ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ
ନୂଆଦିଲ୍ଲୀ; ଲଞ୍ଚ ହେଲା ବହୁ ପ୍ରତୀକ୍ଷିତ ଆକ୍ସିଅମ-୪ ମିଶନ। ଏହି ମିଶନ ସହିତ ଇତିହାସ ରଚିଛନ୍ତି ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ଜୁନ୍ ୨୫, ୨୦୨୫ ଭାରତ ପାଇଁ ଏକ ଐତିହାସିକ ଦିନ ପାଲଟି ଯାଇଛି। ଦୀର୍ଘ ୪୧ ବର୍ଷ ପରେ କୌଣସି ଭାରତୀୟ ମହାକାଶକୁ ଯାତ୍ରା କରିଛନ୍ତି। ଆଜି ଭାରତୀୟ!-->…
Read More...
Read More...