ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ
Browsing Category

Uncategorized

ମହିଳା ପୋଲିଂ ଅଫିସରଙ୍କ ମୃତ୍ୟୁ

କଟକ: ଆଜି ଜଣେ ମହିଳା ପୋଲିଂ ଅଫିସରଙ୍କ ମୃତ୍ୟୁ ଘଟିଛି। କଟକ ହାଡ଼ିବନ୍ଧୁ ସ୍କୁଲ୍ ୧୧୪ ନମ୍ବର ବୁଥ୍ ର ମହିଳା ପୋଲିଂ ଅଫିସର ସୁଜାତା ମିତ୍ରଙ୍କ ମୃତ୍ୟୁ ହୋଇଛି। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୁଚନା ଦେଇଛନ୍ତି। ଏହି ଦୁଃଖଦ ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ…
Read More...

ମେ ୨୬ରେ ମାଟ୍ରିକ ପରୀକ୍ଷାର ଫଳ

କଟକ: ଦଶମ ମାଟ୍ରିକ ପରୀକ୍ଷାର ଫଳ ମେ ୨୬ ତାରିଖ ଦିନ ପ୍ରକାଶ ପାଇବ। ଏନେଇ ଆଜି ବୋର୍ଡ ସଭାପତି ବିଧିବଦ୍ଧ ଭାବରେ ଘୋଷଣା କରିଛନ୍ତି। ପ୍ରଥମ ଥର ପାଇଁ ବିଦ୍ୟାର୍ଥୀ ଫଳ ପ୍ରକାଶନର ୬ ଘଣ୍ଟା ମଧ୍ୟରେ ଡିଜିଟାଲ ମାଟ୍ରିକ ପ୍ରମାଣ ପତ୍ର ପାଇପାରିବେ। ଫଳାଫଳକୁ ନେଇ ଥିବା କୌଣସି ସମସ୍ୟାର ସାମଧାନ…
Read More...

ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ନିହତ

ଝାଡଖଣ୍ଡ: ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଫଳରେ ଜଣେ ମାଓବାଦୀ ନିହତ ହୋଇଥିବାବେଳେ ୩ ଜଣ ଖସିଯିବାରେ ସକ୍ଷମ ହୋଇଛନ୍ତି। ମୃତ ମାଓବାଦୀ ହେଲେ ଝାଡ଼ଖଣ୍ଡ ଖୁଣ୍ଟି ଜିଲ୍ଲା ଅଡ଼କି ଥାନା ଚାରିସିଉଦ ଗାଁର ବୁଧୁରାମ ମୁଣ୍ଡା। ଗୁଳି…
Read More...

୨୪ ଘଣ୍ଟା ରେ ବଙ୍ଗୋପସାଗର ରେ ସୃଷ୍ଟି ହେବ ବାତ୍ୟା , ପଶ୍ଚିମବଙ୍ଗ – ବାଂଲାଦେଶ ମୁହାଁ

ଭୁବନେଶ୍ବର: ଆଜି ସକାଳେ କେନ୍ଦ୍ରୀୟ ବଙ୍ଗୋପସାଗର ରେ ଡିପ୍ରେଶନ ସୃଷ୍ଟି ହୋଇଛି। ଏହା ଏବେ ଉତ୍ତର ପୂର୍ବ ଦିଗ ରେ ଅଗ୍ରସର ହେଉଛି। ଆସନ୍ତା କାଲି ସକାଳେ ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ରେ ବାତ୍ୟା ରୂପ ନେବ। ପରେ ଏହା ଉତ୍ତର ଦିଗ କୁ ଗତି କରି ଭୀଷଣ ରେ ପରିଣତ ହେବ ଏବଂ ୨୬ ତାରିଖ…
Read More...

