୟାୟକୁ ଚାଲିଯାଇଥାଇପାରେ ବୋଲି ଆଶଙ୍କା ପ୍ରକାଶ ପାଉଥିବା ବେଳେ ଅନ୍ୟପଟେ ସରକାର ଲକ୍ ଡାଉନ୍ ବ୍ୟବସ୍ଥାକୁ ଅଧିକ କଡା଼କଡି କରିବା ଆରମ୍ବ କରିଛନ୍ତି। ଏହି କ୍ରମରେ ଗରିବଙ୍କ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ପରେ ଗୋଟିଏ!-->…
Read More...
Read More...
ଓଡ଼ିଶାକୁ ୧୮୦କୋଟିର ଅତିରିକ୍ତ ସହାୟତା
୮ଟି ରାଜ୍ୟପାଇଁ ୫୭୫୧.୨୭ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତାକୁ ଅନୁମୋଦନ
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଦେଶର ୮ଟି ରାଜ୍ୟ ପାଇଁ ୫୭୫୧କୋଟି ୨୭ ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ରାଶି ଅନୁମୋଦନ କରିଛି। ବନ୍ୟା,!-->!-->!-->…
Read More...
Read More...
କରୋନା ପାଇଁ ନବୀନଙ୍କ ୨୨୦୦ କୋଟିର ପ୍ୟାକେଜ ଘୋଷଣା
ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ପରେ ରାଜ୍ୟ ସରକାର ଆଜି କରୋନା ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଭିଡିଓ ଜାରି କରି ଏହି ସୂଚନା ଦେଇଛନ୍ତି। ଗତକାଲି ସ୍ବତନ୍ତ୍ର କୋଭିଡ୍ ମେଡିକାଲ ପରେ ଆଜି ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଏକ ବଡ଼!-->…
Read More...
Read More...
ଲୋକସେବା ଭବନରେ ବିଧାନସଭା
ଭୁବନେଶ୍ବର: ଆସନ୍ତା ୩୦ ତାରିଖ ଦିନ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବ। ତେବେ ବିଧାନସଭାରେ ନୁହେଁ, ବରଂ ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ସଚିବାଳୟ (ବର୍ତମାନର ଲୋକସେବା ଭବନରେ) ଏହି ଅଧିବେଶନ ବସିବ। ନୂଆ ସମ୍ମେଳନ କକ୍ଷରେ ୨ମିଟର ବ୍ୟବଧାନରେ ବିଧାୟକମାନେ!-->…
Read More...
Read More...
ଗରିବଙ୍କ ପାଇଁ ମୋଦୀଙ୍କ କରୋନା ପ୍ୟାକେଜ୍ ୧.୭୦ ଲକ୍ଷ କୋଟି
କୋଭିଡ-୧୯ ଚିକିତ୍ସାରେ ନିୟୋଜିତ ସ୍ୱାସ୍ଥ୍ୟ କର୍ମୀଙ୍କୁ ୫୦ଲକ୍ଷ ଟଙ୍କା ଲେଖାଏଁ ବୀମା ସୁବିଧା ଆସନ୍ତା ୩ ମାସ ପର୍ଯ୍ୟନ୍ତ ୮୦ କୋଟି ଗରିବ ଲୋକଙ୍କୁ ମୁଣ୍ଡପିଛା ୫ କେଜି ଲେଖାଏଁ ଗହମ ଏହାସହିତ ଚାଉଳ ଏବଂ ନିଜ ଇଚ୍ଛା ମୁତାବକ ୧ କିଗ୍ରା ଡାଲି ଯୋଗାଇ ଦିଆଯିବ ଆସନ୍ତା ତିନି ମାସ!-->…
Read More...
Read More...
ଦେଶକୁ ଚମକାଇଦେଲେ ନବୀନ
୧୦୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ କରିବ ଓଡ଼ିଶାଆଗକୁ ଆସିଲେ ସମ୍ ଓ କିମସ, ସ୍ବାସ୍ଥ୍ୟ ବିଭାଗ ସହ ଏମଓୟୁ ହେଲାଏମସିଏଲ୍ ଓ ଓଏମସି ଦେବେ ସହାୟତା, ସିଏସଆର ପାଣ୍ଠି ଖର୍ଚ୍ଚ ହେବ୧୫ ଦିନ ମଧ୍ୟରେ ନୂଆ ହସ୍ପିଟାଲ କାର୍ଯ୍ୟମ ହେବ, ଦେଶକୁ ଗଲା ବଡ଼ ବାର୍ତାଅନ୍ୟ ଜିଲ୍ଲାରେ!-->…
Read More...
Read More...
କ୍ରିକେଟ୍ ବିଶ୍ବକପ୍ ଖେଳିବା ସ୍ବପ୍ନ ହୋଇ ରହିଗଲା
ନୂଆଦିଲ୍ଲୀ: ଆନ୍ତର୍ଜାତିକ କ୍ରିକେଟ୍ ଖେଳିବାକୁ ସୁଯୋଗ ପାଇଥିବା ସବୁ ଖେଳାଳି ବିଶ୍ବକପ୍ ଖେଳିବାକୁ ସ୍ବପ୍ନ ଦେଖିବା ଏକ ସ୍ବାଭାବିକ କଥା। ଆଉ ଯେଉଁମାନେ ଦଳର ପ୍ରମୁଖ ସ୍ଥାନରେ ଖେଳୁଥିବେ, ଭଲ ଖେଳାଳି ଭାବେ ଗଣାଯାଉଥିବେ, ସେମାନେ ତ ନିଶ୍ଚିତ ଥିବେ ଯେ ବିଶ୍ବକପ୍ ଦଳରେ ସ୍ଥାନ ପାଇବେ ହିଁ!-->…
Read More...
Read More...
ସ୍ବାସ୍ଥ୍ୟ ବିଭାଗର ଉତ୍ସାହ ବଢାଇଲେ ନବୀନ
ଭୁବନେଶ୍ବର: ଏକ ଭିନ୍ନ ଢଙ୍ଗରେ ବାହାରେ ବୁଲିବା ନେଇ କଟକଣା ଜାରି କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ବାସ୍ଥ୍ୟ ସେବାକୁ ଅଧିକ ଗୁରୁତ୍ବ ଦେଉଥିବା ସଂପର୍କରେ ସୂଚନା ଦେବାକୁ ଯାଇ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ଏକ ଭିଡିଓ ଜାରି କରି ଡାକ୍ତର ଓ!-->…
Read More...
Read More...
ଘର ଫେରାଇ ଦେଲା କରୋନା!
ଭୁବନେଶ୍ବର: ଓଡ଼ିଶା ଗାଁ ଗହଳିରେ ପିଲାମାନେ ସ୍କୁଲ ଫେରିବା ବେଳେ ଘରେ ଗୋଡ଼ ହାତ କହୁଣୀଯାଏ ଧୋଇ କି ଖାଇବାକୁ ମା' ମାନେ ଏକରକମ ବାଧ୍ୟ କରିଥାନ୍ତି। ପୁଣି ଖେଳିକି ଆସିବା ପରେ ସନ୍ଧ୍ୟା ପ୍ରାର୍ଥନା ପୂର୍ବରୁ ବି ସେମିତି ଆଉଥରେ କରିବାକୁ କୁହାଯାଏ। ରାତିରେ ଶୋଇବାକୁ ଯିବା!-->!-->!-->…
Read More...
Read More...