Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ପଶ୍ଚିମବଙ୍ଗରେ ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ, ନିର୍ବାଚନ କମିଶନଙ୍କ ପ୍ରାଥମିକତା
ଦାଦନ ଶ୍ରମିକ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ
ପୁରୀ: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍
ସିବିଏସଇ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ପ୍ରାର୍ଥନା କଲା ଏନସିଇଆରଟି
କରୁର ଦଳାଚକଟା ମାମଲାରେ ଅଭିନେତା ବିଜୟଙ୍କୁ ପୁଣିଥରେ ସିବିଆଇ ସମନ୍
ଦିଲ୍ଲୀ ଦଙ୍ଗା ମାମଲାରେ ଶର୍ଜିଲ ଇମାମଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ
ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ
Browsing Category
Uncategorized
ବରିଷ୍ଠ ଅଫିସରଙ୍କୁ ଗୁରୁଦାୟିତ୍ବ ଧରାଇଲେ ନବୀନ
୩୧ରେ ଜିଭିଭି ଶର୍ମା ଓ ମଧୁସୂଦନ ଅବସର ନେବେକେନ୍ଦ୍ରୀୟ ଡେପୁଟେସନରେ ଯିବେ ସଂଜୀବ ଚୋପ୍ରାରାଜକୁମାର ରାଜସ୍ବ ପର୍ଷଦ ସଭ୍ୟ, ପ୍ରଦୀପଙ୍କୁ ଏପିସି ଦାୟିତ୍ବ ଦେଓରଂଜନ ଗୃହ ସଚିବ ନିଯୁକ୍ତ, ସତ୍ୟବ୍ରତଙ୍କୁ ଭାଷା ସଂସ୍କୃତି ରୁପାରୋଶନ ଓ ଶାଶ୍ବତ ମିଶ୍ରଙ୍କୁ ବି ଅଧିକ ଦାୟିତ୍ବ ମିଳିଲା
!-->!-->!-->…
Read More...
Read More...
ଉପନିର୍ବାଚନ ପୂର୍ବରୁ ମାଷ୍ଟରକାର୍ଡ ଖେଳିଲେ ନବୀନ
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପଦ୍ମପୁରରେ ୪୮୮ କୋଟି ଟଙ୍କାର ନୂଆ ପ୍ରକଳ୍ପର ଶୁଭାରମ୍ଭସମସ୍ତଙ୍କ ସହଯୋଗରେ ପଦ୍ମପୁରକୁ ବିକାଶର ଏକ ମଡେଲ କରାଯିବଚାଷୀ ମାନଙ୍କ ଫସଲ ବୀମା କ୍ଷତି ପୂରଣ ସମସ୍ୟା ସମାଧାନ
ଭୁବନେଶ୍ବର: ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କର ମୃତ୍ୟୁ ପରେ ଯେ କୌଣସି!-->!-->!-->…
Read More...
Read More...
ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ର ଅବଧି
ଭୁବନେଶ୍ବର; ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାର ଅବଧି ଆହୁରି ମାସେ ବଢିଲା । ଅବଧି ବଢ଼ାଇବା ନେଇ ନିଷ୍ପତ୍ତି ନେଇଛି ପରିବହନ ବିଭାଗ । ତେବେ ୨୦୨୩ ଫେବ୍ରୁଆରୀ ପର୍ଯ୍ୟନ୍ତ ଅବଧି ବୃଦ୍ଧି କରିଛନ୍ତି ସରକାର । ଶେଷ ଅଙ୍କ ୧, ୨, ୩, ୪ ଥିଲେ ନଭେମ୍ବର ୩୦ ହେଉଛି ଶେଷ ତାରିଖ । ୫, ୬!-->…
Read More...
Read More...
ଆସନ୍ତା ୩୧ରୁ ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିବ ବିମାନ
ଭୁବନେଶ୍ବର; ଆସନ୍ତା୩୧ ତାରିଖରୁ କୋରାପୁଟ ଜିଲ୍ଲା ଜୟପୁରକୁ ବିମାନ ଉଡ଼ିବା ନେଇ ଟୁଇଟ୍ ଯୋଗେ ସୂଚନା ଦେଇଛି ଇଣ୍ଡିଆ ଓ୍ୱାନ୍ ଏୟାର ବିମାନ। ଯାତ୍ରୀମାନେ indiaoneair.com ୱେବସାଇଟରେ ଟିକେଟ ବୁକିଂ କରିପାରିବେ। ତାହା ପୁଣି ମାତ୍ର ୯୯୯ ଟଙ୍କାରେ। ରାଜ୍ୟର ଚତୁର୍ଥ ବିମାନ ବନ୍ଦର ଭାବେ!-->…
Read More...
Read More...
ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ
ଶିମିଳିପାଳ; ପର୍ଯ୍ୟଟକଙ୍କ ପାଇଁ ଆସିଲା ଖୁସି ଖବର । ଦୀର୍ଘ ଦିନ ପରେ ପୁଣି ଶିମିଳିପାଳ ବୁଲିବାକୁ ପର୍ଯ୍ୟଟକଙ୍କୁ ମିଳିଲା ଅନୁମତି । ଆସନ୍ତା ନଭେମ୍ବର ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ । ପର୍ଯ୍ୟଟକମାନେ ସକାଳ ୬ଟାରୁ ୯ଟା ମଧ୍ୟରେ ବାରିପଦା ପଟୁ!-->…
Read More...