ବଙ୍ଗୋପସାଗର ରେ ୨୪ ଘଣ୍ଟା ରେ ସୃଷ୍ଟି ହେବ ଡିପ୍ରେଶନ, ପରେ ଘନୀଭୂତ ହୋଇ ବାତ୍ୟା ରୂପ ନେବା ସମ୍ଭାବନା

ଭୁବନେଶ୍ବର: ଗତ କାଲି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ରେ ରହିଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଉତ୍ତର ପୂର୍ବ ଦିଗ ରେ ଅଗ୍ରସର ହେଉଛି । ଏହି କ୍ଷେତ୍ର ଟି ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗର ରେ ଡିପ୍ରେଶନ ରେ ପରିଣତ ହେବ ଓ ପରବର୍ତ୍ତୀ ୩୬ ଘଣ୍ଟା ଯାଏଁ ଆହୁରି ଘନୀଭୂତ…
Read More...

ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ

ଭୁବନେଶ୍ବର: ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ। ଏକାଠି ପ୍ରକାଶ ପାଇବ କଳା, ବିଜ୍ଞାନ ଓ ବାଣିଜ୍ୟର ଫଳାଫଳ। ସେହିଦିନ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ମଧ୍ୟ ଅପରାହ୍ନରେ ପ୍ରକାଶ ପାଇବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।…
Read More...

ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ ବିଶ୍ୱ ମହୁମାଛି ଦିବସ ପାଳିତ

ଭୁବନେଶ୍ୱର, ୨୧ / ୫ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ (ଆଇଏଏସ୍‌)ର କୀଟତତ୍ୱ ବିଭାଗ ପକ୍ଷରୁ ସୋମବାର ବିଶ୍ୱ ମହୁମାଛି ଦିବସ ପାଳିତ ହୋଇଯାଇଛି। ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର…
Read More...

ବଙ୍ଗୋପସାଗର ରେ ଦାନା ବାନ୍ଧୁଛି ଲଘୁଚାପ କ୍ଷେତ୍ର, ଅଧିକ ଘନୀଭୂତ ହେବା ସମ୍ଭାବନା

ଭୁବନେଶ୍ବର: ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ଏହା କ୍ରମଶଃ ଉତ୍ତର ପୂର୍ବ ଦିଗ ରେ ଅଗ୍ରସର ହୋଇ ୨୩ ତାରିଖ ରାତି କିମ୍ବା ୨୪ ତାରିଖ ସକାଳ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗର ରେ ଡିପ୍ରେଶନ ରେ ପରିଣତ ହେବାର ସମ୍ଭାବନା ରହିଛି।…
Read More...

ସୋଆ ଏନ୍‌ସିସି ଛାତ୍ରଛାତୀମାନଙ୍କ ଦ୍ୱାରା ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ୱର, ୧୭ / ୫ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ପରିସରରେ ଗୁରୁବାର ଦିନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରକୁ କଟକ ଏନ୍‌ସିସି ଗ୍ରୁପ୍…
Read More...

ସୋଆ ଆଇଭିଏସ୍‌ଏଏଚ୍‌ର ପ୍ରଥମ ବାର୍ଷିକ ଉତ୍ସବ ଆୟୋଜିତ

ଭୁବନେଶ୍ୱର, ମେ ୧୭: ପ୍ରାଣୀମାନେ ଯଦିଓ କଥା କହିପାରନ୍ତି ନାହିଁ କିମ୍ବା ସେମାନଙ୍କର ଭାବାବେଗ ପ୍ରକାଶ କରିପାରନ୍ତି ନାହିଁ କିନ୍ତୁ ସେମାନେ ଭଲ ପାଇବା ଓ ସ୍ନେହର ଭାଷା ବୁଝିପାରନ୍ତି । ତେଣୁ ପ୍ରତ୍ୟେକ ପ୍ରାଣୀ ଚିକିତ୍ସକ ସ୍ନେହ ଓ ଯତ୍ନ ଦେଇ ସେମାନଙ୍କର ଚିକିତ୍ସା କଲେ ସେମାନେ ନିଜ…
Read More...