ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର
Browsing Category

Uncategorized

ଦେଓରଂଜନ ଓ ମାଥି ବଦଳିଲେନି

ରାଜ କୁମାର ଶର୍ମାଙ୍କୁ କୃଷି ଉତ୍ପାଦନ କମିସନର ଦାୟିତ୍ବସୁରେନ୍ଦ୍ରଙ୍କୁ ଖଣି, ଅନୁଙ୍କୁ ଜଳସଂପଦ ବିଭାଗ ଦାୟିତ୍ବ ଭୁବନେଶ୍ବର: ରାଜ୍ୟ ସରକାର ଆଜି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କସ୍ତରରେ ଏକ ଅଦଳବଦଳ କରିଛନ୍ତି। ଖଣି ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାର
Read More...

ଶତ୍ରୁପାଇଁ କେତେ ଭୟଙ୍କର ହୋଇପାରେ ଭାରତ

ନୂଆଦିଲ୍ଲୀ: ଗୋଟିଏ ପଟେ ଚୀନ୍, ଅନ୍ୟପଟେ ନେପାଳ, ପାକିସ୍ତାନ ଭଳି ଦେଶ ଭାରତକୁ ଘେରି ଚାପ ସୃଷ୍ଟି କରୁଛନ୍ତି। ଏମାନଙ୍କୁ ମୁହଁତୋଡ଼ ଜବାବ ଦେବାକୁ ଭାରତ ସକ୍ଷମ ବୋଲି ୨୪ ଘଣ୍ଟା ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଭରସା ଦେଇଛନ୍ତି। ଏପଟେ ବାୟୁସେନା ସୀମାରେ ସଜାଗ
Read More...

ବଦଳିଲା ପ୍ରଧାନମନ୍ତ୍ରୀଙ୍କ ସ୍ବର

ଅମ୍ଫାନ୍ ମୁକାବିଲାର ସଫଳତା ପାଇଁ ଓଡ଼ିଶାବାସୀଙ୍କୁ ପ୍ରଶଂସାମୁଖ୍ୟମନ୍ତ୍ରୀଙ୍କୁ ଶ୍ରେୟ ଦେଲେନି କି ନବୀନଙ୍କ ଟିମ କଥା ବି ଆଉ କହିଲେନି ଭୁବନେଶ୍ବର: ମନ୍ କି ବାତ୍ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କ ସାମ୍ନାରେ ଲକ୍ ଡାଉନ୍ ଠାରୁ ପଙ୍ଗପାଳ ପର୍ଯ୍ୟନ୍ତ ବିଭିନ୍ନ
Read More...

କରୋନା: ନବୀନ, ମହିଳା ଅଧିକାରୀ ଓ ମାଆମାନେ…

ପ୍ରତି ଘରେ କରୋନା ନେତୃତ୍ବ ନେଉଛନ୍ତି ମହିଳା ସୁଜାତା, ଶାଳିନୀ, ଅନୁ, ସଂଘମିତ୍ରା ଓ ସାଗରିକାମାନେସରକାରର ପ୍ରମୁଖ ସ୍ଥାନରେ ମହିଳା ଆଗରେ ଅଛନ୍ତିକେନ୍ଦ୍ର ଅର୍ଥ ବ୍ୟବସ୍ଥାର ତଦାରଖ କରୁଛନ୍ତି ନିର୍ମଳାବିମଳା, ଭୁବନେଶ୍ବରୀ, ବିରଜା ବି ନେଉଛନ୍ତି ନେତୃତ୍ବ ଭୁବନେଶ୍ବର: ମାରାତ୍ମକ
Read More...

୧୧ ତାରିଖ ଉପରେ ଦେଶର ନଜର

ରାଜନୈତିକ ଦଳ ନେତୃବର୍ଗଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟଲକଡାଉନ ଅବଧି ବଢାଇବା ଲାଗି ଦାବି ଉଠାଇଲେ ରାଜନୈତିକ ଦଳ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ନିଷ୍ପତ୍ତି ନେବେ ମୋଦୀ ନୂଆଦିଲ୍ଲୀ: ମାର୍ଚ୍ଚ ୨୫ ତାରିଖରୁ ଦେଶରେ ୨୧ ଦିନିଆ ଲକଡାଉନ ଆରମ୍ଭ ହୋଇଥିଲା। ଏହା
Read More...