Read More...
ଭୋପାଲରେ ପୁଣି ଗ୍ୟାସ୍ ଲିକ୍
ମଧ୍ୟପ୍ରଦେଶ; ୨୮ ବର୍ଷ ପରେ ଭୋପାଲରେ ପୁଣି ଥରେ ହୋଇଛି ଗ୍ୟାସ୍ ଟ୍ରାଜେଡି । ଭୋପାଲର ମଦର ଇଣ୍ଡିଆ କଲୋନୀ ବସ୍ତି ନିକଟରେ ଥିବା ଏକ ୱାଟର ଫିଲଟର ପ୍ଲାଣ୍ଟରୁ ବୁଧବାର ରାତିରେ କ୍ଲୋରିନ ଗ୍ୟାସ୍ ଲିକ୍ ହେଉଥିଲା । ଏହି ଗ୍ୟାସ୍ ଲିକ୍ ଯୋଗୁଁ ବହୁ ଜଣ ବେହୋସ ହୋଇ ପଡ଼ିଥିବା ବେଳେ ଆଉ କେତେ!-->…
Read More...
Read More...
ନଭେମ୍ବରରେ କେତେ ଦିନ ବନ୍ଦ ରହିବ ବ୍ୟାଙ୍କ, ଆସନ୍ତୁ ଜାଣିବା…
ନଭେମ୍ବର ମାସ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ରହିଛି । ଏହାରି ମଧ୍ୟରେ ନଭେମ୍ବର ୨୦୨୨ ପାଇଁ ଛୁଟି ତାଲିକା ପ୍ରକାଶ କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ତେବେ ବ୍ୟାଙ୍କ ସହିତ ଜଡିତ କୌଣସି କାମ କରିବାକୁ ଯୋଜନା କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ଖବରଟି ବେଶ୍ ଗୁରୁତ୍ୱପୂର୍ଣ୍ଣ ।!-->…
Read More...
Read More...
ତାଣ୍ଡବ ରଚିଛି ସାମୁଦ୍ରିକ ଝଡ଼ ସିତ୍ରାଙ୍ଗ
ଢ଼ାକା; ବାଂଲାଦେଶରେ ତାଣ୍ଡବ ରଚିଛି ସାମୁଦ୍ରିକ ଝଡ଼ ସିତ୍ରାଙ୍ଗ । ସାମୁଦ୍ରିକ ଝଡ଼ ସିତ୍ରାଙ୍ଗ ନେଲାଣି ୩୩ ଜୀବନ। ଆଜି ଭୋର ସମୟରେ ସିତ୍ରାଙ୍ଗ ବାଂଲାଦେଶ ଉପକୂଳରେ ଲ୍ୟାଣ୍ଡଫଲ କରିଥିବା ବେଳେ ସ୍ଥଳ ଭାଗ ଛୁଇଁବା ବେଳେ ପବନର ସର୍ବାଧିକ ବେଗ ଘଣ୍ଟାପ୍ରତି ୧୦୦ କିମି ରହିଥିଲେ । ତେବେ ଏଯାଏଁ!-->…
Read More...
Read More...
କାର୍ଗିଲରେ ଦୀପାବଳି ପାଳିଲେ ମୋଦି
ଯବାନଙ୍କ ସହ ପାଳିଲେ ଦୀପାବଳିସେନାର ଯବାନ ମୋ ପରିବାର ସଦସ୍ୟସୀମାରେ ଦୀପାବଳି ପାଳିବା ସୌାଭାଗ୍ୟର କଥାଯବାନ ହେଉଛନ୍ତି ଦେଶର ସୁରକ୍ଷା କବଚପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ
ନୂଆଦିଲ୍ଲୀ; ଭାରତୀୟ ଯବାନଙ୍କ ସହ ଦୀପାବଳି ପାଳନ କରିଲେ ପ୍ରଧାନମନ୍ତ୍ରୀ । ଏଥିପାଇଁ!-->!-->!-->…
Read More...
Read More...
ରାଜୀବ ଗାନ୍ଧୀ ଫାଉଣ୍ଡେସନ୍ର ଲାଇସେନ୍ସ ରଦ୍ଦ
ନୂଆଦିଲ୍ଲୀ; ରାଜୀବ ଗାନ୍ଧୀ ଫାଉଣ୍ଡେସନର ଲାଇସେନ୍ସ ରଦ୍ଦ କରିଛି ଗୃହ ମନ୍ତ୍ରାଳୟ । ଫରେନ କଣ୍ଟ୍ରିବ୍ୟୁସନ ରେଗୁଲେସନ ଆକ୍ଟ ଆନୁସାରେ ଗୃହ ମନ୍ତ୍ରାଳୟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସଂଗଠନ ଉପରେ ବିଦେଶୀ ପାଣ୍ଠିର ଉଲ୍ଲଘଂନର ଅଭିଯୋଗ ରହିଥିବା ବେଳେ ଏଭଳି କାର୍ଯ୍ୟାନୁଷ୍ଠାନ!-->…
Read More...
Read More...