ରାଜଧାନୀରେ ଦିନକରେ ୧୮ ପଜିଟିଭ୍

ଭୁବନେଶ୍ବର: ଗୋଟିଏ ଦିନରେ ରାଜଧାନୀରେ ପୂରା ୧୮ଜଣଙ୍କ ଠାରେ କରୋନା ଭୁତାଣୁ ଠାବ ହୋଇଛି। ସ୍ବାସ୍ଥ୍ୟ ବିଭାଗ ଅପରାହ୍ନରେ ଜଣାଇଥିଲା ଯେ ଭୁବନେଶ୍ବର କପିଳପ୍ରସାଦ ଓ ବମିଖାଲରେ ଗୋଟିଏ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛି। ତଦନୁଯାୟୀ ସଂପୃକ୍ତ ଅଞ୍ଚଳକୁ ହଟ ସ୍ପଟ୍ ଭାବେ ଘୋଷଣା
Read More...

ଗମ୍ଭୀରତା ବଢିଲା, ଦିନକରେ ୪ କରୋନା ପଜିଟିଭ୍

ଭୁବନେଶ୍ବର: ସବୁ ରାଜ୍ୟ ଆଗଉଥିଲେ। ଓଡ଼ିଶା ସ୍ଥିତି ଯେମିତିକୁ ସେମିତି ଥିଲା। ହଠାତ୍ ୪୮ ଘଣ୍ଟା ଧରି ରାଜ୍ୟବାସୀଙ୍କ ନିଦ ହଜାଇ ଦେଇଛି କରୋନା। ଗତ ଦୁଇ ଦିନରେ ଦୁଇଟି ପଜିଟିଭ୍ ବାହାରିଥିଲା। ଆଜି ଗୋଟିଏ ଦିନରେ ୪ ଜଣଙ୍କ ନିକଟରେ କରୋନା ଭୁତାଣୁ ପଜିଟିଭ୍ ବାହିରଥିବା ସୂଚନା ମିଳିଛି।
Read More...

ଭୁବନେଶ୍ବର ଓ ଭଦ୍ରକ ସମ୍ପୂର୍ଣ୍ଣ ତାଲାବନ୍ଦ

ଆଜି ରାତି ୮ଟାରୁ ୪୮ ଘଣ୍ଟା ପାଇଁ ଏହା କାର୍ଯ୍ୟକାରୀ ହେବକର୍ଫ୍ୟୁ ଭଳି ସ୍ଥିତିରେ ରହିବ ଉଭୟ ସହର ଭୁବନେଶ୍ବର: କରୋନା ମୁକାବିଲା ପାଇଁ ଏକ ବଡ ପଦକ୍ଷେପ ନେବାକୁ ଯାଇ ରାଜ୍ୟ ସରକାର ଉଭୟ ଭଦ୍ରକ ଓ ଭୁବନେଶ୍ବରକୁ ସମ୍ପୂୁର୍ଣ୍ଣ ତାଲାବନ୍ଦ ବା ଲକଡାଉନ ଘୋଷଣା କରିଛନ୍ତି। ମୁଖ୍ୟଶାସନ
Read More...

ରେକର୍ଡ କରି ଦେଖାଇଲେ ନବୀନ

କରୋନା ପାଇଁ ଦେଶର ପ୍ରଥମ କୋଭିଡ ହସ୍ପିଟାଲ ଓଡ଼ିଶାରେ ପ୍ରସ୍ତୁତ୨ଟି ମେଡିକାଲରେ ୬୫୦ ଶଯ୍ୟାରେ ଚିକିତ୍ସିତ ହୋଇପାରିବେ ରୋଗୀବୁଝାମଣାର ଗୋଟିଏ ସପ୍ତାହ ମଧ୍ୟରେ କାର୍ଯ୍ୟକ୍ଷମ ହେଲାକିମ୍ସ ଓ ଅଶ୍ବିନୀକୁ ଓଡ଼ିଶା ଖଣି ନିଗମ ସମର୍ଥନ ଦେଇଛି ସହାୟତା ମୁଖ୍ୟମନ୍ତ୍ରୀ ଡାକ୍ତର ଓ
Read More...

କରୋନା ପାଇଁ ହାତଖୋଲିଦେଲେ ଧର୍ମେନ୍ଦ୍ର

ଏଲପିଜି ବିତରଣ ସହ ସଂପୃକ୍ତ ବ୍ୟକ୍ତିଙ୍କ କରୋନା ଯୋଗୁଁ ମୃତ୍ୟୁ ଘଟିଲେ ୫ ଲକ୍ଷ ସହାୟତାସୋ-ରୁମ ଷ୍ଟାଫ୍‌, ଗୋଦାମ କିପର, ମେକାନିକ୍ ଓ ଡେଲିଭରି ବୟଙ୍କ ମୃତ୍ୟୁରେ ମିଳିବ ଟଙ୍କାଇଣ୍ଡିଆନ ଅଏଲ, ବିପିସିଏଲ ଏବଂ ଏଚପିସିଏଲ ଦ୍ୱାରା ନିଆଯାଇଥିବା ନିଷ୍ପତି ସ୍ୱାଗତଯୋଗ୍ୟ ତୈଳ କମ୍ପାନୀ ଗୁଡିକର
Read More...